Breaking News

32 ବର୍ଷ ତଳର ସେହି ହିନ୍ଦୀ ଗୀତ ସେତେବେଳେ ଲେଖିବା ସମୟରେ କାନ୍ଦି ପକେଇଥିଲେ ଲେଖକ |   (14-Aug-2026)       ||      କଂଗ୍ରେସ ଛାତ୍ର ନେତାଙ୍କୁ ହ୍ୱାଟ୍ସଅପ ମାଧ୍ୟମରେ ପୂର୍ବ ଜିଲ୍ଲା କଂଗ୍ରେସ ସଭାପତି ଙ୍କ ଗାଳି ଓ ଆକ୍ରମଣ ଧମକ |   (14-Aug-2026)       ||      ପୋଲସରା ସରକାରୀ କଲେଜ ଏନ ସି ସି ଛାତ୍ରୀ ମାନଙ୍କ ଦ୍ୱାରା "ହର ଘର ତ୍ରିରଙ୍ଗା " ରାଲୀ |    (14-Aug-2026)       ||      ଦେଶ ଭକ୍ତି, ଦେଶପ୍ରେମ,ତ୍ରିରଙ୍ଗା ଯାତ୍ରାରେ ଯୋଗଦେଲେ ଖୋର୍ଦ୍ଧା ଏମପି |   (14-Aug-2026)       ||      "ଘରେ ଘରେ ତ୍ରିରଙ୍ଗା " ଅଭିଯାନ ରେ ଡ଼ି. ଆଇ. ଇ. ଟି. ଗଞ୍ଜାମ ପକ୍ଷରୁ ପଦଯାତ୍ରା ଆୟୋଜିତ |   (14-Aug-2026)       ||      ହରଘର ତ୍ରିରଙ୍ଗା, ଦେଶପ୍ରେମ ଭାବନା ରେ ଏକାଠି ହେଲେ ଖୋର୍ଦ୍ଧାର ଆଇନ ଜୀବୀ |    (14-Aug-2026)       ||      ଖଲ୍ଲିକୋଟ ସରକାରୀ ଚାରୁ ଓ କାରୁ କଳା ମହା ବିଦ୍ୟାଳୟ ରେ ସୁଜନ ଚର୍ଚ୍ଚା - 1-   (14-Aug-2026)       ||      ଡିଜିପି ନିଯୁକ୍ତି କୁ ନେଇ ଅଡୁଆରେ ରାଜ୍ୟ ସରକାର |    (14-Aug-2026)       ||      ମିନି ମାରାଥନ ଦୌଡ଼ ପ୍ରତିଯୋଗିତା, 400ରୁ ଉର୍ଦ୍ଧ ଯୁବକ, ଯୁବତୀ ସାମିଲ |    (14-Aug-2026)       ||      ହାତୀ ସୁରକ୍ଷା ଡ୍ୟୁଟି ରେ ଥିବା ବନ କର୍ମଚାରୀଙ୍କୁ ଆକ୍ରମଣ ଘଟଣା ରେ ଅଭିଯୁକ୍ତ ଗିରଫ |    (14-Aug-2026)       ||      ହାତୀ ସୁରକ୍ଷା ଦାଇତ୍ୱ ରେ ଥିବା ବନ କର୍ମଚାରୀ ଙ୍କୁ ଦୁର୍ବୁତ୍ତ ଙ୍କ ଆକ୍ରମଣ |    (14-Aug-2026)       ||      ଓଡିଶା ରେ ପଯ୍ୟାପ୍ତ କାମ ମିଳୁ ନଥିବାରୁ ଦାଦନ ମୁହାଁ ଶ୍ରମିକ |   (13-Aug-2026)       ||      ତାରାତାରିଣୀମାହାବିଦ୍ୟଳୟ ରେ 48ତମ ପ୍ରତିଷ୍ଠା ଦିବସ ପାଳିତ ||   (13-Aug-2026)       ||      ସ୍ୱାଧୀନତା ଦିବସ ଅବସର ରେ ବିଏସ ଏଫ ପକ୍ଷରୁ "ବନ୍ଦେ ମାତରମ ` ବାଇକ ରାଲି |    (13-Aug-2026)       ||      ଗୋପବନ୍ଧୁ ସ୍ଵାସ୍ତ୍ୟ ବୀମା ପରିବର୍ତ୍ତନ କୁ ବିରୋଧ କରି ଦଣ୍ଡେଶ୍ୱର ସାମ୍ବାଦିକ ସଂଙ୍ଘ ର ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ ||   (13-Aug-2026)       ||      ଛତ୍ରପୁର ପୌର ପରିଷଦ ର ଅଷ୍ଟମ ବାଟାଲିୟନ ପରିସର ରେ ଗୋଷ୍ଠୀ କେନ୍ଦ୍ର ଉଦଘାଟିତ |   (13-Aug-2026)       ||      ଛତ୍ରପୁର ଠାରେ ଲକ୍ଷପତି ଦିଦି କର୍ମଶାଳା ଉଦଯାପିତ |    (13-Aug-2026)       ||      ନରସିଂହପୁର ହାଟର ଅବସ୍ଥା ପ୍ରଶାସନ କୁ ବାରମ୍ବାର ଗୁହାରି ପରେ ମଧ୍ୟ ସୁଧୁରିବାର ନାଁ ଧରୁନି | |    (13-Aug-2026)       ||      ମାହାଙ୍ଗାରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ରେ ଦୁଇ ଗିରଫ |    (13-Aug-2026)       ||      ମୁଖ୍ୟମନ୍ତ୍ରୀ ଯୋଶେଫ ବିଜୟ ବିଧନ ସଭା ସୀମା ନିର୍ଦ୍ଧାରଣ ପାଈଁ ପ୍ରସ୍ତାବ ଆଗତ କଲେ |    (13-Aug-2026)       ||     

ପୁରୁଷୋତ୍ତମପୁର ସହର ରେ ମୃଣୟୀ ମୂର୍ତ୍ତୀ ମାଆ ଦୁର୍ଗାଙ୍କ ଅଷ୍ଟମୀ ପୂଜା

30-Sep-2025

ପୁରୁଷୋତ୍ତମପୁର ପୋଷ୍ଟ ଅଫିସ ସାହି ଓ କାଳୀମନ୍ଦିର ଛକରେ ଦୀର୍ଘ ୫0 ରୁ ଉର୍ଦ୍ଧ ବର୍ଷ ହେଲା ଚାଲିଛି ଦୁର୍ଗାପୂଜା  |
(ଆଜି ହେଉଛି ମହାଷ୍ଟମୀ ପୂଜା,

      ଓଡିଶା ଜନ ମତ ବ୍ୟୁରୋ, 

ପୁରୁଷୋତ୍ତମପୁର --ତା --30/09/25, 
ଦୀର୍ଘ  50ବର୍ଷରୁ ଅଧିକ ସମୟ ବହୁ ବାଧା ବିଘ୍ନ ଦେଇ ପୋଷ୍ଟ ଅଫିସ ସାହି ଏବଂ କାଳୀ ମନ୍ଦିର ଛକ ରେ ଦୁର୍ଗା ପୂଜା ପରିଚାଳନା କମିଟି ଙ୍କ ଦ୍ୱାରା ଏହି ମୃଣୟୀ ମୂର୍ତ୍ତିଙ୍କ ପୂଜା ହେଉଅଛି |ଏହି କାର୍ଯ୍ୟକ୍ରମ ରେ ପୋଷ୍ଟ ଅଫିସ ସାହି ଓ କାଳୀ ମନ୍ଦିର ଛକ ର ଯୁବଗୋଷ୍ଟି, ୱାର୍ଡ ବାସିନ୍ଦା ଓ କିଛି ବଦାନ୍ୟ ବ୍ୟାକ୍ତିଙ୍କ ସହଯୋଗ ରେ ଏହି ଦୁର୍ଗା ପୂଜା ନଅ ଦିନ ହେବ ହୋଇ ଆସୁଛି |  ପ୍ରତିଦିନ ଅର୍ଣ୍ଣ, ବ୍ୟଞ୍ଜନ ଭୋଗ କରାଯାଇ ଭକ୍ତ ଓ ଜନସାଧାରଣ ଙ୍କୁ ବିତରଣ କରାଯାଉଛି | ଗତ କାଲି ବଡ଼, ବଡ଼ ପୀଠ ଗୁଡିକ ରେ   ମହାଷ୍ଟମୀ ବିଧାନ, ପୂଜା, ମହାଦୀପ ଉଠିଥିଲା ବେଳେ  ଆଜି ମଣ୍ଡପ ଗୁଡିକ ରେ ବିଦ୍ୟମାନ ଦେବୀ ଙ୍କ ପାଖରେ  ମହାଷ୍ଟମୀ ବିହିତ ପୂଜା, ପାଠ ଅନୁଷ୍ଠିତ ହେବ |  ଏହି ମେଢ଼ ଦେଖିବାକୁ ସନ୍ଧ୍ୟା ସମୟରେବହୁ ଭକ୍ତ ମାନଙ୍କ ପ୍ରବଳ ଗହଳି ଲାଗିରହୁଛି |ସେମାନେ ମାଆ ଦୁର୍ଗା ଙ୍କ ମୃଣୟୀ ମୂର୍ତ୍ତି କୁ ଦର୍ଶନ କରି ତାଙ୍କର ଆଶୀର୍ବାଦ ପାଇବାକୁ ଲକ୍ଷ ରଖି ଆସୁଥାନ୍ତି | ନିଜ ପରିବାର ସହିତ ଜଗତ ଓବିଶ୍ୱର ମଙ୍ଗଳ କାମନା ମଧ୍ୟ କରିଥାନ୍ତି |ଏହି ପୂଜା ଦ୍ୱାରା ସହର ଓ ପ୍ରତେକ ୱାର୍ଡ ବାସିନ୍ଦା ଙ୍କ ମନରେ ଭାଇଚାରା ସୃଷ୍ଟି ହେବା ସହ ସମସ୍ତଙ୍କ ମନରେ ଥିବା ରାଗ, ହିଂସା, ଦୂର ହୋଉ ପାରିବ | ତେଣୁ କିଛି ଲୋକଙ୍କ  ମନରୁ ମାଆଙ୍କ ପାଖକୁ ଆସିବା ଦ୍ୱାରା ଏଗୁଡିକ ଦୂର ହୋଉ ଯାଏ ବୋଲି ବିଶ୍ୱାସ ରହି ଥିବାର  ପଣ୍ଡିତ ମାନେମତ ଦେଇଛନ୍ତି | 
ଏହି ପୂଜାରେ ସହଯୋଗ କରିଥିବା ବ୍ୟକ୍ତି ମାନେ ହେଲେ, ବରିଷ୍ଟ ବିଜେପି ନେତା   ପୃଥ୍ବୀରାଜ ମହାପାତ୍ର, ରାମହରି ପଣ୍ଡା, ସଭାପତି ଅକ୍ଷୟ କୁମାର ଆଚାରି, ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା, ଓ ସଦସ୍ୟ ଭାବେ କେ ଆଦି ନାରାୟଣ ରାଓ, ମନୋଜ କୁମାର ଗୌଡ଼ ତ୍ରିନାଥ ପଣ୍ଡା, ନିରଞ୍ଜନ ଚୌଧୁରୀ,   ଶଶାଙ୍କ ଶେଖର ଦାଶ,ଆଦିତ୍ୟପାଣିଗ୍ରାହୀ,
ବିକ୍ରମ ପଣ୍ଡା, ଡ଼, ବିଭୁତି ଭୂଷଣ ପଣ୍ଡା,ପ୍ରଭାକର ଗୌଡ଼ ଦିବ୍ୟରଞ୍ଜନ  ପାଳ, ଶୋଭମ ପଣ୍ଡା ଓ ରାଜେଶ କୁମାର  ସାହୁ, ଙ୍କ ସହ ଅନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ |

News Comment

You Might Also Like

BACK TO TOP