Breaking News

ବ୍ରହ୍ମପୁର ନିମଖଣ୍ଡି ଥାନା ଅଞ୍ଚଳ ରେ ବନ୍ଧୁର ଆକ୍ରମଣ ରେ ବନ୍ଧୁର ମୃତ୍ୟୁ |    (04-Oct-2026)       ||      ପୋଲମା ବିଦ୍ୟାଳୟ ଛାତ୍ର ସୁଶାନ୍ତ ଙ୍କୁ ଜାତୀୟ ଥ୍ରୋ- ବଲରେ ସ୍ଵର୍ଣ ପଦକ |   (04-Oct-2026)       ||      ଆଲିଜିନିଗୁଡା ଆମ୍ବ ତୋଟା ରେ ବିଜେଡିର ବିଶାଳ ମିଶ୍ରଣ ପର୍ବ |   (04-Oct-2026)       ||      ଛତ୍ରପୁର ଗୋବିନପୁର ସୀତାନଗର ରୁ ଆଠ ଫୁଟିଆ ଅଜଗର ସାପ ଉଦ୍ଦାର |    (04-Oct-2026)       ||      ବିଜେଡିର ସିନିଏର ପେନାଲ ଲିଷ୍ଟ ରେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ |   (04-Oct-2026)       ||      ଟ୍ରେନ ଧକ୍କାରେ ଟ୍ରାକ ମେନ ର ମୃତ୍ୟୁ ||   (03-Oct-2026)       ||      ସୋରଡ଼ା ମଠ ସାହିର ନିଖୋଜ ଛାତ୍ର ର ମୃତ ଦେହ ଉଦ୍ଧାର ||   (03-Oct-2026)       ||      କୁନୀ ଝିଅର ଆରୋଗ୍ୟ ପାଇଁ ଘରେ, ଘରେ ଛାତ୍ର, ଛାତ୍ରୀ ମାଗୁଛନ୍ତି ଅର୍ଥ |   (03-Oct-2026)       ||      ବରିଷ୍ଠ ଶିକ୍ଷକ ନେତା କାମ ରାଜୁ ମହାରଣା ଆନ୍ତର୍ଜାତୀୟ ବରିଷ୍ଟ ନାଗରିକ ଦିବସ ରେ ସମ୍ବର୍ଦ୍ଧିତ |    (03-Oct-2026)       ||      ଖୋର୍ଦ୍ଧା ବକ୍ସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲ ର 125ତମ ବାର୍ଷିକ ସମାରୋହରେ ଯୋଗଦେଲେ ଓଡିଶା ରାଜ୍ୟପାଳ |   (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀଓଶାସ୍ତ୍ରୀ ଜୟନ୍ତୀ ବରଗଡ଼ ରେ ମହା ସମାରୋହ ରେ ପାଳିତ ||   (03-Oct-2026)       ||      ଅନସ୍ଲୋ ହାଇସ୍କୁଲ ବିଜ୍ଞାନ ନାଟକ ପ୍ରତିଯୋଗୀ ତାରେ ଗଞ୍ଜାମ ଜିଲ୍ଳାରେ ପ୍ରଥମ ସ୍ଥାନ ପାଇଛି ||   (03-Oct-2026)       ||      ଝାରବନ୍ଧ ର ହିତେଶ୍ବରୀ ଚାକିରି କରିବା ସହ ପାଠ ପଢ଼ା ଏବଂ ନିଟ ରେସଫଳତା |    (03-Oct-2026)       ||      ପାଇକ ମାଳ ଥାନା ପରିସରରେ ଶାରଦୀୟ ଦୁର୍ଗା ପୂଜା ପାଇଁ ଶାନ୍ତି କମିଟି ଗଠିତ |    (03-Oct-2026)       ||      ରଣ ଝାଲୀ ଗ୍ରାମ ପଞ୍ଚାୟତ ରେ ଶିଶୁବିବାହ ନିଷେଧ ଉପରେ ଗ୍ରାମସଭା ଅନୁଷ୍ଠିତ |   (03-Oct-2026)       ||      ଶିକରପାଇ ବିଦ୍ୟାଳୟ ରେ ସାମର୍ଥ ଶିବିର ଅନୁଷ୍ଠିତ ||   (03-Oct-2026)       ||      ଜ୍ଞାନେଶ କୁମରଙ୍କୁ ଗିରଫକରିବା ନେଇ ଇଣ୍ଡିଆ ମେଣ୍ଟ ତରଫରୁ ଏଈ ମାସ 8ତାରିଖ ଓଡିଶା ବନ୍ଦ ଡାକରା |    (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଖୋର୍ଦ୍ଧା ଠାରେ ପାଳିତ |    (02-Oct-2026)       ||      ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବାଲିଗୁଡା ରେ ପାଳିତ |   (02-Oct-2026)       ||      ଖୋର୍ଦ୍ଧା ବ୍ଳକ ନାଲିପଡ଼ା ଅର୍ଜୁନ ପୁର ଓ ବିଭିନ୍ନ ପଞ୍ଚାୟତ ରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ||   (02-Oct-2026)       ||     

ସ୍ମୃତି ହୋଇ ରହିଗଲାଣି ଡାକ ଵାଲାର ଚିଠି ଦେବା ସେବା କାର୍ଯ୍ୟକ୍ରମ |

18-May-2026

ଅଲୋଡ଼ା ହୋଗଲାଣି ଡାକବାକ୍ସ ଓ ଚିଠିସେବା |

  ଓଡିଶା ଜନ ମତ  ବ୍ୟୁରୋ,

ବର୍ତ୍ତ ମାନର ଆଧୁନିକ ଯୁଗରେ ଲୋକମାନେ ଭଳିକି ଭଳି ଏଣ୍ଡ୍ରୋଡ଼  ସ୍ମାର୍ଟ ଓ ଆଇ ଫୋନ ବ୍ୟବହାରବହୁଳ ମାତ୍ରାରେ  କରୁଥିବାରୁ ପୂର୍ବର ସେଇଚିଠି ଯାହାକି ବହୁତ ବର୍ଷ ପୂର୍ବେ ପାରଦ୍ୱାରା ପଠାଯାଉଥିଲା ଏବଂ ତାପରେ ପୋଷ୍ଟ ବିଭାଗ ଦ୍ଵାରା ଚିଠି ମାଧ୍ୟମରେ ସମସ୍ତ ଆତ୍ମୀୟ ସ୍ୱଜନ, ବନ୍ଧୁ  ବାନ୍ଧବ ଓ ଦୂର ସମ୍ପର୍କୀୟ ମାନଙ୍କୁ  ସବୁ ବିଷୟ ଆଦାନ ପ୍ରଦାନ ହୋଈ ପାରୁଥିଲା  | ହେଲେ ଆଜି ତାହାସବୁ ସ୍ମୃତି ହୋଈ ରହିଗଲାଣି | କେବଳ ରେଜିଷ୍ଟର ପାର୍ସଲ ଛାଡିଦେଲେ କେଉଁଠି କିଏ ଚିଠି ଉପରେ ନିର୍ଭର କରୁନାହିଁ  | ଆଜି କାଲି ଗାଁ ଓ ସହରରେ ଶୁଣିବାକୁ ମିଳୁନି ଡାକବାଲାଙ୍କ ଡାକ । ପୂର୍ବ ଭଳି ଆଉ ଆସୁନିଚିଠିପତ୍ର। କିଛି ସରକାରୀ ଚିଠିପତ୍ର ଓ ନୋଟିସକୁ ଛାଡି ଦେଲେ କାଁ ଭାଁ ଆସୁଛି ଘରୋଇ ଚିଠି । ସବୁ ସୂଚନା ଫୋନରେ ମିଳି ଯାଉଥୁବାରୁ ଚିଠି ଲେଖୁବା ଓ ଡାକ ଘରକୁ ଯିବା ଲୋକେ ଛାଡି ଦେଲେଣି । ସମସ୍ତଙ୍କ ପାଖରେ ଭଳିକି ଭଳି ମୋବାଇଲ, କମ୍ପ୍ୟୁଟର ଓ ଲାପଟପ ଯୋଗୁଁ ଏଭଳି ସ୍ଥିତି ସୃଷ୍ଟିହୋଇଛି।ଭାବର ଆଦାନପ୍ରଦାନ ପାଇଁ ଆଉ ଚିଠି ଆବଶ୍ୟକତା ପଡ଼ୁ ନଥିବାରୁ ଅଲୋଡ଼ା ହେବାରେ ଲାଗିଛି ଡ଼ାକବକ୍ସ। ୨୦୦୨ ମସିହା ପର୍ଯ୍ୟନ୍ତ ଡାକବାକୁ ଭାବ ଆଦାନ ପ୍ରଦାନର ପ୍ରମୁଖ ମାଧ୍ଯମ ପାଲଟିଥିଲା । ଗାଁରୁ ସହର ଡାକ ବାଲାର ସର ଶୁଭୁଥିଲା। ସତରେ କେତେ ସୁନ୍ଦର ଥିଲା ସେହି ଡ଼ାକବାବୁର ଡାକ ସାଇକଲ୍ ରେ ବେଲ୍‌ ବଜାଇ ଚିଠି ନିଅ ଚିଠି। ତାହା ଆଜି ଆଉ ଶୁଭୁନି। ଟେଲିଗ୍ରାମର ବାର୍ଭାବହ ଥୁଲା ଡାକବାକ୍ସ । ଦେଶରେବହୁଳ ଆବଶ୍ୟକ ଦୃଷ୍ଟିରେ ରଖ୍ ସରକାର ପ୍ରତି ଗାଁରେ ଝୁଲାଇ ଥିଲେ ଡାକବାକ୍ସ। ଡାକବାଲା ନିର୍ଦ୍ଧାରିତ ସମୟରେ ଗାଁରେ ପହଞ୍ଚି ଆସିଥିବା ଚିଠି, ଟେଲିଗ୍ରାମ ଓ ମନି ଅର୍ଡରକୁ ଲୋକଙ୍କ ନିକଟରେ ପହଞ୍ଚାଉଥିଲେ।ହେଲେ ଦିନକୁ ଦିନ ବିଜ୍ଞାନର ନୂତନ ପ୍ରଯୁକ୍ତି ବିଦ୍ୟାର ଅଗ୍ରଗତି ସହିତ ମୋବାଇଲ ର ବହୁଳ ବ୍ୟବହାର ଭାବ ଆଦାନ ପ୍ରଦାନ ପାଇଁ ବିଭିନ୍ନ ଆପ୍ ଭିଡିଓ କଲ୍ ଚିଠି ଓ ଡାକବାକ୍ସର ଚାହିଦାକୁ କମାଇ ଦେଇଛି। ଗଞ୍ଜାମ ଜିଲାର ପ୍ରତି ଗାଁ ରେ ଡାକଘର ଓ ସହରରେ ଥୁବା ଡାକ ବାକ୍ସ ବ୍ୟବହାର କମି ଗଲାଣି । କିଛି ଡାକବାକ୍ସରେନିୟମିତ କିଛି ଚିଠିସଂଗ୍ରହ ହେଉଥୁବା ବେଳେ ଆଉ କିଛି ଡାକବାକ୍ସରେ ଚିଠି ପଡୁନି । କିଛି ଗାଁ ରେ ଡାକ ବାକ୍ସ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ସେହି ପରି ଅନ୍ୟ କିଛି ଗାଁ ରେ ଡାକବାକ୍ସ ଝୁଲାହୋଇ ରହିଛି ସେଗୁଡିକ ବ୍ୟବହାର ନ ହେବାରୁ ଜରାଜୀର୍ଣ୍ଣ ହୋଇ ପଡ଼ିରହିଛି | ତାହାକୁ ଡାକବାକ୍ସ ବଦଳାଇବା ଦିଗରେ ମଧ୍ୟ ଡାକ ବିଭାଗ ପଦକ୍ଷେପ ନେଉନି । କିଛି ଡାକବାକ୍ସ ଭଙ୍ଗା ଦଦରା ଅବସ୍ଥାରେ ରହିଛି ତ ଅନ୍ୟ ଜାଗାରେ ମୂଳରୁ କଳଙ୍କି ଲାଗିଲାଣି। ଆଉ କେଉଁଠି ଡାକବକ୍ସ ସମ୍ପୂର୍ଣ ନଷ୍ଟ ହୋଇସାରିଛି । ସ୍ପିଡି ପୋଷ୍ଟ, ଟ୍ରେଜେରୀ ଚାଲାଣ ପାଇଁ ଲୋକେ ଡାକଘରକୁ ଆସୁଥିବାରୁ କିଛି ପରିମାଣରେ ବିଭାଗ ତା’ର ପୂର୍ବ ଅସ୍ମିତାକୁବଜାୟୀରଖିବାରେ ସକ୍ଷମ ହୋଇଛି । ଚିଠିର ଗୁରୁତ୍ଵ କମିବାପରେ ବ୍ୟାକିଂ ବ୍ୟବସ୍ଥାକୁ ଗୁରୁତ୍ୱ ଦେଇଛି ଡାକ ବିଭାଗ। ଫିକ୍ସଡି ଡିପୋଜିଟ ସହ ବିଭିନ୍ନ ସ୍କିମରେ ଟଙ୍କା ରଖି ଲୋକେ ଭଲ ରିଫଣ୍ପାପାଉଛନ୍ତି,ବର୍ତ୍ତମାନ ହାଟ୍ସଆପ, ଫେସବୁକ, ଇନଷ୍ଟାଗ୍ରାମ ରେ ଭାବ ଆଦାନ ପ୍ରଦାନ ର ମାଧ୍ୟମ ପାଲଟିଛି ।ଏହାପରେ ପୁଣି କେଉଁ ନୁଆଁ ଜିନିଷ ଉଦ୍ଭାବନ ହୋଈ ଏହି ସ୍ମାର୍ଟ ଫୋନ ର ଯୁଗ ଶେଷ ହେବ ତାହାକୁ ଦେଖିବାକୁ ବାକି ରହିଛି | ପୌରାଣିକ ଯୁଗରେରାଜ, ରାଜୁଡା ସମୟରେ ଦୂତ ଦ୍ଵାରା ଚିଟାଉ ବା (ଚିଠି ) ପଠାଯାଉଥିଲ || ତାପରେ ପାରା ଓ ପୋଷ୍ଟ ବାକ୍ସ ଡାକଵାଲା ଓ ଏଵେ ଘରେ ବସି ଫୋନ ମାଧ୍ୟ ମରେ ଆଦାନ ପ୍ରଦାନ ହୋଈ ପାରୁଛି | ଦିନ ମଜୁରିଆ ଠାରୁ ଆରମ୍ଭ କରି ନେତା ମନ୍ତ୍ରୀ ଅଫିସର, ବିଧାୟକ ଓ ସମସ୍ତଙ୍କ ପାଖରେ ଦୁଇରୁ ଅଧିକ ମୋବାଇଲ ରହିଥିଲା ବେଳେ ପ୍ରତେକ ଘରେ, ଘରେ 5ରୁ 10 ମୋବାଇଲ ଥିବାର ଦେଖିବାକୁ ମିଳୁଛି  | ତେଣୁ ଚିଠି ର ଆଦାନ ପ୍ରଦାନ କେବଳ  ସ୍ମାର୍ଟ ଫୋନ ମାଧମରେ ହେଉଛି |

News Comment

You Might Also Like

BACK TO TOP