Breaking News

ବ୍ରହ୍ମପୁର ରେ ତିନି ଦିନିଆ ରାଜ୍ୟ ସ୍ତରୀୟ ଲୋକନାଟକ ମହୋତ୍ସବ ଉଦଯାପିତ |    (21-Aug-2026)       ||      ଭଲ ପାଇ ଧୋକା ଦେଲା ପ୍ରେମିକ, ଥାନାରେ ମାମଲା ରୁଜୁ |    (21-Aug-2026)       ||      ହିଞ୍ଜିଳି କାଟୁ ବିଜ୍ଞାନ ମହା ବିଦ୍ୟାଳୟ କୁ ଏକକ ବିଶ୍ୱ ବିଦ୍ୟାଳୟ ମାନ୍ୟତା ଦେବାକୁ ଦାବି |    (21-Aug-2026)       ||      ବେଗୁନିଆପଡା ବ୍ଲକର 49 ଅଙ୍ଗନବାଡି କେନ୍ଦ୍ରର ନାହିଁ ନିଜସ୍ୱ ଗୃହ |    (21-Aug-2026)       ||      ପୁରୁଷୋତ୍ତମପୁର ରେ ଉଦଯାପିତ ହେଲା ତିନିଦିନ ଧରି ଚାଲିଥିବା ଲକ୍ଷପତି ଦିଦି କାର୍ଯ୍ୟକ୍ରମ ||   (21-Aug-2026)       ||      ବିଧାନ ସଭା ଗୃହ କମିଟି ଅଧକ୍ଷ ଓ ସଦସ୍ୟ ମାନେ ମା ତାରା ତାରିଣୀ ଙ୍କୁ ଦର୍ଶନ କଲେ ||   (21-Aug-2026)       ||      ବିଭିନ୍ନ ଅସୁବିଧା ନେଇ ବିଡ଼ିଓ ଙ୍କୁ ଦାବିପତ୍ର ଦେଲେ ମଠ ବରିଡା ଗ୍ରାମବାସୀ |   (20-Aug-2026)       ||      ବିଭିନ୍ନ ସମସ୍ୟା ନେଇ କୃଷକ ସଂଘର ଜିଲ୍ଲା ପାଳ ଙ୍କୁ ଦାବିପତ୍ର |    (20-Aug-2026)       ||      ସୁନା ଲୁଟ କରିବାକୁ ଆସି ଭୁଜାଲିରେ ପରିବାର ଙ୍କୁ ଆକ୍ରମଣ |    (20-Aug-2026)       ||      ବଟି ମାଗିବାକୁ ନେଇ ବିଜେପି ନାରୀ ନେତ୍ରୀଙ୍କ ବିରୁଦ୍ଧରେ ଥାନା ରେ ଅଭିଯୋଗ |   (20-Aug-2026)       ||      ଯୋଗ୍ୟ ହିତାଧିକାରୀ ଆବାସ ଯୋଜନା ରୁ ବଞ୍ଚିତ ହୋଇ ପାଲଥିନ ତଳେ ଜୀବନ ବିତାଉଛନ୍ତି |    (20-Aug-2026)       ||      ଦାରା ସିଂହ ଙ୍କ କେଶ ରେ ସରକାର ଙ୍କ ଉପରେ ବର୍ଷିଲେ ସୁପ୍ରିମ କୋର୍ଟ ||   (20-Aug-2026)       ||      ଦାରା ସିଂହ ଙ୍କ ଶୁଣାଣୀ ଉପରେ ସରକାର ଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମ କୋର୍ଟ |    (20-Aug-2026)       ||      କରେଣ୍ଟ ଲଗାଇ ହାତୀ ମାରିବା ଘଟଣା ରେ ଅଭିଯୁକ୍ତ ଗିରିଫ |   (20-Aug-2026)       ||      ହାତୀ ଦାନ୍ତ ଜବତ ସହ ଚାରି ଅଭିଯୁକ୍ତ ଗିରଫ |    (20-Aug-2026)       ||      ଅନ୍ତର୍ଜାତୀୟ ଜୁଡେ ଏବଂ ମାର୍ଶାଲ ସ୍ଵର୍ଣ ପଦକ ବିଜେତା ଏବେ ଦିନ ମଜୁରିଆ |    (20-Aug-2026)       ||      ସୃଜନ ସାହିତ୍ୟ ସଂସ୍କୃତି ସଂସଦ ର ଷଷ୍ଟ ବାର୍ଷିକ ଉତ୍ସବ ଅବସର ରେ ସାରସ୍ୱତ ସମ୍ମାନ ସମାରୋହ ଆୟୋଜିତ |   (20-Aug-2026)       ||      ଗଞ୍ଜାମ ଜିଲ୍ଲା ଶାଖା ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ର ପ୍ରଥମ କାର୍ଯ୍ୟ କାରିଣୀ ବୈଠକ |   (20-Aug-2026)       ||      ଏୟାର ଇଣ୍ଡିଆର ଦୁଇ ପାଇଲେଟ ଡ୍ରଗ ଟେଷ୍ଟ ରେ ପଯେତିଭ |   (19-Aug-2026)       ||      ଟ୍ରେନ ର ଏସି ରୁମରେ ପସି ଚୋର କରୁଥିଲା ସୁନା ଚୋରି |    (19-Aug-2026)       ||     

ନିଖିଳ ଉତ୍କଳ ଖରୁଡ଼ା ସମାଜ ଖୋର୍ଦ୍ଧା ଶାଖା ପକ୍ଷରୁ ଗୋମାତା ଙ୍କୁ ଖାଦ୍ୟ ବଣ୍ଟନ ଓ ରକ୍ଷା ବନ୍ଧନ ଅନୁଷ୍ଠିତ |

09-Aug-2025

ନିଖିଳ ଉତ୍କଳ ଖରୁଡ଼ା ସମାଜ ଖୋର୍ଦ୍ଧା ଶାଖା ପକ୍ଷରୁ ଗୋ ମାତା ଙ୍କୁ ଖାଦ୍ୟ ବଣ୍ଟନ ଓ ରକ୍ଷା ବନ୍ଧନ
--------------------------------------------
ଓଡିଶା ଜନମତ,ଖୋର୍ଦ୍ଧା, ଗୋପାଳକୃଷ୍ଣ ପ୍ରଧାନ

ଖୋର୍ଦ୍ଧା ସହର ଅଧିନ କୋର୍ଟ ପାଖ ରେ ଥିବା ଗୋଶାଳା ରେ ନିଖିଳ ଉତ୍କଳ ଖରୁଡ଼ା ସମାଜ ଖୋର୍ଦ୍ଧା ଶାଖା ପକ୍ଷରୁ ସଭାପତି ରବୀନ୍ଦ୍ର ନାୟକ ଓ ସମ୍ପାଦକ ଶିବଶଙ୍କର ନାୟକଙ୍କ ଆୟୋଜନ ରେ ପବିତ୍ର ରକ୍ଷା ବନ୍ଧନ ଉପଲକ୍ଷେ ଗୋ ମାତା ଙ୍କୁ ଖାଦ୍ୟ ବଣ୍ଟନ ସହିତ ରକ୍ଷା ବନ୍ଧନ କରାଯାଇଥିଲା।ଅନୁଷ୍ଠାନ ର ୧୫ ରୁ ୨୦ ଜଣ ସଦସ୍ୟ ଏକତ୍ର ହୋଇ ଗୋଶାଳା ରେ ଥିବା ଗୋ ମାତା ଙ୍କୁ ଦୀପ, ଧୂପ ,ଚନ୍ଦନ,ଫୁଲ ମାଳ ଦେଇ ପୂଜା କରିବା ପରେ ପବିତ୍ର ରାଖୀ ବାନ୍ଧିଥିଲେ।ତତ ସହିତ କଦଳୀ,ସେଓ,କମଳା,ଓ ଅନ୍ୟାନ୍ୟ ଖାଦ୍ୟ ଦେଇଥିଲେ।ସେହିପରି ଉକ୍ତ ଅଞ୍ଚଳ ସଫା କରିଥିଲେ।ଏହି ସମୟରେ ଗୋଶାଳରେ ଏକ ଆଧ୍ୟାତ୍ମିକ ଓ ମନୋଜ୍ଞ ପରିବେଶ ସୃଷ୍ଟି ହୋଇଥିଲା ବେଳେ ଗୋମାତା ମାନେ ଏକ ଲୟରେ ଅନୁଷ୍ଠାନର କର୍ମକର୍ତ୍ତା ଙ୍କୁ ଚାହିଁ ରହିଥିଲେ।ସତେ ଯେମିତି ମା ଓ ପିଲାଙ୍କ ବାତ୍ସଲ୍ୟ ମମତା ବାରି ହୋଇ ପଡୁଥିଲା।ଅନୁଷ୍ଠାନ ର କର୍ମକର୍ତ୍ତା ଙ୍କ ଏଭଳି କାର୍ଯ୍ୟ କୁ ଗୋଶାଳାର କର୍ମକର୍ତ୍ତା ଓ ସ୍ଥାନୀୟ ବୃଦ୍ଧିଜୀବୀ ପ୍ରଶଂସା କରିଥିଲେ।ଏହି ମହତ କାର୍ଯ୍ୟ ରେ ଅନ୍ୟ ମାନଙ୍କ ମଧ୍ୟରେ ଉପସଭାପତି କୃଷ୍ଣଚନ୍ଦ୍ର ନାୟକ,ସହସମ୍ପଦକ ନୃସିଂହ ଚରଣ ନାୟକ, କୋଷାଢ଼6 ଦିଲ୍ଲୀପ କୁମାର ନାୟକ ସଭ୍ୟ ଦେବରାଜ ନାୟକ ,ହରିଶ ଚନ୍ଦ୍ର ନାୟକ,ଙ୍କ ସହିତ ଅନ୍ୟ ସଭ୍ୟ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।ଏହି ଅନୁଷ୍ଠାନ କେବଳ ଯେ ଏହି କାର୍ଯ୍ୟ ନୁହେଁ ମେଡ଼ିକାଲ ସଫେଇ,ବୃକ୍ଷରୋପଣ ,ବରୁଣେଇ ଅଞ୍ଚଳକୁ ରଜ ସମୟରେ ସଫେଇ,ଆଦି କରିଥିଲା ବେଳେ ଖୁବଶୀଘ୍ର ରକ୍ତଦାନ ଶିବିର କରିବାକୁ ନିଷ୍ପତି ନେଇଥିବା ସମ୍ପାଦକ ଶିବ ଶଙ୍କର ନାୟକ ସୂଚନା ଦେଇଛନ୍ତି

News Comment

You Might Also Like

BACK TO TOP