Breaking News

ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||      ଅସୁର କ୍ଷିତ ପ୍ରାଥମିକ ବିଦ୍ୟାଳୟ ପାଲଟିଛି ଅସମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ||   (11-Oct-2026)       ||      ବଜ୍ର କାପ୍ତା ଖପୁରି ବିକ୍ରିବେଳେ ତିନି ଜଣଙ୍କୁ ଗିରଫ କଲା ବନ ଭିଭାଗ |   (11-Oct-2026)       ||      କୁମାରୀ ପାରିରେ ବିଜେପିର ମାଗଣା ସ୍ୱାସ୍ଥ୍ୟ ଶିବିର ରେ ବିଧାୟକ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କଲେ |   (11-Oct-2026)       ||      ସାତନଳ ଠାରେ "ସ୍ୱଛତ୍ତ୍ୱ ରୁ ଦିବ୍ୟତ୍ବ ` ଏବଂ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ |    (11-Oct-2026)       ||      ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିୟନ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ||   (11-Oct-2026)       ||      ରଙ୍ଗେଲ ଗୁଣ୍ଡା ମସ୍ତ୍ୟ ବିଜ୍ଞାନ ମହା ବିଦ୍ୟାଳୟ ରେ ଛାତ୍ର, ଛାତ୍ରୀ ଙ୍କ ନିମନ୍ତେ ସାମଗ୍ରୀକ ବିକାଶ କାର୍ଯ୍ୟକ୍ରମ |   (11-Oct-2026)       ||      ଦୁର୍ଗା ପୂଜାରେ ନୁଆଁ ଚମକ, ପଦ୍ମପୁର ରାଜବାଟି ରେ ସାଢ଼େ 6କେଜି ରୁପାରେ ତିଆରି ମୁକୁଟ ପିନ୍ଧିବେ ଦେବୀ |   (11-Oct-2026)       ||      ଲଉଡ଼ିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ |   (10-Oct-2026)       ||      ଖଲ୍ଲିକୋଟ ପୋଲିସ ଦ୍ୱାରା ଖୋଜାପଲ୍ଲୀ ଚିତ୍ରସେନ ଜେନା ହତ୍ୟାକାଣ୍ଡ ର ଜଣେ ଆସମୀ ଗିରଫ |   (10-Oct-2026)       ||      ପାଇକମାଳ ମାଉସୀ ମା ମନ୍ଦିର ଠାରେ ଗାୟତ୍ରୀ ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ ||   (10-Oct-2026)       ||      ଉତ୍କଳ ମଣୀ ଗୋପବନ୍ଧୁ ଦାଶ ଙ୍କ ଜୟନ୍ତୀ କରୁଣା କାନ୍ତି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ପାଳିତ ||   (10-Oct-2026)       ||      2026-ମଥୁରା କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      କଂଗ୍ରେସ ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ ନ୍ୟୟ ପଥେ ପଦଯାତ୍ରା ରଘୁନାଥ ପୁର ବ୍ଲକରେ ଅନୁଷ୍ଠିତ |   (10-Oct-2026)       ||      ଗଞ୍ଜାମ ଜିଲ୍ଲା ପାଳ ଛତ୍ରପୁର ବ୍ଳକର 5ଟି ପଞ୍ଚାୟତ କୁ ଟିବି ମୁକ୍ତ ଘୋଷଣା କଲେ |   (10-Oct-2026)       ||      ଗଞ୍ଜାମ ଜିଲ୍ଳାରେ ଧାନ ଫସଲ ରେ ରୋଗ ପୋକ ଲାଗି ବ୍ୟାପକ କ୍ଷତି |    (10-Oct-2026)       ||      ଶ୍ରୀମତୀ ସାଢ଼ି ଶାରଦା ରେଡ୍ଡୀ ଛତ୍ରପୁର ବ୍ଳକ ଅଧକ୍ଷା ଦାୟିତ୍ୱରେ ରହିଲେ |    (10-Oct-2026)       ||     

ବାଲିପଦର ରେ ଧର୍ମ ସମ୍ମିଳନୀ ଅନୁଷ୍ଠିତ |

25-Oct-2025

ସତସଙ୍ଗ ଦ୍ୱାରା ଭଗବତ ପ୍ରାପ୍ତି : ଧର୍ମ ସମିଳନୀ,

        ଓଡିଶା ଜନ ମତ ବ୍ୟୁରୋ,
ବୁଗୁଡ଼ା -- ଅନନ୍ତ ବିଶ୍ୱ ବ୍ରହ୍ମାଣ୍ଡ ନିମନ୍ତେ ଯେଉଁ ସତ୍ୟ ଚିରନ୍ତନ ସମଗ୍ର ମହଜଗତିକ, ଯେଉଁ ସତ୍ୟରେ ବନ୍ଧା, ସେହି ବିଶାଳ ବିଶ୍ୱର ଅକିଞ୍ଚନ ମାନବ ଖୋଜିବୁଲେ ସତ୍ୟର ସତ୍ୟର ସନ୍ଧାନ, ଦିବ୍ୟ ଜ୍ଞ୍ୟାନ ପ୍ରାପ୍ତି ସମସ୍ତ ଧର୍ମ, କର୍ମ, ବିଶ୍ୱାସ ଓ ଦର୍ଶନ ପାଈଁ ଯେଉଁ ସତ୍ୟ ଶାଶ୍ୱତ ଚିରନ୍ତନ ଓ ମୁକ୍ତି ର ମାର୍ଗ, ସେହି ମାର୍ଗ ର ଏକମାତ୍ର ପଥ ହେଉଛି ସତସଙ୍ଗ l ଯାହା ଦ୍ୱାରା ଭଗବତ ପ୍ରାପ୍ତି ହୂଏ ବୋଲି ଧର୍ମ ସମିଳନୀ ର ପ୍ରବଚକ ମତ ପୋଷଣ କରିଛିନ୍ତି l 
   ବାଲିପଦର ଧର୍ମ ଜାଗରଣ ସମିତି ଆନୁକୂଲ୍ୟରେ ଦ୍ଵାବିଂଶ ଧର୍ମ ସମିଳନୀ କୁମୁଟି ସାହି ସ୍ତିସ୍ତ ପେଣ୍ଠ ଗୃହ ଠାରେ ଅନୁଷ୍ଠିତ ହୋଇ ଯାଇଛି l ନିମନ୍ତ୍ରିତ ପ୍ରବଚକ ମାନଙ୍କୁ ନେଇ କାଦପଡା ତାନ୍ତୁବାୟ ସହଯୋଗ ସମିତି ଗୃହ ଠାରୁ ଏକ ଶାନ୍ତି ଶୋଭାଯାତ୍ରା ବାହାରି ପେଣ୍ଠ ଘର ଠାରେ ପହଂଚିଥିଲା l ବିଶ୍ୱନାଥ ରଣା ଙ୍କ ସଭାପତିତ୍ୟ ରେ ଅନୁଷ୍ଠିତ ଧର୍ମ ସମିଳନୀ ରେ ବ୍ରହ୍ମା କୁମାରୀ ସୌଦାମିନୀ ( ଓମ ଶାନ୍ତି ), ପାଣ୍ଡଵ ଗୌଡ଼ ( ଗାୟତ୍ରୀ ପରିବାର ), ଗୋବିନ୍ଦ ନାହାକ ( ସନାତନ ଧର୍ମ ), ଆର. ଅଭିମନ୍ୟୁ ( ସନ୍ଥ ନିରଙ୍କରି ), ଡ଼ା. ଅଶୋକ କୁମାର ସାହୁ ( ଠାକୁର ଅନୁକୂଳ ଚନ୍ଦ୍ର ) ପ୍ରମୁଖ ପ୍ରବଚକ ମାନେ ନିଜ ନିଜ ସଂସ୍ଥା ର ଜୀବନ ଦର୍ଶନ ଉପରେ ପ୍ରବଚନ ପ୍ରଦାନ କରିଥିଲେ l କାର୍ଯ୍ୟକାରୀ ସଭାପତି ପ୍ରକାଶ ଚନ୍ଦ୍ର ରଥ ପ୍ରବଚନ ସଭା ର ନୀତି ନିର୍ଧାରଣ କରିବା ସହ ସଭାକୁ ପରିଚାଳନା କରି ଥିଲେ l ସଂପଦକ ଡ଼କ୍ଟର ବିଜୟ ଚନ୍ଦ୍ର ମହାରଣା ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ବଂଶୀଧର ବିଷୋୟୀ ପ୍ରବଚନ କୁ ସଂଯୋଜନା କରିଥିଲେ l ପରିଚାଳନା ରେ ପ୍ରସନ କୁମାର ବିଷୋୟୀ, ପୂର୍ଣ୍ଣ ଚନ୍ଦ୍ର ଜେନା, ମଙ୍ଗୁଳି ପାତ୍ର, ନରସିଂହ ପାତ୍ର, ବିପ୍ର ଚରଣ ପାତ୍ର, ମଧୁସୂଦନ ଭୋଳ, ରାଜେନ୍ଦ୍ର ରାଉତ, ରାଜେନ୍ଦ୍ର ମହାରଣା, ଏ. ଧର୍ମରାଜ ପାତ୍ର, ଇ. ନୀଳାଞ୍ଚଳ ପାତ୍ର, କବିରାଜ ପରିଡା, ପ୍ରମୋଦ କୁମାର ପାଢ଼ୀ, କିଶୋର ଚନ୍ଦ୍ର ପାତ୍ର, ପି. କ୍ରିଷ୍ଣା ରାଓ ଦୋରା, ହରିହର ବିଷୋୟୀ ପ୍ରମୁଖ ସହଯୋଗ କରିଥିଲେ l ଶେଷରେ ଲକ୍ଷ୍ମଣ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ l ଓମ ଶାନ୍ତି କେନ୍ଦ୍ର ଠାରେ ଆନନ୍ଦ ବଜ଼ାର ବ୍ୟବସ୍ଥା ହୋଇଥିଲା l ଏହି ପ୍ରବଚନ ସଭା ରେ ଶତାଧିକ ଭକ୍ତ ମାନଙ୍କର ସମାଗମ ହୋଇଥିଲା l

News Comment

You Might Also Like

BACK TO TOP