Breaking News

ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||     

ବେଗୁନିଆପଡା ବ୍ଳକ ରେ ଅଗ୍ନି ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ||

29-Nov-2025

ବେଗୁନିଆପଡ଼ା ବ୍ଲକ ପରିସରରେ ଅଗ୍ନି ନିରାପତ୍ତା ସଚେତନତା,

ଓଡିଶା ଜନ ମତ,କୋଦଳା, ସୂର୍ଯ୍ୟ ନାରାୟଣ ବଡୁ,

୨୯/୧୧ /୨୦୨୫: 
ଅଗ୍ନି ନିରାପତ୍ତାକୁ ନେଇ ସଚେତନତା। ରନ୍ଧନ ଗ୍ଯାସ ବ୍ଯବହାର ସମୟରେ ହଠାତ ନିଆଁ ଲାଗିଗଲେ କିପରି ସୁରକ୍ଷିତ ରହିବେ, ନିଆଁକୁ କିପରି ଆୟତ୍ତ କରିବେ ସେ ନେଇ ସଚେତନତା କରାଯାଇଛି। ଗଞ୍ଜାମ କୋଦଳା ଅଗ୍ନିଶମ ବାହିନୀ ପକ୍ଷରୁ ଏଭଳି ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ବେଗୁନିଆପଡ଼ା ବ୍ଳକ ପରିସରରେ ଅନୁଷ୍ଠିତ ହୋଇଯାଇଛି ଏଭଳି ଏକ ସଚେତନତା କାର୍ଯ୍ୟକ୍ରମ। ବେଗୁନିଆପଡ଼ା ବ୍ଳକ ସିଡିପିଓ ନୀଳିମା ତୋପ, ସମସ୍ତ ସୁପରଭାଇଜର, ବ୍ଲକର ସମସ୍ତ ଅଙ୍ଗନୱାଡ଼ି କର୍ମୀ ମାନଙ୍କ ଉପସ୍ଥିତରେ ଏହି ସଚେତନତା କାର୍ଯ୍ୟକ୍ରମରେ ଗ୍ଯାସ୍ ସିଲିଣ୍ଡରରୁ ଅଗ୍ନିକାଣ୍ଡ ଘଟିଲେ କିପରି ନିଆଁ ଲିଭାଇବା, କିପରି ସୁରକ୍ଷିତ ରଖିବା ସେ ନେଇ ମକ୍ ଡ୍ରିଲ୍ କରି କୌଶଳ ବତାଇଥିଲେ ଅଗ୍ନିଶମ ବାହିନୀ କର୍ମଚାରୀ ମାନେ ।ପ୍ରତିରୋଧକ ସୁରକ୍ଷା ବ୍ୟବସ୍ଥା, ଜରୁରୀ କାଳୀନ ପ୍ରତିକ୍ରିୟା କୌଶଳ ଏବଂ ଅଗ୍ନି ବିପଦକୁ କମ କରିବା ପାଇଁ ଏଲପିଜି ସିଲିଣ୍ଡରର ସଠିକ୍ ପରିଚାଳନା ବିଷୟରେ ଶିକ୍ଷା ଦିଆଯାଇଥୂଲା।ଏବଂ ଆଶୁ ଅଗ୍ନି ବିପଦରୁ କିପରି ରକ୍ଷା କରାଯିବ ତାଉପରେ କୌଶଳ ଦେଖାଇ ଥିଲେ ଅଗ୍ନି ସମ ବିଭାଗ | ଗ୍ରାମାଞ୍ଚଳରେ ମହିଳା ମାନେ ଏଲ ପିଜି ସଂଯୋଗୀକରଣ କରଣ ବେଳେ ବହୁ ଅସୁବିଧା ଯୋଗୁଁ ସିଲିଣ୍ଡର ବ୍ଲାଷ୍ଟ ହୋଇ କିମ୍ବା ଗ୍ୟାସ ଲିକ ହୋଇ ଅଗ୍ନି ସଂଯୋଗ ଘଟି ବହୁ ଧନ  ଜୀବନ ନଷ୍ଟ ହେଉଛି। 
ଏହି ବିପତ୍ତିରୁ କିପରି ରକ୍ଷା ପାଈ ପାରିବା ସେ ନେଇ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ କୌଶଳ  ଦେଖାଇଥିଲେ |କାର୍ଯ୍ୟକ୍ରମରେ କୋଦଳା ଅଗ୍ନିଶମ ବାହିନୀ ଆସିଷ୍ଟାଣ୍ଟ ଷ୍ଟେସନ ଅଫିସର ଅନିଲ ବେହେରା, ମୁଖ୍ୟ ଅଗ୍ନି ଯୋଦ୍ଧା ଜିତେନ୍ଦ୍ର କୁମାର ନାୟକ, ପ୍ରଶାନ୍ତ କୁମାର ଜେନା, କମରାନ୍ ଖାନ୍, ରାଜେଶ କୁମାର ଜେନା, ପ୍ରେମାନନ୍ଦ କାଣ୍ଡି, ଅଭିନାଶ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

News Comment

You Might Also Like

BACK TO TOP