Breaking News

ଶୌଚାଳୟ ଅକାମି ଲୋକେ ହନ୍ତ ସନ୍ତ |    (12-Aug-2026)       ||      ପ୍ରଥମ ପୋଷ୍ଟିଙ୍ଗ ରେ କୋଟିଏ ଟଙ୍କା ର ଲାଞ୍ଚ ନେଇ ସିବିଆଇ ଜାଲରେ ଏସିପି |   (11-Aug-2026)       ||      ଗଞ୍ଜେଇ ଚୋରା ଚାଲାଣ ବେଳେ ଗିରଫ କଲା ପୋଲିସ |    (11-Aug-2026)       ||      ନିଜକୁ ଅବକାରୀ ଅଧିକାରୀ କହି ମଦ ଦୋକାନ ଯାଞ୍ଚ ବେଳେ ପୋଲିସ ଦ୍ୱାରା ଗିରଫ!|    (11-Aug-2026)       ||      ଦୁଇ ବାଇକ ସାମନା, ସାମାନି ଧକ୍କା 3 ଗୁରୁତର |    (11-Aug-2026)       ||      ନୂତନ ଧାନ ସଂଗ୍ରହ ନୀତି କୁ ପରିବର୍ତ୍ତନ ପାଇଁ ଦାବୀ |   (11-Aug-2026)       ||      ଛତ୍ରପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ବିଦ୍ୱତ ପରିଷଦ ଆଲୋଚନା ଅନୁଷ୍ଠିତ |    (11-Aug-2026)       ||      ସ୍ତ୍ରୀକୁ ହତ୍ୟା ଘଟଣାରେ ସ୍ୱାମୀକୁ ଆଜୀବନ ଜେଲ |   (11-Aug-2026)       ||      ସ୍ୱାମୀ ଲକ୍ଷ୍ମଣା ନନ୍ଦ ସରସ୍ବତୀ ମେଡିକାଲ ନାମ କରଣ ନିଷ୍ପତି କୁ ସ୍ୱାଗତ କଲେ ଜିଲ୍ଲା ବାସୀ |    (11-Aug-2026)       ||      ମନରେଗା କାମରେ ଦୁର୍ନୀତି ନେଇ ବିଡ଼ିଓ ଙ୍କ ଦ୍ୱାରସ୍ତ ହେଲେ ତିରିଡା ଗ୍ରାମ୍ୟ ସଭାପତି ||   (11-Aug-2026)       ||      ପୋଲସରା ମହାବିଦ୍ୟାଳୟ ରେ ଇ- ଗ୍ରନ୍ଥାଗାର ସହିତ ଅତିରିକ୍ତ ଗୃହ କୁ ଉଦଘାଟନ କଲେ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ |    (11-Aug-2026)       ||      ସ୍କାଉଟ ଓଗାଇଡ଼ସ ର ଦୀକ୍ଷାନ୍ତ ଦିବସ ସମାରୋହ |   (11-Aug-2026)       ||      ସ୍ୱାଧୀନତା ଦିବସ ପୂର୍ବରୁ ଖଲ୍ଲିକୋଟ ବିଜେପିର ଘର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ |    (11-Aug-2026)       ||      ପିତା ମାତାଙ୍କ ମୃତ୍ୟୁ ପରେ ବେସାହାରା ହେଲେ ଚାରି କୁନି ଚୁଆ |    (11-Aug-2026)       ||      ପ୍ରଭୁ ଗୋରେଖ ନାଥ ଙ୍କ ପୀଠରେ ଅପର୍ଯ୍ୟାପ୍ତ କାଉଡିଆ ଙ୍କ ଭିଡ଼ ,|    (11-Aug-2026)       ||      ବସ ଦୁର୍ଘଟଣାରେ ଅଟୋ ଚାଳକ ମୃତ, ଓଜଣେ ଗୁରୁତର |    (11-Aug-2026)       ||      ସାର୍ଟିଫିକେଟ ବନ୍ଧା ପଡିଥିବାରୁ ମିଳିଲାନି ଚାକିରୀ, ସ୍ୱାମୀ ସ୍ତ୍ରୀ ଦୁହେଁ ଏବେ ଦିନ ମଜୁରିଆ    (11-Aug-2026)       ||      ଜିଲ୍ଲପାଳ ଙ୍କ ଆହ୍ୱାନ " ଘରେ ଘରେ ତ୍ରିରଙ୍ଗା "କାର୍ଯ୍ୟକ୍ରମ ରେ ସାମିଲ ହୁଅନ୍ତୁ |   (11-Aug-2026)       ||      ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟ ରେଯୁବ ରେଡ଼କ୍ରସ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ |    (11-Aug-2026)       ||      ଛତ୍ରପୁର ଶାଖା ଅବସର ସରକାରୀ କର୍ମଚାରୀ ସଙ୍ଘର ମାସିକ ବୈଠକ ଅନୁଷ୍ଠିତ ||   (11-Aug-2026)       ||     

ପ୍ରତାପୁର ଗ୍ରାମ ରେଥିବା ଶିଶୁମନ୍ଦିର ର 10 ମ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ |

14-Jan-2026

ପ୍ରତାପୁର ଶ୍ରୀ ଶ୍ରୀ ତୁମ୍ବେଶ୍ୱର ଶିଶୁ ମନ୍ଦିରର 10ମ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ |

          ଓଡିଶା ଜନ ମତ ବ୍ୟୁରୋ,

ପ୍ରତାପପୁରଗ୍ରାମରେ ଥିବା ତୁମ୍ବେଶ୍ୱର ଶିଶୁମନ୍ଦିର ର 10ମ ତମ ବାର୍ଷିକ ଉତ୍ସବ ମହା ସମାରୋହ ରେ ଅନୁଷ୍ଠାନ ର ସମ୍ପାଦକ ଅଜୟ କୁମାର ପାଣିଗ୍ରାହୀ ଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଯାଇଛି  | ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଏବିଓ କମ ସିଆର ସିସି ବିଜୟ କୁମାର ବେହେରା ଯୋଗ ଦେଇଥିଲା ବେଳେ,ମୁଖ୍ୟ ବକ୍ତାଭାବେଅବସର ପ୍ରାପ୍ତ ଶିକ୍ଷଜ ଶ୍ରୀଯୁକ୍ତ ହରି ହର ପଣ୍ଡା, ଯୋଗ ଦେଈ ଥିଲେ,ଉଦଘୋଷକଭାବେ 
ବିଦ୍ୟାଳୟ ର  ସଭାପତି  ପ୍ରଧାନ ଆଚାର୍ଯ୍ୟ ନୀଳକଣ୍ଠ ବେହେରା, ଅତିଥି ପରିଚୟ ପ୍ରଦାନ କରିଥିଲେ ||ଅନୁଷ୍ଠାନ ର ସମ୍ପାଦକ ଶ୍ରୀଯୁକ୍ତ ଅଜୟ କୁମାର ପାଣିଗ୍ରାହୀ ( ବାଲାଜୀ ସାର ) ସମ୍ପାଦକୀୟ ବିବରଣୀ ପାଠ କରିବା ସହ ବିଦ୍ୟାଳୟ ପାଈଁ ବହୁ କଷ୍ଟ ସ୍ୱକାର କରି ଜାଗାଖଣ୍ଡେ କିଣା ଯାଇଥିଲା ବେଳେ କୋଠା ତିଆରି ରେ ଅର୍ଥ ବାଧକ ସାଜିଥିବା କହିଥିଲେ | ସମ୍ମାନିତ ଅତିଥିଭାବେ ଏବିଇଓ ଶ୍ରୀଯୁକ୍ତ ଦେବରାଜ ବେହେରା  ଶ୍ରୀଯୁକ୍ତ  ଅବକାରୀ ଇନ୍ସ ପେକ୍ଟର,   ଦେବାଶିଷ ମହାପାତ୍ର, 
ପ୍ରତାପୁର ପଞ୍ଚାୟତର  ସରପଞ୍ଚ,ଶ୍ରୀଯୁକ୍ତ ଦାଶ ବେହେରା, ପ୍ରତାପୁର ପଞ୍ଚାୟତ ର ସମିତି ସଭ୍ୟା ଶ୍ରୀମତୀ ଶୁଷମା ପାତ୍ର କେ ଏନ ପୁର ସରପଞ୍ଚ ଶ୍ରୀମତୀ ରାଜ ଲକ୍ଷ୍ମୀ ବେହେରା,  ବରିଷ୍ଟ ସାମ୍ବାଦିକ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ଦାଶ,ସମାଜ ସେଵୀ  ଶ୍ରୀଯୁକ୍ତ N. ରାମ ଚନ୍ଦ୍ର ରେଡି,
ପରମା ନନ୍ଦ ଶିଶୁ ବିଦ୍ୟା ମନ୍ଦିର ର ସମ୍ପାଦକ ଶ୍ରୀଯୁକ୍ତ ଗୋବିନ୍ଦ ନାହାକ,ଅବସର ପ୍ରାପ୍ତ ଶିକ୍ଷକଶ୍ରୀଯୁକ୍ତ ବଳରାମ  ଦାଶ, ନୃତ୍ୟ ଗୁରୁ ଶ୍ରୀଯୁକ୍ତ S. ନାଗେଶ୍ୱର ସୁବୁଦ୍ଧି ମଞ୍ଚାସିନ ଥିଲେ | ଅତିଥି ମାନେ ପ୍ରଥମେ ଜଗତର ନାଥ ଜଗନ୍ନାଥ ଙ୍କ ପାଖରେ ପ୍ରଦୀପ ପ୍ରଜ୍ବଳନ କରି ମଞ୍ଚରେ ଉପବେଶନ କରିଥିଲେ | ଅତିଥି  ଏବିଓ  ଏଠାର ଆରଧ୍ୟ ଦେବ ରାମଚନ୍ଦ୍ର ଙ୍କ ସ୍ୱପୂଜିତ ଦେବ ତା ପ୍ରଭୁ ତୁମ୍ବେଶ୍ୱର ଙ୍କ ନାମ ଉଚ୍ଚାରଣ କରି ତାଙ୍କର ବକ୍ତବ୍ୟ ଆରମ୍ଭ କରି ଛାତ୍ର, ଛାତ୍ରୀ ମାନେ ପିତାମାତା ଙ୍କ କଥା ଶୁଣି ଭଲ ପାଠ ପଢିବାକୁ ଉପଦେଶ ଦେଇଥିଲେ | ଅନ୍ୟ ଅତିଥି ମାନେ ମଧ୍ୟ ଆଜିର ଶିକ୍ଷକ କାଲିର ଭବିଷ୍ୟତ ଏବଂ ସେମାନଙ୍କ ଯୋଗୁଁ ଆଜି ଦେଶ ଗର୍ବିତ ବୋଲି ଅନୁରୂପ ମତ ଦେଇଥିଲେ | ମୁଖ୍ୟ ବକ୍ତା ତାଙ୍କ ତେଜସ୍ୱନୀ ଭାଷଣ ରେ ଏପରି କଥା କହି ନୃତ୍ୟ ଦେଖିବାକୁ ବସିଥିବା ମାଆ ମାନଙ୍କ ମନରୁ ନାଚ କଥା ଦୁରେଇ ଦେଇଥିଲେ | ସାମ୍ବାଦିକ ତାଙ୍କ ବକ୍ତବ୍ୟ ରେ ପିତା ମାତା ମାନେ ପିଲାମାନଙ୍କୁ ଅବାଟରେ ନ ଛାଡ଼ି ଠିକ ରାସ୍ତା ଦେଖାନ୍ତୁ ବୋଲି କହିବା ସହ ପିଲାମାନେ ସେମାନଙ୍କ ବିକଶିତ ପ୍ରତିଭା ପ୍ରଦର୍ଶନ କରିବାକୁ ବ୍ୟସ୍ତ ରହିଥିଲା ବେଳେ ଅତିଥିଙ୍କ ଭାଷଣ ତାଙ୍କ କାନର ଏପଟ ରେ ପଶି ଅନ୍ୟପଟେ ବାହାରି ଯାଉଥିବାର ଦେଖା ଯାଉଥିଲାବୋଲି କହିଥିଲେ |  ସ୍ଥାନୀୟସରପଞ୍ଚଦାଶ ବେହେରା ପଞ୍ଚାୟତ ର କୌଣସି ସ୍ପେସାଲ ଫଣ୍ଡ ଆସିଲେ ବିଦ୍ୟାଳୟ କୁ କିଛି ଅର୍ଥ ଶିଶୁମନ୍ଦିରଘର ପାଈଁ ଦେବାକୁ କହିଥିଲେ | ସମାଜ ସେଵୀ ଏନ ରାମଚନ୍ଦ୍ର ରେଡ଼ୀ ଶିଶୁମନ୍ଦିର ଫାଉଣ୍ଡେସନ ପାଈଁ ନିଜତରଫରୁ 50ହଜାର ଟଙ୍କା ଦେବାକୁ ପ୍ରତିଶୃତି ଦେଇଥିଲେ | ଅନୁଷ୍ଠାନ ର ବିଭିନ୍ନ କାର୍ଯ୍ୟକ୍ରମ ରେ ଚୟନ ହୋଇଥିବା କୃତୀ ପ୍ରତିଯୋଗୀ ମାନଙ୍କୁ ଉପସ୍ଥିତ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା  | ଓ ଅନୁଷ୍ଠାନ ର ପ୍ରଧାନ ଗୁରୁଜୀ ଶେଷରେ ନୀଳକଣ୍ଠବେହେରା ସମସ୍ତଙ୍କୁ ଧବ୍ୟବାଦ ଦେଈ ସଭା ସାଙ୍ଗ କରିବ ସହିତ ପିଲାମାନେ ଙ୍କ ନୃତ୍ୟ ଗୀତ କୁ ଉପଭୋଗ କରିଥିଲେ |ଏହା ସହ ବିଦ୍ୟାଳୟ ର ଗୁରୁମା - ପ୍ରିୟଙ୍କା ସାହୁ, ସଙ୍ଗୀତା ସାହୁ, ପୂଜା ସାହୁ, ଦୀପ୍ତି ବେହେରା, ପ୍ରକାଶିନି ସାହୁ, ମୋନାଲିଶା ଗୌଡ଼,ଗାୟତ୍ରୀ ନାୟକ, ଦୀପ୍ତି ସାହୁ,  ରେଣୁବାଳା ମହାପାତ୍ର, ସେବିକା - ଗୀତା ସାହୁଏ ସମସ୍ତ ଙ୍କର  ସାହାଯ୍ୟ ଓ ସହଯୋଗ ରେ  ବାର୍ଷିକ ଉତ୍ସବ ଟି ସାଫଲ୍ୟ ମଣ୍ଡିତ ହୋଇଥିଲା ଶେଷ ରେ ଛାତ୍ର, ଛାତ୍ରୀଙ୍କ ଦ୍ୱାରା ପାରିବେଶିତ ନୃତ୍ୟ ରେ ଦର୍ଶକ ବିମୁଗ୍ଧ  ହୋଇ ଯାଇ ଥିଲେ |

News Comment

You Might Also Like

BACK TO TOP