Breaking News

ସୃଜନ ସାହିତ୍ୟ ସଂସ୍କୃତି ସଂସଦ ର ଷଷ୍ଟ ବାର୍ଷିକ ଉତ୍ସବ ଅବସର ରେ ସାରସ୍ୱତ ସମ୍ମାନ ସମାରୋହ ଆୟୋଜିତ |   (20-Aug-2026)       ||      ଗଞ୍ଜାମ ଜିଲ୍ଲା ଶାଖା ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ର ପ୍ରଥମ କାର୍ଯ୍ୟ କାରିଣୀ ବୈଠକ |   (20-Aug-2026)       ||      ଏୟାର ଇଣ୍ଡିଆର ଦୁଇ ପାଇଲେଟ ଡ୍ରଗ ଟେଷ୍ଟ ରେ ପଯେତିଭ |   (19-Aug-2026)       ||      ଟ୍ରେନ ର ଏସି ରୁମରେ ପସି ଚୋର କରୁଥିଲା ସୁନା ଚୋରି |    (19-Aug-2026)       ||      ଧସିଗଲା ନୁଆଁ ପୋଖରୀର ପାଖ ସୁରକ୍ଷା କାନ୍ଥ ||   (19-Aug-2026)       ||      ଚାକିରୀ ଦେବା ନାଁରେ 16 ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୁକ୍ତ ଗିରଫ |   (19-Aug-2026)       ||      ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ ତରଫରୁ କୋଦଳା ଠାରେ ପ୍ରତିଭା ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ |    (19-Aug-2026)       ||      ଯଳସେଚନ ସମସ୍ୟା ନେଇ ତହସିଲଦାର ଙ୍କୁ ଦାବିପତ୍ର ଦେଲେ ୩ ଗୋଟି ପଞ୍ଚାୟତ ବାସୀ |   (19-Aug-2026)       ||      ପ୍ରେମରେ ବିଫଳ ହୋଇ ଯୁବକଙ୍କ ଉନ୍ମୁତ କାଣ୍ଡ ¡   (19-Aug-2026)       ||      ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ଗଞ୍ଜାମ ଜିଲ୍ଲା ଶାଖା ର କାର୍ଯ୍ୟକାରିଣୀ ବୈଠକ |   (19-Aug-2026)       ||      ଦେଢକୋଟି ଟଙ୍କାର ସାମଗ୍ରୀ ହେର ଫେର ଘଟଣା ରେ ଜଣେ ଗିରଫ ||   (19-Aug-2026)       ||      ସରକାରୀ ଚାକିରୀ ଦେବା ଆଳରେ ଅନଲାଇନ ରେ ଅର୍ଥ ଠକେଇ କରୁଥିବା ଯୁବକ ଗିରଫ ||   (19-Aug-2026)       ||      ଶାହରୁଖାନ ଙ୍କ ପାଇଁ ଗୀତ ଲେଖିଥିଲେ ପୂର୍ବତନ ପ୍ରଧାନ ମନ୍ତ୍ରୀ ||   (19-Aug-2026)       ||      ଏଗାର ଦଫା ଦାବି ନେଇ ଜିଲ୍ଲା ପାଳ ଙ୍କ ଅଫିସ ଆଗରେ ଭାରତୀୟ ମଜୁଦୁର ସଂଘ ର ବିକ୍ଷୋଭ |    (18-Aug-2026)       ||      ସୁନା ଦୋକାନୀ ଉପରେ ପ୍ରତିଶୋଧ ପାଇଁ ଡକାୟତି ଯୋଜନା ପଣ୍ଡ, ପାଞ୍ଚ ଅଭିଯୁକ୍ତ ଗିରଫ |    (18-Aug-2026)       ||      ଚଢ଼େୟାପଡା ଠାରେ ଦୁଇ ମାସ ହେଲା ପାନୀୟ ଜଳ ଯୋଗାଣ ବନ୍ଦ |   (18-Aug-2026)       ||      ତାଡି ଜବତ ସହ ବାଇକ ଓ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କଲା ଅବକାରୀ ପୋଲିସ ||   (18-Aug-2026)       ||      ଭାଲୁ ଆକ୍ରମଣ ରେ ଜଣେ ବ୍ୟକ୍ତି ଗୁରୁତର ମେଡିକାଲ ରେ ଭର୍ତ୍ତି ||   (18-Aug-2026)       ||      ଶୁଭ୍ରା ସେଟ୍ଟି ଙ୍କୁତୃତୀୟ ବିବାହ କରିବେ 20 ବର୍ଷ ରୁ ଅଧିକ ନିର୍ଦେଶକ ଅନୁରାଗ କଶ୍ୟପ |   (18-Aug-2026)       ||      ପିଏମ ଶ୍ରୀ ସର୍ଦ୍ଦାରଅନ୍ତର୍ଯ୍ୟାମୀ ଉଚ୍ଚ ବିଦ୍ୟାଳୟ ରେ 10କୋଟି ନିଶାମୁକ୍ତ ପ୍ରତିଜ୍ଞା ମହା ଅଭିଯାନ ||   (17-Aug-2026)       ||     

ପୁରୁଷୋତ୍ତମପୁର ନଗର ବିଜେପି ସଭାପତି ହେଲେ ବିଶ୍ୱ ଭୂଷଣ ମହାପାତ୍ର |

26-Aug-2025

ବିଜେପି ନଗରନୂତନ ସଭାପତିହେଲେ ବିଶ୍ୱ ଭୂଷଣ ମହାପାତ୍ର,

          ଓଡିଶା ଜନ ମତ ବ୍ୟୁରୋ,

ପୁରୁଷୋତ୍ତମପୁର ନଗର ସଭାପତି  ଖାଳିପଡିଥିବା ପଦବୀ ପୂରଣ ପାଇଁ ପୁରୁଷୋତ୍ତମପୁର ନଗର ଠାରୁ ଜିଲ୍ଲା କର୍ମକର୍ତ୍ତା ପର୍ଯ୍ୟନ୍ତ ସମସ୍ତଙ୍କୁ  ଦକୀୟ ନେତା, କର୍ମୀ ମାନେ ଅନୁରୋଧ କରିଥିଲେ  | ତେବେ ଜିଲ୍ଲା ସଭାପତି ଙ୍କ ଅନୁମୋଦନ କ୍ରମେ  ପୁରୁଷୋତ୍ତମପୁର ସହର ର ଯୁବନେତା, ପରୋପକାରୀ,ଓ କାଉନ ସିଲର ଙ୍କ ସ୍ୱାମୀ ବିଶ୍ୱ ଭୂଷଣ ମହାପାତ୍ର (ଚିଣ୍ଟୁ )ଙ୍କୁଏହି ପଦବୀ ନିମନ୍ତେ ଚୟନକରାଯାଇଥିଲା | ଏହି ଘଟଣା ପ୍ରଚାରିତହେବା ପରେ  କର୍ମୀ, ନେତା ମାନଙ୍କ ମହଲ ରେ ଉତ୍ସାହ ବଢ଼ି ଯାଇଥିଲା   | ତେବେ ଅପରାହ୍ନ ରେ ଏନଏସି ଅଧକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା ଙ୍କ   ନେତୃତ୍ୱ ରେ ଦକୀୟ କାଉନ ସିଲର କର୍ମୀ ନେତା ଙ୍କ ଉପସ୍ଥିତି ରେ  ତାଙ୍କୁ ସ୍ୱାଗତ ଏବଂ ସମ୍ବର୍ଦ୍ଧିତକରି  ନୂତନ ନଗର ସଭାପତି ଙ୍କ ସଂଯୋଜନା ରେ ଆଗାମୀ ଦିନରେ ସବୁ କର୍ମକର୍ତ୍ତା ଙ୍କ ସହଯୋଗ ରେ ଅନ୍ୟାନ୍ୟ ପଦକ୍ଷେପ ନିଆଯିବାକୁ ସ୍ଥିର କରାଗଲା | ଏହି ସ୍ୱାଗତ ଉତ୍ସବ ରେ ପ୍ରାୟସତୁରିରୁ ଉର୍ଦ୍ଧ କର୍ମୀ ଯୋଗ ଦେଇଥିଲେ | ବିଶ୍ୱ ଭୂଷଣ ମହାପାତ୍ର ଙ୍କୁ ନଗର ସଭାପତି ମନୋନୀତ କରିଥିବାରୁ ଆସ୍କା ଏମପି ଅନୀତାସୁଭଦର୍ଶିନୀ, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ, ଆସ୍କା ସଂସଦୀୟ ସଭାପତି ବିଜୟ କୁମାର ସ୍ୱାଇଁ, ଆସ୍କା ସଂସଦୀୟ ପ୍ରତିନିଧି ଯଂଜ୍ଞ ନାରାୟଣ ଦାଶ, ପୁରୁଷୋତ୍ତମପୁର ବ୍ଳକ ଏମପି ନମିନି ଅନିଲ କୁମାରପଣ୍ଡା, ଏନଏସି ଅଧକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା, ଙ୍କୁ ଧନ୍ୟବାଦ ଜଣାଇଛନ୍ତି |

News Comment

You Might Also Like

BACK TO TOP