Breaking News

32 ବର୍ଷ ତଳର ସେହି ହିନ୍ଦୀ ଗୀତ ସେତେବେଳେ ଲେଖିବା ସମୟରେ କାନ୍ଦି ପକେଇଥିଲେ ଲେଖକ |   (14-Aug-2026)       ||      କଂଗ୍ରେସ ଛାତ୍ର ନେତାଙ୍କୁ ହ୍ୱାଟ୍ସଅପ ମାଧ୍ୟମରେ ପୂର୍ବ ଜିଲ୍ଲା କଂଗ୍ରେସ ସଭାପତି ଙ୍କ ଗାଳି ଓ ଆକ୍ରମଣ ଧମକ |   (14-Aug-2026)       ||      ପୋଲସରା ସରକାରୀ କଲେଜ ଏନ ସି ସି ଛାତ୍ରୀ ମାନଙ୍କ ଦ୍ୱାରା "ହର ଘର ତ୍ରିରଙ୍ଗା " ରାଲୀ |    (14-Aug-2026)       ||      ଦେଶ ଭକ୍ତି, ଦେଶପ୍ରେମ,ତ୍ରିରଙ୍ଗା ଯାତ୍ରାରେ ଯୋଗଦେଲେ ଖୋର୍ଦ୍ଧା ଏମପି |   (14-Aug-2026)       ||      "ଘରେ ଘରେ ତ୍ରିରଙ୍ଗା " ଅଭିଯାନ ରେ ଡ଼ି. ଆଇ. ଇ. ଟି. ଗଞ୍ଜାମ ପକ୍ଷରୁ ପଦଯାତ୍ରା ଆୟୋଜିତ |   (14-Aug-2026)       ||      ହରଘର ତ୍ରିରଙ୍ଗା, ଦେଶପ୍ରେମ ଭାବନା ରେ ଏକାଠି ହେଲେ ଖୋର୍ଦ୍ଧାର ଆଇନ ଜୀବୀ |    (14-Aug-2026)       ||      ଖଲ୍ଲିକୋଟ ସରକାରୀ ଚାରୁ ଓ କାରୁ କଳା ମହା ବିଦ୍ୟାଳୟ ରେ ସୁଜନ ଚର୍ଚ୍ଚା - 1-   (14-Aug-2026)       ||      ଡିଜିପି ନିଯୁକ୍ତି କୁ ନେଇ ଅଡୁଆରେ ରାଜ୍ୟ ସରକାର |    (14-Aug-2026)       ||      ମିନି ମାରାଥନ ଦୌଡ଼ ପ୍ରତିଯୋଗିତା, 400ରୁ ଉର୍ଦ୍ଧ ଯୁବକ, ଯୁବତୀ ସାମିଲ |    (14-Aug-2026)       ||      ହାତୀ ସୁରକ୍ଷା ଡ୍ୟୁଟି ରେ ଥିବା ବନ କର୍ମଚାରୀଙ୍କୁ ଆକ୍ରମଣ ଘଟଣା ରେ ଅଭିଯୁକ୍ତ ଗିରଫ |    (14-Aug-2026)       ||      ହାତୀ ସୁରକ୍ଷା ଦାଇତ୍ୱ ରେ ଥିବା ବନ କର୍ମଚାରୀ ଙ୍କୁ ଦୁର୍ବୁତ୍ତ ଙ୍କ ଆକ୍ରମଣ |    (14-Aug-2026)       ||      ଓଡିଶା ରେ ପଯ୍ୟାପ୍ତ କାମ ମିଳୁ ନଥିବାରୁ ଦାଦନ ମୁହାଁ ଶ୍ରମିକ |   (13-Aug-2026)       ||      ତାରାତାରିଣୀମାହାବିଦ୍ୟଳୟ ରେ 48ତମ ପ୍ରତିଷ୍ଠା ଦିବସ ପାଳିତ ||   (13-Aug-2026)       ||      ସ୍ୱାଧୀନତା ଦିବସ ଅବସର ରେ ବିଏସ ଏଫ ପକ୍ଷରୁ "ବନ୍ଦେ ମାତରମ ` ବାଇକ ରାଲି |    (13-Aug-2026)       ||      ଗୋପବନ୍ଧୁ ସ୍ଵାସ୍ତ୍ୟ ବୀମା ପରିବର୍ତ୍ତନ କୁ ବିରୋଧ କରି ଦଣ୍ଡେଶ୍ୱର ସାମ୍ବାଦିକ ସଂଙ୍ଘ ର ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ ||   (13-Aug-2026)       ||      ଛତ୍ରପୁର ପୌର ପରିଷଦ ର ଅଷ୍ଟମ ବାଟାଲିୟନ ପରିସର ରେ ଗୋଷ୍ଠୀ କେନ୍ଦ୍ର ଉଦଘାଟିତ |   (13-Aug-2026)       ||      ଛତ୍ରପୁର ଠାରେ ଲକ୍ଷପତି ଦିଦି କର୍ମଶାଳା ଉଦଯାପିତ |    (13-Aug-2026)       ||      ନରସିଂହପୁର ହାଟର ଅବସ୍ଥା ପ୍ରଶାସନ କୁ ବାରମ୍ବାର ଗୁହାରି ପରେ ମଧ୍ୟ ସୁଧୁରିବାର ନାଁ ଧରୁନି | |    (13-Aug-2026)       ||      ମାହାଙ୍ଗାରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ରେ ଦୁଇ ଗିରଫ |    (13-Aug-2026)       ||      ମୁଖ୍ୟମନ୍ତ୍ରୀ ଯୋଶେଫ ବିଜୟ ବିଧନ ସଭା ସୀମା ନିର୍ଦ୍ଧାରଣ ପାଈଁ ପ୍ରସ୍ତାବ ଆଗତ କଲେ |    (13-Aug-2026)       ||     

ମାଆ ତାରାତାରିଣୀ ଓ ଦକ୍ଷିଣ କାଳୀ ଙ୍କ ପୀଠରେ ମହାଷ୍ଟମୀ ପୂଜା ଅନୁଷ୍ଠିତ |

29-Sep-2025

ମାଆ ତାରା ତାରିଣୀ ଓ ଦକ୍ଷିଣ କାଳୀ ପୀଠରେ ମହାଷ୍ଟମୀ ପୂଜା ଆନୁଷ୍ଠିତ | 

ଓଡିଶା ଜଜନ ମମତ ବ୍ୟୁରୋ, 

  ଦକ୍ଷିଣ ଓଡିଶା ତଥା ଗଞ୍ଜାମ ଜିଲାରଅଧୂଷ୍ଠାତ୍ରୀ ଦେବୀ ମା` ତାରାତାରିଣୀଙ୍କ ପୀଠ ଓ ଦକ୍ଷିଣ କାଳୀ ପୀଠରେ ରେ
ଦୀର୍ଘ 15 ଦିନ ଧରି ଚାଲିଥିବା  ଷୋଡଶ ଦିନାତ୍ମକ ପୂଜା ମଧ୍ୟରେ ଆଜି ପଞ୍ଚଦସଦିବସ ଅତିବାହିତ ହୋଇ ଯାଇଛି | ଏବଂ ପୀଠରେ ଆଜି ମାଆଙ୍କମହାଷ୍ଟମୀ ବିହିତ ଦୂର୍ଗ ତ୍ସବ ବିଧାନ ସହିତ, ପୂଜା, ହୋମ, ମହାଦୀପ ସ୍ଥାପନ, ଚଣ୍ଡି ପାଠ,କୁସ୍ମାଣ୍ଡ ବଳି ସହିତ, ସମସ୍ତଵିଧି ବିଧାନ ଦୁଇଟି ପୀଠରେ କରାଯାଉଛି | ସେଥି ପାଈଁ ମାନସିକ ଭକ୍ତ ଙ୍କ ସହିତ ଦର୍ଶକ ଭକ୍ତ ମାନେଏହି ମହାଷ୍ଟମୀ 
ପୂଜା  ଦେଖ‌ିବା ସହ ମାଆଙ୍କ ଆଶିଷ ଭିକ୍ଷା କରି ତାଙ୍କର ଶ୍ରୀଚରଣ ରେ ପ୍ରଣିପାତ କରିଛନ୍ତି | ସେଥିନିମନ୍ତେ ବହୁ ଭକ୍ତ ଗଞ୍ଜାମ ଜିଲ୍ଲାସହିତ ଓଡିଶା ବାହାରୁ ବହୁଭକ୍ତ ଏଠାରେ ଆସି ମାଆଙ୍କୁ ଦର୍ଶନ କରିଥାନ୍ତି ;ଭକ୍ତିଙ୍କ ଭିଡନିମନ୍ତେ ପୁରୁଷୋତ୍ତମପୁର ପୁର ତହସିଲଦାର ଓ ଏସ୍ଡ଼ିପିଓ ସୁଜିତ କୁମାରନାଓ ଥାନା ଆଇ ଆଇସି ରାଜେଶ ନାୟକ ଙ୍କ ସହ ସମସ୍ତ ଷ୍ଟାଫ ଉପସ୍ଥିତ ରହି ଅସମାଜିକ ବ୍ୟକ୍ତି ମାନଙ୍କ ଉପରେ ତୀକ୍ଷଣ ନଜର ରଖିଥାନ୍ତି | ଆଜି ମାଆ ମହା ଗୌରୀ ବେଶ ସହିତ ମହା କାଳୀ ବେଶ ରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ମହାଗୌରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ  | କଥିତ ଅଛି ମହାକାଳୀବେଶରେ ମା’ଙ୍କୁ ଦର୍ଶନ କଲେ ଶତ୍ରୁନାଶ ହୁଏ ବୋଲି ଭକ୍ତମାନଙ୍କ ବିଶ୍ବାସ ରହିଛି ।

News Comment

You Might Also Like

BACK TO TOP