Breaking News

ଖଲ୍ଲିକୋଟ ଲୁଙ୍ଘର ପ୍ରିମିଏର ଲିଗ କ୍ରିକେଟ ଟୁନାମେଣ୍ଟ, ବର୍ଷା ଇଲେଭେନ ଚାମ୍ପିୟାଅନ୍ସ |   (02-Mar-2026)       ||      ପୋଲସରା ପୋଲିସ ଦ୍ୱାରା ସାଇବର କବଚ କୁ କାର୍ଯ୍ୟ କାରି କରି ତିନି ଜଣ ଙ୍କୁ ଗିରଫ କଲେଆଇ ଆଇ ସି |   (02-Mar-2026)       ||      ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ଙ୍କୁ ବିଦାୟ ସମ୍ବର୍ଦ୍ଧନା    (02-Mar-2026)       ||      ଅରଖ ପୁର ଗ୍ରାମ ନିକଟରେ ଯୁବକ ଙ୍କୁ ଗୁଳି କରି ଅଭିଯୁକ୍ତ ଫେରାର |    (02-Mar-2026)       ||      ବୁଗୁଡ଼ା ବ୍ଳକ ଖରିଡା ୟୁପି ସ୍କୁଲ ରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ |    (02-Mar-2026)       ||      ଦୁଇ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ଯୁବକ ଙ୍କ ମୃତ୍ୟୁ |    (02-Mar-2026)       ||      ରାସ୍ତା ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର,   (02-Mar-2026)       ||      ବାଲୁଙ୍ଗା ଷ୍ଟେସନ ନିକଟରେ ଅଜଣା ଯୁବକଙ୍କ ମୃତ୍ୟୁ |    (02-Mar-2026)       ||      ତାରାତାରିଣୀ ମହା ବିଦ୍ୟାଳୟ ରେ ଛାତ୍ରୀ ଆତ୍ମ ରକ୍ଷା ତାଲିମ ଶିବିର ଅନୁଷ୍ଠିତ ||   (02-Mar-2026)       ||      ପ୍ରାଧ୍ୟାପକ ସୁଶାନ୍ତ କୁମାର ପଣ୍ଡାଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା |   (01-Mar-2026)       ||      ପୋଲସରା ରେ ପ୍ରବୋଧନ ତାଲିମ ଶିବିର ଅନୁଷ୍ଠିତ |    (01-Mar-2026)       ||      କୋଦଳାରେ ଚାଲିଛି ଠାକୁରଙ୍କ ଦୋଳ ଉତ୍ସବ | ବାଣ ଯାତ୍ରା ବନ୍ଦ ପାଇଁ ନିଷ୍ପତି |    (01-Mar-2026)       ||      ଝୁଲନ୍ତା ଅବସ୍ଥାରେ ଯୁବକ ଙ୍କ ମୃତ ଦେହ ଉଦ୍ଧାର |    (01-Mar-2026)       ||      ଯେଉଁଠି ପୋଲିସ କୁ ଦିନରେ ଆକ୍ରମଣ, ସେଠାରେ ସାଧାରଣ ଲୋକଙ୍କ ଅବସ୍ଥା କଣ ହେବ |    (01-Mar-2026)       ||      ରାସ୍ତାରେ ଅଟକାଇ ଲୁଟିନେଲେ 10ହଜାର ଟଙ୍କା |    (01-Mar-2026)       ||      ବର୍ତ୍ତମାନ A I ଯୁଗରେ ବି ପୁରୁଣାକୁ ମନେ ପକାଇ ଶଗଡ଼ ରେ ଆସିଲା କନିଆଁ |    (01-Mar-2026)       ||      ହାଇୱା ଧକ୍କାରେ ଜଣେ ଛାତ୍ର, ମୃତ, ଜଣେ ଛାତ୍ରୀ ଗୁରୁତର |    (28-Feb-2026)       ||      ବୁଲେଟ, ସ୍କୁଟି ମୁହାଁମୁହିଁ ଧକ୍କା, ଜଣେ ମୃତ, ତିନି ଗୁରୁତର,    (28-Feb-2026)       ||      ହୁକ୍କା ଆଡ୍ଡା ଉପରେ ଚଢ଼ାଉ କଲା ବ୍ରହ୍ମପୁର ଟାଉନ ଥାନା ପୋଲିସ |    (28-Feb-2026)       ||      ଖଲ୍ଲିକୋଟ, ଡ଼ି ଆଇ ଇ ଟି ପକ୍ଷରୁ ବିଜ୍ଞାନ ଦିବସ-- 2026 ଆୟୋଜିତ |    (28-Feb-2026)       ||     

ବିରୋଧ ଦଳ ନେତା ଙ୍କ ମତ ନିଜ ଦଳର ଲୋକେ ଅସୁରକ୍ଷିତ ସରକାର ସଜାଗ ହୁଅନ୍ତୁ |

08-Oct-2025

ଲୋକଙ୍କ ସ୍ୱାର୍ଥ ପାଇଁ ତତ୍ପର କହୁଥିବା ସରକାର ଙ୍କ ଦଳର ନେତା ଙ୍କୁ ଗୁଳିକରୀ ହତ୍ୟାଘଟଣା,

(ସଜାଗ ହୁଅନ୍ତୁସରକାର ବିରୋଧୀ ଦଳ ନେତା  | 
ରାଜ୍ୟ ବିଜେପି ସରକାର ଙ୍କ ପନ୍ଦର ମାସର ଶାସନ ମଧ୍ୟରେ ରାଜ୍ୟରେ ମହିଳା ମାନେ ଅସୁରକ୍ଷିତ ସହିତ ପ୍ରତେକ ଜିଲ୍ଲା, ବ୍ଲକରେ ହତ୍ୟା, ଲୁଣ୍ଠନ, ଠକେଇ ଭଳି ଘଟଣା ଘଟୁଥିଲା ବେଳେ ବର୍ତମାନ ନିଜ ଦଳର ଜଣେ ଟୁଙ୍ଗ ନେତା ତଥା ସଂଘଟକ ଏବଂ ଆଇନ ଯିବିଙ୍କ ହତ୍ୟା ଘଟଣା ଗଞ୍ଜାମ ଜିଲ୍ଲା ସହିତ  ସାରା  ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି | ଏହି ସରକାର ଙ୍କ ଶାସନରେ ସମସ୍ତେ ଅସୁରକ୍ଷିତ, ସେ ଛାତ୍ର, ଛାତ୍ରୀ  ହୁଅନ୍ତୁ କିମ୍ବା ମହିଳା, ବ୍ୟବସ୍ୟୟୀ ଓ ରାଜନେତା ଓ ଅନ୍ୟମାନେ |  ତେବେ ସାରା ରାଜ୍ୟରେ ଉତ୍ସବର ପରିବେଶ ମଧ୍ୟରେ ଭୟର ବାତାବରଣ। ଲୋକେ ନିଜକୁ ଅସୁରକ୍ଷିତ ଭାବିବା ଆରମ୍ଭ କଲେଣି। ନିଜ ଘର ସାମ୍ନାରେ ଠିଆ ହୋଇଥିବା ସମୟରେ ଗଞ୍ଜାମର ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଯେପରି ଗୁଳି କରି ହତ୍ୟା କରାଗଲା ତାହା ଅତ୍ୟନ୍ତ ଜଘନ୍ୟ ଓ ଦୁଃଖଦାୟକ। ଦୁଃଖରେ ଭାଙ୍ଗି ପଡ଼ିଥିବା ପରିବାରବର୍ଗଙ୍କ ପତି ମୋର ସମବେଦନା ଜଣାଉଛି। ମଙ୍ଗଳବାର ସାମାଜିକ ଗଣମାଧ୍ୟମ ଏକ୍ସ ଜରିଆରେ ଏହା କହିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ୍ କରି ନବୀନ କହିଛନ୍ତି ଯେ ଗଞ୍ଜାମର ଏଭଳି ଖବର ସାଧାରଣ ଲୋକଙ୍କୁ ଭୟଭୀତ କରିଦେଇଛି। ସେହିପରି ରାଉରକେଲାରେ ଦୁଷ୍କର୍ମ, କଣାସରେ ଲକ୍ଷ୍ମୀ ବସ ଭିତରେ ଘଟିଥିବା ଅଭାବନୀୟ କାଣ୍ଡ ସାଙ୍ଗକୁ ବାଲେଶ୍ଵରରେ ରାତ୍ରିକାଳୀନ କଟକଣା ସହ ଭାଇଚାରାର ସହର କଟକରେ ସମ୍ପ୍ରଦାୟିକ ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ। ପୁଲିସ ଏସଆଇ ନିଯୁକ୍ତିରେ ମହାଘୋଟାଲା ଆଶାୟୀ ଯୁବଗୋଷ୍ଠୀଙ୍କ ମନୋବଳ ଭାଙ୍ଗି ଦେଇଥିବାବେଳେ ସରକାରୀ ନିଯୁକ୍ତିରେ ସ୍ଵଚ୍ଛତା ଓ ଉତ୍ତରଦାୟିତ୍ୱ ବଜାୟ ରଖିବାରେ ମଧ୍ୟ ରାଜ୍ୟର ବିଜେପି ସରକାର ଅସମର୍ଥ । ଶାନ୍ତି ପ୍ରିୟ ଓଡ଼ିଶାରେ ଆଇନଶୃଙ୍ଖଲା, ବ୍ୟବସ୍ଥାକୁ ମଜଭୂତ୍ ରଖିବାରେ ବିଜେପି ସରକାର ସମ୍ପୂର୍ଣ ବିଫଳ ହୋଇଛନ୍ତି। ତାହା ଲୋକଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି କରୁଛି । ଅପରାଧ ରୋକିବା ପାଇଁ ସରକାର  କାହିଁକି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରୁନାହାନ୍ତି ତାହା ବୁଝାପଡୁନି। ତେଣୁ ଲୋକଙ୍କ ସ୍ୱାର୍ଥ ପାଇଁ ସରକାର ତପୁର ଓ ସଜାଗ ହେବା ଜରୁରୀ ବୋଲି ଶ୍ରୀ ପଟ୍ଟନାୟକ ଏକ୍ସ ରେ ପୋଷ୍ଟ କରି ରାଜ୍ୟ ବାସୀଙ୍କୁ ଓ ସରକାର ଙ୍କୁ ଜଣାଇ ଛନ୍ତି।

ଅନ୍ୟପକ୍ଷରେ ବିଜେଡିର ବରିଷ୍ଟ ସାଧାରଣ ସମ୍ପାଦକ ତଥା ମୁଖପାତ୍ର ଭୃଗୁ, ବକ୍ସିପାତ୍ର କହିଛନ୍ତି ଯେ ଗତ ଏକ ସପ୍ତାହ ଧାରାବାହିକ ଭାବେ ଘଟିଥିବା ଅପରାଧଗୁଡ଼ିକ ଉପରେ ଅବଲୋକନ କଲେ, ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତି ସଷ୍ଟ ହୁଏ । କିନ୍ତୁ ରାଜ୍ୟ ବିଜେପି ସରକାର ନିଦାବିଷ୍ଣୁ  କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି।  ଗତକାଲି  ପାଣକେନ୍ଦ୍ର ବ୍ରହ୍ମପୁର ସହରରେ ବିଜେପି ନେତା ତଥା ରାଜ୍ୟ ଦଳର ଜଣେ ଆଗଧାଡ଼ିର ବାର୍ କାଉନ୍‌ସିଲ୍‌ର  ସଦସ୍ୟ ପୀତବାସ ପଣ୍ଡାଙ୍କୁ ଦୁଇ ଜଣ ଦୁର୍ବୃତ୍ତ ଅତି ନିକଟ ରୁ ଗୁଳି କରି ହତ୍ୟା କରିଛନ୍ତି। ଏହି ଘଟଣାକୁ ଦୁଇଦିନ ବିତି ଯାଇଥିଲେବି ଅପରାଧୀଙ୍କ କୌଣସି ଟେର୍ ପୁଲିସ ପାଇନାହିଁ । ଗତ ୨୪ ଘଣ୍ଟାରେ ଗଞ୍ଜାମ ଜିଲ୍ଲାରେ ୩ଟି ହତ୍ୟାକାଣ୍ଡ ଘଟିଛି । ମୋହନ ସରକାର ଆସିବା ପରଠାରୁ କେବଳ ଗଞ୍ଜାମ ଜିଲ୍ଲାରେ ୧୨୮ଟି ହତ୍ୟାକାଣ୍ଡ ଘଟିଲାଣି । ଗଞ୍ଜାମ ଜିଲ୍ଲାରେ ଲଘୁ ଖଣିଜ ସମ୍ପଦ ଯଥା ବାଲି, ଚିହ୍ନ ଇତ୍ୟାଦି ଜିନିଷର ଚୋରି ଲୁଟତରାଜ ଅହେତୁକ ବୃଦ୍ଧି ପାଇଛି ଯାହା ଯୋଗୁ ଅପରାଧ ଦିନକୁ ଦିନ ବୃଦ୍ଧି ପାଇଛି । ରାଜ୍ୟ ବିଜେପି ସରକାରଙ୍କ ପ୍ରୟୋଜନରେ ଏହି ଲୁଟତରାଜ ଚାଳିଛି ଓ ଏଥିଯୋଗୁ ଗଞ୍ଜାମ ଅପରାଧୀଙ୍କ ଚରାଭୂଇଁ ପାଇଟିଛି । ପୂର୍ବରୁ ନବୀନ ସରକାରଙ୍କ ସମୟରେ ଗଞ୍ଜାମରେ ଶାନ୍ତି ପରିବେଶ ସୃଷ୍ଟି ହୋଇଥିଲା ଚେଳେ ବିଜେପି ସରକାରଙ୍କ ସମୟରେ ଆଇନପରିସ୍ଥିତି ସ୍ଥିତି ବିଗିଡ଼ି ଗଲାଣି ବୋଲି.. ସେ ପ୍ରକାଶ କରିଛନ୍ତି ।

News Comment

You Might Also Like

BACK TO TOP