Breaking News

ଦୁନ୍ଧୁଲି ଗ୍ରାମରେ ଧାନ ଜମିକୁ ନେଇ ଉତେଜନା ||   (29-Nov-2026)       ||      ନାବାଳିକା ମାନଙ୍କୁ ରେଳ ଲାଇନ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହେଉଥିବା ଅଭିଯୋଗ |    (29-Nov-2026)       ||      ସୁଳୀ ପଦର ମା ମଙ୍ଗଳା ମନ୍ଦିର ପରିସରରେ ଜିଲ୍ଲା ସ୍ତରୀୟ ପୂଜାରୀ ମହାସଂଘ ରବୈଠକ ଓ ବନ୍ଧୁ ମିଳନ ||   (29-Nov-2026)       ||      ପୋଲସରା ଗୌରୀ ଆମ୍ମା ଯାତ୍ରାରେ ଛାତ୍ର ଛାତ୍ରୀଙ୍କ ସଚେତନତା କାର୍ଯ୍ୟକ୍ରମ ||   (29-Nov-2026)       ||      ଭାମଶିଆଳି ଉଚ୍ଚ ବିଦ୍ୟାଳୟ ରେ ବିଜ୍ଞାନ ମେଳା ଅନୁଷ୍ଠିତ |    (28-Nov-2026)       ||      ପରିବେଶ ସୁରକ୍ଷା ନିମନ୍ତେ ନୂଆଦିଲ୍ଲୀ ରେ ଜାତୀୟ ସମ୍ମିଳନୀ ରେ ସମ୍ମାନିତହେଲେ ବରଗଡ଼ ସାଂସଦ |   (28-Nov-2026)       ||      2026-27,ନିମନ୍ତେ ଜିଲ୍ଲା ସ୍ତରୀୟ ଖରିଫ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ |    (28-Nov-2026)       ||      କାଦୁଅ ପଡା ସରସ୍ବତୀ ଶିଶୁମନ୍ଦିର ର ପ୍ରିୟାଂଶି ପ୍ରିୟଦର୍ଶନୀ ତୃତୀୟ ଶ୍ରେଣୀ ମେଧା ବୃତ୍ତି ତାଲିକାରେ ସଫଳ |   (27-Nov-2026)       ||      ଦାଦନ ଖଟିବାକୁ ତାମିଲନାଡୁ ଯାଇ ସର୍ପା ଘାତ ରେ ଯୁବକ ମୃତ ||   (27-Nov-2026)       ||      ସମ୍ବର ଶିକାର ପାଈଁ ବିଦ୍ୟୁତ ଫାସ ପକାଇ ଦୁଇ ଅଭିଯୁକ୍ତ ଗିରଫ ||   (27-Nov-2026)       ||      ଗୌରୀ ଆମ୍ମା ଯାତ୍ରା ପାଈଁ ଶାନ୍ତି ଶୃଙ୍ଖଳା ଟ୍ରାଫିକ ପାଈଁ ଜନସାଧାରଣ ଙ୍କୁ ପୋଲିସ ର ନିବେଦନ |   (27-Nov-2026)       ||      ଛାୟା ସାମ୍ବାଦିକ ଙ୍କ ଯୋଗୁଁ ନିନ୍ଦିତ ହେଉଛନ୍ତି ପ୍ରକୃତ ସାମ୍ବାଦିକ ||   (26-Nov-2026)       ||      ବର୍ତ୍ତନୀ ଗ୍ରାମ ରେ ରାଜ୍ୟସ୍ତରୀୟ ତ୍ରୀ ଦିବସୀୟ କବାଡି ପ୍ରତିଯୋଗିତା ର ଶୁଭାରମ୍ଭ |    (26-Nov-2026)       ||      ପୂଜାରୀ ବମ୍ବୁ ଗ୍ରାମରେ ସଡକ ନିର୍ମାଣ କାର୍ଯ୍ୟ ଆରମ୍ଭ |   (25-Nov-2026)       ||      ଲିଙ୍ଗ ଭିତିକ ହିଂସା ବିରୋଧରେ 16ଦିନର ଅଭିଯାନ ର ଶୁଭାରମ୍ଭ |    (25-Nov-2026)       ||      ଦେବଗିରି ରେ ଜଗନ୍ନାଥ ମନ୍ଦିର ରେ ଭକ୍ତ ଙ୍କ ପ୍ରବଳ ଭିଡ଼ |    (25-Nov-2026)       ||      ଶୈବ ପୀଠ ଅମରେଶ୍ୱର ଠାରେ କାର୍ତ୍ତିକ ପୁର୍ଣିମା ରେ ଭକ୍ତ ଙ୍କ ପ୍ରବଳ ଜନ ସମାଗମ |    (25-Nov-2026)       ||      ମୁଖ୍ୟମନ୍ତ୍ରୀ ଙ୍କ ଦୟାରେ ଆନିକେଟ ହେଲେ ଉପକୃତ ହେବେ ପୁରୁଷୋତ୍ତମପୁର ଅଞ୍ଚଳ ବାସୀ ||   (24-Nov-2026)       ||      ବଙ୍ଗୋମୁଣ୍ଡା ଅଘଟଣ ପରେ ବରଗଡ଼ ଧନୁଯାତ୍ରା କୁ ହାତୀଚିନ୍ତା |    (24-Nov-2026)       ||      ପୋଖରୀ ପାହାଚ ରେ ଗୋଡ଼ ଖସି ଯିବାରୁ ଯୁବକ ମୃତ |    (24-Nov-2026)       ||     

ପୁଣି ବାତ୍ୟା କୁ ନେଇ ଗଞ୍ଜାମ ଜିଲ୍ଲା ପାଳ ଙ୍କ ପୁରୁଷୋତ୍ତମପୁର ବ୍ଲକର ବିଭିନ୍ନ ସ୍ଥାନ ପରିଦର୍ଶନ ||

15-Nov-2026

ସମ୍ଭବ୍ୟ ବାତ୍ୟା କୁନେଇ ଗଞ୍ଜାମ ଜିଲ୍ଲପାଳ ଙ୍କ ପୁରୁଷୋତ୍ତମପୁର ବ୍ଲକର ବିଭିନ୍ନ ସ୍ଥାନ କୁ ପରିଦର୍ଶନ  |

ଓଡିଶା ଜନ ମତ, ପୁରୁଷୋତ୍ତମପୁର, ଶୁଭଙ୍କର ଦାଶ :----

ଗଞ୍ଜାମ ଜିଲ୍ଲା ବାସୀଙ୍କ ମନରୁ  ବର୍ଷା ଓ ବନ୍ୟାର କରୁଣ ଓ ଭୟଙ୍କର ଚିତ୍ର ମନରୁ ଲିଭି ନଥିବା ବେଳେ ପୁଣି ଏକ ବାତ୍ୟାଆସନ୍ତା 18.19 ତାରିଖ ରେ ଆସୁଥିବାରୁ  ଓଡିଶା ର ବିଭିନ୍ନ ଜିଲ୍ଲା ମଧ୍ୟରୁ ଗଞ୍ଜାମ ଜିଲ୍ଲା ଅରେଞ୍ଜ ଜୋନ ରେ ରହି ଥିବାରୁ ଗଞ୍ଜାମ ଜିଲ୍ଲପାଳ  ଭିକିର୍ତ୍ତୀଭାସନଙ୍କ ଓ ଛତ୍ର ପୁର ଉପଜିଲ୍ଲାପାଳ  ପୁରୁଷୋତ୍ତମପୁରତହସିଲଦାର,ବିଡ଼ିଓ ପୂର୍ତ୍ତ ବିଭାଗ ଯେଇ,ଜଳ ସମ୍ପଦ କନିଷ୍ଟ ଯେଇ ପୁରୁଷୋତ୍ତମପୁର ବ୍ଲକର ବିଭିନ୍ନ  ସ୍ଥାନ, ନଦୀବନ୍ଧ, ରାସ୍ତା କୁ ପରିଦର୍ଶନ କରି ତାର ସ୍ଥିତି ଅନୁଧ୍ୟାନ କରିଥିଲେ | 
ବନ୍ୟାରେ ନଷ୍ଟ ହୋଇଥିବା ରାସ୍ତାଘାଟ, ନଦୀଘାଟ ଓ କେନାଲଗୁଡ଼ିକର ଯୁଦ୍ଧକାଳୀନ ମରାମତି କାର୍ଯ୍ୟର ସମୀକ୍ଷା କରି ଛନ୍ତି
|  ଜିଲାପାଳ କହିଛନ୍ତିଯେ, ସମ୍ଭାବ୍ୟ ବାତ୍ୟାକୁ ନେଇ ମାଇକ୍‌ ଯୋଗେ ଜନ ସାଧାରଣ ଙ୍କୁ ଜନସଚେତନତା  କରାଇବା । ପୂର୍ବ ବନ୍ୟାରେ କ୍ଷତିଗ୍ରସ୍ତ ଅଞ୍ଚଳଗୁଡ଼ିକରେଥିବା ବନ୍ୟା ଆଶ୍ରୟସ୍ଥଳ ଓ ଗାଁର ଆଶ୍ରୟ ସ୍ଥଳ, ସ୍କୁଲ, ଗୁଡିକ ରେ ଲୋକଙ୍କୁ  ନେଇ ସୁରକ୍ଷିତ  କରାଯିବା ନେଇ ପ୍ରସ୍ତାବ ଦେଇଥିଲେ | ସେହି ସ୍ଥାନ ମାନଙ୍କରେ ଯେମିତି ପାନୀୟ ଜଳ, ଶୁଖିଲା ଖାଦ୍ୟ, ଔଷଧ ସହ ରନ୍ଧାଖାଦ୍ୟର ବ୍ୟବସ୍ଥା କରାଯିବ ତାଉପରେ ମଧ୍ୟ ଅନ୍ୟ ଅଧିକାରୀ ମାନଙ୍କ ସହ କଥାବାର୍ତ୍ତା କରିଥିଲେ | ରହିବ । ଏହାସହ ବିଭିନ୍ନ ଡ୍ୟାମ୍‌ରୁ ଆବଶ୍ୟକ ଅନୁଯାୟୀ ପାଣି ନିଷ୍କାସନର ବ୍ୟବସ୍ଥା ଉପରେ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ | ତେବେ ଆସୁଥିବା  ବାତ୍ୟା କୁ ନେଇ  ଆତଙ୍କିତ ନ ହୋଇ  ସତର୍କ ସୂଚନା ଓ ନିର୍ଦ୍ଦେଶ ମାନିବାକୁ ଜିଲାପାଳ ଗ୍ରାମବାସୀ ଙ୍କୁ ଅନୁରୋଧ କରି ଥିଲେ |

News Comment

You Might Also Like

BACK TO TOP