Breaking News

ପୁରୁଷୋତ୍ତମପୁର ରେ ଥିବା ଆଇ ଏସ ଆର ଡ଼ି ରେ ସ୍ୱାଧୀନତା ଦିବସ ପାଳିତ |    (15-Aug-2026)       ||      ସ୍ୱାଧୀନତା ଦିବସ ରେ ସ୍ବର୍ଗତ୍ବ କେ ଭାସ୍କର ପାତ୍ର ଙ୍କ 77 ତମ ବାର୍ଷିକୀ ସ୍ମୃତି ରେ ରକ୍ତ ଦାନ ଶିବିର ଅନୁଷ୍ଠିତ ||   (15-Aug-2026)       ||      ଗଞ୍ଜାମ ଜିଲ୍ଲା ସ୍ତରୀୟ 80 ତମ ସ୍ୱାଧୀନତା ଦିବସ ଛତ୍ରପୁର ଠାରେ ପାଳିତ |    (15-Aug-2026)       ||      ବ୍ରହ୍ମପୁର ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟ ପକ୍ଷରୁ "ହର ଘର ତ୍ରିରଙ୍ଗା " କାର୍ଯ୍ୟକ୍ରମ ଅନୁଷ୍ଠିତ |   (15-Aug-2026)       ||      ବାଲିଗୁଡା ରେ ଉପଖଣ୍ଡ ସ୍ତରୀୟ 80 ତମ ସ୍ୱାଧୀନତା ଦିବସ ପାଳିତ |   (15-Aug-2026)       ||      ପୁରୁଷୋତ୍ତମପୁର ଏନଏସି ରେ ବିଭିନ୍ନ ଦାବି ନେଇ କାଉନ ସିଲର ଙ୍କ ଧାରଣା |    (15-Aug-2026)       ||      ବାଲିଗୁଡା ଉପଖଣ୍ଡ ବରିଷ୍ଟ ନାଗରିକ ସଂଘ ତରଫରୁ ସ୍ୱାଧୀନତା ଦିବସପାଳିତ |   (15-Aug-2026)       ||      ଯୁକ୍ରେନ ବିରୁଦ୍ଧରେ ରୁଷ ପାଈଁ କୋର୍ଟ ଲଢ଼ିବେ ଭାରତୀୟ ପୂର୍ବତନ ବିଚାର ପତି DY ଚନ୍ଦ୍ରଚୁଡ଼ ||   (15-Aug-2026)       ||      ଜାତୀୟ ପତାକା ଉତ୍ତୋଳନ ପରେ ଅସୁସ୍ଥ ହୋଇ ପଡିଲେ 8ଜଣ ଛାତ୍ରୀ ||   (15-Aug-2026)       ||      32 ବର୍ଷ ତଳର ସେହି ହିନ୍ଦୀ ଗୀତ ସେତେବେଳେ ଲେଖିବା ସମୟରେ କାନ୍ଦି ପକେଇଥିଲେ ଲେଖକ |   (14-Aug-2026)       ||      କଂଗ୍ରେସ ଛାତ୍ର ନେତାଙ୍କୁ ହ୍ୱାଟ୍ସଅପ ମାଧ୍ୟମରେ ପୂର୍ବ ଜିଲ୍ଲା କଂଗ୍ରେସ ସଭାପତି ଙ୍କ ଗାଳି ଓ ଆକ୍ରମଣ ଧମକ |   (14-Aug-2026)       ||      ପୋଲସରା ସରକାରୀ କଲେଜ ଏନ ସି ସି ଛାତ୍ରୀ ମାନଙ୍କ ଦ୍ୱାରା "ହର ଘର ତ୍ରିରଙ୍ଗା " ରାଲୀ |    (14-Aug-2026)       ||      ଦେଶ ଭକ୍ତି, ଦେଶପ୍ରେମ,ତ୍ରିରଙ୍ଗା ଯାତ୍ରାରେ ଯୋଗଦେଲେ ଖୋର୍ଦ୍ଧା ଏମପି |   (14-Aug-2026)       ||      "ଘରେ ଘରେ ତ୍ରିରଙ୍ଗା " ଅଭିଯାନ ରେ ଡ଼ି. ଆଇ. ଇ. ଟି. ଗଞ୍ଜାମ ପକ୍ଷରୁ ପଦଯାତ୍ରା ଆୟୋଜିତ |   (14-Aug-2026)       ||      ହରଘର ତ୍ରିରଙ୍ଗା, ଦେଶପ୍ରେମ ଭାବନା ରେ ଏକାଠି ହେଲେ ଖୋର୍ଦ୍ଧାର ଆଇନ ଜୀବୀ |    (14-Aug-2026)       ||      ଖଲ୍ଲିକୋଟ ସରକାରୀ ଚାରୁ ଓ କାରୁ କଳା ମହା ବିଦ୍ୟାଳୟ ରେ ସୁଜନ ଚର୍ଚ୍ଚା - 1-   (14-Aug-2026)       ||      ଡିଜିପି ନିଯୁକ୍ତି କୁ ନେଇ ଅଡୁଆରେ ରାଜ୍ୟ ସରକାର |    (14-Aug-2026)       ||      ମିନି ମାରାଥନ ଦୌଡ଼ ପ୍ରତିଯୋଗିତା, 400ରୁ ଉର୍ଦ୍ଧ ଯୁବକ, ଯୁବତୀ ସାମିଲ |    (14-Aug-2026)       ||      ହାତୀ ସୁରକ୍ଷା ଡ୍ୟୁଟି ରେ ଥିବା ବନ କର୍ମଚାରୀଙ୍କୁ ଆକ୍ରମଣ ଘଟଣା ରେ ଅଭିଯୁକ୍ତ ଗିରଫ |    (14-Aug-2026)       ||      ହାତୀ ସୁରକ୍ଷା ଦାଇତ୍ୱ ରେ ଥିବା ବନ କର୍ମଚାରୀ ଙ୍କୁ ଦୁର୍ବୁତ୍ତ ଙ୍କ ଆକ୍ରମଣ |    (14-Aug-2026)       ||     

ଡି ଚଢ଼େୟା ପଡାରେସ୍କୁଲ ଛାତ୍ରୀଙ୍କୁ ହତ୍ୟା ସନ୍ଦେହ, ପୋଲିସ ର ତଦନ୍ତ |

24-Sep-2025

(ପୋଲସରାରେ ଚହଳ) ଛାତ୍ରୀ ସୁନାଲି ବେହେରା ମୃତ୍ୟୁ ଘଟଣା: ପରିବାର ତରଫରୁ ହତ୍ୟା ଅଭିଯୋଗ/ ପୁଲିସର ଛାନବିନ୍ ଜାରି।

ଓଡ଼ିଶା ଜନମତ, ପୋଲସରା,ସନ୍ତୋଷ କୁମାର ପଣ୍ଡା
 ତା.୨୪/୦୯/୨୦୨୫:

 ପୋଲସରାରେ ଚାଞ୍ଚଲ୍ୟ;ଝିଅ ପାଠ ପଢିବାକୁ ଯାଇ ଆଉ ଫେରିଲାନୀ। ପରିବାର ତରଫରୁ ଥାନାରେ ହତ୍ୟା ଅଭିଯୋଗ / ସନ୍ଦେହ ଘେରରେ ବାପପୁଅର ଭୂମିକା। ପୋଲିସର ଛାନବିନ୍ ଜାରି। ଏଭଳୀ ଏକ ଘଟଣା ଆଜି ପୋଲସରା ବ୍ଲକ୍ ଓ ଥାନା ଅନ୍ତର୍ଗତ ଖଣ୍ଡୁରୁ ଗ୍ରାମ ପଞ୍ଚାୟତ ସ୍ଥିତ ଡି. ଚଢ଼ିଆପଡା ଗ୍ରାମରେ ଘଟିଯାଇଛି। ମୃତ ୧୯ ବର୍ଷିଆ ଝିଅର ନାମ ଶୁନାଲି ବେହେରା ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରୀ। ଝିଅଟିର ଘର ଏହି ପୋଲସରା ବ୍ଲକ୍ ବାଲିଛାଇ ଗ୍ରାମରେ। ସୁନାଲୀର ମାତା ରିଙ୍କି ବେହେରା ପୋଲସରା ଥାନାରେ ଦେଇଥିବା ଉଲ୍ଲେଖିତ ଅଭିଯୋଗ ପତ୍ର (ଏତାଲା) ପ୍ରକାରେ ପ୍ରତିଦିନ ଭଳି ଆଜି ତାଙ୍କ ପରିବାରର ଏକ ମାତ୍ର ଝିଅ ସୁନାଲି ବେହେରା ସକାଳ ୮ଟା ୩୦ ମି. ସମୟରେ ଘରୁ ପାଠ ପଢିବାକୁ ପୋଲସରାକୁ ବାହାରିଥିଲା। ପରବର୍ତ୍ତୀ ପୂର୍ବାହ୍ନ ୧୦ଟା ୫୫ମି. ସମୟରେ ଉପରୋକ୍ତ ଡି. ଚଢିଆପଡା ଗ୍ରାମର ବାସିନ୍ଦା ଜିତେନ୍ଦ୍ର ସାହୁ ପିତା. ତ୍ୟାବା ସାହୁ ଫୋନ୍ ଯୋଗେ ରିଙ୍କି ପାଖକୁ ଯୋଗାଯୋଗ କରି ଖବର ଦେଇଥିଲା। ଯେ ତୁମର ଝିଅ ସୁନାଲିକୁ ଘରେ କ`ଣ କହିଛ ଯେ, ସେ ଆମ୍ଭ ଘରକୁ ଆସି ଆମ୍ଭ ଘରେ ଦଉଡ଼ି ଦେଇ ମରିଯାଇଛି। ଏହି ଖବର ଶୁଣିବାପରେ ଝିଅର ମାଆ ରିଙ୍କି ବେହେରା ସଙ୍ଗେସଙ୍ଗେ ଗ୍ରାମର ଜୀତେନ୍ଦ୍ର ସାହୁ ନାମକ ବ୍ୟକ୍ତିଙ୍କୁ ସଙ୍ଗରେ ନେଇ ଉକ୍ତ ଚଢ଼ିଆପଡା ଗ୍ରାମକୁ ଯାଇଥିଲେ। ମାତ୍ର ଜୀତେନ୍ଦ୍ର ସାହୁଙ୍କ ଘର ନ ଦେଖିବାକୁ ସେଠାରୁ ସିଧାସଳଖ ଝିଅ ପଢୁଥିବା ପୋଲସରା ବିଜ୍ଞାନ କଲେଜକୁ ଯାଇ ଝିଅର ସାଙ୍ଗସାଥିମାନଙ୍କ ଠାରୁ ଜାଣିବାକୁ ପାଇଥିଲେ। ଯେ,ତାଙ୍କ ଝିଅ କଲେଜକୁ ମୋଟେ ଆସିନାହିଁ। ଏହି ଖବର ଜାଣିବା ପରେ ସମୟ ପ୍ରାୟ ୧୧ଟା ୨୯ମି.  (ପୂର୍ବାହ୍ନ)ରେ ଜିତେନ୍ଦ୍ର ସାହୁଙ୍କୁ ଫୋନରେ ଯୋଗାଯୋଗ କରିବାପରେ ଚଡ଼ିଆପଡା ଗ୍ରାମକୁ ଯାଇ ଜିତେନ୍ଦ୍ର ସାହୁଙ୍କୁ ଘର ସମ୍ମୁଖରେ ଛିଡ଼ା ହୋଇଥିବା ଦେଖିବା ସହିତ ତାଙ୍କ ସହିତ କୋଠାଘର ଭିତରକୁ ଯାଇ ଦେଖିବାକୁ ପାଇଥିଲେ ଯେ,ତାଙ୍କର ଏକମାତ୍ର ଝିଅ ସୁନାଲିର ବେକରେ ଆଘାତର ଚିହ୍ନଥିବା ସହିତ ଚଟାଣରେ ମରି ପଡ଼ିଛି। ପରେ ରିଙ୍କି ବେହେରା ଏହି  ଘଟଣାକୁ ନେଇ ପୋଲସରା ଥାନାରେ ଜିତେନ୍ଦ୍ର ସାହୁ ଓ  ଚନ୍ଦନ ସାହୁ ଉଭୟେ ବାପପୁଅ ମିଶି ତାଙ୍କର ଝିଅକୁ ଟଣ୍ଟିଚିପି ଜୀବନରେ ମାରି ପକାଇ ଦେଇଛନ୍ତି ବୋଲି ଏକ ଅଭିଯୋଗ ଦାଖଲ କରିଛନ୍ତି। ଉକ୍ତ  ଏତେଲାକୁ ଆଧାର କରି ପୋଲସରା ଥାନାରେ କେସ ନଂ ୬୯୧/୨୫ରେ ଏକ ମାମଲା ରୁଜୁ କରାଯିବା ସହ ଆଇଆଇସି କୌସିକ ମାଝୀଙ୍କ  ନେତୃତ୍ୱରେ ଘଟଣା ସ୍ଥଳକୁ ଯାଇ ଘଟଣାର ତଦନ୍ତ ଆରମ୍ଭ କରାଯିବା ସହିତ ଉକ୍ତ ଜିତେନ୍ଦ୍ର ଓ ଚନ୍ଦନ ଉଭୟଙ୍କୁ ଗିରଫ କରି ପୋଲସରା ଥାନାରେ ଅଟକ ରଖିଛି। ଘଟଣାର ପ୍ରକୃତ କାରଣ ଜାଣିବାକୁ ମୃତକା ସୁନାଲିର ଶବକୁ ବ୍ୟବଚ୍ଛେଦ  ସକାଶେ ବ୍ରହ୍ମପୁର ବଡ ମେଡ଼ିକାଲକୁ ପଠାଇ ଦିଆଯାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ୍ ହସ୍ତଗତ ହେଲାପରେ ଯାଇ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟଭାବେ ଜଣାପଡ଼ିବ ବୋଲି ଆଇଆଇସି ଶ୍ରୀଯୁକ୍ତ ମାଝୀ ପ୍ରକାଶ କରିଛନ୍ତି।

News Comment

You Might Also Like

BACK TO TOP