Breaking News

ଗଞ୍ଜାମ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଛତ୍ରପୁର ଠାରେ ପାଳିତ |   (02-Oct-2026)       ||      ଛତ୍ରପୁର ମେଇନ ରୋଡ଼ ରେ ଥିବା ରାଜସ୍ତାନ ମିଠା ଦୋକାନ ରେ ସଟ ସର୍କିଟ ଯୋଗୁଁ ଦୋକାନ ପୋଡ଼ିଗଲା ||   (02-Oct-2026)       ||      ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||     

ବୋଲର ଉପରେ ଓଲଟି ପଡିଲା ଧାନ ଅଗାଡି ଟ୍ରକ,ବୋଲର ଚାଲାକ ମୃତ |

30-Dec-2025

ଧାନ ଅଗାଡ଼ି ବୋଝେଇ ଟ୍ରକ୍,  ବୋଲର ଉପରେ ଓଲଟି ଗଲା ଚାପି ହୋଇ ଚାଲିଗଲା ଡ୍ରାଇଭର ଙ୍କ ଜୀବନ,

        ଓଡିଶା ଜନ ମତ ବ୍ୟୁରୋ,

 ବୋଲର ଉପରେ  ଓଲଟି ଗଲା ଧାନ, ଅଗାଡି ବୋଝେଇ ଟ୍ରକ, ତାର କାରଣ ହେଲା ଡିଭାଇଡରକୁ ଧକ୍କା ଦେଇ ବୋଲେରୋ ଉପରେ ଓଲଟିଲା  ଟ୍ରକ୍ । ବୋଲେରୋ ସହ ଚାପି ହୋଇଗଲେ ଚାଳକ। ଏହି ମର୍ମନ୍ତୁଦ ଦୁର୍ଘଟଣାଟି ଉତ୍ତରପ୍ରଦେଶର ରାମ‌ପୁରରେ ଘଟିଛି। ଏହି ଦୁର୍ଘଟଣାରେ ବୋଲେରୋ ଚାଳକଙ୍କ ମୃତ୍ୟୁ ହୋଇଛି। ଟ୍ରକ୍‌ଟି ବୋଲେରୋକୁ ଚାପି ଦେବା ଫଳରେ ଚାଳକ ଆଉ ବାହାରକୁ ଆସିବାକୁ ସଫଳ ହୋଇପାରିନଥିଲେ। ଏହା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା।  ଗତକାଲି ଉତ୍ତରପ୍ରଦେଶର ରାମପୁର ଜିଲ୍ଲାରେ ଥିବା ପାହାଡି ଗେଟ୍ ନିକଟସ୍ଥ ଗଞ୍ଜ ଥାନା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିଲା। ଭାଇରାଲ ଭିଡି ଓରେ ଦେଖାଯାଉଛି ଯେ, ଆଗରେ ବୋଲେରୋ ଆସୁଥିବା ବେଳେ ପଛରେ ଆସୁଛି ଧାନ ଅଗାଡ଼ି ବୋଝେଇ ଟ୍ରକ୍ । ଏହା ପରେ ବୁଲାଣି ବୁଲିବା ପାଇଁ ବୋଲେରୋଟି ହଠାତ୍ ଡାହାଣକୁ ବୁଲୁଛି। ହେଲେ ଗାଡ଼ି ର ଇଣ୍ଡିକେଟର ନଦେଇ ଚାଳକ ହଠାତ୍  ଗାଡ଼ି ବୁଲାଇଦେବାରୁ ଟ୍ରକ୍ ସହ ଧକ୍କା ଖାଉଛି। ଅନ୍ୟପକ୍ଷରେ ଟ୍ରକ୍ ଚାଳକ ବୋଲେରୋକୁ  ବଞ୍ଚାଇବାକୁ ଯାଇ ଡିଭାଇଡର ଉପରେ ଚଢ଼ିବା ସହ ଓଲଟି ପଡ଼ୁଛି । ବୋଲେରୋଟି ଟ୍ରକ୍‌କୁ ଲାଗି ରହି ଥିବାରୁ ଟ୍ରକଟି ଓଲଟି ପଡିବାରୁ ଟ୍ରକ୍ ଓ ଧାନ ଅଗାଡ଼ି ତଳେ  ବୋଲେରୋ ଚାପି ହୋଇ ଯାଇଛି!| ସୂଚନା ପାଇ ରାମପୁର ପୁଲିସ ଅଧକ୍ଷକ ବିଦ୍ୟାସାଗର ମିଶ୍ର, ନିକଟସ୍ଥ ପୁଲିସ ଷ୍ଟେସନର ପୁଲିସ କର୍ମଚାରୀଙ୍କ ସହିତ ଘଟଣାସ୍ଥଳ ସ୍ଥଳକୁ ଯାଇଥିଲେ। ଏକ ଜେସିବି ମେସିନ ସାହାଯ୍ୟରେ ଗୁରୁତର ଭାବରେ କ୍ଷତିଗ୍ରସ୍ତବୋଲେରୋରୁ ମୃତକଙ୍କ  ମୃତଦେହ ଉଦ୍ଧାର କରାଯାଇଥିଲା। ଆଇନଗତ ଔପଚାରିକତା ପୂରଣ କରିବା ପରେ  ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଜିଲ୍ଲା  ହସ୍ପିଟାଲକୁ ପଠାଯାଇଥିଲା। ମୃତକଙ୍କ ପରିବାର ସହ ଯୋଗାଯୋଗ ଚେଷ୍ଟା କରୁଛି ପୁଲିସ।  ତେବେ ଟିକିଏ ଅସବଧନ ତା ଓ ଇଣ୍ଡିକେଟର ନଦେବାରୁ  ଏପରି ଘଟଣା ଘଟିଲା | ତେଣୁ ଗାଡି ଚଳେଇଲା ବେଳେ ସବୁବେଳେ ସତର୍କ ରହିବା ଆବଶ୍ୟକ ଅଟେ |

News Comment

You Might Also Like

BACK TO TOP