Breaking News

ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||     

ନୁଆଁ ବର୍ଷ ଅବସର ରେ ତାରାତାରିଣୀ ଙ୍କୁ ଦର୍ଶନ କଲେ ଭକ୍ତ, ଜିଲ୍ଲାପାଳ ନେତା ଓ କର୍ମୀ |

01-Jan-2026

ନୁଆଁ ବର୍ଷ ରେ ତାରା ତାରିଣୀ ଙ୍କ ପାଖରେ ଭକ୍ତ ଙ୍କ ପ୍ରବଳ ଭିଡ଼ |
(ମାଆଙ୍କ ଆଶିଷ ଭିକ୍ଷା କଲେ ଗଞ୍ଜାମ ଜିଲ୍ଲା ପାଳ, 

        ଓଡିଶା ଜନ  ମତ ବ୍ୟୁରୋ,

ଗଞ୍ଜାମ ଜିଲ୍ଲା ର ଅଧିଷ୍ଠାତ୍ରୀ ଦେବୀ ମାଆ ତାରା ତାରିଣୀ ଙ୍କ ପୀଠରେ ନୂଆବର୍ଷ ଉପଲକ୍ଷେ ଶ୍ରଦ୍ଧାଳୁଙ୍କପ୍ରବଳ ଗହଳି ଲାଗିଥିଲା  |  ହଜାର ହଜାର ସଂଖ୍ୟାରେ ଭକ୍ତ, ଛାତ୍ର ଛାତ୍ରୀ, ବୃଦ୍ଧ, ବୃଦ୍ଧା ନୁଆଁ ବର୍ଷ 2026 କୁ ସ୍ୱାଗତ ଜଣାଇ ବଣଭୋଜୀ କରିବା ପାଈଁ ଏଠାକୁ ଆସିବା ସହ ମାଆଙ୍କୁ ଦର୍ଶନ କରି ତାଙ୍କର ସାନିଧ୍ୟ୍ୟ ଲାଭ କରିଥିଲେ |  ଏପଟେ ଗଞ୍ଜାମ ଜିଲ୍ଲା ପାଳ ଭି କୀର୍ତ୍ତି ଭାସନ,  ଏଡିଏମ, ଛତ୍ରପୁର ଉପଜିଲ୍ଲାପାଳ ସୁଭାଶିଷ ବରାଳ , ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା  ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା, , ବିଡ଼ିଓ ଶରତ କୁମାର ପାତ୍ର, ଓ ବହୁ ନେତା, କର୍ମୀ, ପ୍ରଶାସନିକ ଅଧିକାରୀ, ଅଫିସର, କର୍ମଚାରୀ, ମହିଳା ନେତ୍ରୀ, ସ୍ବେଛାସେବୀ ମାଆଙ୍କ ଦର୍ଶନ କରିଥିଲେ ଏବଂ ତାଙ୍କର କୃପା ଭିକ୍ଷା ଲାଭ କରିଥିଲେ | ମନ୍ଦିର ଭିଡକୁ ଦେଖି ପୁରୁଷୋତ୍ତମପୁର ଥାନା ଅଧିକାରୀ ରାଜେଶ ନାଏକ, ଏସଡ଼ିପିଓ, ସୁଜିତ ନାୟକ, ମାଆଙ୍କୁ ଦର୍ଶନ ସହ ଷ୍ଟାଫ ମାନଙ୍କ ଦ୍ୱାରା ଏହି ଭିଡକୁ ସମ୍ଭାଳି ଥିଲେ | ଆଜିର ଦିନଟିରେ ଭକ୍ତ ବହୁ ଆଶା, ବିଶ୍ୱାସ ନେଇ ମାଆଙ୍କ ପାଖକୁ ଆସି ସେମାନଙ୍କ ମନର କଥା କହି ଶରଣ ପଶିଥିଲେ | କୃପାମୟୀ ଜଗତ ଜନନୀ, ଦୁଖଃ ନିବାରିଣୀ ମଧ୍ୟ ସେମାନଙ୍କୁ ତାଙ୍କର ପଣତ ଘୋଡାଇ ରକ୍ଷା କରିଛନ୍ତି | ରାତ୍ର ଚାରି ଘଣ୍ଟରୁ ମାଆଙ୍କ ମଜଣା, ଆଳତି କରାଯାଇ  ସାହାଣ ମେଳା କରାଯାଇ ଭକ୍ତଙ୍କୁ ଦର୍ଶନ ଦେବାରେ ସମସ୍ତ ସେବାୟତ ତଥା ସେବାୟତ ସଙ୍ଘର ସଭାପତି ତପନ କୁମାର ରଣା, ମୁଖ୍ୟ ସେବକ ବାପୁଜୀ ରଣା, ଙ୍କ ସହ ଜଗନ୍ନାଥ ରଣା, ଧ୍ରୁବ ଚରଣ ରଣା,ଦୁର୍ଗା ରଣା, ସନାତନ ରଣା, ହରପ୍ରସାଦ ରଣା, ଭୋଳା ଶଙ୍କର ରଣା, ଅଶୋକ ରଣା, ପ୍ରକାଶ ରଣା, ଶିବରାମ ରଣା,ଙ୍କ ସହ ବହୁ ଯୁବ ସେବାୟତ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରେ ଭକ୍ତ ମାନଙ୍କୁ ମାଆଙ୍କ ଦର୍ଶନ କରାଇ ଥିଲେ |

News Comment

You Might Also Like

BACK TO TOP