Breaking News

ପୁରୁଷୋତ୍ତମପୁର ପରିବା ମାର୍କେଟ ରେ ମଧ୍ୟ ଧୁମ ଧାମରେ ପାଳିତ ହେଲା ପତାକା ଉତ୍ତୋଳନ |    (16-Aug-2026)       ||      ତିନି କୋଟି ରୁ ଉର୍ଦ୍ଧ ସରକାରୀ ଅର୍ଥ ଆତ୍ମସାତ ଘଟଣା ରେ ଭିଜିଲାନ୍ସ ଦ୍ୱାରା ଦୁଇ ଗିରଫ ||   (16-Aug-2026)       ||      ପୁରୁଷୋତ୍ତମପୁର ରେ ଥିବା ଆଇ ଏସ ଆର ଡ଼ି ରେ ସ୍ୱାଧୀନତା ଦିବସ ପାଳିତ |    (15-Aug-2026)       ||      ସ୍ୱାଧୀନତା ଦିବସ ରେ ସ୍ବର୍ଗତ୍ବ କେ ଭାସ୍କର ପାତ୍ର ଙ୍କ 77 ତମ ବାର୍ଷିକୀ ସ୍ମୃତି ରେ ରକ୍ତ ଦାନ ଶିବିର ଅନୁଷ୍ଠିତ ||   (15-Aug-2026)       ||      ଗଞ୍ଜାମ ଜିଲ୍ଲା ସ୍ତରୀୟ 80 ତମ ସ୍ୱାଧୀନତା ଦିବସ ଛତ୍ରପୁର ଠାରେ ପାଳିତ |    (15-Aug-2026)       ||      ବ୍ରହ୍ମପୁର ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟ ପକ୍ଷରୁ "ହର ଘର ତ୍ରିରଙ୍ଗା " କାର୍ଯ୍ୟକ୍ରମ ଅନୁଷ୍ଠିତ |   (15-Aug-2026)       ||      ବାଲିଗୁଡା ରେ ଉପଖଣ୍ଡ ସ୍ତରୀୟ 80 ତମ ସ୍ୱାଧୀନତା ଦିବସ ପାଳିତ |   (15-Aug-2026)       ||      ପୁରୁଷୋତ୍ତମପୁର ଏନଏସି ରେ ବିଭିନ୍ନ ଦାବି ନେଇ କାଉନ ସିଲର ଙ୍କ ଧାରଣା |    (15-Aug-2026)       ||      ବାଲିଗୁଡା ଉପଖଣ୍ଡ ବରିଷ୍ଟ ନାଗରିକ ସଂଘ ତରଫରୁ ସ୍ୱାଧୀନତା ଦିବସପାଳିତ |   (15-Aug-2026)       ||      ଯୁକ୍ରେନ ବିରୁଦ୍ଧରେ ରୁଷ ପାଈଁ କୋର୍ଟ ଲଢ଼ିବେ ଭାରତୀୟ ପୂର୍ବତନ ବିଚାର ପତି DY ଚନ୍ଦ୍ରଚୁଡ଼ ||   (15-Aug-2026)       ||      ଜାତୀୟ ପତାକା ଉତ୍ତୋଳନ ପରେ ଅସୁସ୍ଥ ହୋଇ ପଡିଲେ 8ଜଣ ଛାତ୍ରୀ ||   (15-Aug-2026)       ||      32 ବର୍ଷ ତଳର ସେହି ହିନ୍ଦୀ ଗୀତ ସେତେବେଳେ ଲେଖିବା ସମୟରେ କାନ୍ଦି ପକେଇଥିଲେ ଲେଖକ |   (14-Aug-2026)       ||      କଂଗ୍ରେସ ଛାତ୍ର ନେତାଙ୍କୁ ହ୍ୱାଟ୍ସଅପ ମାଧ୍ୟମରେ ପୂର୍ବ ଜିଲ୍ଲା କଂଗ୍ରେସ ସଭାପତି ଙ୍କ ଗାଳି ଓ ଆକ୍ରମଣ ଧମକ |   (14-Aug-2026)       ||      ପୋଲସରା ସରକାରୀ କଲେଜ ଏନ ସି ସି ଛାତ୍ରୀ ମାନଙ୍କ ଦ୍ୱାରା "ହର ଘର ତ୍ରିରଙ୍ଗା " ରାଲୀ |    (14-Aug-2026)       ||      ଦେଶ ଭକ୍ତି, ଦେଶପ୍ରେମ,ତ୍ରିରଙ୍ଗା ଯାତ୍ରାରେ ଯୋଗଦେଲେ ଖୋର୍ଦ୍ଧା ଏମପି |   (14-Aug-2026)       ||      "ଘରେ ଘରେ ତ୍ରିରଙ୍ଗା " ଅଭିଯାନ ରେ ଡ଼ି. ଆଇ. ଇ. ଟି. ଗଞ୍ଜାମ ପକ୍ଷରୁ ପଦଯାତ୍ରା ଆୟୋଜିତ |   (14-Aug-2026)       ||      ହରଘର ତ୍ରିରଙ୍ଗା, ଦେଶପ୍ରେମ ଭାବନା ରେ ଏକାଠି ହେଲେ ଖୋର୍ଦ୍ଧାର ଆଇନ ଜୀବୀ |    (14-Aug-2026)       ||      ଖଲ୍ଲିକୋଟ ସରକାରୀ ଚାରୁ ଓ କାରୁ କଳା ମହା ବିଦ୍ୟାଳୟ ରେ ସୁଜନ ଚର୍ଚ୍ଚା - 1-   (14-Aug-2026)       ||      ଡିଜିପି ନିଯୁକ୍ତି କୁ ନେଇ ଅଡୁଆରେ ରାଜ୍ୟ ସରକାର |    (14-Aug-2026)       ||      ମିନି ମାରାଥନ ଦୌଡ଼ ପ୍ରତିଯୋଗିତା, 400ରୁ ଉର୍ଦ୍ଧ ଯୁବକ, ଯୁବତୀ ସାମିଲ |    (14-Aug-2026)       ||     

ପୋଲସରା ଢୁଙ୍କା ପଡା ଶିବମନ୍ଦିର ରେ ରାମକୃଷ୍ଣ ପଟ୍ଟନାୟକ ଚାରିଟେବୁଲ ଟ୍ରଷ୍ଟ ତରଫରୁ ସାମୁହିକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ |

19-Sep-2025

"ରାମକୃଷ୍ଣ ପଟ୍ଟନାୟକ ଚାରିଟେବୁଲ ଟ୍ରଷ୍ଟ" ପକ୍ଷରୁ ସାମୁହିକ ବୃକ୍ଷରୋପଣ ଶୁଭାରମ୍ଭ।

ଓଡ଼ିଶା ଜନମତ,ପୋଲସରା,ସନ୍ତୋଷ କୁମାର ପଣ୍ଡା
  ତା.୧୯/୦୯/୨୦୨୫:

 ସେବା ପକ୍ଷ ଅବସରରେ ପୂର୍ବତନ ଅର୍ଥମନ୍ତ୍ରୀ ସ୍ବର୍ଗତ ରାମକୃଷ୍ଣ ପଟ୍ଟନାୟଙ୍କ ନାମରେ ନାମିତ "ରାମକୃଷ୍ଣ ପଟ୍ଟନାୟକ ଚାରିଟେବୁଲ ଟ୍ରଷ୍ଟ" ପକ୍ଷରୁ ଢ଼ୁଙ୍କାପଡା ଶିବମନ୍ଦିର ପରିସରରେ ସାମୁହିକ ବୃକ୍ଷ ରୋପଣ କରାଯାଇଛି |ଟ୍ରଷ୍ଟର ଉପଦେଷ୍ଟା ତଥା ପୂର୍ଵତନ ଆସିକା ସାଂସଦ ଶ୍ରୀମତୀ କୁମୁଦିନୀ ପଟ୍ଟନାୟକ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ |ଏହି ଟ୍ରଷ୍ଟର ଟ୍ରଷ୍ଟି ଶ୍ରୀମତୀ ତଦାଶା ତପସ୍ୱିନୀ,ସମ୍ପାଦକ ଶ୍ରୀ ଉତ୍ତମ କୁମାର ଦାସଙ୍କ ସମେତ ସମସ୍ତ ସଦସ୍ୟ ଏବଂ ଗ୍ରାମବାସୀ ଉପସ୍ଥିତ ଥିଲେ |ଟ୍ରଷ୍ଟି ଶ୍ରୀମତୀ ତଦଶା ତପସ୍ୱିନୀ ଆଗାମୀ ଦିନରେ ଟ୍ରଷ୍ଟ ତରଫରୁ ପୋଲସରା ଏବଂ ବୁଗୁଡ଼ା ଅଞ୍ଚଳର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ବୃକ୍ଷ ରୋପଣ କରିବାକୁ ଟ୍ରଷ୍ଟ ତରଫରୁ ନିଷ୍ପତ୍ତି ନିଆଯାଇଥିବା ପ୍ରକାଶ କରିଥିଲେ ।

News Comment

You Might Also Like

BACK TO TOP