Breaking News

କଂଗ୍ରେସ ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ ନ୍ୟୟ ପଥେ ପଦଯାତ୍ରା ରଘୁନାଥ ପୁର ବ୍ଲକରେ ଅନୁଷ୍ଠିତ |   (10-Oct-2026)       ||      ଗଞ୍ଜାମ ଜିଲ୍ଲା ପାଳ ଛତ୍ରପୁର ବ୍ଳକର 5ଟି ପଞ୍ଚାୟତ କୁ ଟିବି ମୁକ୍ତ ଘୋଷଣା କଲେ |   (10-Oct-2026)       ||      ଗଞ୍ଜାମ ଜିଲ୍ଳାରେ ଧାନ ଫସଲ ରେ ରୋଗ ପୋକ ଲାଗି ବ୍ୟାପକ କ୍ଷତି |    (10-Oct-2026)       ||      ଶ୍ରୀମତୀ ସାଢ଼ି ଶାରଦା ରେଡ୍ଡୀ ଛତ୍ରପୁର ବ୍ଳକ ଅଧକ୍ଷା ଦାୟିତ୍ୱରେ ରହିଲେ |    (10-Oct-2026)       ||      ଶିକର ପାଇରେ ଭୈରବ ବାଲିଯାତ୍ରା, ନିଆଁ ମାଡି ମାନସିକ ପୁର୍ଣ କଲେ ଶ୍ରଦ୍ଧାଳୁ |   (09-Oct-2026)       ||      ତାରା ତାରିଣୀ କଲେଜ ରେ 24ଜଣଙ୍କ ନାମାଙ୍କନ ମଧ୍ୟରୁ ଜଣଙ୍କ ନାକଚ ||   (09-Oct-2026)       ||      ଅଙ୍ଗନ ୱାଡି କେନ୍ଦ୍ର ର ଅବ୍ୟବସ୍ଥା ସାମ୍ନାକୁ ଆଣିଲେ ସାମ୍ବାଦିକ ଙ୍କୁ ଧମକ ||   (09-Oct-2026)       ||      ଦୁଇ ଯୁବକଙ୍କ ମଧ୍ୟରେ ବଚସା ରୁ ଚୁରାମାଡ଼ ଜଣେ ମୃତ, ଜଣେ ଗୁରୁତର |    (09-Oct-2026)       ||      ସଭାପତି ଭାବେ ନିର୍ଦ୍ୱନ୍ଦ୍ୱ ରେ ବିଜୟୀ ହେଲେ ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ର ସରସ୍ବତୀ ସାହୁ |   (09-Oct-2026)       ||      ବେଲଗୁଣ୍ଠା ରେ ବେଆଇନ ବନ୍ଧୁକ ଜବତ, ଜଣେ ଗିରଫ |    (09-Oct-2026)       ||      ଗଞ୍ଜାମରେ ମାଷ୍ଟର ଟ୍ରେନର ପାଇଁ, ଜିଲ୍ଲା ସ୍ତରୀୟ ତାଲିମ ଶିବିର |   (09-Oct-2026)       ||      ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ ||   (09-Oct-2026)       ||      ଚିକିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ ||   (09-Oct-2026)       ||      କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ନିର୍ବାଚନ ପାଇଁ 17ଜଣଙ୍କ ନାମାଙ୍କନ ପତ୍ର ଦାଖଲ |    (09-Oct-2026)       ||      ବିପୁଳ ପରିମାଣ ର ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ |   (09-Oct-2026)       ||      ଟାଟାବେଞ୍ଜ ଛକ ସ୍ଥିତ ଏକ ଲଜରୁ ସେକ୍ସ ରାକେଟ କୁ ଠାବ କଲା ବୈଦ୍ୟନାଥ ପୁର ପୋଲିସ |   (09-Oct-2026)       ||      ଅବକାରୀ ବିଭାଗ ଗନ୍ଧ ମର୍ଦ୍ଦନ ରେ ଚଢ଼ାଉ କରି ମଦ ସହ 4000ଲିଟର ମହୁଲ ପୋଚ ଜବତ |    (09-Oct-2026)       ||      କଂଗ୍ରେସ ର ଓଡିଶା ବନ୍ଦର ଡାକରା ରଘୁନାଥ ପୁର ବ୍ଲକରେ ପ୍ରଭାବ ପଡିଲା ||   (09-Oct-2026)       ||      ପୋଲସରା ରେ ବିଜେଡିର" ଜନ ସମ୍ପର୍କ ପଦଯାତ୍ରା " ଆରମ୍ଭ |   (08-Oct-2026)       ||      ସିଂହପୁର ରେ ନୁଆଁ ମଲ୍ଟି କେୟାର ପ୍ଲସ କ୍ଲିନିକ ଉଦଘାଟିତ |   (08-Oct-2026)       ||     

ପୀତବାସ ପଣ୍ଡା ହତ୍ୟା ମାମଲାର ଦୁଇ ମୁଖ୍ୟ ଅଭିଯୁକ୍ତ କୁରୁପତି ଓଉମା କୁ କୋର୍ଟ ଚାଲାଣ କଲା ପୋଲିସ ||

05-Nov-2025

ଆଇନ ଯିଵି ପୀତବାସ ପଣ୍ଡା ହତ୍ୟା ମାମଲାମୁଖ୍ୟ ଅଭିଯୁକ୍ତ 
କୁରୁପତି ଓ ଉମା କୋର୍ଟରେ ହାଜର,

        ଓଡିଶା ଜନ ମତ ବ୍ୟୁରୋ,

ପୀତବାସ ପଣ୍ଡାଙ୍କ ମୁଖ୍ୟ ଅଭିଯୁକ୍ତ ତଥା ସାର୍ପସୁଟର ଦୁଇ ଅଭିଯୁକ୍ତ କୁରୁପତି ଭୂୟାଁ ଏବଂ ଉମା ବିଶୋୟୀକୁ ପୋଲିସ ଗତକାଲି ଗିରଫକରି  କୋର୍ଟରେ ହାଜର କରିଛି  |  କୁରୁପତି ଏବଂ ଉମା ହିଁ ଘଟଣା ଦିନ  ଅତି ନିକଟରୁ ପୀତବାସଙ୍କୁ ଗୁଳି କରିଥିଲେ । ପୁଲିସ ସେମାନଙ୍କୁସୋମବାର ଗିରଫ କରି ଅଟକ କରିବା ପରେ ଏକଅଜ୍ଞାତ ସ୍ଥାନରେ ରଖି ତୁହାକୁ ତୁହା ସେମାନଙ୍କୁ ବହୁ କଥା ପଚରା ଉଚରା କରୁଥିଲା । ଏହା ପରେ ମଙ୍ଗଳବାର କୋର୍ଟରେ ହାଜର କରାଯାଇ ଥିଲା। ଉଭୟଙ୍କଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି। ପୁଲିସ ପକ୍ଷରୁ ଉଭୟଙ୍କୁ       ରିମାଣ୍ଡରେ ନେବାକୁ ଆବେଦନ କରାଯିବ ବୋଲି ସୂଚନା ମିଳିଛି। କୁରୁପତି ଏବଂ ଉମା ଘଟଣାଘଟା ଇବା ପରେ କୋରାପୁଟ ଜିଲାର ଜୟପୁର ପଳାଇଥିଲେ। ସେଠାରେ ଏକ ଫାର୍ମ ହାଉସ ମାଲିକ ସୁନୀଲ ହୋତାଙ୍କ ନିକଟରେ ଆଶ୍ରୟ ନେଇଥିଲେ। ପରେ ସେଠାରୁ ଅନ୍ୟ କୁଆଡ଼େ ଫେରାର ହୋଇଯାଇଥିଲେ। ପୂର୍ବରୁ ପୋଲିସ ଏହି ମାମାଲାରେ ୧୪ ଜଣଙ୍କୁ ଗିରଫ କରି ସାରିଛି। ମୁଖ୍ୟ ଅଭିଯୁକ୍ତ ଓ ମୁଖ୍ୟ ଷଡଯନ୍ତ୍ର କାରି ବୋଲି ଚର୍ଚ୍ଚା ହେଉଥିବା କୁରୁପତ୍ତି ଓ ଉମାକୁ ରିମାଣ୍ଡରେ ନେଲା ପରେ ବହୁ ଅସମାହିତ ପ୍ରଶ୍ନ ଉପରୁ ପରଦା ଉଠିବ ବୋଲି ଆଶା କରାଯାଉଛି।

News Comment

You Might Also Like

BACK TO TOP