Breaking News

ଖଲ୍ଲିକୋଟ ରେ ବିଶ୍ୱ ଆଦିବାସୀ ଦିବସ ପାଳିତ!|    (09-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନ ସିପ ଉଦଘାଟିତ!|   (09-Aug-2026)       ||      ଯାତ୍ରା ମଞ୍ଚ ରେ ଜୀବନ୍ତ ଅଭିନୟ ଦେଖି ଦର୍ଶକ ଫିଙ୍ଗିଲେ ଚେୟାର!|    (09-Aug-2026)       ||      ମିଥୁନ ଚକ୍ରବର୍ତ୍ତୀ ଙ୍କ ଅସ୍ତ୍ରୋ ପଚାର ସଫଳ ହେଲା ||   (09-Aug-2026)       ||      ସଂଘବଦ୍ଧ ଭାବେ କଲେଜ ଛାତ୍ର ଆକ୍ରମଣ ଘଟଣାରେ ପୋଲିସ ହାତ ଖାଲି |   (09-Aug-2026)       ||      ପୋଲସରା କଲେଜ ରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ |    (09-Aug-2026)       ||      ଦୁଇ ଦଫା ଦାବି ନେଇ ତାତିଲେ ପେନସନ ଧାରୀ |    (09-Aug-2026)       ||      ଖଲାଡ଼ି ଠାରେ " ବିଶ୍ୱ ଆଦିବାସୀ ମେଳା "ଅନୁଷ୍ଠିତ ||   (09-Aug-2026)       ||      ସ୍ବର୍ଗତ ରଞ୍ଜନ କୁମାର ଦଳେଇ ଙ୍କ ସ୍ମୃତି ରେ ରକ୍ତ ଦାନ ଶିବିର ଅନୁଷ୍ଠିତ |    (09-Aug-2026)       ||      ସ୍ୱାମୀ କୁ ମାରିବା ପାଇଁ ପ୍ରେମିକ ଙ୍କ ପାଖକୁ ଭିଡିଓ କଲ ରେ ମେସେଜ କଲେ ସ୍ତ୍ରୀ |   (09-Aug-2026)       ||      କୃଷି ବିଭାଗ ତରଫରୁ ବ୍ଲକ ସ୍ତରୀୟ ପ୍ରଶକ୍ଷିଣ ଶିବିର ଅନୁଷ୍ଠିତ ||   (09-Aug-2026)       ||      ବିନା ପୋଷାକ ରେ ଚଳ, ପ୍ରଚଳ କରୁଥିବା ଏକ ସହର, ବିଶ୍ୱାସ ଲାଗୁନଥିଲେ ବି ସତ୍ୟ |    (09-Aug-2026)       ||      ଜାହାଜ ଆରେଷ୍ଟ ପାଇଁ ଓଡିଶା ହାଇକୋର୍ଟ ଙ୍କ ନିର୍ଦେଶ |   (08-Aug-2026)       ||      ବୃଦ୍ଧଙ୍କ ଗଳିତ ଶବ ଉଦ୍ଧାର କଲା ବୋଡେ଼ନ ଥାନା ପୋଲିସ |    (08-Aug-2026)       ||      ଅର୍ଦ୍ଧନିର୍ମିତ କୁଆଁରୀଆ ସେତୁ ଉପରେ ସର୍ବ ସାଧାରଣ ଯାତାୟତ ପାଇଁ ମନା କଲା ବ୍ଲକ ପ୍ରଶାସନ |   (08-Aug-2026)       ||      ନାରାୟଣୀ ମନ୍ଦିର କାଉଡିଆ ଛକ ନିକଟରେ ପୋଲିସ ଗାଡି ସହ ବାଇକ ମୁହାଁମୁହିଁ ଧକ୍କା    (08-Aug-2026)       ||      ପୋଲସରା ରେ ଜାତୀୟ କୃମି ନାଶକ ତାଲିମ ଶିବିର ଅନୁଷ୍ଠିତ |    (08-Aug-2026)       ||      ନାଚୁଣୀ ପୋଲିସ କୁ ବଡ଼ ସଫଳତା ,9, 250 ଗ୍ରାମ ଗଂଜେଇ ଜବତ ସହ ଜଣେ ଗିରଫ |   (08-Aug-2026)       ||      ପୋଲସରା କଲେଜରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ |    (08-Aug-2026)       ||      ପୋଲିସ ଗାଡି ଓ ବୁଲେଟ ମୁହାଁ ମୁହିଁ ଧକ୍କା ବୁଲେଟ ୠଦୁଇ ଓ ପୋଲିସ ର ଦୁଇ ଆହତ |   (08-Aug-2026)       ||     

କୁହୁଡି ଯୋଗୁଁ ଅଜଣା ଗାଡିଧକ୍କା ରେ କାର ହେଲା ଚୁର ମାର |

30-Dec-2025

ଅଜଣା ଗାଡ଼ିକୁ ଧକ୍କା ଦେଇ କାର ହେଲା ଚୁରମାର୍,
ଘନ କୁହୁଡିହେଉଛି କାଳ,

        ଓଡିଶା ଜନ ମତ ବ୍ୟୁରୋ, 

ବର୍ତ୍ତମାନଶୀତ ଋତୁରେ ଥଣ୍ଡା ବଢୁଛି  ତାସହିତ  ରାତିରେ ଘନ କୁହୁଡି ପଡୁଛି | ଯାହା ଯୋଗୁଁ ବହୁ ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେଉଛି | ଏପରି ଏକ ଘଟଣା ଦେଖିବାକୁ ମିଳୁଛି ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥର କୁଣ୍ଡପୁର ଛକ ନିକଟ ବଜରଙ୍ଗୀ ହୋଟେଲ ବିପରୀତ ପାର୍ଶ୍ବରେ ଅଜଣା ଗାଡ଼ିକୁ ଧକ୍କା ଦେଇ ଗୋଟିଏ କାର ଚୁରମାର୍ ହୋଇଛି । ସୂଚନା ଅନୁସାରେ ଗତକାଲି ରାତି ୧୧ଟା ସମୟରେ ଗୋଟିଏ କାର ( ଡ଼ ବ୍ୟୁ ବି ୩୩କେ ୧୦୭୭) ବାଲେଶ୍ବରରୁ ପଶ୍ଚି ମବଙ୍ଗ ଅଭିମୁଖେ ଆସୁଥିଲା  ଘନ    କୁହୁଡ଼ି ଯୋଗୁ ରାସ୍ତାରେ କିଛି ଦୃଶ୍ୟମାନ ହେଉନଥିବା ଯୋଗୁ କାରଟି ସାମାନାରେ ଯାଉଥିବା ଅନ୍ୟ ଏକ ଅଜଣା ଗାଡ଼ିକୁ ପଛରୁ ଧକ୍କା ଦେଥିଲା । ଫଳରେ କାରଟି ଭାଙ୍ଗି ଚୁରମାର୍ ହୋଇଯାଇଥିବା ବେଳେ ଭିତରେ ୨ ଜଣ ଯାତ୍ରୀ ଚାପି ହୋଇ ରହିଯାଇଥିଲେ । ଜାତୀୟ ରାଜପଥ ପହରା ପୁଲିସ ଏବଂ ସ୍ଥାନୀୟ ଲୋକଙ୍କ ଦ୍ବାରା ଦୁହିଙ୍କୁ ଉଦ୍ଧାର କରାଯାଇ ବସ୍ତା ହସ୍ପିଟାଲକୁ ପଠାଯାଇଥିଲା । ବସ୍ତା ପୁଲିସ ପହଂଚି କାରଟିକୁ ଜବତ କରି ଘଟଣାର ତଦନ୍ତ ଚଳାଇଥିବା ବେଳେ ଗୁରୁତର ଦୁଇ ଯାତ୍ରୀଙ୍କର ଅବସ୍ଥା ସଂକଟ୍ଟାପନ୍ନ ରହିଛି । ତେବେ ଘନ କୁହୁଡି ଯୋଗୁଁ ଏପରି ଘଟଣା ଅଧିକାଂଶ ସମୟ ରେ ଦେଖିବାକୁ ମିଳୁଛି |

News Comment

You Might Also Like

BACK TO TOP