Breaking News

ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||     

କେ ଏନ ପୁର ପଞ୍ଚାୟତ ରେ ପ୍ରଥମ ଥର କରି ମଣ୍ଡିକୁ ଉଦଘାଟନ କଲେ ଖଲ୍ଲିକୋଟ ବିଧାୟକ |

01-Jan-2026

ଖାଜିପଲ୍ଲୀରେ  ବିଧାୟକ ଙ୍କ ଦ୍ୱାରା ଧାନ ମଣ୍ଡି ର ଶୁଭ ଉଦଘାଟନ ଅନୁଷ୍ଠିତ |

             ଓଡିଶା ଜନ ମତ ବ୍ୟୁରୋ, 

ପୁରୁଷୋତ୍ତମପୁର ବ୍ଲକ୍‌ର    କେ ଏନ ପୁର ପଞ୍ଚାୟତ ର ଖାଜିପଲ୍ଲୀଠାରେ ପ୍ରଥମ ଧାନ ମଣ୍ଡି ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀଙ୍କ ଦ୍ୱାରା ଉଦଘାଟିତ ହୋଇଛି |   ଖାଜିପଲ୍ଲି ସେବା ସମବାୟ ସମିତିର ସୋସାଇଟି ସଭାପତି ରବୀନ୍ଦ୍ର ନାଥ ବେହେରାଙ୍କ ସଂଯୋଜନା ରେ ଏହା ଆରମ୍ଭ ହୋଇଥିଲା | ବ୍ଳକ ଯୋଗାଣ ବିଭାଗଅଧିକାରୀକେଦାର ନାଥ ପ୍ରଧାନ ଏହାକୁ ସହଯୋଗ କରିଥିଲେ | ଚଳିତ ବର୍ଷର ଖରିଫ ଧାନ କ୍ରୟ ପାଇଁ ବିଦ୍ଧିବଦ୍ଧ ଭାବେ ବ୍ଳକର ପ୍ରଥମ ଧାନ ମଣ୍ଡି ଭାବେ ଏହା  ଉଦ୍‌ଘାଟିତ ହୋଇଛି। ଯାହା ଦ୍ୱାରା ଚାଷୀ ତାର ଅମଳ ଧାନ କୁ ଟୋକେନ ଦ୍ୱାରା ନେଇ ମଣ୍ଡିରେ ଦେଇପାରିବେ | ବ୍ଲକରେ ଧାନ ମଣ୍ଡି ଖୋଲା ଯାଉନାହିଁ ବୋଲି ଚାଷୀ ମାନଙ୍କ ଅଭିଯୋଗ ପରେ ଖାଜି ପଲି ରେ ମଣ୍ଡି ଖୋଲିଛି | ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀଙ୍କୁ କେ ଏନ ପୁର ଗ୍ରାମବାସୀ ଗିନି, ମୃଦଙ୍ଗ ବଜାଇ ପାଛୋଟି ନେଇ ଥିଲେ |  ସମ୍ମାନିତ ଅତିଥି ଥିଲେ ବ୍ଳକ ଅଧକ୍ଷା ପିଙ୍କି ବେହେରା, ପୁରୁଷୋତ୍ତମପୁର ବିଡିଓ ଶରତ କୁମାର ପାତ୍ର, ତହସିଲଦାରବିନୋଦ କୁମାର ବେହେରା, ବ୍ଳକ୍ ଯୋଗାଣ ନିରୀକ୍ଷକ କେଦାରନାଥ ପ୍ରଧାନ, ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ କୁମାର ପଣ୍ଡା,  ଯୁବ ସମାଜସେବୀ ନିର୍ମଳ ଚନ୍ଦ୍ର ସାହୁ, ଅଧକ୍ଷା ପ୍ରତିନିଧି ଜଗତ ବନ୍ଧୁ ପଣ୍ଡା, ଖାଜିପଲ୍ଲୀ ସମବାୟ ସମିତି ସଭାପତି ରବିନ୍ଦ୍ରନାଥ ବେହେରା, ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ପଣ୍ଡା ଙ୍କ ସହ ବହୁ ବ୍ୟକ୍ତି ବିଶେଷ ମଞ୍ଚାସିନ ରହି ଥିଲେ । ଏହା ସହିତ ମଞ୍ଚାସିନ ଅତିଥି ରାଜ୍ୟ ସରକାର ଙ୍କ ଚାଷୀଙ୍କ ପାଈଁ ବିଭିନ୍ନ ଉର୍ନ୍ନତି କର କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ | ଏହି ମଣ୍ଡି ଉଦଘାଟନ କାର୍ଯ୍ୟରେ ବହୁ ଚାଷୀଙ୍କ ସମେତ ସମବା ବାୟ ସମିତିର ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ।

News Comment

You Might Also Like

BACK TO TOP