Breaking
News
Breaking
News
23-Sep-2026
ରେଳ ଧାରଣା ରୁ ମୃତ ଦେହ ଉଦ୍ଧାର।
ଓଡିଶା ଜନ ମତ, ବ୍ରହ୍ମପୁର, କୈଳାଶ ଚନ୍ଦ୍ର ଚୌଧୁରୀ :---
ବ୍ରହ୍ମପୁର ରେଳବାଇ ଥାନା ଅନ୍ତର୍ଗତ ପଞ୍ଚମା ରେଳ ଧାରଣାରୁ ଏକ ମୃତ ଦେହକୁ ପୋଲିସ ଉଦ୍ଧାର କରିଛନ୍ତି। କୌଣସି ଏକ ଟ୍ରେନ ରେ କଟି ମୃତ୍ୟୁ ଘଟିଥିବା ବେଳେ ମୃତ ଦେହ ଜଣେ ଯୁବକ ର ଓ ତାର ପରିଚୟ ମିଳିନାହିଁ। ପୋଲିସ ଶବ ବ୍ୟବଚ୍ଛେଦ ପରେ ଶବ ସଂରକ୍ଷଣ ଗୃହରେ ରଖିଛନ୍ତି। ପୋଲିସ ତଦନ୍ତ ଜାରି ରଖିଛି ଏବଂ ବିଭିନ୍ନ ଥାନା ସହିତ ସମସ୍ତଙ୍କୁ ସୂଚନା ଦିଆ ଯାଇଛି, ଏହିଯୁବକର ଖବର ମିଳିଲେ ତାର ପରିଚୟ ମିଳିଲେ ତାଙ୍କ ଘର ଲୋକଙ୍କୁ ହସ୍ତାନ୍ତର କରାଯିବ |
BACK TO TOP