Breaking News

ପୁରୁଷୋତ୍ତମପୁର ରେ ଥିବା ଆଇ ଏସ ଆର ଡ଼ି ରେ ସ୍ୱାଧୀନତା ଦିବସ ପାଳିତ |    (15-Aug-2026)       ||      ସ୍ୱାଧୀନତା ଦିବସ ରେ ସ୍ବର୍ଗତ୍ବ କେ ଭାସ୍କର ପାତ୍ର ଙ୍କ 77 ତମ ବାର୍ଷିକୀ ସ୍ମୃତି ରେ ରକ୍ତ ଦାନ ଶିବିର ଅନୁଷ୍ଠିତ ||   (15-Aug-2026)       ||      ଗଞ୍ଜାମ ଜିଲ୍ଲା ସ୍ତରୀୟ 80 ତମ ସ୍ୱାଧୀନତା ଦିବସ ଛତ୍ରପୁର ଠାରେ ପାଳିତ |    (15-Aug-2026)       ||      ବ୍ରହ୍ମପୁର ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟ ପକ୍ଷରୁ "ହର ଘର ତ୍ରିରଙ୍ଗା " କାର୍ଯ୍ୟକ୍ରମ ଅନୁଷ୍ଠିତ |   (15-Aug-2026)       ||      ବାଲିଗୁଡା ରେ ଉପଖଣ୍ଡ ସ୍ତରୀୟ 80 ତମ ସ୍ୱାଧୀନତା ଦିବସ ପାଳିତ |   (15-Aug-2026)       ||      ପୁରୁଷୋତ୍ତମପୁର ଏନଏସି ରେ ବିଭିନ୍ନ ଦାବି ନେଇ କାଉନ ସିଲର ଙ୍କ ଧାରଣା |    (15-Aug-2026)       ||      ବାଲିଗୁଡା ଉପଖଣ୍ଡ ବରିଷ୍ଟ ନାଗରିକ ସଂଘ ତରଫରୁ ସ୍ୱାଧୀନତା ଦିବସପାଳିତ |   (15-Aug-2026)       ||      ଯୁକ୍ରେନ ବିରୁଦ୍ଧରେ ରୁଷ ପାଈଁ କୋର୍ଟ ଲଢ଼ିବେ ଭାରତୀୟ ପୂର୍ବତନ ବିଚାର ପତି DY ଚନ୍ଦ୍ରଚୁଡ଼ ||   (15-Aug-2026)       ||      ଜାତୀୟ ପତାକା ଉତ୍ତୋଳନ ପରେ ଅସୁସ୍ଥ ହୋଇ ପଡିଲେ 8ଜଣ ଛାତ୍ରୀ ||   (15-Aug-2026)       ||      32 ବର୍ଷ ତଳର ସେହି ହିନ୍ଦୀ ଗୀତ ସେତେବେଳେ ଲେଖିବା ସମୟରେ କାନ୍ଦି ପକେଇଥିଲେ ଲେଖକ |   (14-Aug-2026)       ||      କଂଗ୍ରେସ ଛାତ୍ର ନେତାଙ୍କୁ ହ୍ୱାଟ୍ସଅପ ମାଧ୍ୟମରେ ପୂର୍ବ ଜିଲ୍ଲା କଂଗ୍ରେସ ସଭାପତି ଙ୍କ ଗାଳି ଓ ଆକ୍ରମଣ ଧମକ |   (14-Aug-2026)       ||      ପୋଲସରା ସରକାରୀ କଲେଜ ଏନ ସି ସି ଛାତ୍ରୀ ମାନଙ୍କ ଦ୍ୱାରା "ହର ଘର ତ୍ରିରଙ୍ଗା " ରାଲୀ |    (14-Aug-2026)       ||      ଦେଶ ଭକ୍ତି, ଦେଶପ୍ରେମ,ତ୍ରିରଙ୍ଗା ଯାତ୍ରାରେ ଯୋଗଦେଲେ ଖୋର୍ଦ୍ଧା ଏମପି |   (14-Aug-2026)       ||      "ଘରେ ଘରେ ତ୍ରିରଙ୍ଗା " ଅଭିଯାନ ରେ ଡ଼ି. ଆଇ. ଇ. ଟି. ଗଞ୍ଜାମ ପକ୍ଷରୁ ପଦଯାତ୍ରା ଆୟୋଜିତ |   (14-Aug-2026)       ||      ହରଘର ତ୍ରିରଙ୍ଗା, ଦେଶପ୍ରେମ ଭାବନା ରେ ଏକାଠି ହେଲେ ଖୋର୍ଦ୍ଧାର ଆଇନ ଜୀବୀ |    (14-Aug-2026)       ||      ଖଲ୍ଲିକୋଟ ସରକାରୀ ଚାରୁ ଓ କାରୁ କଳା ମହା ବିଦ୍ୟାଳୟ ରେ ସୁଜନ ଚର୍ଚ୍ଚା - 1-   (14-Aug-2026)       ||      ଡିଜିପି ନିଯୁକ୍ତି କୁ ନେଇ ଅଡୁଆରେ ରାଜ୍ୟ ସରକାର |    (14-Aug-2026)       ||      ମିନି ମାରାଥନ ଦୌଡ଼ ପ୍ରତିଯୋଗିତା, 400ରୁ ଉର୍ଦ୍ଧ ଯୁବକ, ଯୁବତୀ ସାମିଲ |    (14-Aug-2026)       ||      ହାତୀ ସୁରକ୍ଷା ଡ୍ୟୁଟି ରେ ଥିବା ବନ କର୍ମଚାରୀଙ୍କୁ ଆକ୍ରମଣ ଘଟଣା ରେ ଅଭିଯୁକ୍ତ ଗିରଫ |    (14-Aug-2026)       ||      ହାତୀ ସୁରକ୍ଷା ଦାଇତ୍ୱ ରେ ଥିବା ବନ କର୍ମଚାରୀ ଙ୍କୁ ଦୁର୍ବୁତ୍ତ ଙ୍କ ଆକ୍ରମଣ |    (14-Aug-2026)       ||     

ରାଇପୁର ପଞ୍ଚାୟତ ରେ ଜିଲ୍ଲା ପାଳ ଙ୍କ ଅଭି ଯୋଗ ଶୁଣାଣି ଅନୁଷ୍ଠିତ |

22-Sep-2025

ରାଇପୁର ଗ୍ରାମରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି,

         ଓଡିଶା ଜନ ମତବ୍ୟୁରୋ,

ଗଞ୍ଜାମ ଜିଲ୍ଲାପାଳଙ୍କ ନିଷ୍ପତି କ୍ରମେ ଜିଲ୍ଲାର ସବୁ ବ୍ଳକର ପ୍ରତିପଂଚାୟତରେ ପ୍ରତେକ ସୋମ‌ବାରଦିନ ଅଭିଯୋଗ ଶୁଣାଣି କରିବାକୁ ନିଷ୍ପତି ନେଇଏହି ଆଭିଯୋଗ ଶୁଣାଣି ପାଈଁ ଆରମ୍ଭ କରାଯାଇଥିଲା | 
ଆଜି ପୁରୁଷୋତ୍ତମପୁର ବ୍ଳକରରାଇପୁର ପଞ୍ଚାୟତ ରେ ଏହି ଅଭିଯୋଗ ଶୁଣାଣି ହୋଇଥିଲା । ଏହା ମହିଳା ସରପଞ୍ଚନମିତା କୁମାରୀ ବେହେରା ଏବଂ ବ୍ଳକ ଜିପିଓ ମୀନ କେତନ ବେହେରା ,ଓ ପିଇଓ କେଶବ ଗୌଡ଼ ଙ୍କ ମିଳିତ ସଂଯୋଜନା ରେ ଆରମ୍ଭ କରାଯାଇ ଥିଲା |  ଏହି ଅଭିଯୋଗ ଶୁଣାଣି ରେ ମୁଖ୍ୟ ଅତିଥି ଭାବେବ୍ଳକ ଅଧକ୍ଷା  ପିଙ୍କି ବେହେରା ବ୍ଳକ  ତହସିଲଦାର ବିନୋଦ କୁମାର ବେହେରା ଓ ଅତିରିକ୍ତ ବିଡ଼ିଓ ନିରାକାର ଜେନା ଯୋଗ ଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବେ ପୁରୁଷୋତ୍ତମପୁର ବ୍ଳକ ର ନିର୍ବାହୀ ଯନ୍ତ୍ରୀ ସରୋଜ କୁମାର ସାବତ ଏବଂ ସିଡିପିଓ ଲଳିତା ମଲ୍ଲିକ ଓ ସମିତି ସଭ୍ୟା ଉଷା ରାଣୀ ବେହେରା ମଞ୍ଚାସିନ ଥିଲେ | ପ୍ରଥମେ ଅତିଥି ମାନଙ୍କୁ ପଞ୍ଚାୟତ ତରଫରୁ ଉପଢୌକନ ଓ ପୁଷ୍ପ ଗୁଛ ଦେଇ ସ୍ୱାଗତ କରାଯାଇଥିଲା | ଜନଶୁଣାଣୀରେ ସବୁ ଲାଇନ ବିଭାଗର  ଅଧିକାରୀ, ସମସ୍ତ ଜିଆରଏସ, କିଛି ପଞ୍ଚାୟତ ର ପିଇଓ ମାନଙ୍କ ସହିତ ଯୋଗାଣ ସହାୟକ, ଏବଂ ପଞ୍ଚାୟତ ର କର୍ମଚାରୀ ଙ୍କ ସହ ଅଙ୍ଗନ ୱାଡି କର୍ମୀ, ସୁପର ଭାଇଜର ଚିନ୍ମୟୀ ବେହେରା ଓ କିଛି ଯୁବକମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ଆଗେଇ ନେଇଥିଲେ | ତେବେ 150 ରୁ  ଅଧିକ ଅଭିଯୋଗକାରି ବିଭିନ୍ନ ବିଷୟ ନେଇ ଅଭିଯୋଗ କରିବା ପାଇଁ ଆସିଥିଲେ |ତେବେJ ବିଶେଷ କରି ରାସନକାର୍ଡ଼ ସଂଯୋଗୀ କରଣ, ଆବାସ, ଭତ୍ତା ଭଳି ଅଧିକାଂଶ ଅଭିଯୋଗ ଆସିଥିବାର ଦେଖାଯାଇଛି |  ତେବେ ଆଜିର ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ ପ୍ରାୟ ଏକ ସହରୁ  ଉର୍ଦ୍ଧ ଲୋକଙ୍କ ଅଭିଯୋଗ ଶୁଣାଯାଇ ›ତାହାର ସମାଧାନ କରାଯିବ ବୋଲି  ତହସିଲଦାର ବିନୋଦ ବେହେରା କହିଛନ୍ତି |

News Comment

You Might Also Like

BACK TO TOP