Breaking News

ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||     

କୋଟପାଡ଼ ଅଞ୍ଚଳରୁ ଏକ ନକଲି ବିଦେଶୀ ମଦ କାରଖାନା ଠାବ କରିଛି ଅବକାରୀ ବିଭାଗ |

31-Dec-2025

ନକଲି ବିଦେଶୀ ମଦ କାରଖାନା ରେ ଅବକାରୀ ବିଭାଗ ର ଚଢ଼ାଉ ,

      ଓଡିଶା ଜନ ମତ ବ୍ୟୁରୋ,

ଅର୍ଥ ପାଇଁ ଲୋକ ମାନେ ନିଜ  ବିଷ ମଧ୍ୟ ଖୁଆଇ ପାରୁଛନ୍ତି ତାର ଏକ ନମୁନା ଦେଖିବାକୁ ମିଳିଛିକୋରାପୁଟ ଜିଲା କୋଟପାଡ଼ ଅଞ୍ଚଳରୁ ବିପୁଳ ପରିମାଣରେ ନକଲି ମଦ ଜବତ ହୋଇଛି । ଗତ କାଲି ରାତିରେ ଅବକାରୀ ବିଭାଗ କର୍ମ କର୍ମଚାରୀ  ଚଢାଉ ସମୟରେ ବିପୁଳ ପରି ମାଣର ନକଲି ବିଦେଶୀ  ମଦ କାରଖାନା ଉପରେ ଚଢ଼ାଉ କରିଥିଲେ ।୨୦ ଲକ୍ଷ ଟଙ୍କାର ବିଦେଶୀ ନକଲି ମଦ ସହ ତିଆରି କରୁଥିବା ସରଞ୍ଜାମ ଜବତ କରିଛି ଅବକାରୀ ବିଭାଗ ।ଭଡ଼ା ଘରେ ଚାଲିଥିଲା କରଖନା । ସୂଚନାମୁତାବକ ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇ ଚଢ଼ାଉ କରିବାକୁ  ଯାଉଥ‌ିବା  ବେଳେ କାରଖାନାରେ ତାଲା ପକାଇ ଫେରାର ହୋଇଗଳେ  ମାଫିଆ ମାନେ ।କୋଟପାଡ଼ ବ୍ଲକର ବଣ୍ଡାଗୁଡ଼ାରେ ଚାଲିଥିଲା ଏହି ନକଲି କାରଖାନା । ଅବକାରୀ ବିଭାଗର ତିନୋଟି ଟିମ କୋଟପାଡ଼, ଜୟପୁରଓ କୋରାପୁଟ ମିଳିତ ଅତର୍କିତ ଭାବେ ଚଢ଼ାଉ କରିଥିଲେ ।ଘଟଣା ସ୍ଥଳରୁ ୧୭୦ ପେଟି ନକଲି ବିଦେଶୀ ମଦ ବୋତଲ ବିଭିନ୍ନ ନାମୀ ଦାମୀ କମ୍ପାନୀର ମଦ ବୋତଲ ସହ ତିଆରି କରୁଥିବା ଉପକରଣକୁ ଜବତ କରିଛି ଅବକାରୀ ବିଭାଗ । ଏହାର ମାଷ୍ଟର ମାଇଣ୍ଡ ଥିବା ଅମିତ୍ ଗୁପ୍ତା ଓ ପଙ୍କଜ ଗୁପ୍ତା ନାମକ ବ୍ୟକ୍ତି ଏହି ବିଦେଶୀ ମଦ କାରଖାନାର ମାଲିକ ଥିଲେ ବୋଲି ଜଣାପଡିଛି । ନୁଆଁ ବର୍ଷ କୁ ଟାର୍ଗେଟ ରଖୂ ବେପାରପାଈଁ ଏହା ପ୍ରସ୍ତୁତ କରୁଥିବା ଜଣା ପଡିଛି | ତେବେ କେତେ ଦିନ ଧରି ଏହି ନକଲି ମଦ କାରଖାନା ଚାଲୁଥିଲା ତାହାର ଟେର ଅବକାରୀ ବିଭାଗ ମଧ୍ୟକିପରି ଜାଣି ପାରିଲା ନାହିଁ  ତାହା ହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି | ତେବେ ଯାହାହେଉ ଠିକଣା ସମୟ ରେ ଅବକାରୀ ବିଭାଗ ଏହିକାରଖାନା କୁ ଜବତ କରିଛି |

News Comment

You Might Also Like

BACK TO TOP