Breaking News

ଝାରବନ୍ଧ ର ହିତେଶ୍ବରୀ ଚାକିରି କରିବା ସହ ପାଠ ପଢ଼ା ଏବଂ ନିଟ ରେସଫଳତା |    (03-Oct-2026)       ||      ପାଇକ ମାଳ ଥାନା ପରିସରରେ ଶାରଦୀୟ ଦୁର୍ଗା ପୂଜା ପାଇଁ ଶାନ୍ତି କମିଟି ଗଠିତ |    (03-Oct-2026)       ||      ରଣ ଝାଲୀ ଗ୍ରାମ ପଞ୍ଚାୟତ ରେ ଶିଶୁବିବାହ ନିଷେଧ ଉପରେ ଗ୍ରାମସଭା ଅନୁଷ୍ଠିତ |   (03-Oct-2026)       ||      ଶିକରପାଇ ବିଦ୍ୟାଳୟ ରେ ସାମର୍ଥ ଶିବିର ଅନୁଷ୍ଠିତ ||   (03-Oct-2026)       ||      ଜ୍ଞାନେଶ କୁମରଙ୍କୁ ଗିରଫକରିବା ନେଇ ଇଣ୍ଡିଆ ମେଣ୍ଟ ତରଫରୁ ଏଈ ମାସ 8ତାରିଖ ଓଡିଶା ବନ୍ଦ ଡାକରା |    (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଖୋର୍ଦ୍ଧା ଠାରେ ପାଳିତ |    (02-Oct-2026)       ||      ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବାଲିଗୁଡା ରେ ପାଳିତ |   (02-Oct-2026)       ||      ଖୋର୍ଦ୍ଧା ବ୍ଳକ ନାଲିପଡ଼ା ଅର୍ଜୁନ ପୁର ଓ ବିଭିନ୍ନ ପଞ୍ଚାୟତ ରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ||   (02-Oct-2026)       ||      ହାତୀଓଟ, ଓଏ ଭି ର ଜିଲ୍ଲା ସ୍ତରୀୟ "ସ୍ପାର୍କ 2026 ` ପ୍ରତିଯୋଗୀ ତାରେ ସଫଳତା ||   (02-Oct-2026)       ||      ପୋଲସରା ପ୍ରାଥମିକ ଶିକ୍ଷା ସଂଘ ( ପିଷ୍ଟା ) ପକ୍ଷରୁ ସେବା ନିବୃତ ବିଇଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା ||   (02-Oct-2026)       ||      ସାଇପ୍ରଭା ଗୁରୁକୁଳ ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଭଏସ ଅଫ ମିଡ଼ିଆ ର ନୂତନ କାର୍ଯ୍ୟ କାରି କମିଟି କୁ ଉଦଘାଟନ କଲେ ରାଜ୍ୟ ସଭାପତି |   (02-Oct-2026)       ||      ପଦ୍ମପୁର ମା ବନ ଦୁର୍ଗା ମନ୍ଦିର ରେ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଆସନ୍ତା 11ତାରିଖ ରୁ ଆରମ୍ଭ ହେବ ||   (02-Oct-2026)       ||      କଳିଙ୍ଗାୟନ ତୌର୍ୟତ୍ରିକ୍ରମ ବିଶେଷ କାର୍ଯ୍ୟକ୍ରମ ଗାନ୍ଧୀଙ୍କ ଆଦର୍ଶ ରୁ ଆଧୁନିକ ସମାଜ ପର୍ଯ୍ୟନ୍ତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଛତ୍ରପୁର ଠାରେ ପାଳିତ |   (02-Oct-2026)       ||      ଛତ୍ରପୁର ମେଇନ ରୋଡ଼ ରେ ଥିବା ରାଜସ୍ତାନ ମିଠା ଦୋକାନ ରେ ସଟ ସର୍କିଟ ଯୋଗୁଁ ଦୋକାନ ପୋଡ଼ିଗଲା ||   (02-Oct-2026)       ||      ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||     

ବିହାର ରେ ବହୁମତ ଭୋଟ ପାଇ ଏନ ଡ଼ି ଏ ର ବିଜୟ |

15-Nov-2025

ବିହାରରେ ପ୍ରଚଣ୍ଡ ବହୁମତ ପରେ ଏନଡିଏ ବହୁ ଭୋଟ ରେ ବିଜୟ,

       ଓଡିଶା ଜନ ମତ ବ୍ୟୁରୋ,

 ଶେଷରେ ବିହାର ନିର୍ବାଚନ ରେ ଇଣ୍ଡିଏ କୁ ବହୁମତ ମିଳିଛି | ଓ ନୀତିଶ କୁମାର ଙ୍କ ପାଇଁ ରାସ୍ତା ସୁଗମ ହୋଇଯାଇଛି | ବିହାର ବିଧାନସଭା  ନିର୍ବାଚନ ୨୦୨୫ ଜିତିବା ପରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନଡିଏର  ସହଯୋଗୀ ଦଳଙ୍କୁ ଶୁଭେଚ୍ଛା ଜଣାଇଛନ୍ତି |  ସେ ବିହାରର ଜନତାଙ୍କୁ  ଏନ୍  ଡି ଏର ଐତିହାସିକ ସଫଳତା  ପାଇଁ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି । ଏହା ସହ ପିଏମ୍ ମୋଦି ଏହି ସଫଳ ତାକୁ ସୁଶାସନର, ବିକାଶ, ଜନକଲ୍ୟାଣ ତଥା ସାମାଜିକ ନ୍ୟାୟର ଅଦ୍ଭୁତପୂର୍ବ ବିଜୟ ବୋଲି "ସୋସିଆଲ ମିଡିଆ ପ୍ଲାଟଫର୍ମଏକ୍ସରେଜଣାଇଛନ୍ତି। ଯେଉଁମାନେ ୨୦୨୫ ବିଧାନସଭାନିର୍ବାଚନ ରେ ଏନ ଡ଼ି ଏ କୁ ଐତିହାସିକ ଜନ ସମର୍ଥନ,ତଥା ଜନତା ଜନାର୍ଦ୍ଦନର ନିଷ୍ଠାପର ସେବା କରିବା ପାଇଁଏବଂ ବିହାର ର ଉଜ୍ବଳ ଭବିଷ୍ୟତ ପାଇଁ ନୁଆଁ ସଂକଳ୍ପ ସହ କାମକରିବାର ପ୍ରେରଣା ଦେଇଛନ୍ତି ସେମାନଙ୍କୁ ମଧ୍ୟ ମୋର ବହୁତ, ବହୁତ ଧନ୍ୟବାଦ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ | ଏନଡିଏର ପ୍ରତ୍ୟେକ କର୍ମୀଙ୍କୁ ଧନ୍ୟବାଦ ଜଣାଉଛି । ଯେଉଁ ମାନେ ଅକ୍ଳାନ୍ତ ପରି ଶ୍ରମକରିଛନ୍ତି । ସେମାନେ ଜନତାଙ୍କ ଭିତରେ ଯାଇ ଆମର ବିକାଶର ଏଜେଣ୍ଡାକୁ ରଖୁଥିଲେ ଓ ବିରୋଧୀଙ୍କ ସବୁ ମିଛର ଜବାବ ଦେଇଥିଲେ ।
ବିକାଶ, ସେଠାର ଭିତିଭୂମି ଓ ରାଜ୍ୟର ସଂସ୍କୃତିକୁ ନୂତନ ପରିଚୟ ଦେବା ପାଇଁ କାମ କରିବୁ । ଆମେ ଏହା ସୁନିଶ୍ଚିତ କରିବୁ ଯେ, ଯୁବ ଶକ୍ତି ଓ ନାରୀ ଶକ୍ତିଙ୍କୁ ସମୃଦ୍ଧ ଜୀବନ ପାଇଁ ଭରପୁର ସୁଯୋଗ  ମିଳିବ ବୋଲି ଏକ୍ସ ରେଲେଖି ପୋଷ୍ଟ କରି ଛନ୍ତି ନରେନ୍ଦ୍ର ମୋଦୀ ।

News Comment

You Might Also Like

BACK TO TOP