Breaking News

ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||      ରେଳପଥ ପୁନରୁଦ୍ଧାର କାର୍ଯ୍ୟ ମାଲିଗୁଡାରେ ଜୋରସର ରେ ଚାଲିଛି |    (29-Sep-2026)       ||     

ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ଲୋକେ ଗୋଷ୍ଟି ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଘେରିଗଲେ |

23-Jul-2026

 ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଘେରିପ୍ରଶ୍ନ କଲେ କାଶୀ ନଗର ବାସିନ୍ଦା |

ଓଡିଶା ଜନ ମତ ବ୍ୟୁରୋ, 

 ଲୋକ ମାନେ ଯେତେବେଳେ ସେମାନଙ୍କ ମୌଳିକ ଅଧିକାର ରୁ ବଞ୍ଚିତ ହୁଅନ୍ତି ତେବେ ସେମାନେ ଏପରି ଉଗ୍ର ଓ କଠୋର ହୋଈ ଯାଆନ୍ତି ଯେ କୌଣସି ଅଧିକାରୀ ଙ୍କୁ ମଧ୍ୟ ଡରନ୍ତିନାହିଁ | ବିଶେଷ କରି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା କାଶୀନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଗତ ପାଞ୍ଚ ବର୍ଷ ହେଲା ସାଧାରଣ ସୁବିଧା ରୁ ବଂଚିତ ଲୋକ ଙ୍କ ଉଗ୍ର ରୂପ ଆଜି ଦେଖିବାକୁ ମିଳିଛି.
ଘଟଣା ରୁ ପ୍ରକାଶ କି ଗତ ପାଞ୍ଚ ବର୍ଷ ହେଲା କାଶୀନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ବିଭିନ୍ନ ପ୍ରକାର ସମସ୍ୟା ଲାଗି ରହିଛି. କେତେବେଳେ ଡାକ୍ତର ଙ୍କ ଅଭାବ ତ କେତେବେଳେ କର୍ମଚାରୀ ଙ୍କ ଅଭାବ, ଅବହେଳାର ଚରମ ସୀମା ରେ ପହଂଚିଥିବା ଏହି ଡାକ୍ତର ଖାନା ସମ୍ପର୍କ ରେ ଜିଲ୍ଲାପାଳ, ସ୍ୱାସ୍ଥ୍ୟ ମନ୍ତ୍ରୀ, ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନିକଟ ରେ ଅନେକ ଥର ବିଭିନ୍ନ ସମସ୍ୟା ବିଷୟ ରେ ଦାବୀ ହୋଇଛି ଆସୁଛି, ତଥାପି କର୍ଣ୍ଣ ପାତ କରୁନ ଥିବା ମେଡିକାଲ ଇନଚାର୍ଜ  କୁ ଆଜି ଲୋକେ ପାନେ ଦେଇଛନ୍ତି. ଗତ ସପ୍ତାହ ହେଲା ଜଣେ ସାପ କାମୁଡା ରୋଗୀ ଙ୍କୁ ଯେଭଳି ଭାବେ ମେଡିକାଲ ରେ ଚିକିତ୍ସା କରାଗଲା  ସେ ନେଇ ଲୋକେ ଓ ଟାଉନ ବିଜେପି ସଭାପତି ଭି. ଚେଲାପତି ଙ୍କ ନେତୃତ୍ୱ ରେ ମହିଳା ଓ ଯୁବକ ଆଜି ମେଡିକାଲ ଇନଚାର୍ଜ ଙ୍କୁ ଘେରାଉ କରି ନାକେଦମ କରିଥିଲେ. ହସ୍ପିଟାଲ ରେ ପାଇଖାନା, ପିଇବା ପାଣି, ଔଷଧ ବିତରଣ ଠାରୁ ଆରମ୍ଭ କରି ବିଭିନ୍ନ ସମସ୍ୟା ନେଇ ପ୍ରଶ୍ନ ବାଣ କରିଥିଲେ, ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କ ତଦନ୍ତ ପରେ ତାଙ୍କ କଥା କିଏ ଶୁଣୁ ନ ଥିବା ବଦଳି ହେଲେ ହାଇକୋର୍ଟ କୁ ଯାଇ ସ୍ଥଗିତ କରି ରହୁଥିବା ଏଭଳି ବିଭିନ୍ନ ପ୍ରଶାସନିକ କାର୍ଯ୍ୟ ରେ ଅବହେଳା ନେଇ ଇନଚାର୍ଜ ସୌମ୍ୟ ରଞ୍ଜନ ଦାସ ଙ୍କୁ ଜନ ପ୍ରତିନିଧି ଓ ଲୋକେ କୈଫତ ତଲବ କରିଥିଲେ, ଶେଷ ରେ ଇନଚାର୍ଜ ଦାସ ଲୋକ ଙ୍କୁ ଲିଖିତ ଭାବେ ଏଣିକି ଆଉ ସେଭଳି ଭୂଲ ହେବ ନାହିଁ ବୋଲି ଲେଖି ଦେଇଥିଲେ, ଭୂଲ ଓ ଅବହେଳା ର ପୁନରାବୃତ୍ତି ହେଲେ ପରିସ୍ଥିତି ବିଷମ ହେବ ବୋଲି କାଉନ ସିଲେର ଭି ଚେଲାପତି, ସିର୍ଲା ଝାନ୍ସୀ ଚେତାବନୀ ଦେଇଥିଲେ. କାଶୀନଗର ଗଜପତି ରୁ ପ୍ରଣତି ସାବତ ଙ୍କ ରିପୋର୍ଟ.

News Comment

You Might Also Like

BACK TO TOP