Breaking News

ନରସିଂହପୁର ହାଟର ଅବସ୍ଥା ପ୍ରଶାସନ କୁ ବାରମ୍ବାର ଗୁହାରି ପରେ ମଧ୍ୟ ସୁଧୁରିବାର ନାଁ ଧରୁନି | |    (13-Aug-2026)       ||      ମାହାଙ୍ଗାରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ରେ ଦୁଇ ଗିରଫ |    (13-Aug-2026)       ||      ମୁଖ୍ୟମନ୍ତ୍ରୀ ଯୋଶେଫ ବିଜୟ ବିଧନ ସଭା ସୀମା ନିର୍ଦ୍ଧାରଣ ପାଈଁ ପ୍ରସ୍ତାବ ଆଗତ କଲେ |    (13-Aug-2026)       ||      ମନ୍ଦିର କୁ ମଧ୍ୟ ଛାଡିଲେନି ଚୋର ||ଦକ୍ଷିଣ କାଳୀ ହୁଣ୍ଡୀ ଭାଙ୍ଗି ନେଇଗଲେ ଟଙ୍କା, ସୁନା|   (12-Aug-2026)       ||      ମୁଜାଗଡ଼ ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା |   (12-Aug-2026)       ||      ପାର୍ଥନା ବାହାନା ରେ ଡାକି ମହିଳା ଙ୍କୁ କଲେ ବଳତ୍କାର |   (12-Aug-2026)       ||      ଖୋର୍ଦ୍ଧା ଜିଲ୍ଲା ଓ ୟୁ ଡବ୍ଲ୍ୟୁ ଜେ ର ସଂଙ୍ଘଠନିକ ବୈଠକ ଓ ନୂତନ ସଦସ୍ୟ ଙ୍କୁ ଆଇକାର୍ଡ ପ୍ରଦାନ |   (12-Aug-2026)       ||      କଲ୍ୟାଣ ସିଂହପୁର ବ୍ଲକରେ ସ୍ୱତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ |    (12-Aug-2026)       ||      ସମ୍ବାଦ ସାହିତ୍ୟ ଘର ପକ୍ଷରୁ 20 ହଜାର ଚାରା ରୋପଣ |   (12-Aug-2026)       ||      ଆର ଏସ ଏସ ପକ୍ଷରୁ ହୁମ୍ମା ଠାରେ ଗୁରୁପୂର୍ଣ୍ଣିମା ପାକିତ |    (12-Aug-2026)       ||      ପୋଲସରା ରେ ବିଶାଳ ତ୍ରିରଙ୍ଗା ଶୋଭା ଯାତ୍ରା |    (12-Aug-2026)       ||      କଲ୍ୟାଣ ସିଂହ ପୁର ବ୍ଲକରେ ସ୍ୱତନ୍ତ୍ର ସମିତି ସମୀକ୍ଷା ବୈଠକ ଅନୁଷ୍ଠିତ ||   (12-Aug-2026)       ||      ବସ ଧକ୍କାରେ ଦୁଇ ଛେଳି ମୃତ, ଗାଈ ଓ ବଳଦ ଗୁରୁତର |   (12-Aug-2026)       ||      ନିଜ ପୈତୃକ ଗାଁ ଉତ୍ତରାଖଣ୍ଡ ର ପୀଥୋରାଗଡ଼ଜିଲ୍ଲା ରେ ରିଷଭ ପନ୍ତ ଙ୍କ ପାଇଁ ତାଙ୍କ ମା ଘର କରିବେ |   (12-Aug-2026)       ||      ଶୌଚାଳୟ ଅକାମି ଲୋକେ ହନ୍ତ ସନ୍ତ |    (12-Aug-2026)       ||      ପ୍ରଥମ ପୋଷ୍ଟିଙ୍ଗ ରେ କୋଟିଏ ଟଙ୍କା ର ଲାଞ୍ଚ ନେଇ ସିବିଆଇ ଜାଲରେ ଏସିପି |   (11-Aug-2026)       ||      ଗଞ୍ଜେଇ ଚୋରା ଚାଲାଣ ବେଳେ ଗିରଫ କଲା ପୋଲିସ |    (11-Aug-2026)       ||      ନିଜକୁ ଅବକାରୀ ଅଧିକାରୀ କହି ମଦ ଦୋକାନ ଯାଞ୍ଚ ବେଳେ ପୋଲିସ ଦ୍ୱାରା ଗିରଫ!|    (11-Aug-2026)       ||      ଦୁଇ ବାଇକ ସାମନା, ସାମାନି ଧକ୍କା 3 ଗୁରୁତର |    (11-Aug-2026)       ||      ନୂତନ ଧାନ ସଂଗ୍ରହ ନୀତି କୁ ପରିବର୍ତ୍ତନ ପାଇଁ ଦାବୀ |   (11-Aug-2026)       ||     

ଖୋର୍ଦ୍ଧା ଥାନା ଅରାଙ୍ଗ ମୋହନ ଛତୁ ଫାର୍ମ ରୁ ଚୋରି, ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବି |

13-Oct-2025

ଅରାଙ୍ଗ ମୋହନ ଛତୁଫାର୍ମ ରୁ ଚୋରି::ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି
ଓଡିଶା ଜନମତ,ଖୋର୍ଦ୍ଧା, ଗୋପାଳକୃଷ୍ଣ ପ୍ରଧାନ
ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ଅଧିନ ଅରାଙ୍ଗ ଗ୍ରାମ ର ଛତୁ ଫାର୍ମ ରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି।ସୂଚନା ଅନୁସାରେ ଉକ୍ତ ଗ୍ରାମର ମୋହନ ସ୍ୱାଇଁ ବ୍ୟାଙ୍କ ଓ ଘରୋଇ ସଂସ୍ଥା ରୁ ଋଣ କରି ନିଜ ଗାଁ ରେ ଏକ ଛୋଟ ଛତୁଫାର୍ମ ଦୀର୍ଘ ୨ ବର୍ଷ ହେବ କରି ନିଜ ଗରିବ ପରିବାର ଚଳାଇ ଆସୁଥିଲେ।ତେବେ ଗତ ୧୦/୧୦/୨୦୨୫ ରିଖ ଦିନ ରାତିରେ ଛତୁଫାର୍ମ ବନ୍ଦ କରି ଘରେ ଶୋଇଥିବାର ସୁଯୋଗ ଦେଖି କେହି ଅଜଣା ବ୍ୟକ୍ତି ଛତୁଫାର୍ମ ରୁ ଝରକା ଭାଙ୍ଗି ଏକ ଇଲେକ୍ଟ୍ରି ନଡ଼ା କଟା ମେସିନ,୨ ଗୋଟି ପାଣି ପମ୍ପ,ଏକ ବସ୍ତା ବେଶନ,ଲୁହା ଶାବଳ,କଟୁରି,୫୦ କିଲୋ ଛତୁ,ଓ ନଗଦ ୧୩ ହଜାର ଟଙ୍କା ଚୋରି କରି ନେଇଥିବା ଦେଖିବାକୁ ପାଇଥିଲା ।ଏ ନେଇ ୧୧ ତାରିଖରେ ଶିଳ୍ପାଞ୍ଚଳ ଥାନା ରେ ଅଭିଯୋଗ ପରେ  ଶିଳ୍ପାଞ୍ଚଳ ଥାନା ତଦନ୍ତ ଜାରି ରଖିଥିଲା ବେଳେ ଆଜି ସେହି ଅଞ୍ଚଳ ରୁ ଜଣକୁ ଅଟକ ରଖି ପଚରାଉଚରା କରୁଛି।ତେବେ ଏହି ଘଟଣା ରେ ଆହୁରି ଅନେକ ସାମିଲ ଥିବା ଅନୁମାନ ହେଉଛି।ତେବେ କେବଳ ଯେ ଏହି ଛତୁ ଫାର୍ମ  ଚୋରି ନୁହେଁ।ଏବେ କିଛି ମାସ ହେବ କେତେଜଣ ନିଶାଖୋର ଯୁବକ ଟାଙ୍ଗିଆପଡା ପଞ୍ଚାୟତ ର ବିଭିନ୍ନ ଗ୍ରାମରୁ ସାଧାରଣ ଗରିବ ଲୋକ ଘର କରିବାକୁ ପକାଇଥିବା ପଥର କୁ ଚୋରି କରିବା,ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ରୁ ମଟର,ବିଦ୍ୟୁତ ତାର, ଚୋରି,ମନ୍ଦିର ହୁଣ୍ଡି ଚୋରି,ବିଦ୍ୟୁତ ଖୁଣ୍ଟିରୁ ଲୁହା ଆଙ୍ଗେଲ ଚୋରି ,ସବୁଠାରୁ ବଡ଼ କଥା ହେଲା ଏହି ନିଶାଖୋର ଯୁବକ ମାନେ ମହୁଲ,ମଧୁପୁର,ନିଆଳ ,ଚନ୍ଦକା ଜଙ୍ଗଲରୁ ବାରାହା,ଠେକୁଆ,ହରିଣ,କୁଟୁରା ଭଳି ବନ୍ୟ ଜନ୍ତୁ ଙ୍କୁ ବିଭିନ୍ନ ମାରଣାସ୍ତ୍ର ଓ ଫାସ ବସାଇ ମାରିବା ସହିତ ତାକୁ ଭୁବନେଶ୍ୱର, ଖୋର୍ଦ୍ଧା, କଟକ ଓ ସ୍ଥାନୀୟ ଅଞ୍ଚଳରେ ବିକ୍ରି କରୁଥିବା ନଜିର ରହିଛି।ତେଣୁ ଖୋର୍ଦ୍ଧା ଶିଳ୍ପାଞ୍ଚଳ ପୋଲିସ ଏହି ଅପରାଧୀଙ୍କୁ ଧରିବା ସହିତ ସେମାନେ ଆଉ କେଉଁ କେଉଁ ଘଟଣାରେ ସଂପୃକ୍ତ ଅଛନ୍ତି ତାଙ୍କ ଠାରୁ ସତ କଥା ଆଦାୟ କରିବା ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥାନୀୟ ବାସୀ ଅନୁରୋଧ କରିଛନ୍ତି।

News Comment

You Might Also Like

BACK TO TOP