Breaking News

ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||     

ନିଯୁକ୍ତି ନାମରେ ଠକେଇ ଅଭିଯୋଗ ରେ ତିନିଜଣ ଙ୍କୁ କୋର୍ଟ ଚାଲାଣ |

01-Jan-2026

ନିଯୁକ୍ତି ନାମରେ ଠକେଇ ଅଭିଯୋଗରେ ୩ ଜଣ କୋର୍ଟ ଚାଲାଣ,

 ଓଡିଶା ଜନ ମତ,କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର,

ବୈଦ୍ୟନାଥ ପୁର ଥାନା ଅଞ୍ଚଳର ଶ୍ରୀ ଜଗନ୍ନାଥ ହ୍ୟୁମାନ ଏମପାୱାରମେଣ୍ଟ୍ ଟ୍ରଷ୍ଟ୍ ନାମରେ ଏକ ସଂସ୍ଥା ବେକାର ଯୁବକ ଯୁବତୀଙ୍କୁ ସରକାରୀ ଚାକିରି କରାଇ ଦେବାକୁ କହି ଏକ କୋଟି ଟଙ୍କାରୁ ଅଧିକ ଠକେଇ ଅଭିଯୋଗରେ ପୋଲିସ ୩ ଜଣ ଠକ ଯଥା ଭଦ୍ରକ ଜିଲ୍ଲା ମିଶ୍ରପଡା ଅଞ୍ଚଳର ସ୍ମୃତି ପ୍ରଭା ମହାଙ୍କୁଡ, ରମ୍ଭା ଥାନା ଅର୍ନ୍ତଗତ ଗଡହୁମାର ପ୍ରଶାନ୍ତ କୁମାର ବେହେରା ଓ ଗୋଳନ୍ଥରା ଥାନା ଅର୍ନ୍ତଗତ କୁଠାରୀ ସିଙ୍ଗି ଗ୍ରାମ ର ନିରୁପମା ମହାନ୍ତି ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ସୁଚନା ଅନୁଯାୟୀ ଜଣାପଡିଛି ଯେ ବେଲଗୁଣ୍ଠା ଥାନା ଅର୍ନ୍ତଗତ ଚଢ଼େଇଆ ପଲ୍ଲୀ ଗ୍ରାମର ଗୋପାଳକୃଷ୍ଣ ସେଠୀ ନାମକ ଜଣେ ବେକାର ଯୁବକ ଖବର ପାଇ ଚାକିରି ଅନ୍ୱେଷଣ ରେ ଉକ୍ତ ସଂସ୍ଥା ସହ ଯୋଗାଯୋଗ କରିଥିଲେ। ଗିରଫ ଅଭିଯୁକ୍ତମାନେ ଚାକିରିର ପ୍ରତିଶ୍ରୁତି ଦେଇ ଗୋପାଳକୃଷ୍ଣ ଠାରୁ ପ୍ରଥମେ ୧୨ .୫୦୦ ଟଙ୍କା ଆଦାୟ କରିଥିଲେ। କିନ୍ତୁ ମାସ ପରେ ମାସ ଗଡି ଚାଲିଲା ସିନା ସଂସ୍ଥା ର କର୍ତ୍ତୃପକ୍ଷ ଙ୍କ ଠାରୁ କୌଣସି ଆଶା କିମ୍ବା ଆଶ୍ଵାସନା ପାଇନଥିଲେ। ପରବର୍ତୀ ସମୟରେ ସେ ଅନୁଧ୍ୟାନ ପରେ ଜାଣିଲେ ଯେ ଉକ୍ତ ସଂସ୍ଥା ଏକ ଠକ ସଂସ୍ଥା ଓ ଉକ୍ତ ସଂସ୍ଥା ଅନେକ ବେକାର ଯୁବକ ଓ ଯୁବତୀଙ୍କ ଠାରୁ ବହୁ ଅର୍ଥ ଠକି ନେଇଛି। ଗୋପାଳକୃଷ୍ଣ ଏହି ବିଷୟରେ ବ୍ରହ୍ମପୁର ଏସପି ଙ୍କ ସଂସ୍ଥା ବିଷୟରେ ଅବଗତ କରାଇଥିଲ। ବ୍ରହ୍ମପୁର ଏସପି ଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଏକ ମାମଲା ରୁଜୁ କରି ଉକ୍ତ ଅଭିଯୁକ୍ତ ମାନଙ୍କୁ ଉଠାଇ ଆଣି ଯେରା କରିବା ପରେ ଭାରତୀୟ ନ୍ୟାୟ ସଂହିତା ଦଫା ଅନୁଯାୟୀ କୋର୍ଟ ଚାଲାଣ କରିଛନ୍ତି ଓ ଆହୁରି ଅନୁଧ୍ୟାନ ଚାଲିଛି ବୋଲି ଏସପି ଙ୍କ ଠାରୁ ପ୍ରକାଶ ପାଇଛି।

News Comment

You Might Also Like

BACK TO TOP