Breaking News

ଝାରବନ୍ଧ ର ହିତେଶ୍ବରୀ ଚାକିରି କରିବା ସହ ପାଠ ପଢ଼ା ଏବଂ ନିଟ ରେସଫଳତା |    (03-Oct-2026)       ||      ପାଇକ ମାଳ ଥାନା ପରିସରରେ ଶାରଦୀୟ ଦୁର୍ଗା ପୂଜା ପାଇଁ ଶାନ୍ତି କମିଟି ଗଠିତ |    (03-Oct-2026)       ||      ରଣ ଝାଲୀ ଗ୍ରାମ ପଞ୍ଚାୟତ ରେ ଶିଶୁବିବାହ ନିଷେଧ ଉପରେ ଗ୍ରାମସଭା ଅନୁଷ୍ଠିତ |   (03-Oct-2026)       ||      ଶିକରପାଇ ବିଦ୍ୟାଳୟ ରେ ସାମର୍ଥ ଶିବିର ଅନୁଷ୍ଠିତ ||   (03-Oct-2026)       ||      ଜ୍ଞାନେଶ କୁମରଙ୍କୁ ଗିରଫକରିବା ନେଇ ଇଣ୍ଡିଆ ମେଣ୍ଟ ତରଫରୁ ଏଈ ମାସ 8ତାରିଖ ଓଡିଶା ବନ୍ଦ ଡାକରା |    (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଖୋର୍ଦ୍ଧା ଠାରେ ପାଳିତ |    (02-Oct-2026)       ||      ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବାଲିଗୁଡା ରେ ପାଳିତ |   (02-Oct-2026)       ||      ଖୋର୍ଦ୍ଧା ବ୍ଳକ ନାଲିପଡ଼ା ଅର୍ଜୁନ ପୁର ଓ ବିଭିନ୍ନ ପଞ୍ଚାୟତ ରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ||   (02-Oct-2026)       ||      ହାତୀଓଟ, ଓଏ ଭି ର ଜିଲ୍ଲା ସ୍ତରୀୟ "ସ୍ପାର୍କ 2026 ` ପ୍ରତିଯୋଗୀ ତାରେ ସଫଳତା ||   (02-Oct-2026)       ||      ପୋଲସରା ପ୍ରାଥମିକ ଶିକ୍ଷା ସଂଘ ( ପିଷ୍ଟା ) ପକ୍ଷରୁ ସେବା ନିବୃତ ବିଇଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା ||   (02-Oct-2026)       ||      ସାଇପ୍ରଭା ଗୁରୁକୁଳ ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଭଏସ ଅଫ ମିଡ଼ିଆ ର ନୂତନ କାର୍ଯ୍ୟ କାରି କମିଟି କୁ ଉଦଘାଟନ କଲେ ରାଜ୍ୟ ସଭାପତି |   (02-Oct-2026)       ||      ପଦ୍ମପୁର ମା ବନ ଦୁର୍ଗା ମନ୍ଦିର ରେ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଆସନ୍ତା 11ତାରିଖ ରୁ ଆରମ୍ଭ ହେବ ||   (02-Oct-2026)       ||      କଳିଙ୍ଗାୟନ ତୌର୍ୟତ୍ରିକ୍ରମ ବିଶେଷ କାର୍ଯ୍ୟକ୍ରମ ଗାନ୍ଧୀଙ୍କ ଆଦର୍ଶ ରୁ ଆଧୁନିକ ସମାଜ ପର୍ଯ୍ୟନ୍ତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଛତ୍ରପୁର ଠାରେ ପାଳିତ |   (02-Oct-2026)       ||      ଛତ୍ରପୁର ମେଇନ ରୋଡ଼ ରେ ଥିବା ରାଜସ୍ତାନ ମିଠା ଦୋକାନ ରେ ସଟ ସର୍କିଟ ଯୋଗୁଁ ଦୋକାନ ପୋଡ଼ିଗଲା ||   (02-Oct-2026)       ||      ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||     

ସମ୍ବଲପୁର ଭିଜିଲାନ୍ସ ଦ୍ୱାରା ରାଜସ୍ବ ସିନିଅର ଆସିଷ୍ଟାଣ୍ଡ ଗିରଫ,

25-Dec-2025

ଭିଜିଲାନ୍ସ ଜାଲରେ କୋଟିପତିରାଜସ୍ୱ ଆସିଷ୍ଟାଣ୍ଡ,

      ଓଡିଶା ଜନ ମତ  ବ୍ୟୁରୋ,

ସରକାର ଡାଳେ, ଡାଳେ ଗଲେ ମଧ୍ୟ କିଛି ସରକାରୀ କର୍ମଚାରୀ ପତ୍ରେ, ପତ୍ରେ ଯାଉ ଥିବାର ଦେଖାଦେଉଛି | ଏବଂ ପରେ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଉଛି | ବିଶେଷ କରି  ଠକି ନେଉଥିବା ଅର୍ଥ ଘଟଣାରେ ଭିଜିଲାନ୍ସ ମାଡି ବସିଲେ ମଧ୍ୟ  ଲୋକ ମାନେ ସେଥିପ୍ରତି ଭୟ କରୁନାହାନ୍ତି | ତେବେ ଅନୈତିକ ଅର୍ଥ ନେବା ବାବଦରେ ଭିଜିଲାନ୍ସ ଜାଲରେ  ପଡିଛନ୍ତି ସିନିୟର  ରେଭିନ୍ୟୁ ଆସିଷ୍ଟାଣ୍ଟ(ଏସଆରଏ) । ଏହି ଘଟଣା ଘଟିଛି, ସମ୍ବଲପୁର ମେଜର ବନ୍ଦୋବସ୍ତ କାର୍ଯ୍ୟାଳୟର ବାସୁଦେବ ଭୋଇଙ୍କ ଘରେ  | ବୁଧବାର ଅଫିସ ସମୟରେ ଭିଜିଲାନ୍ସ ଚଢ଼ଉ କରାଯାଇଛି । ଏକକାଳୀନ ୪ଗୋଟି ସ୍ଥାନ ଯଥା-ବରଗଡ ସ୍ଥିତ ତାଙ୍କ ବାସଭବନ, ଚାରଭାଟିସ୍ଥିତ ଘର, ବରଗଡସ୍ଥିତ ପୈତୃକ ବାସଭବନ ଓ ସମ୍ବଲପୁର କାର୍ଯ୍ୟାଳୟରେ ରେଡ ହୋଇଛି। ବାସୁଦେବ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥ‌ିବା ଅଭିଯୋଗରେ  ଭିଜିଲାନ୍ସ ଟିମ୍ ଏହି ଚଢଉ କରିଛନ୍ତି। ଚଢ଼ଉରେ ୨ ଡିଏସପି ଓ ୮ ଇନସ୍ପେକ୍ଟର  ଏବଂ ଅନ୍ୟାନ୍ୟ ସହାୟକ,୫ କର୍ମଚାରୀ ସାମିଲ ହୋଇଛନ୍ତି। ରେଡସମୟରେବର
ଗଡ଼ରେ ୪୦୦୦ ବର୍ଗଫୁଟର ଏକ ବୁଇମହଲା କୋଠା, ସମ୍ବଲପୁରର ଚାରଭାଟିରେ ୧୭୦୦ ବର୍ଗଫୁଟର ଗୋଟିଏ କୋଠା, ବରଗଡ଼ ସହରରେ ୧୨, ସମ୍ବଲପୁର ସହରରେ ୩ଟି ଏବଂ ସମ୍ବଲପୁର ଉପକଣ୍ଠରେ ଗୋଟିଏ ସମେତ ୧୬ଟି ମୂଲ୍ୟବାନ ପ୍ଲଟ୍ ଠାବ କରାଯାଇଛି । ସେହିପରି ୧୧.୫୬ ଲକ୍ଷ ଟଙ୍କାର ବ୍ୟାଙ୍କ ଓ ବୀମା ଜମା, ୧୧ ଲକ୍ଷ ଟଙ୍କାର ଗୋଟିଏ ଚାରି ଚକିଆ ଏବଂ ୪ଟି ଦୁଇ ଚକିଆ ଯାନ ମଧ୍ଯ ଠାବ କରାଯାଇଛି। ପାଖାପାଖୁ ୬.୦୭ ଲକ୍ଷ ଟଙ୍କାର ଘରଉପକରଣ ମଧ୍ୟ ରହିଛି । ତେବେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ ଜାରି ରହିଛି। ବାସୁଦେବ ଭୋଇ  1989ମସିହା ସେପ୍ଟେମ୍ବର ୧୨ ତାରିଖରେ ଭବାନୀପାଟଣାର ସେଟେଲମେଣ୍ଟ ଅଫିସରେ ଜୁନିଅର କ୍ଲର୍କ ଭାବରେ ମାସିକ ୭୮୭ ପ୍ରାରମ୍ଭିକ ଦରମା ସହିତ ସରକାରୀ ଚାକିରିରେ ଯୋଗ ଦେଇଥିଲେ । ତେବେ ୧୯୯୯ ମସିହା ମଇ ୧ ତାରିଖରେ ସିନିୟର କ୍ଲର୍କ( ସିନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ)ଭାବେ ପଦୋନ୍ନତି ପାଇ ସମ୍ବଲପୁର ମେଜର ବନ୍ଦୋବସ୍ତ କାର୍ଯ୍ୟାଳୟରେ କାର୍ଯ୍ୟ କରିଆସୁଥିଲେ ।  ତେବେ ତାଙ୍କ ମନରେ
ବେଆଇନ ଭାବେ ଅର୍ଥ  ରୋଜଗାର କରିବାର ନିଶା ଏତେ ମାତ୍ରାରେ ବଢ଼ି ଯାଇଥିଲା ଯେ ଜଣେ ସିନିଅର ରେଭେନ୍ୟୁ ଆସିଷ୍ଟାଣ୍ଡ ହୋଇ କୋଟି, କୋଟି  ଆୟ ବହିର୍ଭୁତ ସମ୍ପତି ଠୁଳ କରି ବାରେ ସକ୍ଷମ ହୋଇ ଥିଲେ | ତେବେ ରାଜ୍ୟ ସରକାର ଯଦି ଏହି ବ୍ୟକ୍ତି ବିଶେଷ ଙ୍କ ଉପରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରନ୍ତି ତେବେ ଏମାନଙ୍କ କାର୍ଯ୍ୟ କୁ ଦେଖି ଅନ୍ୟମାନେ ସଜାଗ ହୋଇ ପାରନ୍ତେ ବୋଲି ବୁଦ୍ଧି ଯିଵି ମାନଙ୍କ ମତ  |

News Comment

You Might Also Like

BACK TO TOP