Breaking News

ଦୁଇ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ଯୁବକ ଙ୍କ ମୃତ୍ୟୁ |    (02-Mar-2026)       ||      ରାସ୍ତା ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର,   (02-Mar-2026)       ||      ବାଲୁଙ୍ଗା ଷ୍ଟେସନ ନିକଟରେ ଅଜଣା ଯୁବକଙ୍କ ମୃତ୍ୟୁ |    (02-Mar-2026)       ||      ତାରାତାରିଣୀ ମହା ବିଦ୍ୟାଳୟ ରେ ଛାତ୍ରୀ ଆତ୍ମ ରକ୍ଷା ତାଲିମ ଶିବିର ଅନୁଷ୍ଠିତ ||   (02-Mar-2026)       ||      ପ୍ରାଧ୍ୟାପକ ସୁଶାନ୍ତ କୁମାର ପଣ୍ଡାଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା |   (01-Mar-2026)       ||      ପୋଲସରା ରେ ପ୍ରବୋଧନ ତାଲିମ ଶିବିର ଅନୁଷ୍ଠିତ |    (01-Mar-2026)       ||      କୋଦଳାରେ ଚାଲିଛି ଠାକୁରଙ୍କ ଦୋଳ ଉତ୍ସବ | ବାଣ ଯାତ୍ରା ବନ୍ଦ ପାଇଁ ନିଷ୍ପତି |    (01-Mar-2026)       ||      ଝୁଲନ୍ତା ଅବସ୍ଥାରେ ଯୁବକ ଙ୍କ ମୃତ ଦେହ ଉଦ୍ଧାର |    (01-Mar-2026)       ||      ଯେଉଁଠି ପୋଲିସ କୁ ଦିନରେ ଆକ୍ରମଣ, ସେଠାରେ ସାଧାରଣ ଲୋକଙ୍କ ଅବସ୍ଥା କଣ ହେବ |    (01-Mar-2026)       ||      ରାସ୍ତାରେ ଅଟକାଇ ଲୁଟିନେଲେ 10ହଜାର ଟଙ୍କା |    (01-Mar-2026)       ||      ବର୍ତ୍ତମାନ A I ଯୁଗରେ ବି ପୁରୁଣାକୁ ମନେ ପକାଇ ଶଗଡ଼ ରେ ଆସିଲା କନିଆଁ |    (01-Mar-2026)       ||      ହାଇୱା ଧକ୍କାରେ ଜଣେ ଛାତ୍ର, ମୃତ, ଜଣେ ଛାତ୍ରୀ ଗୁରୁତର |    (28-Feb-2026)       ||      ବୁଲେଟ, ସ୍କୁଟି ମୁହାଁମୁହିଁ ଧକ୍କା, ଜଣେ ମୃତ, ତିନି ଗୁରୁତର,    (28-Feb-2026)       ||      ହୁକ୍କା ଆଡ୍ଡା ଉପରେ ଚଢ଼ାଉ କଲା ବ୍ରହ୍ମପୁର ଟାଉନ ଥାନା ପୋଲିସ |    (28-Feb-2026)       ||      ଖଲ୍ଲିକୋଟ, ଡ଼ି ଆଇ ଇ ଟି ପକ୍ଷରୁ ବିଜ୍ଞାନ ଦିବସ-- 2026 ଆୟୋଜିତ |    (28-Feb-2026)       ||      ମୋଟର ସାଇକେଲ ଲୁଟେରା ଗିରଫ, ତିନି ମୋଟର ସାଇକେଲ ଜବତ,   (28-Feb-2026)       ||      ପଲିଶ୍ରୀ ବିଜ୍ଞାନ ମହିଳା ମହାବିଦ୍ୟାଳୟ ର +3ଶେଷ ବର୍ଷ ଛାତ୍ରୀ ମାନଙ୍କୁ ଅଭିନନ୍ଦନ ||   (28-Feb-2026)       ||      ଅଟୋ, ସ୍କୁଟି ମୁହାଁ ମୁହିଁ ଧକ୍କା ଫଳରେ ଜଣେ ମୃତ ଜଣେ ଗୁରୁତର |    (28-Feb-2026)       ||      ଗଞ୍ଜେଇ ତେଲ ଚୋରି ଘଟଣାରେ ପାଞ୍ଚ ଅଭିଯୁକ୍ତ କୁ ଗିରଫ କଲା ପଡୁଆ ପୋଲିସ |    (28-Feb-2026)       ||      ଅବକାରୀ ବିଭାଗ ଦ୍ୱାରା ଗଛିତ ବିଦେଶୀ ମଦ ଜବତ, ଜଣେ ଗିରଫ ଓ କୋର୍ଟ ଚାଲାଣ |    (28-Feb-2026)       ||     

ବାଘଳା ଗ୍ରାମରେ ଚାଲିଥିବା ଗଜଲକ୍ଷ୍ମୀ ଙ୍କୁ ଦର୍ଶନ କଲେ ଆସ୍କା ଏମପି ଅନୀତା ଶୁଭଦର୍ଶିନୀ |

10-Oct-2025

ବାଘଳା ଗ୍ରାମର ଗଜଲକ୍ଷ୍ମୀ ଙ୍କୁ ଦର୍ଶନ କଲେ ଆସ୍କା ଏମପି,

      ଓଡିଶା ଜନ ମତ ବ୍ୟୁରୋ,

କୁମାର ପୂ୍ଣ୍ଣିମା ଠାରୁ ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ବାଘଳା ଗ୍ରାମ ରେ ଆଜି ଯାଏ ଗଜଲକ୍ଷ୍ମୀ ପୂଜା ହୋଇ ଆସୁଚି।ପ୍ରଥମ ଦିନ ରେ ମଣ୍ଡଳୀ କରଣ,ଦ୍ୱିତୀୟ ଦିନ ପ୍ରସାଦ ସେବନ ଓ ତୃତୀୟ ଅର୍ଥାତ୍ ଶେଷ ଦିନ ରେ ସମାପନ ହୋଇଥାଏ।ଏଥି ସକାଶେ ଖଲ୍ଲିକୋଟ ସାଂସଦ ଶ୍ରୀମତୀ ଅନିତା ଶୁଭଦର୍ଶୀନି,ଘୁମୁସର ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ଶ୍ରୀ ଅନିଲ କୁମାର ପଣ୍ଡା,ସ୍ଵରାଜ୍ୟ ପାଣିଗ୍ରାହି, ବାଘଳା ପଞ୍ଚାୟତ ର ସରପଞ୍ଚ ହିନ ଖୁଣ୍ଟିଆ,ସମିତି ସଭ୍ୟ ପ୍ରକାଶ ଚନ୍ଦ୍ର ବସ୍ତିଆ,ପାଣି ପଞ୍ଚାୟତ ସଭାପତି ଶ୍ରୀ ରାଜ କୁମାର ବସ୍ତିଆ ଓ ଗ୍ରାମ ର ପୂଜା କମିଟି ସଦସ୍ୟ ଙ୍କ ସହ ଶତାଧିକ ମହିଳା ମାନେ ଗ୍ରାମ ଶୋଭାଯାତ୍ରା ରେ ସାମିଲ ହୋଇଥିଲେ।ବିରାଟ ପାଟ ପଟୁଆର ରେ ସାଂସଦ ମହାସୟା ଙ୍କୁ ସ୍ଵାଗତ କରି ପୂଜା ମଣ୍ଡପ କୁ ନେଇ ଥିଲେ।ଏହା ସହ ସେହି ଅଞ୍ଚଳ ରେ ସମସ୍ୟା ଓ ଲୋକ ମାନଙ୍କ ସମସ୍ୟା କିପରି ଦୂର ହେବ ସେହି ବିଷୟ ରେ ସାଧାରଣ ଲୋକ ଙ୍କ ସହ କଥା ହୋଇଥିଲେ ସମସ୍ୟା ବୁଝି ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ।

News Comment

You Might Also Like

BACK TO TOP