Breaking News

ବରଗଡ଼ ଜିଲ୍ଲା ରେ ଜିଲ୍ଲପାଳ ଙ୍କ ନିର୍ଦ୍ଧେଶ ରେ ବାଦ ପଡ଼ିଥିବା ଓ ନୂତନ ଯୁବ ଭୋଟର ଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ||   (04-Oct-2026)       ||      ବ୍ରହ୍ମପୁର ନିମଖଣ୍ଡି ଥାନା ଅଞ୍ଚଳ ରେ ବନ୍ଧୁର ଆକ୍ରମଣ ରେ ବନ୍ଧୁର ମୃତ୍ୟୁ |    (04-Oct-2026)       ||      ପୋଲମା ବିଦ୍ୟାଳୟ ଛାତ୍ର ସୁଶାନ୍ତ ଙ୍କୁ ଜାତୀୟ ଥ୍ରୋ- ବଲରେ ସ୍ଵର୍ଣ ପଦକ |   (04-Oct-2026)       ||      ଆଲିଜିନିଗୁଡା ଆମ୍ବ ତୋଟା ରେ ବିଜେଡିର ବିଶାଳ ମିଶ୍ରଣ ପର୍ବ |   (04-Oct-2026)       ||      ଛତ୍ରପୁର ଗୋବିନପୁର ସୀତାନଗର ରୁ ଆଠ ଫୁଟିଆ ଅଜଗର ସାପ ଉଦ୍ଦାର |    (04-Oct-2026)       ||      ବିଜେଡିର ସିନିଏର ପେନାଲ ଲିଷ୍ଟ ରେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ |   (04-Oct-2026)       ||      ଟ୍ରେନ ଧକ୍କାରେ ଟ୍ରାକ ମେନ ର ମୃତ୍ୟୁ ||   (03-Oct-2026)       ||      ସୋରଡ଼ା ମଠ ସାହିର ନିଖୋଜ ଛାତ୍ର ର ମୃତ ଦେହ ଉଦ୍ଧାର ||   (03-Oct-2026)       ||      କୁନୀ ଝିଅର ଆରୋଗ୍ୟ ପାଇଁ ଘରେ, ଘରେ ଛାତ୍ର, ଛାତ୍ରୀ ମାଗୁଛନ୍ତି ଅର୍ଥ |   (03-Oct-2026)       ||      ବରିଷ୍ଠ ଶିକ୍ଷକ ନେତା କାମ ରାଜୁ ମହାରଣା ଆନ୍ତର୍ଜାତୀୟ ବରିଷ୍ଟ ନାଗରିକ ଦିବସ ରେ ସମ୍ବର୍ଦ୍ଧିତ |    (03-Oct-2026)       ||      ଖୋର୍ଦ୍ଧା ବକ୍ସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲ ର 125ତମ ବାର୍ଷିକ ସମାରୋହରେ ଯୋଗଦେଲେ ଓଡିଶା ରାଜ୍ୟପାଳ |   (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀଓଶାସ୍ତ୍ରୀ ଜୟନ୍ତୀ ବରଗଡ଼ ରେ ମହା ସମାରୋହ ରେ ପାଳିତ ||   (03-Oct-2026)       ||      ଅନସ୍ଲୋ ହାଇସ୍କୁଲ ବିଜ୍ଞାନ ନାଟକ ପ୍ରତିଯୋଗୀ ତାରେ ଗଞ୍ଜାମ ଜିଲ୍ଳାରେ ପ୍ରଥମ ସ୍ଥାନ ପାଇଛି ||   (03-Oct-2026)       ||      ଝାରବନ୍ଧ ର ହିତେଶ୍ବରୀ ଚାକିରି କରିବା ସହ ପାଠ ପଢ଼ା ଏବଂ ନିଟ ରେସଫଳତା |    (03-Oct-2026)       ||      ପାଇକ ମାଳ ଥାନା ପରିସରରେ ଶାରଦୀୟ ଦୁର୍ଗା ପୂଜା ପାଇଁ ଶାନ୍ତି କମିଟି ଗଠିତ |    (03-Oct-2026)       ||      ରଣ ଝାଲୀ ଗ୍ରାମ ପଞ୍ଚାୟତ ରେ ଶିଶୁବିବାହ ନିଷେଧ ଉପରେ ଗ୍ରାମସଭା ଅନୁଷ୍ଠିତ |   (03-Oct-2026)       ||      ଶିକରପାଇ ବିଦ୍ୟାଳୟ ରେ ସାମର୍ଥ ଶିବିର ଅନୁଷ୍ଠିତ ||   (03-Oct-2026)       ||      ଜ୍ଞାନେଶ କୁମରଙ୍କୁ ଗିରଫକରିବା ନେଇ ଇଣ୍ଡିଆ ମେଣ୍ଟ ତରଫରୁ ଏଈ ମାସ 8ତାରିଖ ଓଡିଶା ବନ୍ଦ ଡାକରା |    (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଖୋର୍ଦ୍ଧା ଠାରେ ପାଳିତ |    (02-Oct-2026)       ||      ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବାଲିଗୁଡା ରେ ପାଳିତ |   (02-Oct-2026)       ||     

ପାଣି ପଞ୍ଚାୟତ ରେ ଅସୁବିଧା ପାଇଁ ପ୍ରଶାସନ ପାଖରେ ଅଭିଯୋଗ ପରେ ନୂତନ କମିଟି ଗଠନ ହେଲା |

13-Nov-2025

ପାଣି ପଞ୍ଚାୟତ ରେଦୁର୍ନୀତି ଅଭିଯୋଗ ପରେ ପ୍ରଶାସନ ନୂତନ କମିଟି ଗଠନକଲେ ,

       ଓଡିଶା ଜନ ମତ  ବ୍ୟୁରୋ,

ପୁରୁଷୋତ୍ତମପୁର ବ୍ଳକ ଅନ୍ତର୍ଗତ ବଡ଼ ଖରିଡା  ପଞ୍ଚାୟତ ବାଣନଇଗ୍ରାମର  ମା କାଳୀ ମହାମାୟୀପାଣି ପଞ୍ଚାୟତ ବଗଡ଼ ଘାଇ ଠାରେ ପୂର୍ବ କମିଟି କୁ ମିଳିଥିବା ଚାଷ ଉପକରଣ ସାମାନ ଯଥା ଟ୍ରାକ୍ଟର, ପାୱାର ଟିଲର, ଧାନ କଟା ମେସିନ, ଧାନ ରୁଆ ମେସିନ, ଗହମ ପେଡା ମିସିନ, ଧାନ ମଳା ମିସିନ, ଦୁଇଗୋଟି ପାଣି ପମ୍ପ, ବିବିନ୍ନ ଚାଷପଯୋଗୀ ଯନ୍ତ୍ର ପାତି, ଗୁଡିକୁ ନିଜ ପାଖରେ ରଖିଚାଷୀ ମାନଙ୍କ କାର୍ଯ୍ୟରେ  ଲାଗୁନଥିବା ନେଇ ଘୋର ଅସନ୍ତୋଷ ପ୍ରକାଶ କରି ଏକ ସର୍ବ ସାଧାରଣ ବୈଠକ ଅନୁଷ୍ଠିତ ହୋଇ ଥିଲା | ଏହି ବୈଠକ ରେ କିଛି  ଚାଷୀ ଙ୍କୁ ସଫଳ ନମିଳି ବାରୁ  ବାଣ ନଈ ଗ୍ରାମର ଅଧିକାଂଶ ଗ୍ରାମବାସୀ ପାଣିପାଞ୍ଚାୟତ ର  ଇରିଗେସେନ ଓ ମାଇନିଙ୍ଗ ଇରିଗେସେନ ଓ ଅନ୍ୟାନ୍ୟ ଅଧିକାରୀ ଙ୍କୁ ଜଣାଇ ଥିଲେ | ଏହି ବିଷୟ ରେ ଅଧିକାରୀ ମାନେ ଅବଗତ ରହି ଏହିକାର୍ଯ୍ୟର ସମାଧାନ ପାଇଁ ଏକ ନୂତନ କମିଟି ଗଠନ କରିଥିଲେ |  ଏହି  ପାଣିପଞ୍ଚାୟତ କମିଟିର ସଭାପତି  ଶ୍ରୀ ବିଜୟ ପ୍ରଧାନ ସଭାପତିତ୍ବ କରିଥିଲେ |  ଏବଂ ବିକେ ଏସ ଏଲ ର ସମସ୍ତ କର୍ମକର୍ତ୍ତା ଏମ ଆଇ ଡିଭିଜନ ର ସମସ୍ତ ଷ୍ଟାଫ,    ସି ଡ଼ି ଏ ଓ ଅଫିସ ଷ୍ଟାଫ,  କମିଟିର  ସଭ୍ୟ, ସଭ୍ୟା ମାନେ  ମଧ୍ୟ ଉପସ୍ଥିତ ଥିଲେ । ଉକ୍ତ ବୈଠକରେ ନିମ୍ନଲିଖିତ ବିଷୟ ଗୁଡକ ଉପରେ ସର୍ବସମ୍ମତିକ୍ରମେ ଆଲୋଚନା କରାଗଲା | 
ପ୍ରଥମେ ପୂର୍ବ ବୈଠକର ବିବରଣୀ ପଠନ କରାଗଲା । 
ଏବଂ ବିଭିନ୍ନ ନିର୍ଦ୍ଧାରିଣଗୁଡିକ ପ୍ରସ୍ତୁତ କରି ତାକୁ ପଠନ କରାଗଲା  ନିର୍ଦ୍ଧାରିତ ବିଷୟ ଗୁଡିକ ହେଲା ୧. ଜିଲ୍ଲା କଲେକ୍ଟ ରଙ୍କ ଙ୍କୁ ଦିଆଯାଇଥିବା ଅଭିଯୋଗ  ଦରଖାସ୍ତ ଗୁଡ଼ିକୁ ଅଣାଯାଇ ସେ ଗୁଡିକ ଗ୍ରାମ ମଧ୍ୟରେ ତଦନ୍ତ କରାଯାଇ ନିମ୍ନଲିଖିତ ସିଦ୍ଧାନ୍ତ ଗୁଡିକ ଉପରେ ଆଲୋଚନା କରାଗଲା | 2--ସି ଏଚ ସି ଯନ୍ତ୍ରପାତି ଗୁଡିକୁ ଅମିତ ନାୟକ ଙ୍କ ଜାଗାରୁ ବାହାର କରାଯାଇ ନୂତନ ଭାବେ କପିଳ  ବରଡ ମିଲରେ ରଖାଯିବା ପାଇଁ ସ୍ଥିର କରାଗଲା । ୩. ଟ୍ରାକ୍ଟର କୁ ଘଣ୍ଟାପ୍ରତି ୧୧୦୦/- ଟଙ୍କାରେ ବୁଲାଇବା ପାଇଁପାଣିପଞ୍ଚାୟତ ତରଫରୁ ସ୍ଥିର କରାଗଲା ।
४. ସବ କମିଟି ଉପରେ କାର୍ଯ୍ୟନିର୍ବାହୀ କମିଟି ୱାର୍କ କମିଟି, ପାଣି ବଣ୍ଟନ  କମିଟି, ଅର୍ଥ କମିଟି ରଖିବାପାଇଁ ସ୍ଥିର କରାଗଲା | 
5. ତେବେ ନୂତନ କମିଟି ଚୟନ ହୋଇଥିବା ସଦସ୍ୟ, ଓ କର୍ମକର୍ତ୍ତା ମାନେ ହେଲେ,

କାର୍ଯ୍ୟକାରୀ କମିଟି---
1. କାମରାଜୁ ପାତ୍ର
2.ପୁଣ୍ଣଚନ୍ଦ୍ର ନାୟକ
3.ବଳରାମ ପ୍ରଧ ପ୍ରଧାନ

ଜଳ ବଣ୍ଟନ କମିଟି-----

1.କପିଳ ବରଡ
2.ନରସିଂହ ପ୍ରଧାନ
3.ବମ୍ବେଇ ନାହାକ

କାର୍ଯ୍ୟକାରୀ କମିଟି
1. କାମରାଜୁ ପାତ୍ର
2.ପୁଣ୍ଣଚନ୍ଦ୍ର ନାୟକ
3.ବଳରାମ ପ୍ରଧ ପ୍ରଧାନ

ଅର୍ଥ କମିଟି----

1.କୁବେର ପାତ୍ର
2.ସୁଧାକର ପ୍ରଧାନ
3. ମୁକେଶ  ପ୍ରଧାନ
4. ବୈଲୋଚନ ପାତ୍ର

5. --ଏହି ତିନୋଟି  ବିଷୟ କୁ କମିଟିରେ ମୁଖ୍ୟ ଭାବେ ପାଣିପଞ୍ଚାୟତର ସଭାପତି ଓ ସମ୍ପାଦକ ଦାୟିତ୍ଵ  ନେବେ ।

ଯନ୍ତ୍ରପାତି ମାନଙ୍କର ଦର ତାଲିକା :----
1. ପାୱାର ଟିଲର ଘଣ୍ଟାକୁ ୫୦୦/- ଟଙ୍କା
2. ଟ୍ରାକ୍ଟର ଘଣ୍ଟାକୁ ୧୧୦୦/oo ଟଙ୍କା ରେ
ଦେବାକୁନିଷ୍ପତନିଆଗଲା |

3---ଆୟ ବ୍ୟୟର ହିସାବ ଦେବାପାଇଁ  ବିଗତ ୧୫ ଦିନ ମଧ୍ୟରେ  ଗତ ଦୁଇବର୍ଷର  ହିସାବ ଦିଆଯିବା ପାଇଁ  ଆଲୋଚନା କରାଗଲା ।

News Comment

You Might Also Like

BACK TO TOP