Breaking News

ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||     

ଖୋର୍ଦ୍ଧା ମହୋତ୍ସବ ର ତୃତୀୟ ଦିବସ |

19-Dec-2025

ଖୋର୍ଦ୍ଧା ମହୋତ୍ସବ ର ୩ ୟ ଦିବସ ::ଖୋର୍ଦ୍ଧା ବୀର ପାଇକ ଙ୍କ ତ୍ୟାଗ ବଳିଦାନ ଅତୁଳନୀୟ ଏହା ଭୁଲିହେବ ନାହିଁ--ମୁଖ୍ୟ ଅତିଥି,

ଓଡିଶା ଜନମତ, ଖୋର୍ଦ୍ଧା, ଗୋପାଲକୃଷ୍ଣ ପ୍ରଧାନ

ଖୋର୍ଦ୍ଧା (ନିପ୍ର)ଖୋର୍ଦ୍ଧା ଟିଏଲସି ପଡିଆ ନିକଟ ବିଡିଏ (ଭୁବନେଶ୍ୱର ଡେଭଲୋପମେଣ୍ଟ ଅଥରିଟି ) ପଡିଆ ଠାରେ  ସ୍ବେଛାସେବୀ ଅନୁଷ୍ଠାନ ନିୟୁ ଥିକିଙ୍ଗ ଫୋରମ ପକ୍ଷରୁ ଆୟୋଜିତ ଖୋର୍ଦ୍ଧା ମହୋତ୍ସବ ର ଆଜି ଥିଲା ୩ ୟ ଦିବସ l ଆଜିର ଶୀତୁଆ ସନ୍ଧ୍ୟା ରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଯଥା-ନୃତ୍ୟ ନୟନା ଡ୍ୟାନ୍ସ ଗ୍ରୁପ, ଅଜିତ ଡ୍ୟାନ୍ସ ଗ୍ରୁପ, ଜାଗୃତି ନୃତ୍ୟ ମନ୍ଦିର ଗ୍ରୁପ ଓ ରିୟନ ଡ୍ୟାନ୍ସ ଗ୍ରୁପ,ଖୋର୍ଦ୍ଧା ଡ୍ୟାନ୍ସ ଗ୍ରୁପ ପକ୍ଷରୁ କଳାକାର ମାନେ ନିଜ ନିଜର ନିଖୁଣ ଓଡ଼ିଆ ଜଗନ୍ନାଥ ଧର୍ମୀ ନୃତ୍ୟ ପରିବେଷଣ କରିଥିଲେ l ଏହାକୁ ଉପଭୋଗ ପାଇଁ ହଜାର ହଜାର ଦର୍ଶକ ଙ୍କ ଭିଡ଼ ଦେଖିବାକୁ ମିଳିଥିଲା l ରାତ୍ର 9 ଟା 30 ରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା l  ଅନୁଷ୍ଠାନ ସଭାପତି ଡ଼ ଦିଲ୍ଲୀପ ଶ୍ରୀଚନ୍ଦନ ଙ୍କ ପରିଚାଳନା ରେ ଅତିଥି ରୂପେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ମହୋତ୍ସବ କମିଟି ର ଉପଦେଷ୍ଟା ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ କୁମାର ବେଉରା, ଖୋର୍ଦ୍ଧା ପୌର ପରିଷଦ ନିର୍ବାହୀ ଅଧିକାରୀ ରିଜିୱାନ କଅକବ, ଖୋର୍ଦ୍ଧା ଥାନା ଅଧିକାରୀ ସଞ୍ଜୟ କୁମାର ନାୟକ, ସମାଜସେବୀ କୃଷ୍ଣ ଚନ୍ଦ୍ର ହରିଚନ୍ଦନ,ରବୀନ୍ଦ୍ର କୁମାର ସାହୁ, କୁନୀଲତା ସ୍ୱାଇଁ, ଅନୁଷ୍ଠାନ ର ସମ୍ପାଦକ ନରେନ୍ଦ୍ର କୁମାର ପୃଷ୍ଟି ପ୍ରମୁଖ ଯୋଗଦେଇଥିଲେ l ଏହି ଅବସରେ ବିଧାୟକ ଖୋର୍ଦ୍ଧା କହିଥିଲେ ତ୍ୟାଗ, ବିଶ୍ୱାସ ଓ ବଳିଦାନ ର ମାଟି ଖୋର୍ଦ୍ଧା ମହୋତ୍ସବ ଆଜି ସାରା ଓଡିଶା କୁ ଦିଗଦର୍ଶନ ଦେଉଛି l ଆମ ଖୋର୍ଦ୍ଧା ମାଟି ର କଳା ସାହିତ୍ୟ ସଂସ୍କୃତି କୁ ବଞ୍ଚାଇବା, ଖୋର୍ଦ୍ଧା ର ବିକାଶ ସହିତ ଜଡିତ ଆମେ ସମସ୍ତେ ଏକ ହୋଇ ଏହାକୁ ଆଗେଇନେବା ଦରକାର, ଖୋର୍ଦ୍ଧା ହେବ ଶିଳ୍ପ ର ହବ, ଆଗାମୀ ଦିନ ରେ ଏହି ବିକାଶର ଧାରାକୁ ବଜାୟ ରଖିବା ଆମ ସମସ୍ତ ଙ୍କ ଦାୟିତ୍ୱ ବୋଲି କହିଥିଲେ l ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ କହିଲେ ଭାରତ ବର୍ଷ ସ୍ୱାଧୀନ ହେବାରେ ଖୋର୍ଦ୍ଧା ର ଅବଦାନ ଅତୁଳନୀୟ l ଇତିହାସ ପୃଷ୍ଠାରେ ଖୋର୍ଦ୍ଧା ବୀର ପାଇକ ଙ୍କ ତ୍ୟାଗ, ସାହସ, ବଳିଦାନ, ଭୁଲି ହେବନାହିଁ ବୋଲି କହିଥିଲେ l ଏହି ଅବସରେ ସିନେ ଅଭିନେତ୍ରୀ ପୁନମ ଯୋଗଦେଇ ନିଜର କଳା ପରିବେଷଣ କରିଥିଲା ବେଳେ ମହୋତ୍ସବ କମିଟି ପକ୍ଷରୁ ଅଭିନେତ୍ରୀ ପୁନମ ଓ ମୁଖ୍ୟ ଅତିଥି ଙ୍କୁ ଉପଢୌକନ, ପଗଡି ବାନ୍ଧି ସମ୍ବର୍ଦ୍ଧିତ କରାଯାଇଥିଲା l

News Comment

You Might Also Like

BACK TO TOP