Breaking News

ପୁରୁଷୋତ୍ତମପୁର ରେ ଥିବା ଆଇ ଏସ ଆର ଡ଼ି ରେ ସ୍ୱାଧୀନତା ଦିବସ ପାଳିତ |    (15-Aug-2026)       ||      ସ୍ୱାଧୀନତା ଦିବସ ରେ ସ୍ବର୍ଗତ୍ବ କେ ଭାସ୍କର ପାତ୍ର ଙ୍କ 77 ତମ ବାର୍ଷିକୀ ସ୍ମୃତି ରେ ରକ୍ତ ଦାନ ଶିବିର ଅନୁଷ୍ଠିତ ||   (15-Aug-2026)       ||      ଗଞ୍ଜାମ ଜିଲ୍ଲା ସ୍ତରୀୟ 80 ତମ ସ୍ୱାଧୀନତା ଦିବସ ଛତ୍ରପୁର ଠାରେ ପାଳିତ |    (15-Aug-2026)       ||      ବ୍ରହ୍ମପୁର ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟ ପକ୍ଷରୁ "ହର ଘର ତ୍ରିରଙ୍ଗା " କାର୍ଯ୍ୟକ୍ରମ ଅନୁଷ୍ଠିତ |   (15-Aug-2026)       ||      ବାଲିଗୁଡା ରେ ଉପଖଣ୍ଡ ସ୍ତରୀୟ 80 ତମ ସ୍ୱାଧୀନତା ଦିବସ ପାଳିତ |   (15-Aug-2026)       ||      ପୁରୁଷୋତ୍ତମପୁର ଏନଏସି ରେ ବିଭିନ୍ନ ଦାବି ନେଇ କାଉନ ସିଲର ଙ୍କ ଧାରଣା |    (15-Aug-2026)       ||      ବାଲିଗୁଡା ଉପଖଣ୍ଡ ବରିଷ୍ଟ ନାଗରିକ ସଂଘ ତରଫରୁ ସ୍ୱାଧୀନତା ଦିବସପାଳିତ |   (15-Aug-2026)       ||      ଯୁକ୍ରେନ ବିରୁଦ୍ଧରେ ରୁଷ ପାଈଁ କୋର୍ଟ ଲଢ଼ିବେ ଭାରତୀୟ ପୂର୍ବତନ ବିଚାର ପତି DY ଚନ୍ଦ୍ରଚୁଡ଼ ||   (15-Aug-2026)       ||      ଜାତୀୟ ପତାକା ଉତ୍ତୋଳନ ପରେ ଅସୁସ୍ଥ ହୋଇ ପଡିଲେ 8ଜଣ ଛାତ୍ରୀ ||   (15-Aug-2026)       ||      32 ବର୍ଷ ତଳର ସେହି ହିନ୍ଦୀ ଗୀତ ସେତେବେଳେ ଲେଖିବା ସମୟରେ କାନ୍ଦି ପକେଇଥିଲେ ଲେଖକ |   (14-Aug-2026)       ||      କଂଗ୍ରେସ ଛାତ୍ର ନେତାଙ୍କୁ ହ୍ୱାଟ୍ସଅପ ମାଧ୍ୟମରେ ପୂର୍ବ ଜିଲ୍ଲା କଂଗ୍ରେସ ସଭାପତି ଙ୍କ ଗାଳି ଓ ଆକ୍ରମଣ ଧମକ |   (14-Aug-2026)       ||      ପୋଲସରା ସରକାରୀ କଲେଜ ଏନ ସି ସି ଛାତ୍ରୀ ମାନଙ୍କ ଦ୍ୱାରା "ହର ଘର ତ୍ରିରଙ୍ଗା " ରାଲୀ |    (14-Aug-2026)       ||      ଦେଶ ଭକ୍ତି, ଦେଶପ୍ରେମ,ତ୍ରିରଙ୍ଗା ଯାତ୍ରାରେ ଯୋଗଦେଲେ ଖୋର୍ଦ୍ଧା ଏମପି |   (14-Aug-2026)       ||      "ଘରେ ଘରେ ତ୍ରିରଙ୍ଗା " ଅଭିଯାନ ରେ ଡ଼ି. ଆଇ. ଇ. ଟି. ଗଞ୍ଜାମ ପକ୍ଷରୁ ପଦଯାତ୍ରା ଆୟୋଜିତ |   (14-Aug-2026)       ||      ହରଘର ତ୍ରିରଙ୍ଗା, ଦେଶପ୍ରେମ ଭାବନା ରେ ଏକାଠି ହେଲେ ଖୋର୍ଦ୍ଧାର ଆଇନ ଜୀବୀ |    (14-Aug-2026)       ||      ଖଲ୍ଲିକୋଟ ସରକାରୀ ଚାରୁ ଓ କାରୁ କଳା ମହା ବିଦ୍ୟାଳୟ ରେ ସୁଜନ ଚର୍ଚ୍ଚା - 1-   (14-Aug-2026)       ||      ଡିଜିପି ନିଯୁକ୍ତି କୁ ନେଇ ଅଡୁଆରେ ରାଜ୍ୟ ସରକାର |    (14-Aug-2026)       ||      ମିନି ମାରାଥନ ଦୌଡ଼ ପ୍ରତିଯୋଗିତା, 400ରୁ ଉର୍ଦ୍ଧ ଯୁବକ, ଯୁବତୀ ସାମିଲ |    (14-Aug-2026)       ||      ହାତୀ ସୁରକ୍ଷା ଡ୍ୟୁଟି ରେ ଥିବା ବନ କର୍ମଚାରୀଙ୍କୁ ଆକ୍ରମଣ ଘଟଣା ରେ ଅଭିଯୁକ୍ତ ଗିରଫ |    (14-Aug-2026)       ||      ହାତୀ ସୁରକ୍ଷା ଦାଇତ୍ୱ ରେ ଥିବା ବନ କର୍ମଚାରୀ ଙ୍କୁ ଦୁର୍ବୁତ୍ତ ଙ୍କ ଆକ୍ରମଣ |    (14-Aug-2026)       ||     

ବିଧାନ ସଭା ସମ୍ମୁଖରେ ସାମ୍ବାଦିକ ଙ୍କ ବିଭିନ୍ନ ଦାବିନେଇ ଓୟୁଜେ ର ଧାରଣା |

24-Sep-2025

ବିଧାନସଭା ସମ୍ମୁଖରେ ବିଭିନ୍ନ ଦାବି ନେଇ ଓୟୁଜେର ଧାରଣା।

            ଓଡିଶା ଜନମତ ବ୍ୟୁରୋ,

,ପୋଲସରା,ସନ୍ତୋଷ କୁମାର ପଣ୍ଡା

  ତା.୨୩/୦୯/୨୦୨୫:

 ଚଳିତ ମାସ ୨୨ ତାରିଖ ସୋମବାର ଦିନ ରାଜ୍ୟର ଅଗ୍ରଣୀ ଏଵଂ ସର୍ବପୁରାତନ 
ଓଡ଼ିଶା ସାମ୍ବାଦିକ ସଂଘ (ଓୟୂଜେ) ପକ୍ଷରୁ ବିଭିନ୍ନ ଦାବି ନେଇ ରାଜ୍ୟ ବିଧାନସଭା ଚାଲିଥିବା ଦିବସ ମଧ୍ୟରେ ବିଧାନସଭା ସମ୍ମୁଖରେ ଏକ ଗଣଧାରଣା କାର୍ଯ୍ୟକ୍ରମ ସଫଳତାର ସହିତ ସମାପ୍ତ ହୋଇଥିଲା। ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତିଙ୍କ ନେତୃତ୍ୱରେ ଚାଲିଥିବା କାର୍ଯ୍ୟକ୍ରମରେ ରାଜ୍ୟର ୩୦ ଗୋଟି ଜିଲ୍ଲା ଶାଖା ଗୁଡିକରୁ ୫ ଶହରୁ ଊର୍ଦ୍ଧ୍ବ ସାମ୍ବାଦିକମାନେ ଆସି ଧାରଣାରେ ଯୋଗଦେଇଥିବାର ଦେଖିବାକୁ ମିଳିଥିଲା। ମୁଖ୍ୟତ ସାମ୍ବାଦିକଙ୍କୁ ଭତ୍ତା,ସୁରକ୍ଷା ଓ ଅଧିସ୍ଵିକୃତି ପ୍ରଦାନକୁ ନେଇ ସଂଘ ତରଫରୁ କରାଯାଇଥିବା ଧାରଣା କାର୍ଯ୍ୟକ୍ରମରେ ବିରୋଧୀ କଂଗ୍ରେସ ନେତା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ସମେତ ବିଜେଡିର ଅରୁଣ ସାହୁ,ଅନନ୍ତ ନାରାୟଣ ଜେନା,ସଞ୍ଜୀବ ମଲ୍ଲିକ,ରୋମାଞ୍ଚ ରଂଜନ ବିଶ୍ବାଳ,ସାରଦା ଜେନା,ପ୍ରଦୀପ ସାହୁ,ମାଧବ ଧଡା,ରୁପେଶ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ସଂଘ ତରଫରୁ କରାଯାଇଥିବା ଆନ୍ଦୋଳନ ସମେତ ଉକ୍ତ ୩ ଗୋଟି ଯଥୋଚିତ ଦାବିକୁ ସମର୍ଥନ ଜଣାଇବା ସହିତ ନିଜର ନୈତିକ ସମର୍ଥନ ଦେବା ଏଵଂ ବିଧାନସଭାରେ ବିଷୟକୁ ବଳିଷ୍ଠ ଭାବରେ ଉଠାଇବାକୁ ପ୍ରତିଶୃତି ଦେଇଥିବାବେଳେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ମଧ୍ୟ ବିଧାନସଭାରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଅବିଳମ୍ବେ ଏ ଦିଗରେ ଉଚିତ୍ ବ୍ୟବସ୍ଥା ନେବାକୁ ଦାବି କରିଥିଲେ। ଏଥିସହ ବିଧାୟକ ଭାସ୍କର ମଡେଇ ସାମ୍ବାଦିକ ସଂଘର ଦାବୀ ଉପରେ ଆଲୋଚନା କରିଥିଲେ। ଧାରଣାବେଳେ ବରିଷ୍ଠ ସାମ୍ବାଦିକ ରବିଦାସ,ଉପସଭାପତି ରାଜେଶ ପଟ୍ଟନାୟକ, କିଶାନ ରାଉତ୍,ପ୍ରମୋଦ ସାମନ୍ତରାୟ,ସମ୍ପାଦକ ପ୍ରସନ୍ନ ପାଇକରାୟ,କୋଷାଧ୍ୟକ୍ଷ ଅମୂଲ୍ୟ ସ୍ୱାଇଁ,ସ°ଯୋଜକ ସନ୍ତୋଷ ସି°ଦେଓ,ଦେବପ୍ରସାଦ ଦାସ, ବଦ୍ରି ନାରାୟଣ ମିଶ୍ର,ଆଦିତ୍ୟ ମେକାପ, ରୂପେଶ ସାହୁ,ରାମନାରାୟଣ ଶତପଥୀ,ଗଂଜାମ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ସଦାଶିବ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଉଦବୋଧନ ଦେବାସହିତ  ସାମ୍ବାଦିକମାନଙ୍କ ନ୍ୟାଯ୍ୟଦାବିକୁ ସରକାର ତୁରନ୍ତ ମାନିନେଇ ବିଚାରପୂର୍ବକ ଉପଯୁକ୍ତ ପଦକ୍ଷେପ ନେବେ ବୋଲି ଆଶା ପୋଷଣ କରିଥିଲେ। ପରେ ରାଜ୍ୟ ସଂଘ ସଭାପତି ପ୍ରସନ୍ନ ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ବିଭିନ୍ନ ରାଜ୍ୟରେ ସାମ୍ବାଦିକଙ୍କୁ ମିଳୁଥିବା ପେନସନ୍ ରାଶିର ଏକ ତୁଳନାତ୍ମକ ଚିତ୍ରଥିବା ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। ଦାବିପତ୍ର ଗ୍ରହଣକରି ମୁଖ୍ୟମନ୍ତ୍ରୀ ଆଶ୍ଵାସନା ଦେବାସହ ସାମ୍ବାଦିକମାନଙ୍କ ଦାବିଗୁଡିକୁ ନେଇ ଉପଯୁକ୍ତ ସମୟ ଠିକ୍ ନିଷ୍ପତି ନିଆଯିବ ବୋଲି ପ୍ରତିଶୃତି ଦେବାପରେ ସଂଘ ପକ୍ଷରୁ ଚାଲୁଥିବା ଧାରଣାକୁ ବନ୍ଦ କରାଯାଇଥିଲା। ଧାରଣା କାର୍ଯ୍ୟକ୍ରମରେ ଗଂଜାମ ଜିଲ୍ଲା ପୂର୍ବତନ ସଭାପତି ପ୍ରକାଶ ପାଣିଗ୍ରାହୀଙ୍କ ତତ୍ବାବଧାନରେ ଏଵଂ ଜିଲ୍ଲା ସଭାପତି ସଦାଶିବ ପଣ୍ଡାଙ୍କ ନେତୃତ୍ୱରେ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ବାଳକୃଷ୍ଣ ପଟ୍ଟନାୟକ,ଜିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ କୁମାର ମିଶ୍ର,ସମ୍ପାଦକ ମେଘନାଦ ଦାସ ଓ ସନ୍ତୋଷ କୁମାର ପଣ୍ଡା ପୂର୍ବତନ ଜିଲ୍ଲା ସଭାପତି ତଥା ଉପଦେଷ୍ଟା ହରିହର ପାତ୍ର,ଶଙ୍କର ପ୍ରସାଦ ପ୍ରଧାନ,ସୂର୍ଯ୍ୟନାରାୟଣ ପାଣିଗ୍ରାହୀ, ଶ୍ରୀପଦ ଦାସ,ସୁଶାନ୍ତ କୁମାର ସାହୁ, ଅଜିତ କୁମାର ପଣ୍ଡା ଓ ରମେଶ ପ୍ରଧାନ, ଅରୁଣ ପଣ୍ଡା, ରବୀନ୍ଦ୍ର ନାଥ ପଣ୍ଡା ଓ  ସତ୍ୟ ନାରାୟଣ ରେଡ଼ି,ପ୍ରମୁଖ ଜିଲ୍ଲାର ଶେରଗଡ଼, ଛତ୍ରପୁର ୟୁନିଟର କର୍ମକର୍ତ୍ତା ଓ ସଦସ୍ୟମାନେ ଯୋଗଦେଇଥିଲେ।

News Comment

You Might Also Like

BACK TO TOP