Breaking News

ଚାକିରୀ ଦେବା ନାଁ ରେ ଦେଢ଼ କୋଟି ଚଳୁ, ପାଞ୍ଚ ବ୍ୟକ୍ତି ଙ୍କୁ ଗିରଫ କଲା ବୈଦ୍ୟନାଥ ପୁର ପୋଲିସ ||   (25-Aug-2026)       ||      ଏଥର ମାଣ୍ଡିଆ, ଚାଉଳ ରେ ତିଆରି ରାକ୍ଷୀ ଷ୍ଟାଲ ରେ ମହିଳାଙ୍କ ପ୍ରବଳ ଭିଡ଼ ||   (25-Aug-2026)       ||      ହାଟ ଡିହି ଶିକ୍ଷା ଜିଲ୍ଳାରେ ପ୍ରମୋସନହୋଇ ପ୍ରଧାନ ଶିକ୍ଷକ ହେଲେ 57 ଜଣ ଶିକ୍ଷକ ||   (25-Aug-2026)       ||      ଆବାସ ଯୋଜନା ପାଈଁ ଲାଞ୍ଚନେଇଥିବା ଅଭିଯୋଗ ରେ ପୂର୍ବତନ ପିଇଓ ଙ୍କୁ 4ବର୍ଷ ଦଣ୍ଡା ଦେଶ ଦେଲେ କୋର୍ଟ |    (25-Aug-2026)       ||      ଦାଦନ ଯାଇ ନିଖୋଜ ଥିବା ପୁଅର ବାଟ ଚାହିଁ ବସି ଛନ୍ତି ପରିବାର ଲୋକ ||   (25-Aug-2026)       ||      ଗଣ୍ଡଳା ଗାଁ ପୋଖରୀ ନିଲାମକୁ ବାତିଲ ପାଈଁ ଗ୍ରାମବାସୀ ବିଡ଼ିଓ ଓ ସରପଞ୍ଚ ଙ୍କୁ ଦେଲେ ଦାବିପତ୍ର ||   (25-Aug-2026)       ||      କନ୍ଧମାଳ ରେ ଦାଦନ ଶ୍ରମିକ ତଥ୍ୟ ସଂଗ୍ରହ ଆପ ଉନ୍ମୋଚିତ |    (25-Aug-2026)       ||      ଗୋଲିଆ ଆଦର୍ଶ ବିଦ୍ୟାଳୟ ରେ ଛାତ୍ର ଆଶୁ ତୋଷ ବିଶୋଇ ଙ୍କ ସଫଳତା |   (25-Aug-2026)       ||      ମରଣ ଯନ୍ତା ସାଜିଛି ଖୋର୍ଦ୍ଧା ଗୁରୁଜଙ୍ଗଟାଙ୍ଗୀ ସାହି ନୂଆଙ୍ଗା ରାସ୍ତା |   (25-Aug-2026)       ||      ବେଗୁନିଆପଡା ଜନତା ହାଇସ୍କୁଲ ଛାତ୍ରୀ ନିବାସ ଅବ୍ୟବସ୍ଥା ଘେର ରେ |    (25-Aug-2026)       ||      ଶୁଣିଲାନି ପ୍ରଶାସନ, ଘର ଉଛେଦ ପରେ ଗଛ ମୂଳହିଁ ଭରସା |    (25-Aug-2026)       ||      ଅତିଶୀଘ୍ର ଶ୍ରୀମନ୍ଦିର ରେ ଆରମ୍ଭ ହେବ ଧାଡି ଦର୍ଶନ |    (25-Aug-2026)       ||      ଛେଳି ଚୋରିକରି ବୋଲରା ଗାଡ଼ିରେ ନେଉଥିଲା ବେଳେ ପୋଲିସ ଦ୍ୱାରାତିନି ଗିରଫ ||   (25-Aug-2026)       ||      ବର୍ଷା ଯୋଗୁଁ ଭାଙ୍ଗିଲା ନୂଆବନ୍ଧ,, ଚାଷ ଜମି ହେଲା ବାଲିଚର |    (25-Aug-2026)       ||      ଲଡଶ ରେ ଶେଷ ମୁହୂର୍ତ୍ତ ରେ ଟିମ ଇଣ୍ଡିଆ ର ଦମ ଦେଖି ପ୍ରଶଂସା କଲେ ଗୃହ ମନ୍ତ୍ରୀ |    (25-Aug-2026)       ||      ମେଡିକାଲ ଆଗରେ ଜବର ଦଖଲ ଉଛେଦ ଯୋଗୁଁ ବ୍ୟବସାୟୀ ଙ୍କ ଉଜୁଡି ଗଲା ବେଉସା |    (25-Aug-2026)       ||      ବେଆଇନ ଭାବେ ଚାଲୁଥିବା ସ୍କୁଲ ବସକୁ ଜବତ କଲେ କଟକ ଆର ଟି ଓ ବିଭାଗ ଅଧିକାରୀ |    (24-Aug-2026)       ||      ଭିଜିଲାନ୍ସ ହାତରେ ଧରା ପଡିଲେଅବସର ପ୍ରାପ୍ତ ସିନିଏର ରେଭେନ୍ୟୁ ଆସିଷ୍ଟାଣ୍ଡ ଅଧିକାରୀ |    (24-Aug-2026)       ||      ବାଣପୁର ବ୍ଲକରେ ଜିଲ୍ଲା ପାଳ ଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ||   (24-Aug-2026)       ||      ବଡ଼ ମାଣିଝୋଲା ନଦୀରୁ ନିଖୋଜ ଛାତ୍ର ଙ୍କ ମୃତ ଦେହ ଉଦ୍ଧାର |   (24-Aug-2026)       ||     

ସାମାଜିକ ସେବା ଦିବସ ରେ 80 ବର୍ଷରୁ କମ ଭିର୍ନ୍ନକ୍ଷମ ଙ୍କୁ ଭତ୍ତା ବଣ୍ଟନ |

15-Jan-2025

ସାମାଜିକ ସେବା ଦିବସ ରେ 80 ଭାଗ ରୁ କମ ଭିନ୍ନକ୍ଷମ ଙ୍କୁ ମୁଖ୍ୟମନ୍ତ୍ରି ଆଭାସୀ ରେ ବାଣ୍ଟିଲେ ବର୍ଦ୍ଧିତ ଭତ୍ତା | 
          *******************************
ଓଡିଶା ଜନମତ, ଖଲ୍ଲିକୋଟ, ମାଧବ ବେହେରା,15/1  : 

ବିଜେପି ସରକାରଙ୍କନିର୍ବାଚନୀ ଘୋଷଣା ଅନୁଯାଇ  15 ତାରିଖ ସାମାଜିକ ଦିବସ ଅବସର ରେ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ମାଝି ଆଭାସୀ ମାଧ୍ୟମ ରେ ସାରା ରାଜ୍ୟ ରେ  80 ଭାଗ ରୁ କମ ଭିନ୍ନକ୍ଷମ ଥିବା ଭିନ୍ନକ୍ଷମ ଓ 80 ବର୍ଷ ରୁ ଊର୍ଧ୍ଵ ବୃଦ୍ଧ ଓ ବୃଦ୍ଧା ଙ୍କୁ ବର୍ଦ୍ଧିତ ଭତ୍ତା ବଣ୍ଟନ କରିଥିଲେ | ଏ ଉପଲକ୍ଷେ ଖଲ୍ଲିକୋଟ ବ୍ଲକ ପରିସର ରେ ଆସିକା ସାଂସଦ ଅନିତା ସୁଭଦର୍ଶନୀ  ପଟନାୟକ ସ୍ଥାନୟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠି ଯୋଗ ଦେଇ   ଖଲ୍ଲିକୋଟ ବ୍ଲକ ର 159 ଭିନ୍ନକ୍ଷମ ହିତାଧିକାରୀ ଙ୍କ ମଧ୍ୟ ରୁ  30 ଜଣ 80 ଭଗ ରୁ ଉର୍ଦ ଭିନ୍ନକ୍ଷମ ଙ୍କୁ ବର୍ଦ୍ଧିତ ବଣ୍ଟନ କରିଥିଲେ |କ୍ରମଶଃ ବଳକା ଭିନ୍ନକ୍ଷମ ଙ୍କୁ ନିଜ ନିଜର ପଂଚାୟତ ରେ ଭିନ୍ନକ୍ଷମ ହିତାଧିକାରୀ ମାନେ ବର୍ଦ୍ଧିତ ଭତ୍ତା ପାଇବେ | ଉକ୍ତ କାର୍ଯ୍ୟକ୍ରମ ରେ ଖଲ୍ଲିକୋଟ ଗୋଷ୍ଟି ଉନ୍ନୟନ ଅଧିକାରୀ ଦେବାଶିଷ ସାମଲ ଙ୍କ ସମେତ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ଙ୍କ ସମେତ ବିଜେପି ନେତା ଅନିଲ ପଣ୍ଡା, ଯଜ୍ଞ ନାରାୟଣ ଦାଶ, ଖଲ୍ଲିକୋଟ ଏନ ଏ ସି ମଣ୍ଡଳ ସଭାପତି ଶଙ୍କର ପ୍ରସାଦ ନାହାକ, ବ୍ଲକ ଉପାଧ୍ୟାକ୍ଷ ଙ୍କ ପ୍ରତିନିଧି କାଲୁରାମ ମହାରଣା ଯୋଗ ଦେଇଥିବା ବେଳେ ବ୍ଲକ ଅଧକ୍ଷ କୁମାରୀ ଦାଶ ଅନୁପସ୍ଥିତି ଥିବା ଦେଖିବାକୁ ମିଳିଥିଲା |ପ୍ରକାଶ ଥାଉକି ଖଲ୍ଲିକୋଟ ବ୍ଲକ ର 29 ଗୋଟି ପଂଚାୟତ ର 80 ବର୍ଷ ରୁ ଊର୍ଧ୍ଵ 707 ଜଣ ବୃଦ୍ଧା ବୃଦ୍ଧ ଓ ବିଧବା ବର୍ଦ୍ଧିତ ପାଇବା କୁ ଆପେକ୍ଷ ରେ ଥିବା ବେଳେ ଖଲ୍ଲିକୋଟ ଏନ  ଏ ସି ର ଏନ ଏସ ଓ ଏ ପି ର 80 ବର୍ଷ ରୁ ଊର୍ଧ୍ଵ  ଊର୍ଧ୍ଵ ବୃଦ୍ଧା ବିଧବା 23 ଜଣ ଓ 80 ଭାଗ ରୁ ଊର୍ଧ୍ଵ ଭିନ୍ନକ୍ଷମ ମାତ୍ର ଜଣେ ପାଇବାକୁ ଯୋଗ୍ୟ ହୋଇଥିବା ବେଳେ ମଧୁବାବୁ ଭତ୍ତା ପାଉଥିବା ବୃଦ୍ଧ ବୃଦ୍ଧା 24 ଜଣ ଓ 80 ଭାଗ ରୁ ଊର୍ଧ୍ଵ ଭିନ୍ନକ୍ଷମ ମଧ୍ୟ ରୁ ମାତ୍ର 23 ଜଣ ବର୍ଦ୍ଧିତ 3500 ଟଙ୍କା ପାଇବେ ବୋଲି ଜଣାପଡିଛି |ତେବେ ଖଲ୍ଲିକୋଟ ବ୍ଲକ ଓ ଏନ ଏ ସି ରେ 80 ବର୍ଷ ରୁ କମ ବୟସ ରୁ କମ  ପ୍ରାୟ 27 ହଜାର ବୃଦ୍ଧ ବିଧବା ଓ ଭିନ୍ନକ୍ଷମ ମାନେ ରାଜ୍ୟ ସରକାରଙ୍କ ନିର୍ବାଚନ ପ୍ରତିଶୃତି ଅନୁଯାଇ ବର୍ଦ୍ଧିତ 3000 ଟଙ୍କା ପାଇବା ନେଇ ସନ୍ଦେହ ପ୍ରକାଶ କରିବା ସହ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି |

News Comment

You Might Also Like

BACK TO TOP