Breaking News

ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||      ଅସୁର କ୍ଷିତ ପ୍ରାଥମିକ ବିଦ୍ୟାଳୟ ପାଲଟିଛି ଅସମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ||   (11-Oct-2026)       ||      ବଜ୍ର କାପ୍ତା ଖପୁରି ବିକ୍ରିବେଳେ ତିନି ଜଣଙ୍କୁ ଗିରଫ କଲା ବନ ଭିଭାଗ |   (11-Oct-2026)       ||      କୁମାରୀ ପାରିରେ ବିଜେପିର ମାଗଣା ସ୍ୱାସ୍ଥ୍ୟ ଶିବିର ରେ ବିଧାୟକ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କଲେ |   (11-Oct-2026)       ||      ସାତନଳ ଠାରେ "ସ୍ୱଛତ୍ତ୍ୱ ରୁ ଦିବ୍ୟତ୍ବ ` ଏବଂ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ |    (11-Oct-2026)       ||      ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିୟନ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ||   (11-Oct-2026)       ||      ରଙ୍ଗେଲ ଗୁଣ୍ଡା ମସ୍ତ୍ୟ ବିଜ୍ଞାନ ମହା ବିଦ୍ୟାଳୟ ରେ ଛାତ୍ର, ଛାତ୍ରୀ ଙ୍କ ନିମନ୍ତେ ସାମଗ୍ରୀକ ବିକାଶ କାର୍ଯ୍ୟକ୍ରମ |   (11-Oct-2026)       ||      ଦୁର୍ଗା ପୂଜାରେ ନୁଆଁ ଚମକ, ପଦ୍ମପୁର ରାଜବାଟି ରେ ସାଢ଼େ 6କେଜି ରୁପାରେ ତିଆରି ମୁକୁଟ ପିନ୍ଧିବେ ଦେବୀ |   (11-Oct-2026)       ||      ଲଉଡ଼ିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ |   (10-Oct-2026)       ||      ଖଲ୍ଲିକୋଟ ପୋଲିସ ଦ୍ୱାରା ଖୋଜାପଲ୍ଲୀ ଚିତ୍ରସେନ ଜେନା ହତ୍ୟାକାଣ୍ଡ ର ଜଣେ ଆସମୀ ଗିରଫ |   (10-Oct-2026)       ||      ପାଇକମାଳ ମାଉସୀ ମା ମନ୍ଦିର ଠାରେ ଗାୟତ୍ରୀ ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ ||   (10-Oct-2026)       ||      ଉତ୍କଳ ମଣୀ ଗୋପବନ୍ଧୁ ଦାଶ ଙ୍କ ଜୟନ୍ତୀ କରୁଣା କାନ୍ତି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ପାଳିତ ||   (10-Oct-2026)       ||      2026-ମଥୁରା କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      କଂଗ୍ରେସ ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ ନ୍ୟୟ ପଥେ ପଦଯାତ୍ରା ରଘୁନାଥ ପୁର ବ୍ଲକରେ ଅନୁଷ୍ଠିତ |   (10-Oct-2026)       ||      ଗଞ୍ଜାମ ଜିଲ୍ଲା ପାଳ ଛତ୍ରପୁର ବ୍ଳକର 5ଟି ପଞ୍ଚାୟତ କୁ ଟିବି ମୁକ୍ତ ଘୋଷଣା କଲେ |   (10-Oct-2026)       ||      ଗଞ୍ଜାମ ଜିଲ୍ଳାରେ ଧାନ ଫସଲ ରେ ରୋଗ ପୋକ ଲାଗି ବ୍ୟାପକ କ୍ଷତି |    (10-Oct-2026)       ||      ଶ୍ରୀମତୀ ସାଢ଼ି ଶାରଦା ରେଡ୍ଡୀ ଛତ୍ରପୁର ବ୍ଳକ ଅଧକ୍ଷା ଦାୟିତ୍ୱରେ ରହିଲେ |    (10-Oct-2026)       ||     

ପରିବାରେ ରାସୟନିକ ସାର ମିଶ୍ରଣ ଯୋଗୁଁ ଲୋକଙ୍କ ସ୍ୱାସ୍ଥ୍ୟ ଖରାପ ସହ ଖାଦ୍ୟର ସ୍ୱାଦ ରହୁନି |

25-Oct-2025

ପରିବାରେ ରାସାୟନିକ ଶାର ପେୟୋଗ ଦ୍ୱାରା କମୁଛି ସ୍ବାଦ,  ଏବଂ ବିଗୁଡୁଛି ସ୍ବାସ୍ଥ୍ୟବସ୍ଥା  |

      ଓଡିଶା ଜନ ମତ ବ୍ୟୁରୋ,

ବର୍ତମାନ ଜଳବାୟୁ ପରିବର୍ତନ ସହ ଚାଷ କ୍ଷେତ୍ରରେ ଅଗ୍ରଗତି କରିପାରୁନିଚାଷୀ | ଯାହା ଫଳରେ ଚାଷୀ ଘୋର ଅସୁବିଧାର ସମ୍ମୁଖୀନହେଉଛି | କମ ଦିନମଧ୍ୟରେ କିପରି ବହୁତ ପରିବା ଆଦାୟ ହୋଇ ପାରିବ ସେଥିନିମନ୍ତେ ସେଜୈବିକ ସାର ଛାଡ଼ି, ରାସାୟନିକ ସାରର ପ୍ରୟୋଗ କରୁଛି | ଯାହାଫଳରେ ପରିବାରେ ଥିବା ବିଭିନ୍ନ ଭିଟାମିନ ଗୁଡିକ ନଷ୍ଟ ହୋଇ ଯଇଥାଏ,  ଯାହା ଫଳରେ ତାହାର ସ୍ୱାଦ ପାଟିକୁ ସ୍ୱାଦିଷ୍ଟ ଲାଗି ନଥାଏ କିମ୍ବା ସ୍ୱାସ୍ଥ୍ୟ ପାଈଁ ଫଳପ୍ରଦ ହୋଇ ନଥାଏ ବରଂ ଅରୁଚି ଲାଗିଥାଏ | ସେପଟେ ଏହି  ଖାଦ୍ୟକୁଖାଇ ଲୋକମାନେ ତାହାର ପ୍ରଭାବରେ ଶରୀରରେ ବିଭିନ୍ନ ରୋଗ ସୃଷ୍ଟି କରିଥାଏ | ଯାହାଫଳରେ ଲୋକମାନେ ରୁଗ୍ଣ ହୋଇ ମେଡିକାଲ ରେ ସଞ୍ଚିଥିବା କିଛି ଅର୍ଥ ଖର୍ଚ୍ଚ ପରେ ଧାର ଉଧାର କରି  ରୁଣ ଗ୍ରସ୍ତ ହୋଇ ଶେଷରେ ଏହି ପରିବା ଖାଇ ସେମାନଙ୍କ ଜୀବନ ଚାଲିଯାଏ | ଏପଟେ ସକାଳ ପୂର୍ବରୁ ଚାଷୀତାର ଚାଷ କ୍ଷେତ୍ର କୁ ଯାଇ ସେଚାଷ କରିଥିବା ସ୍ଥାନରୁ ପ୍ରତ୍ୟେକ ଦିନ ଡାଲିଆ, ଡାଲିଆ ଓ ଅଖା ରେ ଭର୍ତ୍ତି ପରିବା ଧରି ସବୁଜିଲ୍ଲା ସଦର ମହକୁମା ସହର, ବଜାର ଗାଁ ଛକ କୁ ନେଇ ଏହାକୁ ହୋଲସେଲ ଦରରେ ବେପାରୀଙ୍କୁ ପରିବା ବିକ୍ରି କରି ଆସନ୍ତି | ସହର ନୁହଁ ଗ୍ରାମାଞ୍ଚଳ  ସମେତ ରାଜ୍ୟର ବିଭିନ୍ନ ସ୍ଥାନରୁ କିମ୍ବା ପଡୋଶୀ ଆନ୍ଧ୍ର,ଛତିଶ ଗଡ଼, କଲିକତା, ବାଙ୍ଗାଲୋର ରୁ ମଧ୍ୟ ଆସିଥିବା ପରିବା କୁ ବ୍ୟବସାୟୀ ମାନେ ହୋଲ ସେଲ ଙ୍କ ଠାରୁ କିଣି ଆଣି ଗ୍ରାହକ ଙ୍କୁ ବିକ୍ରି କରନ୍ତି |  ଗ୍ରାହକ ମାନେ ନିତ୍ୟକର୍ମ ସାରି କିମ୍ବା ନସାରି ପରିବା କିଣିବାକୁ ବଜାରକୁ ଛୁଟି ଆସନ୍ତି  । ଘରକୁ କିଣି ନେଉଥିବା ତଟକା ପନିପରିବା ପୂର୍ବ ଅପେକ୍ଷା କ୍ରମଶଃ ମାତ୍ରାଧୂକ ରାସାୟନିକ ବ୍ୟବହାର ଓ ତାହା ସ୍ଵାସ୍ଥ୍ୟ ପ୍ରତି ପଡ଼ୁଥିବା କୁ ପ୍ରଭାବ ସମ୍ପର୍କରେ ଅଜ୍ଞ ରହୁଛନ୍ତି । କୃଷି ହେଉଛି ଆମ ଓଡ଼ିଶାର ଏକ ପ୍ରଧାନ କୌଳିକ ବୃତ୍ତି | , ସତକଡା ଆଗ 60ଭାଗ ଚାଷ ପ୍ରତି ଗୁରୁତ୍ୱ ଦେଉଥିଲା ବେକେ ଏବେ ତାହା ଟ କମିଯାଇଛି | କାରଣ ଚାଷ ରେ ଅଦିନିଆ ବର୍ଷା, ରୋଗ ପୋକ, ଏହିକାରଣ ରୁ କ୍ଷତି ସହି ଚାଷୀ ଦାଦନ ଖଟିବାକୁ ଦେଶ ବିଦେଶ କୁ ଚାଲି ଯାଉଛନ୍ତି  |  ଓଡିଶା ରାଜ୍ୟ ସହ ପଡୋଶ ରାଜ୍ୟରୁ ତଟକା ପରିବା ଆସୁଥିବାରୁ  ଅଞ୍ଚଳବାସୀ ଦୈନିକ ଆବଶ୍ୟକତା ମେଣ୍ଟାଇବାକୁ ବ୍ଲକର ଚାଷୀ ମାନେ ପ୍ରମୁଖ ଭୂମିକା ନିର୍ବାହ କରୁଛନ୍ତି।  ଦିନକୁଦିନଦୈବି ଦୁର୍ବି ପାକ ଲଘୁଚାପ, ରୋଗ ପୋକ ଯୋଗୁଁ ଉତ୍ପାଦନ à ପ୍ରଭାବିତ ହେଉଛି । କେବଳ  ଜୈବିକ ଉପାୟରେ ଫସଲ ଉତ୍ପାଦନ କରି ବଜାରରେ ଆବଶ୍ୟକତା  ସ‌ହ ନିଜ ଗୁଜୁରାଣ ମେଣ୍ଟାଇବା ଚାଷୀ ପାଇଁ କଷ୍ଟକର ହୋଇପଡୁଛି । ତେଣୁ ସେ ରାସାୟନିକ ସାର ର ବ୍ୟବହାର କରି  ଜନ ସାଧାରଣ ଙ୍କୁ ରୋଗା ଗ୍ରସ୍ତ କରିଦେଉଛି | ତେଣୁ ପ୍ରାୟ ଅଧିକାଂଶ ଲୋକ ରୋଗ ଦ୍ୱାରା କବଳିତ ହୋଇ ଶେଷରେ ଅର୍ଥ ହାନି ହୋଇ ଶେଷ ନିଶ୍ୱାସ ତ୍ୟାଗ କରିଥାନ୍ତି | ତେଣୁ ରାଜ୍ୟ ସରକାର ଏବଂ ତାଙ୍କରି କୃଷି ଓ ଉଦ୍ୟାନ ବିଭାଗ କିପରି ଚାଷୀ ମାନେ ଜୈ5ବିକ ପଦ୍ଧତି ରେ ଚାଷ କରି ଭଲ ପନିପରିବା ଆଦାୟ କରିବେ ତାଉପରେ ଚାଷୀ ମାନଙ୍କୁ ନେଇ ସଚେତନତା କରିବାକୁ ସାଧାରଣରେ ଦାବି ହେଉଛି |

News Comment

You Might Also Like

BACK TO TOP