Breaking News

ଖଲ୍ଲିକୋଟ ଲୁଙ୍ଘର ପ୍ରିମିଏର ଲିଗ କ୍ରିକେଟ ଟୁନାମେଣ୍ଟ, ବର୍ଷା ଇଲେଭେନ ଚାମ୍ପିୟାଅନ୍ସ |   (02-Mar-2026)       ||      ପୋଲସରା ପୋଲିସ ଦ୍ୱାରା ସାଇବର କବଚ କୁ କାର୍ଯ୍ୟ କାରି କରି ତିନି ଜଣ ଙ୍କୁ ଗିରଫ କଲେଆଇ ଆଇ ସି |   (02-Mar-2026)       ||      ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ଙ୍କୁ ବିଦାୟ ସମ୍ବର୍ଦ୍ଧନା    (02-Mar-2026)       ||      ଅରଖ ପୁର ଗ୍ରାମ ନିକଟରେ ଯୁବକ ଙ୍କୁ ଗୁଳି କରି ଅଭିଯୁକ୍ତ ଫେରାର |    (02-Mar-2026)       ||      ବୁଗୁଡ଼ା ବ୍ଳକ ଖରିଡା ୟୁପି ସ୍କୁଲ ରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ |    (02-Mar-2026)       ||      ଦୁଇ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ଯୁବକ ଙ୍କ ମୃତ୍ୟୁ |    (02-Mar-2026)       ||      ରାସ୍ତା ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର,   (02-Mar-2026)       ||      ବାଲୁଙ୍ଗା ଷ୍ଟେସନ ନିକଟରେ ଅଜଣା ଯୁବକଙ୍କ ମୃତ୍ୟୁ |    (02-Mar-2026)       ||      ତାରାତାରିଣୀ ମହା ବିଦ୍ୟାଳୟ ରେ ଛାତ୍ରୀ ଆତ୍ମ ରକ୍ଷା ତାଲିମ ଶିବିର ଅନୁଷ୍ଠିତ ||   (02-Mar-2026)       ||      ପ୍ରାଧ୍ୟାପକ ସୁଶାନ୍ତ କୁମାର ପଣ୍ଡାଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା |   (01-Mar-2026)       ||      ପୋଲସରା ରେ ପ୍ରବୋଧନ ତାଲିମ ଶିବିର ଅନୁଷ୍ଠିତ |    (01-Mar-2026)       ||      କୋଦଳାରେ ଚାଲିଛି ଠାକୁରଙ୍କ ଦୋଳ ଉତ୍ସବ | ବାଣ ଯାତ୍ରା ବନ୍ଦ ପାଇଁ ନିଷ୍ପତି |    (01-Mar-2026)       ||      ଝୁଲନ୍ତା ଅବସ୍ଥାରେ ଯୁବକ ଙ୍କ ମୃତ ଦେହ ଉଦ୍ଧାର |    (01-Mar-2026)       ||      ଯେଉଁଠି ପୋଲିସ କୁ ଦିନରେ ଆକ୍ରମଣ, ସେଠାରେ ସାଧାରଣ ଲୋକଙ୍କ ଅବସ୍ଥା କଣ ହେବ |    (01-Mar-2026)       ||      ରାସ୍ତାରେ ଅଟକାଇ ଲୁଟିନେଲେ 10ହଜାର ଟଙ୍କା |    (01-Mar-2026)       ||      ବର୍ତ୍ତମାନ A I ଯୁଗରେ ବି ପୁରୁଣାକୁ ମନେ ପକାଇ ଶଗଡ଼ ରେ ଆସିଲା କନିଆଁ |    (01-Mar-2026)       ||      ହାଇୱା ଧକ୍କାରେ ଜଣେ ଛାତ୍ର, ମୃତ, ଜଣେ ଛାତ୍ରୀ ଗୁରୁତର |    (28-Feb-2026)       ||      ବୁଲେଟ, ସ୍କୁଟି ମୁହାଁମୁହିଁ ଧକ୍କା, ଜଣେ ମୃତ, ତିନି ଗୁରୁତର,    (28-Feb-2026)       ||      ହୁକ୍କା ଆଡ୍ଡା ଉପରେ ଚଢ଼ାଉ କଲା ବ୍ରହ୍ମପୁର ଟାଉନ ଥାନା ପୋଲିସ |    (28-Feb-2026)       ||      ଖଲ୍ଲିକୋଟ, ଡ଼ି ଆଇ ଇ ଟି ପକ୍ଷରୁ ବିଜ୍ଞାନ ଦିବସ-- 2026 ଆୟୋଜିତ |    (28-Feb-2026)       ||     

ଖୋର୍ଦ୍ଧା ଜିଲ୍ଲା ପାଳଙ୍କୁ ଭେଟିଲେ 18ନଂ ଖୋର୍ଦ୍ଧା ୱାର୍ଡ ସଭ୍ୟମାନେ ନିଜ ବସ୍ତିର ସମାଧାନ ନିମନ୍ତେ |

13-Jan-2026

ବିଭିନ୍ନ ସମସ୍ୟା ସମାଧାନ ନିମନ୍ତେ ଜିଲ୍ଲାପାଳଙ୍କୁ ଭେଟିଲେ ଖୋର୍ଦ୍ଧା ପୌର ପରିଷଦ 18 ନମ୍ବର ୱାର୍ଡ ସଭ୍ୟା,

ଓଡିଶା ଜନମତ, ଖୋର୍ଦ୍ଧା, ଗୋପାଳ କୃଷ୍ଣ ପ୍ରଧାନ,

ଖୋର୍ଦ୍ଧା ପୌର ପରିଷଦ ଅନ୍ତର୍ଗତ ୧୮ନଂ ୱାର୍ଡ ପୌରସଭ୍ୟା  ବିଦୁଲତା ସାହୁ ୱାର୍ଡର ବିଭିନ୍ନ ସମସ୍ୟା ସମାଧାନ ନିମନ୍ତେ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କୁ  ଭେଟି ଆଲୋଚନା କରିଛନ୍ତି। ଏହି ଅବସରରେ ଜିଲ୍ଲାପାଳଙ୍କୁ ଇଂରାଜୀ ନୂତନ ବର୍ଷର ଶୁଭେଛା ମଧ୍ୟ ଜଣାଇଛନ୍ତି ।ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଧବଳେଶ୍ୱର ପୀଠ ଏହି  ୧୮ନଂ ୱାର୍ଡରେ ଅବସ୍ଥିତ ।ଏଠାକୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁ ଆସିଥାନ୍ତି।ଜନ ସମାଗମ ଏବଂ ଯାତାୟତ ଦୃଷ୍ଟିରୁ  ପୌର ପରିଷଦ ଅନ୍ତର୍ଗତ ବିଭିନ୍ନ ୱାର୍ଡ ମଧ୍ୟରେ ଏହି ୱାଡଟି ଗୁରୁତ୍ଵ ବହନ କରିଥାଏ। ଏହି ୱାର୍ଡ ଅନ୍ତର୍ଗତ ମାଳିସାହି ଛକ ଠାରୁ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ସହିତ ଏହାକୁ ସଂଲଗ୍ନ କରୁଥିବା ବିଭିନ୍ନ ଗଳି ରାସ୍ତାର ଉନ୍ନତି କରଣ ନିମନ୍ତେ ପୌର ସଭ୍ୟା ଶ୍ରୀମତୀ ସାହୁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ବର୍ତ୍ତମାନ ନିର୍ମାଣ ଥିବା ନୂତନ ରାଜପଥ ଏହି ୱାର୍ଡ ମଧ୍ୟରେ  ଏବଂ ସୀମାର ଅତି ନିକଟବର୍ତ୍ତୀରେ ଅବସ୍ଥିତ।ତେଣୁ ୧୮ନଂ ୱାର୍ଡ ଅନ୍ତର୍ଗତ ଦ୍ବାରିକା ନଗର ଆଦି ବିଭିନ୍ନ ସ୍ଥାନରେ ଏକର ଏକର ସରକାରୀ ଜମି ଜବରଦଖଲ କରି ଖୁଲମ ଖୋଲା ଭାବେ ବିକ୍ରି କରାଯାଉଛି।ୱାର୍ଡକୁ ଜବର ଦଖଲ ମୁକ୍ତ କରିବା ସହିତ ଜବର ଦଖଲ କଲେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସଚେତନତା ସୃଷ୍ଟି କରିବାକୁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ ପୌର ସଭ୍ୟା ଶ୍ରୀମତୀ ସାହୁ ମଧ୍ୟ କରିଛନ୍ତି। ଅତି ଗୁରୁତର ସହିତ ସମସ୍ତ ଅଭିଯୋଗ ଗୁଡ଼ିକ ସମ୍ପର୍କରେ ଆଲୋଚନା କରିବା ସହିତ ଖୁବ ଶୀଘ୍ର ଏହା ଉପରେ ବିଭାଗୀୟ ଅଧିକାରୀ ମାନଙ୍କୁ ସହିତ ଆଲୋଚନା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ପ୍ରତି ଶ୍ରୁତି ଜିଲ୍ଲାପାଳ ଶ୍ରୀ ଋତୁରାଜ ଦେଇଥିବାର ପୌର ସଭ୍ୟା ଶ୍ରୀମତୀ ସାହୁ ପ୍ରକାଶ କରିଛନ୍ତି।ସାକ୍ଷାତ ଆଲୋଚନା ସମୟରେ ସଭ୍ୟାଙ୍କ ପ୍ରତିନିଧି ବଦ୍ରି ନାରାୟଣ ସାହୁ ଉପସ୍ଥିତ ଥିଲେ।
 
News Comment

You Might Also Like

BACK TO TOP