Breaking News

ମଦ ବିକ୍ରୀକୁ ବନ୍ଦ କରି ନଷ୍ଟ କଲେ ମହିଳା ଗ୍ରୁପ,|    (17-Aug-2026)       ||      ଗୋଟିଏ କାହାଣୀରେ 4ଗୋଟି ଫିଲ୍ମ, ସବୁ ବ୍ଲକ ବ୍ଳଷ୍ଟର |    (16-Aug-2026)       ||      ନଦୀ ପାଣିରେ ଭାସିଯିବାର ଚାରି ଦିନ ପରେ ବି ମିଳିନି ଲକ୍ଷ୍ମଣ ଙ୍କ ମୃତ ଦେହ |    (16-Aug-2026)       ||      ହିଞ୍ଜିଳି ଗୋପବନ୍ଧୁ ପ୍ରେସ କ୍ଳବ ପକ୍ଷରୁ ମହା ଆଡ଼ମ୍ବର ରେ ସ୍ୱାଧୀନତା ଦିବସ ପାଳିତ |    (16-Aug-2026)       ||      ସ୍ୱାଧୀନତା ଦିବସ ରେ ମେଧା ସମ୍ମାନ |    (16-Aug-2026)       ||      ମୃତକଙ୍କ ପାଖରେ ପହଞ୍ଚି ସମ ବେଦନା ଜଣାଇଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ |    (16-Aug-2026)       ||      କଳମ୍ବ ଗ୍ରାମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ |    (16-Aug-2026)       ||      ଭାରତ ରୁ ଅନ୍ୟଦେଶ ବିଭାଜନ ହୋଇ ନଥିଲେ କେତେ ବଡ଼ ଓ ସୁନ୍ଦର ଦିଶିଥାଆନ୍ତା |   (16-Aug-2026)       ||      ପଦ୍ମପୁର ରେ ଉପଖଣ୍ଡ ସ୍ତରୀୟ 80 ତମ ସ୍ୱାଧୀନତା ଦିବସ ପାଳିତ |    (16-Aug-2026)       ||      ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ 80 ତମ ସ୍ୱାଧୀନତା ଦିବସ ପାଳିତ!|    (16-Aug-2026)       ||      ପଦ୍ମପୁର ଓକିଲ ସଂଘ ଆନୁକୁଲ୍ୟରେ ରକ୍ତ ଦାନ ଶିବିର ଅନୁଷ୍ଠିତ |    (16-Aug-2026)       ||      ପୁରୁଷୋତ୍ତମପୁର ବିଜେପି ତରଫରୁ ସ୍ୱାଧୀନତା ଦିବସ ପାଳିତ |    (16-Aug-2026)       ||      ପୁରୁଷୋତ୍ତମପୁର ପରିବା ମାର୍କେଟ ରେ ମଧ୍ୟ ଧୁମ ଧାମରେ ପାଳିତ ହେଲା ପତାକା ଉତ୍ତୋଳନ |    (16-Aug-2026)       ||      ତିନି କୋଟି ରୁ ଉର୍ଦ୍ଧ ସରକାରୀ ଅର୍ଥ ଆତ୍ମସାତ ଘଟଣା ରେ ଭିଜିଲାନ୍ସ ଦ୍ୱାରା ଦୁଇ ଗିରଫ ||   (16-Aug-2026)       ||      ପୁରୁଷୋତ୍ତମପୁର ରେ ଥିବା ଆଇ ଏସ ଆର ଡ଼ି ରେ ସ୍ୱାଧୀନତା ଦିବସ ପାଳିତ |    (15-Aug-2026)       ||      ସ୍ୱାଧୀନତା ଦିବସ ରେ ସ୍ବର୍ଗତ୍ବ କେ ଭାସ୍କର ପାତ୍ର ଙ୍କ 77 ତମ ବାର୍ଷିକୀ ସ୍ମୃତି ରେ ରକ୍ତ ଦାନ ଶିବିର ଅନୁଷ୍ଠିତ ||   (15-Aug-2026)       ||      ଗଞ୍ଜାମ ଜିଲ୍ଲା ସ୍ତରୀୟ 80 ତମ ସ୍ୱାଧୀନତା ଦିବସ ଛତ୍ରପୁର ଠାରେ ପାଳିତ |    (15-Aug-2026)       ||      ବ୍ରହ୍ମପୁର ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟ ପକ୍ଷରୁ "ହର ଘର ତ୍ରିରଙ୍ଗା " କାର୍ଯ୍ୟକ୍ରମ ଅନୁଷ୍ଠିତ |   (15-Aug-2026)       ||      ବାଲିଗୁଡା ରେ ଉପଖଣ୍ଡ ସ୍ତରୀୟ 80 ତମ ସ୍ୱାଧୀନତା ଦିବସ ପାଳିତ |   (15-Aug-2026)       ||      ପୁରୁଷୋତ୍ତମପୁର ଏନଏସି ରେ ବିଭିନ୍ନ ଦାବି ନେଇ କାଉନ ସିଲର ଙ୍କ ଧାରଣା |    (15-Aug-2026)       ||     

ବ୍ରହ୍ମପୁର ଟାଉନ ଥାନା ତରଫରୁ ଏକ ଲଡଜ ରେ ଚାଲିଥିବା ସେକ୍ସ ରେକଟ ଠାବ ||

11-Sep-2025

ବ୍ରହ୍ମ ପୁର ସହର ଏକ ଲଜରେ ସେକ୍ସ ରକେଟକୁ ଠାବ କଲା ଟାଉନ ପୋଲିସ |

       ଓଡିଶା ଜନମତ ବ୍ୟୁରୋ

ବ୍ରହ୍ମପୁର  ଟାଉନ୍ ଥାନା ଅଧୀନ ଖଲ୍ଲିକୋଟ କଲେଜ ନିକଟରେ ଥିବା ମିଡ୍ ଟାଉନ୍ ଲର୍ଜ୍ ରେ ସେକ୍ସ ରାକେଟ ଚାଲିଥିବା ଖବର ପାଇ ଗତ କାଲି ରାତି ରେ ଟାଉନ୍ ଥାନା ପୋଲିସ ଚଢ଼ାଉ କରିଥିଲା । ସେଠାରୁ ସେକ୍ସ ରାକେଟ ଚଲାଉଥିବା ଜଣେ ଯୁବକକୁ ଉଠାଇ ଆଣିଥିବା ବେଳେ ସେଠାରେ ରହିଥିବା ଝିଅ କୁ ଛାଡି ଦେଇଥିଲେ । ସେହି ସେକ୍ସ ରାକେଟ କୁ ଅନ୍ୟ କିଛି ଯୁବକ ଓ ଲର୍ଜର କିଛି କର୍ମଚାରି ମିଶି ଚଳାଉଥିବା ଜଣା ପଡ଼ିଛି। ତେବେ ଲଜରୁ ବହୁ ଆପତ୍ତି ଜନକ ସାମଗ୍ରୀ ଉଦ୍ଧାର କରିଛି ପୋଲିସ | ଲଜର ମେନେଜର ଜି କ୍ରିଷ୍ନ ପାତ୍ର ଙ୍କ ସହ 4ଜଣ ଗିରିଫ କରିଛି ପୋଲିସ | ସେଠାରୁ ଜଣେ ପୀଡିତା କୁ ଉଦ୍ଧାର କରି ପୁନର୍ବାସ ପାଇଁ ପୋଲିସ ର ଉଦ୍ୟମ |

News Comment

You Might Also Like

BACK TO TOP