Breaking News

ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||     

ସାଉଥ ସୁପର ଷ୍ଟାର ଥାଲାପତି ବିଜୟ ଅଭିନୟ ରୁ ନେଲେ ସନ୍ୟାସ ||

31-Dec-2025

ବିଜୟଙ୍କଅଭିନୟ ଜଗତ ରୁ ସନ୍ନ୍ୟାସ ଘୋଷଣା,

ସାଉଥ ର ସୁପର ଷ୍ଟାର ଅଭିନୟ ଜଗତରୁ ସନ୍ନ୍ୟାସ ନେଇଛନ୍ତି, ଏହିକଥା ବିଶ୍ୱାସ ନହେଲେ ବି ସତ ଅଟେ  |

         ଓଡିଶା ଜନ ମତ ବ୍ୟୁରୋ,

ସାଉଥ ସୁପରଷ୍ଟାର ଥଲାପତି ବିଜୟ ସେ କାହିଁକି ହଠାତ୍ ଏଭଳି ନିଷ୍ପତ୍ତି ନେଇଛନ୍ତି, ତାହାର କାରଣ ମଧ୍ଯ ସେ ନିଜେ କହିଛନ୍ତି । ଥଲାପତି ନାଁ ଶୁଣିଲେ ପ୍ରଶଂସକଙ୍କ ମଧ୍ୟରେ ଏକ କ୍ରେଜ୍ ଦେଖୁବାକୁ ମିଳେ। ଦୀର୍ଘ ଦଶନ୍ଧି ଧରି ସେ ନିଜ ଅଭିନୟର ଯାଦୁରେ ଦର୍ଶକଙ୍କ ହୃଦୟ ଜିତିଥିଲେ। କିନ୍ତୁ ହଠାତ୍ ବିଜୟଙ୍କର ଏଭଳି ନିଷ୍ପଭି ଫ୍ୟାନ୍ସ ମାନଙ୍କର ହୃଦୟ ଭାଙ୍ଗି ଦେଇଛି। ଅଭିନୟ ପରେ ରାଜନୀତିରେ ପାଦ ଥାପିଛନ୍ତି ବିଜଯ  । ଏବେ ସେ କେବଳ ରାଜନୀତି ଉପରେ ଗୁରୁତ୍ୱ ଦେଇ ସେଥ୍‌ରେ ସକ୍ରିୟ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜନୀତି ପାଇଁ ନିଜ ଅଭିନୟ କ୍ୟାରିୟରରୁ ସେ ବିଦାୟ ନେଇଛନ୍ତି । ତେବେ ଆଗକୁ ଆସୁଛି ବିଜୟଙ୍କ ଶେଷ ଫିଲ୍ମ ‘ଜନ ନାୟଗନ୍’ । ଶନିବାର ମାଲେସିଆରେ ଫିଲ୍ମ ‘ଜନ ନାୟଗନ୍’ର ଅଡିଓ ଲଞ୍ଚ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜୟ ତାଙ୍କର ଏହି ବଡ଼ ଘୋଷଣା କରିଛନ୍ତି । ‘ଜନ ନାୟଗନ୍’ ବର୍ଷୀୟ ଥଲାପତି ବିଜୟଙ୍କ ଶେଷ ଫିଲ୍ମ ହେବ । ଅଭିନୟ ଛାଡ଼ି ସେ ପୂରାପୂରି ରାଜନୀତି ଉପରେ ଫୋକସ୍ କରିବାକୁ ସ୍ପଷ୍ଟ କରିଛନ୍ତି । ତେବେ ଅଭିନୟ ଜଗତରୁ ବିଜୟ କାହିଁକି ସନ୍ୟାସ ଘୋଷଣା କଲେ ତାହା ଜଣା ପଡୁନାହିଁ | ରାଜନୀତି କରି ମଧ୍ୟ ସେ ଅଭିନୟ କରିପାରି ଥାନ୍ତେ | ହେଲେ ତାଙ୍କ ମନରେ କଣ ପାଈଁ ଅଭିନୟ ପ୍ରତି ବୈରାଗ୍ୟ ଆସିଲା ତାହା ଜଣା ପଡୁନାହିଁ |

News Comment

You Might Also Like

BACK TO TOP