Breaking News

ମନ୍ଦିର କୁ ମଧ୍ୟ ଛାଡିଲେନି ଚୋର ||ଦକ୍ଷିଣ କାଳୀ ହୁଣ୍ଡୀ ଭାଙ୍ଗି ନେଇଗଲେ ଟଙ୍କା, ସୁନା|   (12-Aug-2026)       ||      ମୁଜାଗଡ଼ ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା |   (12-Aug-2026)       ||      ପାର୍ଥନା ବାହାନା ରେ ଡାକି ମହିଳା ଙ୍କୁ କଲେ ବଳତ୍କାର |   (12-Aug-2026)       ||      ଖୋର୍ଦ୍ଧା ଜିଲ୍ଲା ଓ ୟୁ ଡବ୍ଲ୍ୟୁ ଜେ ର ସଂଙ୍ଘଠନିକ ବୈଠକ ଓ ନୂତନ ସଦସ୍ୟ ଙ୍କୁ ଆଇକାର୍ଡ ପ୍ରଦାନ |   (12-Aug-2026)       ||      କଲ୍ୟାଣ ସିଂହପୁର ବ୍ଲକରେ ସ୍ୱତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ |    (12-Aug-2026)       ||      ସମ୍ବାଦ ସାହିତ୍ୟ ଘର ପକ୍ଷରୁ 20 ହଜାର ଚାରା ରୋପଣ |   (12-Aug-2026)       ||      ଆର ଏସ ଏସ ପକ୍ଷରୁ ହୁମ୍ମା ଠାରେ ଗୁରୁପୂର୍ଣ୍ଣିମା ପାକିତ |    (12-Aug-2026)       ||      ପୋଲସରା ରେ ବିଶାଳ ତ୍ରିରଙ୍ଗା ଶୋଭା ଯାତ୍ରା |    (12-Aug-2026)       ||      କଲ୍ୟାଣ ସିଂହ ପୁର ବ୍ଲକରେ ସ୍ୱତନ୍ତ୍ର ସମିତି ସମୀକ୍ଷା ବୈଠକ ଅନୁଷ୍ଠିତ ||   (12-Aug-2026)       ||      ବସ ଧକ୍କାରେ ଦୁଇ ଛେଳି ମୃତ, ଗାଈ ଓ ବଳଦ ଗୁରୁତର |   (12-Aug-2026)       ||      ନିଜ ପୈତୃକ ଗାଁ ଉତ୍ତରାଖଣ୍ଡ ର ପୀଥୋରାଗଡ଼ଜିଲ୍ଲା ରେ ରିଷଭ ପନ୍ତ ଙ୍କ ପାଇଁ ତାଙ୍କ ମା ଘର କରିବେ |   (12-Aug-2026)       ||      ଶୌଚାଳୟ ଅକାମି ଲୋକେ ହନ୍ତ ସନ୍ତ |    (12-Aug-2026)       ||      ପ୍ରଥମ ପୋଷ୍ଟିଙ୍ଗ ରେ କୋଟିଏ ଟଙ୍କା ର ଲାଞ୍ଚ ନେଇ ସିବିଆଇ ଜାଲରେ ଏସିପି |   (11-Aug-2026)       ||      ଗଞ୍ଜେଇ ଚୋରା ଚାଲାଣ ବେଳେ ଗିରଫ କଲା ପୋଲିସ |    (11-Aug-2026)       ||      ନିଜକୁ ଅବକାରୀ ଅଧିକାରୀ କହି ମଦ ଦୋକାନ ଯାଞ୍ଚ ବେଳେ ପୋଲିସ ଦ୍ୱାରା ଗିରଫ!|    (11-Aug-2026)       ||      ଦୁଇ ବାଇକ ସାମନା, ସାମାନି ଧକ୍କା 3 ଗୁରୁତର |    (11-Aug-2026)       ||      ନୂତନ ଧାନ ସଂଗ୍ରହ ନୀତି କୁ ପରିବର୍ତ୍ତନ ପାଇଁ ଦାବୀ |   (11-Aug-2026)       ||      ଛତ୍ରପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ବିଦ୍ୱତ ପରିଷଦ ଆଲୋଚନା ଅନୁଷ୍ଠିତ |    (11-Aug-2026)       ||      ସ୍ତ୍ରୀକୁ ହତ୍ୟା ଘଟଣାରେ ସ୍ୱାମୀକୁ ଆଜୀବନ ଜେଲ |   (11-Aug-2026)       ||      ସ୍ୱାମୀ ଲକ୍ଷ୍ମଣା ନନ୍ଦ ସରସ୍ବତୀ ମେଡିକାଲ ନାମ କରଣ ନିଷ୍ପତି କୁ ସ୍ୱାଗତ କଲେ ଜିଲ୍ଲା ବାସୀ |    (11-Aug-2026)       ||     

ନିଖିଳ ଉତ୍କଳ ବେଲମା ସମାଜରକର୍ମକର୍ତ୍ତା ଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ |

17-Oct-2025

ତାରା ତାରିଣୀ ନିଜସ୍ୱ କୋଠଘରେ  ନିଖିଳ ଉତ୍କଳ ବେଲମା ସମାଜର ଶପଥ ପାଠ ଅନୁଷ୍ଠ

  ଓଡିଶା ଜନମତ ବ୍ୟୁରୋ,

ପୁରୁଷୋତ୍ତମପୁର ବ୍ଳକ ଅନ୍ତର୍ଗତ ରାଇପୁର ପଞ୍ଚାୟତ ର ମନ୍ଦିର ତଳେ ଥିବା ନିଖିଳ ଉତ୍କଳ ବେଲମା ସମାଜର ନିଜସ୍ୱ କୋଠ ଘରେ ଧରାକୋଟ ତାଳୁକା ସହ ,ପୂର୍ବଖଣ୍ଡ, ତେରସ୍ଥାନ,ଆଠଗଡ଼,ବିରୁଳି,ଓ ଖଲ୍ଲିକୋଟ, ତାଳୁକାର କର୍ମକର୍ତ୍ତା ଓ ମଣ୍ଡଳ କର୍ମକର୍ତ୍ତା ଓ ସଦସ୍ୟ ମାନଙ୍କୁ ନେଇ ନୂତନ ସଭାପତିଓ ଅନ୍ୟନ୍ୟ କର୍ମ କର୍ତ୍ତା ଚୟନ ସହ ସମସ୍ତଙ୍କୁ ନେଇ  ଶପଥ ପାଠ ଉତ୍ସବ ଅନୁଷ୍ଠିତ କରାଯାଇଥିଲା | ଏହି କାର୍ଯ୍ୟକ୍ରମ ରେ ସଭାପତି ଭାବେ ଗାଙ୍ଗପୁର ର  ସତ୍ୟ ନାରାୟଣ ନାହାକ ଉପସଭାପତି ରୂପେ ରାଜକୁମାର ବସ୍ତିଆ ଓ ଦେବରାଜ ମଣ୍ଡଳ, ସମ୍ପାଦକ ରୂପେ ପ୍ରଶା ନନ୍ଦ ନାହାକ, କୋଷାଧକ୍ଷ ଭାବେ ମନୋରଞ୍ଜନପ୍ରଧାନ,ସହ ସମ୍ପାଦକ ରୂପେ  ଶିବନାରାୟଣ ପ୍ରଧାନ ଓ ନିରାକାର ପ୍ରଧାନ,ଉପଦେଷ୍ଟା ଭାବେ ଇଁ ଲକ୍ଷ୍ମୀ ପ୍ରସାଦ ନାହାକ,ବାବୁ ନାହାକ, ଲକ୍ଷ୍ମୀ  ନାହାକ,ନିରଞ୍ଜନ ନାହାକ, ରବିନ୍ଦ୍ର ନାହାକ,ପଦ୍ମ ଚରଣ ବସନ୍ତିଆ, ଦେବରାଜ ନାହାକ,ସମୀକ୍ଷକ ଭାବେ ଦେବୀ ପ୍ରସାଦ ପ୍ରଧାନ, ଅନାଦି ନାହାକ,ହୀନଖୁଣ୍ଟିଆ,ଦିବା କର ନାହାକ,ମହୁରୀ ତାଳୁକାର ସମ୍ପାଦକ ମୁରଲୀ ଧର ବିଶ୍ୱାଳ ଓ କୋଷାଧକ୍ଷ ଭକ୍ତ ବତ୍ସଳ ନାହାକ ଙ୍କ ସହିତ 25 ଜଣ ସଦସ୍ୟ ଙ୍କୁ ନେଇ ଏହି ଶପଥ ପାଠ କରାଯାଇ ଥିଲା | ଏହି ଶପଥ ର ମୂଳ ଲକ୍ଷ୍ୟ ଥିଲା  ସମସ୍ତେ ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ  ସମସ୍ତେ କୁଳର ମଙ୍ଗଳ କାମନା କରି ଯୁବପିଢ଼ିଙ୍କୁ  ଉଚିତ ମାର୍ଗ ଦର୍ଶନ ଦେଇ ଆଗକୁ ବଢ଼ାଇବେ | ସେହି ପରି  ଶିକ୍ଷା କ୍ଷେତ୍ରରେ, ଉତୀର୍ଣ୍ଣ ହୋଇଥିବା ସବୁ ଶ୍ରେଣୀର ସମସ୍ତ ଛାତ୍ର, ଛାତ୍ରୀ ଙ୍କୁ ଯେପରି ଶିକ୍ଷା କ୍ଷେତ୍ରରେ ସବୁ ପ୍ରକାର ସାହାଯ୍ୟ କରାଯାଇ, ବିକାଶ କ୍ଷେତ୍ରରେ ସେମାନଙ୍କ ମନୋବଳ କୁ ଦ୍ବିଗୁଣିତ କରି ସେମାନଙ୍କୁ ଉପଯୁକ୍ତ ମଣିଷ ତିଆରି କରିବା ଉପରେ ସମସ୍ତେ ଗୁରୁତ୍ୱ ଦେବା ହେଉଛି ସମସ୍ତ ଙ୍କ କାମ | ସମାଜ ର ମଙ୍ଗଳ ଚିନ୍ତା କରିବା ଆଗରୁ ନିଜ ଘର କୁ ଏବଂ ସମସ୍ତ ସଦସ୍ୟ ଙ୍କ ଯତ୍ନ ନେଇ ଏକ ମନ୍ଦିର ଭାବେ ଗଢ଼ି ତୋଳିଲେ ଯାଇ ଆମେ କୁଳର ଉର୍ନ୍ନତି କରିପାରିବା ବୋଲି ମତ ଦେଇଥିଲେ | ଉପଦେଷ୍ଟା ତଥା  ଚାରି ତାଲୁକାର ସଭାପତି ଥିବା ଇଁ ଲକ୍ଷ୍ମୀ ପ୍ରସାଦ ନାହାକ ଓ ଉପସଭାପତି ରାଜ କୁମାର ବସ୍ତିଆ ଙ୍କ କହିବା କଥା 69 ଖଣ୍ଡ ଗାଁ ଏବଂ ଦୁଇରୁ ଅଢେଇ ଲକ୍ଷ କୁଳଲୋକଙ୍କୁ  କିପରି  ନ୍ୟାୟ ଦେଇ ପାରିବାସହିତ ସୁସ୍ଥ ସମାଜ ଗଠନ କରି  ଗରିବ ଲୋକମାନଙ୍କୁ  ସମ୍ପୂର୍ଣ ନୈତିକତା ପ୍ରଦାନ, କୌଣସି  କ୍ଷେତ୍ରରେ କହାପ୍ରତି ପକ୍ଷ ପାତିତା ନକରି  ସେମାନକୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରି କୂଳରେ ଶାନ୍ତି, ଶୃଙ୍ଖଳା  ରକ୍ଷା କରିବା ହେଉଛି ପ୍ରତି ସଦସ୍ୟ ଙ୍କ କାମ ଓ କର୍ତ୍ତବ୍ୟ |  ଯଦି ଏହି କ୍ଷେତ୍ରରେ  କିଏବି   ଏହି ନିୟମ ର ଉଲଂଘନ କରେ ତେବେ ତାହାକୁ  କୌଣସି ସମୟରେ ବରଦାସ୍ତ  କରାଯିବ ନାହିଁ | ଦରକାର ପଡିଲେ ବିଶୃଙ୍ଖଳା କରୁଥିବା କିମ୍ବା ପକ୍ଷ ପତିତା କରୁଥିବା  ସମସ୍ତ ସଦସ୍ୟ ଓ ପଦାଧିକାରୀ ବ୍ୟକ୍ତିଙ୍କୁ  ବିନା ନୋଟିସ ରେ ବହିଷ୍କାର କରାଯିବ | ତେଣୁ ସମସ୍ତେ କୁଳର ଏହି ନିୟମ ମାନି ଆଗକୁ ବଢିଲେ ଏହି କୁଳର ନିଶ୍ଚିତ ଉର୍ନ୍ନତି ହୋଇ ପାରିବେ ବୋଲି  ଉପଦେଷ୍ଟା ଓ ଉପସଭାପତି  ମତ ଦେଇଛନ୍ତି |

News Comment

You Might Also Like

BACK TO TOP