Breaking News

ପ୍ରଥମ ପୋଷ୍ଟିଙ୍ଗ ରେ କୋଟିଏ ଟଙ୍କା ର ଲାଞ୍ଚ ନେଇ ସିବିଆଇ ଜାଲରେ ଏସିପି |   (11-Aug-2026)       ||      ଗଞ୍ଜେଇ ଚୋରା ଚାଲାଣ ବେଳେ ଗିରଫ କଲା ପୋଲିସ |    (11-Aug-2026)       ||      ନିଜକୁ ଅବକାରୀ ଅଧିକାରୀ କହି ମଦ ଦୋକାନ ଯାଞ୍ଚ ବେଳେ ପୋଲିସ ଦ୍ୱାରା ଗିରଫ!|    (11-Aug-2026)       ||      ଦୁଇ ବାଇକ ସାମନା, ସାମାନି ଧକ୍କା 3 ଗୁରୁତର |    (11-Aug-2026)       ||      ନୂତନ ଧାନ ସଂଗ୍ରହ ନୀତି କୁ ପରିବର୍ତ୍ତନ ପାଇଁ ଦାବୀ |   (11-Aug-2026)       ||      ଛତ୍ରପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ବିଦ୍ୱତ ପରିଷଦ ଆଲୋଚନା ଅନୁଷ୍ଠିତ |    (11-Aug-2026)       ||      ସ୍ତ୍ରୀକୁ ହତ୍ୟା ଘଟଣାରେ ସ୍ୱାମୀକୁ ଆଜୀବନ ଜେଲ |   (11-Aug-2026)       ||      ସ୍ୱାମୀ ଲକ୍ଷ୍ମଣା ନନ୍ଦ ସରସ୍ବତୀ ମେଡିକାଲ ନାମ କରଣ ନିଷ୍ପତି କୁ ସ୍ୱାଗତ କଲେ ଜିଲ୍ଲା ବାସୀ |    (11-Aug-2026)       ||      ମନରେଗା କାମରେ ଦୁର୍ନୀତି ନେଇ ବିଡ଼ିଓ ଙ୍କ ଦ୍ୱାରସ୍ତ ହେଲେ ତିରିଡା ଗ୍ରାମ୍ୟ ସଭାପତି ||   (11-Aug-2026)       ||      ପୋଲସରା ମହାବିଦ୍ୟାଳୟ ରେ ଇ- ଗ୍ରନ୍ଥାଗାର ସହିତ ଅତିରିକ୍ତ ଗୃହ କୁ ଉଦଘାଟନ କଲେ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ |    (11-Aug-2026)       ||      ସ୍କାଉଟ ଓଗାଇଡ଼ସ ର ଦୀକ୍ଷାନ୍ତ ଦିବସ ସମାରୋହ |   (11-Aug-2026)       ||      ସ୍ୱାଧୀନତା ଦିବସ ପୂର୍ବରୁ ଖଲ୍ଲିକୋଟ ବିଜେପିର ଘର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ |    (11-Aug-2026)       ||      ପିତା ମାତାଙ୍କ ମୃତ୍ୟୁ ପରେ ବେସାହାରା ହେଲେ ଚାରି କୁନି ଚୁଆ |    (11-Aug-2026)       ||      ପ୍ରଭୁ ଗୋରେଖ ନାଥ ଙ୍କ ପୀଠରେ ଅପର୍ଯ୍ୟାପ୍ତ କାଉଡିଆ ଙ୍କ ଭିଡ଼ ,|    (11-Aug-2026)       ||      ବସ ଦୁର୍ଘଟଣାରେ ଅଟୋ ଚାଳକ ମୃତ, ଓଜଣେ ଗୁରୁତର |    (11-Aug-2026)       ||      ସାର୍ଟିଫିକେଟ ବନ୍ଧା ପଡିଥିବାରୁ ମିଳିଲାନି ଚାକିରୀ, ସ୍ୱାମୀ ସ୍ତ୍ରୀ ଦୁହେଁ ଏବେ ଦିନ ମଜୁରିଆ    (11-Aug-2026)       ||      ଜିଲ୍ଲପାଳ ଙ୍କ ଆହ୍ୱାନ " ଘରେ ଘରେ ତ୍ରିରଙ୍ଗା "କାର୍ଯ୍ୟକ୍ରମ ରେ ସାମିଲ ହୁଅନ୍ତୁ |   (11-Aug-2026)       ||      ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟ ରେଯୁବ ରେଡ଼କ୍ରସ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ |    (11-Aug-2026)       ||      ଛତ୍ରପୁର ଶାଖା ଅବସର ସରକାରୀ କର୍ମଚାରୀ ସଙ୍ଘର ମାସିକ ବୈଠକ ଅନୁଷ୍ଠିତ ||   (11-Aug-2026)       ||      ବିନାୟକ ମନ୍ଦିର ର ଉନ୍ନତି ଲାଗି ହାତ ବଢ଼ାଇଲେ ସମାଜ ସେବୀ ଦୀପକ ମୁଦୁଲି |    (11-Aug-2026)       ||     

ତାରା ତାରିଣୀ ପୀଠରେ ପଞ୍ଚାୟତ ସ୍ତରୀୟ ଇସି ମହିଳା ସଦସ୍ୟ ଙ୍କ ବୈଠକ |

16-Jan-2026

ତାରା ତାରିଣୀ ଙ୍କ ପୀଠରେ  ପଞ୍ଚାୟତ ସ୍ତରୀୟ ଇସି ମେମ୍ବର ଙ୍କ ବାଣଭୋଜୀ ଓ  ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ |
ପୁରୁଷୋତ୍ତମପୁର ବ୍ଳକ ର ପଞ୍ଚାୟତ ସ୍ତରୀୟ  ଇସି ମେମ୍ବର ଙ୍କ ନୁଆଁ ବର୍ଷରେ ଗଞ୍ଜାମ ର ଅଧିଷ୍ଠିତ ଦେବୀ ମାଆ ତାରା ତାରିଣୀ ଙ୍କ ପୀଠରେ ସମସ୍ତ ସଦସ୍ୟା ଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଓ ବୈଠକ ଓ ବାଣଭୋଜୀ ର କାର୍ଯ୍ୟକ୍ରମ ଇସି ସଭାପତି  ମମତା ପ୍ରଧାନ ଓ ସମ୍ପାଦିକା  ମୋହିନୀ ନାୟକ ଙ୍କ ମିଳିତ ସଂଯୋଜନା ରେ ଅନୁଷ୍ଠିତ  ହୋଇ ଯାଇଛି |  ଏହି କାର୍ଯ୍ୟକ୍ରମ ରେସମ୍ମାନିତ ଅତିଥି ରୂପେ ବ୍ଳକ ବିଡ଼ିଓ  ଶରତ କୁମାର ପାତ୍ର, ସମାଜ ସେଵୀ ନିର୍ମଳ ଚନ୍ଦ୍ର ସାହୁ,  ବ୍ଳକ ଅଧକ୍ଷାଶ୍ରୀମତୀ ପିଙ୍କି ବେହେରା,  ବିଜେପି ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଅରୁଣ କୁମାର ପଣ୍ଡା ଅଧକ୍ଷ ପ୍ରତିନିଧି ଜଗତ ବନ୍ଧୁ ପଣ୍ଡା,  ବ୍ଲକ ବି ପି ଏମ  ମିନେନ୍ଦ୍ର ଦଳେଇ, ରାଇପୁର ସରପଞ୍ଚ  ନମିତା ବେହେରା, ସମିତି ସଭ୍ୟା ଉଷାରାଣି ବେହେରା,  ମଞ୍ଚାସିନ ଥିଲେ | ସେମାନଙ୍କୁ ଆୟୋଜକ ମାନେ ଉତ୍ତରୀୟ ଓପୁଷ୍ପ ଗୁଚ୍ଛ ଦେଈ ସ୍ୱାଗତ କରିଥିଲେ | ବୈଠକ ଆରମ୍ଭ ରେ  ବିଡ଼ିଓ ଇସି ମେମ୍ବର ମାନଙ୍କ ସବୁ ଅସୁବିଧା ଓ ସେମାନଙ୍କ କାର୍ଯ୍ୟ ଦକ୍ଷତା ଉପରେ ମତ ଦେଇଥିଲା ବେଳେ, ସେମାନଙ୍କ ଭିତରେ ଥିବା ଲୁକାୟିତ ପ୍ରତିଭା ର ବିକାଶ କରିଥିବାରୁ ଖୁସି ବ୍ୟକ୍ତ କରିଥିଲେ | ଅନ୍ୟ ଅତିଥି ମାନେ  ମଧ୍ୟ ଏସି ମେମ୍ବର ଙ୍କ ଭଲ ମନ୍ଦ, ସେମାନଙ୍କ  ଜୀବନ ଶୈଳୀ ଉପରେ ଅନୁରୂପ ମତ ଦେଇଥିଲେ | ବୈଠକ ପୂର୍ବରୁ ଇସି ସଦସ୍ୟା ଙ୍କ ମଧ୍ୟରେ ବିଭିନ୍ନପ୍ରତିଯୋଗୀତା ଯଥା ସଙ୍ଗୀତ ଗାନ, ନୃତ୍ୟ, ଜୀବନ ର ଅନୁଭୂତି, ମିଉଜିକ ଚେୟାର, ଇତ୍ୟାଦି ଇଭେଣ୍ଟ ର ଆୟୋଜନ କରା
ଯାଇଥିଲା  |  ଏବଂ ସେମାନଙ୍କ ମଧ୍ୟରୁ କୃତୀ ପ୍ରତିଯୋଗୀ ମହିଳା ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନ ପତ୍ର ଓ ଉପଢୌକନ  ଓ ସିଲ ପ୍ରଦାନ କରାଯାଇଥିଲା  ସେହିପରି ଦୁଇ ବରିଷ୍ଟ ସାମ୍ବାଦିକସେମାନଙ୍କ ସହଯୋଗଓ ସେବା ପ୍ରଦାନ ପାଈଁ ପ୍ରସନ୍ନ କୁମାର ଦାଶ ଓ ସୁରେନ୍ଦ୍ର ମହାନ୍ତିଙ୍କୁ ପୁଷ୍ପ ଗୁଚ୍ଛ, ଉପଢୌକନ ଓ ସିଲ ପ୍ରଦାନ କରାଯାଇଥିଲା | ଅନ୍ୟ ଅତିଥି ବିଶେଷ କରି ମାଜିଲା ସରପଞ୍ଚ ଓ ବ୍ଲକ ଅଧକ୍ଷା ପ୍ରତିବର୍ଷ ଏପରି ଏହି ବୈଠକ ଅନୁଷ୍ଠିତ କଲେ ମହିଳା ମାନେ ବହୁତ କିଛି ଶିକ୍ଷା କରିପାରିବେ ବୋଲି ମତ ଦେଈଏହି କାର୍ଯ୍ୟକ୍ରମରେ ବ୍ଳକ ଏ ଈ ଓ ନାଗଭୂଷଣ ଯାଦବ ବ୍ଳକ ଜିପିଓ ମୀନ କେତନ ବେହେରା  ଅଧିକାଂଶ ପଞ୍ଚାୟତ ର ସରପଞ୍ଚ, ସମିତି ସଭା ଏବଂ ବ୍ଳକର ଅଧିକାଂଶ ପିଓ ଓଷ୍ଟାଫ ଓ ରାଇପୁର ପଞ୍ଚାୟତ ର ବହୁତ ଯୁବକ ତଥା ସରପଞ୍ଚ ପ୍ରତିନିଧି ବିଚିତ୍ର ବେହେରା, ସନ୍ତୋଷ ବେହେରା, ଶିବ ବେହେରା ସହଯୋଗ କରିଥିଲେ  |

News Comment

You Might Also Like

BACK TO TOP