Breaking News

ପୋଲସରା କଲେଜରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ |    (08-Aug-2026)       ||      ପୋଲିସ ଗାଡି ଓ ବୁଲେଟ ମୁହାଁ ମୁହିଁ ଧକ୍କା ବୁଲେଟ ୠଦୁଇ ଓ ପୋଲିସ ର ଦୁଇ ଆହତ |   (08-Aug-2026)       ||      ସବୁ ବାଦ, ବିବାଦ ର ଅବସାନ ଘଟାଇ ବିଜୟ ଙ୍କ ବିରୋଧ ରେ ଦେଇଥିବା କୋର୍ଟ ମାମଲା କୁ ପତ୍ନୀ ସଂଗୀତାକଲେ ପ୍ରତ୍ୟାହାର |   (08-Aug-2026)       ||      ପିଏମ ଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ କମିଟି ଓ ଅଭିଭାବକ ବୈଠକ |   (08-Aug-2026)       ||      ପିଏମ ଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ କମିଟି ଓ ଅଭିଭାବକ ବୈଠକ ||   (08-Aug-2026)       ||      ନବମ ଶ୍ରେଣୀ ଛାତ୍ରୀ କୋମଳ ନାୟକ ଇଂରାଜୀ ରେ ରଚନା କଲେ ତିନିଗୋଟି ପୁସ୍ତକ |    (08-Aug-2026)       ||      କଲ୍ୟାଣ ସିଂହ ପୁର ବିଡ଼ିଓ ଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ବଜେଡି ର ଉପଜିଲ୍ଲାପାଳ ଙ୍କୁ ଅଭିଯୋଗ ପତ୍ର ପ୍ରଦାନ |    (08-Aug-2026)       ||      ବିଶ୍ୱରେ ଚିନି ଶଙ୍କଟ , ଦର ଆକାଶ ଛୁଆଁ |    (08-Aug-2026)       ||      ରାଜନୀତି ବିଭାଗ ପକ୍ଷରୁ ନୂତନ ଅଧକ୍ଷ ଙ୍କୁ ସମ୍ବର୍ଦ୍ଧନା |    (07-Aug-2026)       ||      ସାନଟେମାରି ସରକାରୀ ଉଚ୍ଚ ବିଦ୍ୟାଳୟ ରୁ ପିଲା ଚାଲିଯିବା ଉପରେ ଜିଲ୍ଲପାଳ ଙ୍କ କଡା ଆଭିମୁଖ୍ୟ |   (07-Aug-2026)       ||      ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକଆକ୍ରମଣ |    (07-Aug-2026)       ||      ବ୍ରହ୍ମପୁର ମହାନଗର ନିଗମ ଅଫିସ ଆଗରେ ବକେୟା ବିଲ ପାଇବା ଦାବିରେ ଠିକାଦାର ମାନଙ୍କ ଧାରଣା |   (07-Aug-2026)       ||      ମାଇକ୍ରୋ ଫାଇନାନ୍ସ କମ୍ପାନୀ ବିରୁଦ୍ଧରେ କ୍ଷତିଗ୍ରସ୍ତ ଜମାକାରୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର |   (07-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ ରେ ପାଦେରୀ ପଡା ଓ ଶୁଣ୍ଡରୁ ମିଲା ଦଳ ବିଜୟୀ |   (07-Aug-2026)       ||      ଅଭିନେତ୍ରୀ ତ୍ରିଶା ଙ୍କୁ କଟୁ ଦିଅର୍ଥ ବୋଧକ ଶବ୍ଦ କହିବା ଉଦୟ ନିଧି ଷ୍ଟାଲିନ ଙ୍କୁ ମହିଳା ମାନେ କଲେ କଟୁ ସମାଲୋଚନା |   (07-Aug-2026)       ||      ନୁଆଁ ଖାଇ ପାଇଁ ବଲାଙ୍ଗୀର ଜିଲ୍ଳାରେ ଆରମ୍ଭ ହେଲା ଲଗ୍ନ ଦେଖା    (07-Aug-2026)       ||      ଜୁଆ ଖେଳ ଉପରେ ପୋଲିସ ର ଚଢ଼ାଉ 7 ଅଭିଯୁକ୍ତ ସହ, ଟଙ୍କା, ମୋବାଇଲ ଓ ବାଇକ ଜବତ ||   (07-Aug-2026)       ||      ଖଲ୍ଲିକୋଟ ପାଚିକା ସହାୟିକା ଙ୍କ ତାଲିମ ଶିବିର ଅନୁଷ୍ଠିତ!|    (07-Aug-2026)       ||      ଗୁଆଳି ପୁର ଗ୍ରାମର ଶତାୟୁ ବ୍ୟକ୍ତିଙ୍କ ପରଲୋକ |    (07-Aug-2026)       ||      ଜଣେ ଅଭିଯୁକ୍ତ ଅପିଲ କୁ ନେଇ ହାଇକୋର୍ଟ ଙ୍କ ଅଭିମୁଖ୍ୟ ନେଇ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମକୋର୍ଟ |    (07-Aug-2026)       ||     

କୋଦକା କାଉନ ସିଲର ବୈଠକ କୁ ନେଇ ସାମ୍ବାଦିକ ସମ୍ମିଳନୀ ରେ ଅଧକ୍ଷ ଙ୍କ ପ୍ରତିକ୍ରିୟା |

31-Oct-2025

କୋଦଳା ଏନ.ଏ.ସି ରେ କାଉସିଲର ବୈଠକ କୁ ନେଇ ସାମ୍ବାଦିକ ସମ୍ମିଳନୀ ରେ  ପ୍ରତିକ୍ରିୟା ରଖିଲେ ଅଧକ୍ଷ ,

      ଓଡିଶା ଜନ ମତ ବ୍ୟୁରୋ,

କୋଦଳା ଏନ.ଏ.ସି ରେ କାଉସିଲର ବୈଠକ କୁ ନେଇ ଏଇ ଭଳି ସଂଗୀନ ଅଭିଯୋଗ ଆସିଛି। ତେବେ ସାମ୍ବାଦିକ ସମ୍ମିଳନୀ କରି ପ୍ରତିକ୍ରିୟା ରଖିଲେ ଗଞ୍ଜାମ କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧକ୍ଷ ସୂର୍ଯ୍ୟନାରାୟଣ ନାୟକ । କିଛି କୁଚକ୍ରି ବ୍ୟକ୍ତି ମାନେ ନିଜ ସ୍ବାର୍ଥ ପାଇଁ କୋଦଳା ଏନ.ଏ.ସି ଅଧ୍ୟକ୍ଷ ଙ୍କୁ ବଦନାମ କରୁଥିବା ସେ ଅଭିଯୋଗ କରିଛନ୍ତି । ସୂର୍ଯ୍ୟନାରାୟଣ ନାୟକ ଅଧକ୍ଷ ହେବା ପରେ କୋଦଳା ଏନଏସି ରେ ଉନ୍ନତି ମୂଳକ କାମ ଜାରି ରହିଥିବା ବେଳେ କିଛି କାଉନସିଲର ଓ କିଛି ବ୍ୟକ୍ତିଙ୍କର ନିଜ ସ୍ବାର୍ଥ ସାଧନା ନହେବା କାରଣରୁ ସେମାନେ ଅଧକ୍ଷ ଙ୍କୁ ବଦନାମ କରୁଥିବା ଅଧକ୍ଷ ଅଭିଯୋଗ କରିଛନ୍ତି ।ପ୍ରକାଶ ଥାଉକି ବିଗତ ତିନି ବର୍ଷ ରୁ ଉର୍ଦ୍ଧ ହେବ ଅଧ୍ୟକ୍ଷ ଜିତିକି ଆସିବା ପରେ ବାଦ ବିବାଦ ଭିତରେ ଉର୍ନତି ମୂଳକ କାର୍ଯ୍ୟ ଚାଲୁ ରହିଥିବା ବେଳେ ପିସି ମାଗୁଥିବା କାଉଁସିଲର ମାନେ ପିସି ନମିଳିବାରୁ କିଛି ଦଲାଲ ରାଜ ନେତା ଙ୍କ ଛତ୍ର ଛାୟା ର ଆଶ୍ରୟ ନେଇ ଏହି ପରି ମିଥ୍ୟା ଅଭିଯୋଗ ଆଣିଥିବା କହିଛନ୍ତି ଅଧ୍ୟକ୍ଷ  ଅନ୍ୟ କାଉଁସିଲର ମାନଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ ବୈଠକରେ ସମସ୍ତ କାର୍ଯ୍ୟ ଠିକ ଠାକ ରେ ହୋଇଥିବା ନେଇ କହିଥିଲେ | ଅଧକ୍ଷ କହିଛନ୍ତି  ଯେ ସେ କୋଦାଳର ଯେଉଁ ବିକାଶ କଥା ଚିନ୍ତା କରୁଛନ୍ତି  ସେଥିରେ ଅସହିଷ୍ଣୁ କାଉନ ସିଲର ଓ ରାଜନେତା  ମାନେ କୋଦଳା ର ବିକାଶ ହେଲେ ତାଙ୍କର  ନିର୍ମଳ ଭାବ ମୂର୍ତ୍ତୀ ଧରାପଡ଼ିଯିବା ଭୟରେ ଲୋକମାନଙ୍କୁ ମିଛ କହି  ଏନଏସି ଅଧକ୍ଷ ଙ୍କ ନାମରେ ବଦନାମ କରି କୋଦଳାର ବିକାଶ ବଦଳରେ ବିନାଶ କରିବାର ଚିନ୍ତା କରୁଛନ୍ତି ବୋଲି ଅଧକ୍ଷ ସାମ୍ବାଦିକ ସମ୍ମିଳନୀ ରେ କହିଛନ୍ତି |  ସେ ଆହୁରି କହିଛନ୍ତି  ଯେତେ ତାଙ୍କ ବିରୋଧ କରନ୍ତୁ କିନ୍ତୁ ସେ କୋଦଳାର ବିକାଶ କାର୍ଯ୍ୟରୁ ହଟିବେ ନାହିଁ ବୋଲି କହିଛନ୍ତି |

News Comment

You Might Also Like

BACK TO TOP