Breaking News

ଜିଲ୍ଲା ସ୍ତରୀୟ ଗାନ୍ଧୀଓଶାସ୍ତ୍ରୀ ଜୟନ୍ତୀ ବରଗଡ଼ ରେ ମହା ସମାରୋହ ରେ ପାଳିତ ||   (03-Oct-2026)       ||      ଅନଶ୍ଲୋ ହାଇସ୍କୁଲ ବିଜ୍ଞାନ ନାଟକ ପ୍ରତିଯୋଗୀ ତାରେ ଗଞ୍ଜାମ ଜିଲ୍ଳାରେ ପ୍ରଥମ ସ୍ଥାନ ପାଇଛି ||   (03-Oct-2026)       ||      ଝାରବନ୍ଧ ର ହିତେଶ୍ବରୀ ଚାକିରି କରିବା ସହ ପାଠ ପଢ଼ା ଏବଂ ନିଟ ରେସଫଳତା |    (03-Oct-2026)       ||      ପାଇକ ମାଳ ଥାନା ପରିସରରେ ଶାରଦୀୟ ଦୁର୍ଗା ପୂଜା ପାଇଁ ଶାନ୍ତି କମିଟି ଗଠିତ |    (03-Oct-2026)       ||      ରଣ ଝାଲୀ ଗ୍ରାମ ପଞ୍ଚାୟତ ରେ ଶିଶୁବିବାହ ନିଷେଧ ଉପରେ ଗ୍ରାମସଭା ଅନୁଷ୍ଠିତ |   (03-Oct-2026)       ||      ଶିକରପାଇ ବିଦ୍ୟାଳୟ ରେ ସାମର୍ଥ ଶିବିର ଅନୁଷ୍ଠିତ ||   (03-Oct-2026)       ||      ଜ୍ଞାନେଶ କୁମରଙ୍କୁ ଗିରଫକରିବା ନେଇ ଇଣ୍ଡିଆ ମେଣ୍ଟ ତରଫରୁ ଏଈ ମାସ 8ତାରିଖ ଓଡିଶା ବନ୍ଦ ଡାକରା |    (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଖୋର୍ଦ୍ଧା ଠାରେ ପାଳିତ |    (02-Oct-2026)       ||      ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବାଲିଗୁଡା ରେ ପାଳିତ |   (02-Oct-2026)       ||      ଖୋର୍ଦ୍ଧା ବ୍ଳକ ନାଲିପଡ଼ା ଅର୍ଜୁନ ପୁର ଓ ବିଭିନ୍ନ ପଞ୍ଚାୟତ ରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ||   (02-Oct-2026)       ||      ହାତୀଓଟ, ଓଏ ଭି ର ଜିଲ୍ଲା ସ୍ତରୀୟ "ସ୍ପାର୍କ 2026 ` ପ୍ରତିଯୋଗୀ ତାରେ ସଫଳତା ||   (02-Oct-2026)       ||      ପୋଲସରା ପ୍ରାଥମିକ ଶିକ୍ଷା ସଂଘ ( ପିଷ୍ଟା ) ପକ୍ଷରୁ ସେବା ନିବୃତ ବିଇଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା ||   (02-Oct-2026)       ||      ସାଇପ୍ରଭା ଗୁରୁକୁଳ ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଭଏସ ଅଫ ମିଡ଼ିଆ ର ନୂତନ କାର୍ଯ୍ୟ କାରି କମିଟି କୁ ଉଦଘାଟନ କଲେ ରାଜ୍ୟ ସଭାପତି |   (02-Oct-2026)       ||      ପଦ୍ମପୁର ମା ବନ ଦୁର୍ଗା ମନ୍ଦିର ରେ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଆସନ୍ତା 11ତାରିଖ ରୁ ଆରମ୍ଭ ହେବ ||   (02-Oct-2026)       ||      କଳିଙ୍ଗାୟନ ତୌର୍ୟତ୍ରିକ୍ରମ ବିଶେଷ କାର୍ଯ୍ୟକ୍ରମ ଗାନ୍ଧୀଙ୍କ ଆଦର୍ଶ ରୁ ଆଧୁନିକ ସମାଜ ପର୍ଯ୍ୟନ୍ତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଛତ୍ରପୁର ଠାରେ ପାଳିତ |   (02-Oct-2026)       ||      ଛତ୍ରପୁର ମେଇନ ରୋଡ଼ ରେ ଥିବା ରାଜସ୍ତାନ ମିଠା ଦୋକାନ ରେ ସଟ ସର୍କିଟ ଯୋଗୁଁ ଦୋକାନ ପୋଡ଼ିଗଲା ||   (02-Oct-2026)       ||      ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||     

ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ 72ତମ ନୀଳ ଭାରତ ସମବାୟ ସପ୍ତାହ 2025 ପାଳିତ |

14-Nov-2025

ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ୭୨ ତମ ନିଳ ଭାରତ ସମବାୟ ସପ୍ତାହ -୨୦୨୫ ପାଳିତ,
ଓଡିଶା ଜନମତ, ଖୋର୍ଦ୍ଧା, ଗୋପାଲକୃଷ୍ଣ ପ୍ରଧାନ

ଓଡିଶା ସରକାରଙ୍କ ସମବାୟ ବିଭାଗ ନିର୍ଦେଶ କ୍ରମେ ୭୨ ତମ ନିଳ ଭାରତ ସମବାୟ ସପ୍ତାହ ଉପଲକ୍ଷେ ଆଜିଉପନିବନ୍ଧକ ସମବାୟ ସମିତି ସମୂହ, ଖୋର୍ଦ୍ଧା ବିଭାଜନ ଓ ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର ମିଳିତ
ଆନୁକୂଲ୍ୟରେ ସକାଳ ୭.୩୦ ମିନିଟ ସମୟରୁ ଉପନିବନ୍ଧକ ସମବାୟ ସମିତି ସମୂହ,ଖୋର୍ଦ୍ଧା ବିଭାଜନକାର୍ଯ୍ୟାଳୟ ଠାରୁ ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଗଣ ଦୌଡ଼ -୨୦୨୫
ଆୟୋଜନ କରାଯାଇଥିଲା I ଏହି ଗଣ ଦୌଡ଼ -୨୦୨୫ କୁ  ଅଲକାନନ୍ଦା ଜେନା,ଉପନିବନ୍ଧକ ସମବାୟସମିତି ସମୂହ , ଖୋର୍ଦ୍ଧା ବିଭାଜନ ଓ ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର ସଭାପତି  ଅଭିଷେକ
ସିଂହସାମନ୍ତ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ  ସାରଥୀ ଶତପଥୀ ମିଳିତ ଭାବରେ ପତାକା ଦେଖାଇଶୁଭାରମ୍ଭ କରିଥିଲେ I ପ୍ରାୟ ୧୫୦ ରୁ ୨୦୦ ଜଣ ପ୍ରତିଯୋଗୀ ଏହି ଗଣ ଦୌଡ଼ -୨୦୨୫ ରେ ଅଂଶ ଗ୍ରହଣ
କରିଥିଲେ I ପରିଶେଷରେ ବ୍ୟାଙ୍କର ସଭାପତି ସମବାୟ ପତାକାକୁ ଉତ୍ତୋଳନ କରି ସମବାୟ ର ବିକାଶଘଟିଲେ ରାଜ୍ୟ ତଥା ଆମ ଦେଶ ର ବିକାଶ ସମ୍ଭବ ହୋଇପାରିବ ବୋଲି ନିଜର ବକ୍ତବ୍ୟ ରଖୁଥିଲେ I ଚନ୍ଦ
ସହିତ ଖୋରଧା ଜିଲ୍ଲା ସମବୟ ସଙ୍ଘ ର ପତାକା ଉତ୍ତୋଳନ ସଂଘ ର ସାଧାରଣ ସମ୍ପାଦକ ଶତପଥୀ ଙ୍କ ଉପସ୍ଥିତ ରେ ଶ୍ରୀ ସିଂହସାମନ୍ତ ମଧ୍ଯ ଉତ୍ତୋଳନ କରିଥିଲେ । ଭାରତ ଏହି ବର୍ଷକୁ ଆନ୍ତର୍ଜାତିକ ସମବାୟ ବର୍ଷ ରୂପେ ପାଳନ କରୁଥିବାରୁ ସମବାୟ କିପରି ସମସ୍ତ ଲୋକମାନଙ୍କ ପାଖରେ ତଥା ଚାଷୀଭାଇ ମାନଙ୍କ ର ଅତି ନିକଟତର ହୋଇପାରିବ ସେଥିପ୍ରତି ଗୁରୁତ୍ବାରୋପ ସରକାର କରିଛନ୍ତି I I ଏ ବର୍ଷର ମୁଖ୍ୟ ଗାଥା ହେଉଛି :-"ଆତ୍ମନିର୍ଭର ଭାରତ ପାଇଁ ସମବାୟ ଏକ ମାଧ୍ୟମ" । ବିଶିଷ୍ଠ ସମବାୟବିତ ବିମଳ ଷଡ଼ଙ୍ଗୀ,ରମାକାନ୍ତ ପାଟ୍ଟଯୋଶୀ, ହିମାଦ୍ରୀ କୁମାର ପ୍ରଧାନ ମଧ୍ୟ ଉପସ୍ଥିତ ରହିଥିଲେ । ସହ ନିବନ୍ଧକ ଭାଗମତ ମାରାଣ୍ଡି
ତପନ ଦାସ, ଅନ୍ୟ କର୍ମଚାରୀ, ବ୍ୟାଙ୍କ ର ଏଜିମ ସନ୍ଦୀପପଟ୍ଟନାୟକ,ଜ୍ୟୋତିରଞ୍ଜନ ରାଉତରାୟ, ନିତ୍ଯାନନ୍ଦଦାସ,ଝଜ ସାମନ୍ତ ରାୟ, ଭବାନୀ ମୋହନ ସିହ୍ନା,ଜଗନାଥ ପାଲ ସମସ୍ତେ ସହଯୋଗ କରିଥିଲେ I

News Comment

You Might Also Like

BACK TO TOP