Breaking News

ଓଡିଶା ରେ ପଯ୍ୟାପ୍ତ କାମ ମିଳୁ ନଥିବାରୁ ଦାଦନ ମୁହାଁ ଶ୍ରମିକ |   (13-Aug-2026)       ||      ତାରାତାରିଣୀମାହାବିଦ୍ୟଳୟ ରେ 48ତମ ପ୍ରତିଷ୍ଠା ଦିବସ ପାଳିତ ||   (13-Aug-2026)       ||      ସ୍ୱାଧୀନତା ଦିବସ ଅବସର ରେ ବିଏସ ଏଫ ପକ୍ଷରୁ "ବନ୍ଦେ ମାତରମ ` ବାଇକ ରାଲି |    (13-Aug-2026)       ||      ଗୋପବନ୍ଧୁ ସ୍ଵାସ୍ତ୍ୟ ବୀମା ପରିବର୍ତ୍ତନ କୁ ବିରୋଧ କରି ଦଣ୍ଡେଶ୍ୱର ସାମ୍ବାଦିକ ସଂଙ୍ଘ ର ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ ||   (13-Aug-2026)       ||      ଛତ୍ରପୁର ପୌର ପରିଷଦ ର ଅଷ୍ଟମ ବାଟାଲିୟନ ପରିସର ରେ ଗୋଷ୍ଠୀ କେନ୍ଦ୍ର ଉଦଘାଟିତ |   (13-Aug-2026)       ||      ଛତ୍ରପୁର ଠାରେ ଲକ୍ଷପତି ଦିଦି କର୍ମଶାଳା ଉଦଯାପିତ |    (13-Aug-2026)       ||      ନରସିଂହପୁର ହାଟର ଅବସ୍ଥା ପ୍ରଶାସନ କୁ ବାରମ୍ବାର ଗୁହାରି ପରେ ମଧ୍ୟ ସୁଧୁରିବାର ନାଁ ଧରୁନି | |    (13-Aug-2026)       ||      ମାହାଙ୍ଗାରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ରେ ଦୁଇ ଗିରଫ |    (13-Aug-2026)       ||      ମୁଖ୍ୟମନ୍ତ୍ରୀ ଯୋଶେଫ ବିଜୟ ବିଧନ ସଭା ସୀମା ନିର୍ଦ୍ଧାରଣ ପାଈଁ ପ୍ରସ୍ତାବ ଆଗତ କଲେ |    (13-Aug-2026)       ||      ମନ୍ଦିର କୁ ମଧ୍ୟ ଛାଡିଲେନି ଚୋର ||ଦକ୍ଷିଣ କାଳୀ ହୁଣ୍ଡୀ ଭାଙ୍ଗି ନେଇଗଲେ ଟଙ୍କା, ସୁନା|   (12-Aug-2026)       ||      ମୁଜାଗଡ଼ ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା |   (12-Aug-2026)       ||      ପାର୍ଥନା ବାହାନା ରେ ଡାକି ମହିଳା ଙ୍କୁ କଲେ ବଳତ୍କାର |   (12-Aug-2026)       ||      ଖୋର୍ଦ୍ଧା ଜିଲ୍ଲା ଓ ୟୁ ଡବ୍ଲ୍ୟୁ ଜେ ର ସଂଙ୍ଘଠନିକ ବୈଠକ ଓ ନୂତନ ସଦସ୍ୟ ଙ୍କୁ ଆଇକାର୍ଡ ପ୍ରଦାନ |   (12-Aug-2026)       ||      କଲ୍ୟାଣ ସିଂହପୁର ବ୍ଲକରେ ସ୍ୱତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ |    (12-Aug-2026)       ||      ସମ୍ବାଦ ସାହିତ୍ୟ ଘର ପକ୍ଷରୁ 20 ହଜାର ଚାରା ରୋପଣ |   (12-Aug-2026)       ||      ଆର ଏସ ଏସ ପକ୍ଷରୁ ହୁମ୍ମା ଠାରେ ଗୁରୁପୂର୍ଣ୍ଣିମା ପାକିତ |    (12-Aug-2026)       ||      ପୋଲସରା ରେ ବିଶାଳ ତ୍ରିରଙ୍ଗା ଶୋଭା ଯାତ୍ରା |    (12-Aug-2026)       ||      କଲ୍ୟାଣ ସିଂହ ପୁର ବ୍ଲକରେ ସ୍ୱତନ୍ତ୍ର ସମିତି ସମୀକ୍ଷା ବୈଠକ ଅନୁଷ୍ଠିତ ||   (12-Aug-2026)       ||      ବସ ଧକ୍କାରେ ଦୁଇ ଛେଳି ମୃତ, ଗାଈ ଓ ବଳଦ ଗୁରୁତର |   (12-Aug-2026)       ||      ନିଜ ପୈତୃକ ଗାଁ ଉତ୍ତରାଖଣ୍ଡ ର ପୀଥୋରାଗଡ଼ଜିଲ୍ଲା ରେ ରିଷଭ ପନ୍ତ ଙ୍କ ପାଇଁ ତାଙ୍କ ମା ଘର କରିବେ |   (12-Aug-2026)       ||     

ମନ୍ଦିର ପୂଜକ ଙ୍କୁ ଆକ୍ରମଣ ଘଟଣାରେଫେରାର ଥିବା ତିନି ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କଲା ପୁରୁଷୋତ୍ତମପୁର ପୋଲିସ |

09-Oct-2025

ତାରାତାରିଣୀ ମନ୍ଦିର ପୂଜକଙ୍କୁ ଆକ୍ରମଣ  ର ତିନି ଅଭିଯୁକ୍ତ କୁ କୋର୍ଟ ଚାଲାଣ କଲା ପୁରୁଷୋତ୍ତମପୁର ପୋଲିସ,

       ଓଡିଶା ଜନମତ ବ୍ୟୁରୋ

ପୁରୁଷୋତ୍ତମ ଥାନା ଅନ୍ତର୍ଗତ  ରାଇପୁର ପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦପୁର ଶୁଣ୍ଢୀ ସାହି ଛକ ନିକଟରେ ଗତ 15/09/2025 ରିଖ ରେ ଗୋପୀ ରଣା ନାମକ ଯୁବକଙ୍କୁ ମାରଣାନ୍ତକ ଆକ୍ରମଣ ହୋଇଥିଲା  ।  ଏବଂ ଅଭଯୁକ୍ତ ମାନେ ସେହି ଗ୍ରାମରହୋଇ ଥିଲେ,
ଗୋପୀନାଥ ତାରାତାରିଣୀ ମନ୍ଦିର ପୂଜକ ଭାବେ କାର୍ଯ୍ୟ କରୁଛନ୍ତି।  ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୋପୀନାଥଙ୍କୁ ଆକ୍ରମଣ ହୋଇଥିବା ଜଣାପଡିଛି। ଘଟଣା ବିଷୟରେ ପରିବାର ବର୍ଗ ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଗୋପୀନାଥଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ପ୍ରଥମେ ଭାଟକୁମୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରେ ଏମକେସିଜିଏବେ ଭୁବନେଶ୍ୱର କୁ ସ୍ଥାନାନ୍ତରକରି ଚିକିତ୍ସିତ ହେଉଛନ୍ତି | |  ଅନ୍ୟପକ୍ଷରେ ଆକ୍ରମଣ ପରେ ଦୁର୍ବୃତ୍ତ ମାନେ ଘଟଣା ସ୍ଥଳରୁଫେରାର ହୋଇ ଯାଇଛନ୍ତି |ପୁରୁଷୋତ୍ତମପୁର ପୋଲିସ  ଘଟଣା ସ୍ଥଳ ରେ ପହଞ୍ଚି ତନାଘନା କରିବା ସହ ମେଡିକାଲ ଯାଇ  ତଦନ୍ତ କରି ଥିଲେ  | ତେବେ ଦୀର୍ଘ 24 ଦିନ ପରେ ଆଜି ପୁରୁଷୋତ୍ତମପୁର ଏସଡ଼ି ପିଓ ସୁଜିତ ନାୟକ ଙ୍କ ନିର୍ଦେଶ ରେ ଏବଂ ଆଇ ଆଇସି  ରାଜେଶ ନାୟକ ଏବଂ ଥାନାର ଷ୍ଟାଫ ଙ୍କ ସହଯୋଗ ରେ  ଆଜି  ସେହିଗ୍ରାମର ତିନି ଜଣ ଅଭିଯୁକ୍ତ--1--  ଆଶୁତୋଷ ରଣା (ଜଟି ) 22ବର୍ଷ,ପିତା, ସୂର୍ଯ୍ୟନାରାୟଣ ରଣା, 2--ସୁଶାନ୍ତ ଦାସ (କଙ୍କି ) 20ବର୍ଷ,ପିତା, ରମେଶ ଦାସ,, 3--ସୁମନ ପାତ୍ର 17ବର୍ଷ,ପିତା ଟିଙ୍କୁ ପାତ୍ର, ସମସ୍ତଙ୍କୁ  ଥାନା ଧିକାରୀ ରାଜେଶ ନାୟକ  ଓଷ୍ଟାଫ ସେମାନଙ୍କୁ ଗିରଫ କରିଥାନା କେଶ ନଂ 722/15/09/22 ପ୍ରକାରେ ଓ ଧାରା ଅଣ୍ଡେର ସେକ୍ସନ, 296/118(2)/109(1)/351(3)/3(5)BNS /R.w ses 25(1)(a)ଆର୍ମସ ଏକ୍ଟ ଅନୁସାରେ କୋର୍ଟ ଚାଲାଣ କରି ଛନ୍ତି |ଏବଂ କୋର୍ଟ ରେ ବେଲ ନାମଞ୍ଜୁର ହେବାରୁ ସେମାନକୁ  ଲାଞ୍ଜିପଲୀ  ଜେଲ କୁ ପଠା ଯାଇଛି |

News Comment

You Might Also Like

BACK TO TOP