Breaking News

ସରକାର ଙ୍କ ଘୋଷଣା,ରାକ୍ଷୀ ପୁର୍ଣିମା ନିମନ୍ତେ ମହିଳାଙ୍କୁ ମିଳିବ ତିନିଦିନ ମାଗଣା ବସ ସେବା    (17-Aug-2026)       ||      ମାନବା ଧିକାର ମିଶନ ଗଞ୍ଜାମ ଜିଲ୍ଲା ତରଫରୁ, 4ଅନାଥ ଶିଶୁଙ୍କ ପରିବାରକୁ 25ହଜାର ଟଙ୍କା ଓ ରାସନ ସାମଗ୍ରୀ ପ୍ରଦାନ |   (17-Aug-2026)       ||      ପ୍ରେମ ଜନିତ ହତ୍ୟା କାଣ୍ଡ ବୋଲି ପୋଲିସ ର ସୂଚନା | କାଜୁ ଜଙ୍ଗଲ ରୁ ମିଳିଥିଲା ଗଳିତ ଶବ |    (17-Aug-2026)       ||      ଜାତୀୟ ରାଜପଥ କାମ ନିମ୍ନ ମାନର ଯୋଗୁଁ ଘଟୁଛି ଟ୍ରକ ଦୁର୍ଘଟଣା |    (17-Aug-2026)       ||      ଲଗାଣ ବର୍ଷା ରେ ଦୁଇ ଘର କାନ୍ଥ ପଡି ପରିବାର କ୍ଷତିଗ୍ରସ୍ତ |   (17-Aug-2026)       ||      ମଦ ବିକ୍ରୀକୁ ବନ୍ଦ କରି ନଷ୍ଟ କଲେ ମହିଳା ଗ୍ରୁପ,|    (17-Aug-2026)       ||      ଗୋଟିଏ କାହାଣୀରେ 4ଗୋଟି ଫିଲ୍ମ, ସବୁ ବ୍ଲକ ବ୍ଳଷ୍ଟର |    (16-Aug-2026)       ||      ନଦୀ ପାଣିରେ ଭାସିଯିବାର ଚାରି ଦିନ ପରେ ବି ମିଳିନି ଲକ୍ଷ୍ମଣ ଙ୍କ ମୃତ ଦେହ |    (16-Aug-2026)       ||      ହିଞ୍ଜିଳି ଗୋପବନ୍ଧୁ ପ୍ରେସ କ୍ଳବ ପକ୍ଷରୁ ମହା ଆଡ଼ମ୍ବର ରେ ସ୍ୱାଧୀନତା ଦିବସ ପାଳିତ |    (16-Aug-2026)       ||      ସ୍ୱାଧୀନତା ଦିବସ ରେ ମେଧା ସମ୍ମାନ |    (16-Aug-2026)       ||      ମୃତକଙ୍କ ପାଖରେ ପହଞ୍ଚି ସମ ବେଦନା ଜଣାଇଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ |    (16-Aug-2026)       ||      କଳମ୍ବ ଗ୍ରାମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ |    (16-Aug-2026)       ||      ଭାରତ ରୁ ଅନ୍ୟଦେଶ ବିଭାଜନ ହୋଇ ନଥିଲେ କେତେ ବଡ଼ ଓ ସୁନ୍ଦର ଦିଶିଥାଆନ୍ତା |   (16-Aug-2026)       ||      ପଦ୍ମପୁର ରେ ଉପଖଣ୍ଡ ସ୍ତରୀୟ 80 ତମ ସ୍ୱାଧୀନତା ଦିବସ ପାଳିତ |    (16-Aug-2026)       ||      ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ 80 ତମ ସ୍ୱାଧୀନତା ଦିବସ ପାଳିତ!|    (16-Aug-2026)       ||      ପଦ୍ମପୁର ଓକିଲ ସଂଘ ଆନୁକୁଲ୍ୟରେ ରକ୍ତ ଦାନ ଶିବିର ଅନୁଷ୍ଠିତ |    (16-Aug-2026)       ||      ପୁରୁଷୋତ୍ତମପୁର ବିଜେପି ତରଫରୁ ସ୍ୱାଧୀନତା ଦିବସ ପାଳିତ |    (16-Aug-2026)       ||      ପୁରୁଷୋତ୍ତମପୁର ପରିବା ମାର୍କେଟ ରେ ମଧ୍ୟ ଧୁମ ଧାମରେ ପାଳିତ ହେଲା ପତାକା ଉତ୍ତୋଳନ |    (16-Aug-2026)       ||      ତିନି କୋଟି ରୁ ଉର୍ଦ୍ଧ ସରକାରୀ ଅର୍ଥ ଆତ୍ମସାତ ଘଟଣା ରେ ଭିଜିଲାନ୍ସ ଦ୍ୱାରା ଦୁଇ ଗିରଫ ||   (16-Aug-2026)       ||      ପୁରୁଷୋତ୍ତମପୁର ରେ ଥିବା ଆଇ ଏସ ଆର ଡ଼ି ରେ ସ୍ୱାଧୀନତା ଦିବସ ପାଳିତ |    (15-Aug-2026)       ||     

କାର ଭିତରେ ନାବାଳିକା କୁ ବଳତ୍କାର କରି ଅଭିଯୁକ୍ତ ଫେରାର |

07-Sep-2025

ନାବାଳିକା କୁ କାର୍‌ ଭିତରେ ବଳାତ୍କାର କରିଥିବା ଅଭିଯୋଗ: ଘଟଣା ପରେ ଅଭିଯୁକ୍ତ ଫେରାର

                ଓଡିଶା ଜନମତ,

ବାଲିଗୁଡ଼ା, ସଞ୍ଜୟ କୁମାର ପାଣିଗ୍ରାହୀ, ତା, ୦୭/୦୯:  

କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ନେଇ ପରିବାର ଲୋକ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ଦାରିଙ୍ଗବାଡ଼ି ପୋଲିସ ଘଟଣାକୁ ଗୁରୁତର ନେଇ ପୋକ୍ସୋ ଆଇନରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ଘଟଣା ପରେ ଅଭିଯୁକ୍ତ ଫେରାର ରହିଥିବା ପୋଲିସ କହିଛି। ପ୍ରକାଶ ଯେ, ନାବାଳିକା ଜଣକ ଗତ ଅଗଷ୍ଟ ୩୧ରେ ନିଜ ବଡ଼ ଭଉଣୀ ଘରକୁ ବୁଲିବାକୁ ଆସିଥିଲେ। ତେବେ ଶୁକ୍ରବାର ସନ୍ଧ୍ୟାରେ ଭଉଣୀ ଘରଠାରୁ କିଛି ଦୂରରେ ଗଣେଶ ମୂର୍ତ୍ତି ଭସାଣି ପାଇଁ ବିରାଟ ଶୋଭାଯାତ୍ରା ହେଉଥିଲା। ତାହା ଦେଖିବା ପାଇଁ ଭଉଣୀ ସେଠାକୁ ଯାଇଥିଲେ। ଏହି ସମୟରେ ଶୋଭାଯାତ୍ରା ଓ ଭସାଣି ସରିବା ପରେ ନାବାଳିକା ଜଣକ ତାଙ୍କ ଡ୍ରେସ୍‌ ଜ୍ୟାକେଟ୍‌ ଜଣଙ୍କ ଘରେ ରଖିଥିଲେ। ସେ ପ୍ରସାଦ ଖାଇ ସେଠାକୁ ଯାଇ ନିଜ ଜ୍ୟାକେଟ୍‌ଟି ନେଇ ଆସୁଥିବା ବେଳେ ଜଣେ ବିବାହିତ ଯୁବକ କାର୍‌ରେ ଆସି ନାବାଳିକାଙ୍କୁ ଜୋର ଜବରଦସ୍ତ ଉଠାଇ ନେଇ ଦାରିଙ୍ଗବାଡ଼ି ସହର ବାହାରେ କାର୍‌ ଭିତରେ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ବଳାତ୍କାର କରିଥିବା ଯୁବକ ଜଣକ କାରର ଡୋର୍‌ ଖୋଲିବା ଦେଖି ନାବାଳିକା ଜଣକ ଚିତ୍କାର କରି ସେଠାରୁ ଖସିଯିବାକୁ ଉଦ୍ୟମ କରିଥିଲେ। ତେବେ ଅଭିଯୁକ୍ତ ଜଣକ ନାବାଳିକାଙ୍କ ଚୁଟିକୁ ଧରି ଘୋଷାଡ଼ି ଘୋଷାଡ଼ିି ପୁଣି କାର୍‌ ନିକଟକୁ ନେଇ କାହାକୁ କହିଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ ବୋଲି ଅଭିଯୋଗପତ୍ରରେ ଉଲ୍ଲେଖ କରାଯାଇଛି। ନାବାଳିକା ଜଣକ ଗୁରୁତର ଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି। ପୋଲିସ ଏହି ମାମଲାରେ କାହାରିକୁ ଗିରଫ କରିପାରିନାହିଁ। ଅଭିଯୁକ୍ତ ଫେରାର ଥିବା କୁହାଯାଇଛି। ଘଟଣା ପରେ ଦାରିଙ୍ଗବାଡ଼ି ଅଞ୍ଚଳରେ ଏହା ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ପୋଲିସ ପାଟ୍ରୋଲିଂକୁ କଡ଼ାକଡ଼ି କରାଯିବାକୁ ଦୃଢ଼ ଦାବି ହେଉଛି। ଏଥିସହିତ ମହିଳାମାନଙ୍କ ସୁରକ୍ଷାକୁ ପୋଲିସ ଗୁରୁତ୍ୱ ଦେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।

News Comment

You Might Also Like

BACK TO TOP