Breaking News

ବ୍ରହ୍ମପୁର ରେ ତିନି ଦିନିଆ ରାଜ୍ୟ ସ୍ତରୀୟ ଲୋକନାଟକ ମହୋତ୍ସବ ଉଦଯାପିତ |    (21-Aug-2026)       ||      ଭଲ ପାଇ ଧୋକା ଦେଲା ପ୍ରେମିକ, ଥାନାରେ ମାମଲା ରୁଜୁ |    (21-Aug-2026)       ||      ହିଞ୍ଜିଳି କାଟୁ ବିଜ୍ଞାନ ମହା ବିଦ୍ୟାଳୟ କୁ ଏକକ ବିଶ୍ୱ ବିଦ୍ୟାଳୟ ମାନ୍ୟତା ଦେବାକୁ ଦାବି |    (21-Aug-2026)       ||      ବେଗୁନିଆପଡା ବ୍ଲକର 49 ଅଙ୍ଗନବାଡି କେନ୍ଦ୍ରର ନାହିଁ ନିଜସ୍ୱ ଗୃହ |    (21-Aug-2026)       ||      ପୁରୁଷୋତ୍ତମପୁର ରେ ଉଦଯାପିତ ହେଲା ତିନିଦିନ ଧରି ଚାଲିଥିବା ଲକ୍ଷପତି ଦିଦି କାର୍ଯ୍ୟକ୍ରମ ||   (21-Aug-2026)       ||      ବିଧାନ ସଭା ଗୃହ କମିଟି ଅଧକ୍ଷ ଓ ସଦସ୍ୟ ମାନେ ମା ତାରା ତାରିଣୀ ଙ୍କୁ ଦର୍ଶନ କଲେ ||   (21-Aug-2026)       ||      ବିଭିନ୍ନ ଅସୁବିଧା ନେଇ ବିଡ଼ିଓ ଙ୍କୁ ଦାବିପତ୍ର ଦେଲେ ମଠ ବରିଡା ଗ୍ରାମବାସୀ |   (20-Aug-2026)       ||      ବିଭିନ୍ନ ସମସ୍ୟା ନେଇ କୃଷକ ସଂଘର ଜିଲ୍ଲା ପାଳ ଙ୍କୁ ଦାବିପତ୍ର |    (20-Aug-2026)       ||      ସୁନା ଲୁଟ କରିବାକୁ ଆସି ଭୁଜାଲିରେ ପରିବାର ଙ୍କୁ ଆକ୍ରମଣ |    (20-Aug-2026)       ||      ବଟି ମାଗିବାକୁ ନେଇ ବିଜେପି ନାରୀ ନେତ୍ରୀଙ୍କ ବିରୁଦ୍ଧରେ ଥାନା ରେ ଅଭିଯୋଗ |   (20-Aug-2026)       ||      ଯୋଗ୍ୟ ହିତାଧିକାରୀ ଆବାସ ଯୋଜନା ରୁ ବଞ୍ଚିତ ହୋଇ ପାଲଥିନ ତଳେ ଜୀବନ ବିତାଉଛନ୍ତି |    (20-Aug-2026)       ||      ଦାରା ସିଂହ ଙ୍କ କେଶ ରେ ସରକାର ଙ୍କ ଉପରେ ବର୍ଷିଲେ ସୁପ୍ରିମ କୋର୍ଟ ||   (20-Aug-2026)       ||      ଦାରା ସିଂହ ଙ୍କ ଶୁଣାଣୀ ଉପରେ ସରକାର ଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମ କୋର୍ଟ |    (20-Aug-2026)       ||      କରେଣ୍ଟ ଲଗାଇ ହାତୀ ମାରିବା ଘଟଣା ରେ ଅଭିଯୁକ୍ତ ଗିରିଫ |   (20-Aug-2026)       ||      ହାତୀ ଦାନ୍ତ ଜବତ ସହ ଚାରି ଅଭିଯୁକ୍ତ ଗିରଫ |    (20-Aug-2026)       ||      ଅନ୍ତର୍ଜାତୀୟ ଜୁଡେ ଏବଂ ମାର୍ଶାଲ ସ୍ଵର୍ଣ ପଦକ ବିଜେତା ଏବେ ଦିନ ମଜୁରିଆ |    (20-Aug-2026)       ||      ସୃଜନ ସାହିତ୍ୟ ସଂସ୍କୃତି ସଂସଦ ର ଷଷ୍ଟ ବାର୍ଷିକ ଉତ୍ସବ ଅବସର ରେ ସାରସ୍ୱତ ସମ୍ମାନ ସମାରୋହ ଆୟୋଜିତ |   (20-Aug-2026)       ||      ଗଞ୍ଜାମ ଜିଲ୍ଲା ଶାଖା ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ର ପ୍ରଥମ କାର୍ଯ୍ୟ କାରିଣୀ ବୈଠକ |   (20-Aug-2026)       ||      ଏୟାର ଇଣ୍ଡିଆର ଦୁଇ ପାଇଲେଟ ଡ୍ରଗ ଟେଷ୍ଟ ରେ ପଯେତିଭ |   (19-Aug-2026)       ||      ଟ୍ରେନ ର ଏସି ରୁମରେ ପସି ଚୋର କରୁଥିଲା ସୁନା ଚୋରି |    (19-Aug-2026)       ||     

ଚାଣକ୍ୟ କନିଷ୍ଟ ବିଜ୍ଞାନ କଲେଜ ର ନବାଗତ ଙ୍କୁ ସ୍ୱାଗତ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ||

07-Aug-2025

ଚାଣକ୍ୟ  କନିଷ୍ଟ ବିଜ୍ଞାନ କଲେଜ ର ନବାଗତ ଙ୍କୁ ସ୍ୱାଗତ ଓ ଅଭିଭାବକ ସମ୍ମିଳନୀ | 

ଓଡିଶା ଜନମତ, ଖଲ୍ଲିକୋଟ, ମାଧବ ବେହେରା,

ଖଲ୍ଲିକୋଟ :  7/8 ଗୁରୁବାର ଦିନ ଖଲ୍ଲିକୋଟ ସ୍ଥିତ ଚାଣକ୍ୟ କନିଷ୍ଟ ବିଜ୍ଞାନ କଲେଜ ର ନୂତନ ଛାତ୍ରୀ ଓ ଛାତ୍ରୀ ମାନଙ୍କୁ ସ୍ୱାଗତ ଓ ଅଭିଭାବକ ସମ୍ମିଳନୀ କଲେଜ କ୍ୟାମ୍ପାସ ଭିତେରେ ଅନୁଷ୍ଠିତ ହୋଇଯାଇଛି | କଲେଜ ପରିଚାଳନା ସଭାପତି ପ୍ରଭାତ ଚନ୍ଦ୍ର ସାମନ୍ତରା ଙ୍କ ଅଧକ୍ଷତା ରେ ସମ୍ପାଦକ ବିଜୟ କୁମାର ସାହୁ ଅଧକ୍ଷ ରଘୁନାଥ ବେହେରା ଉପାଧ୍ୟାକ୍ଷ ହେମନ୍ତ କୁମାର ବେହେରା ଅଧ୍ୟାପକ ମୁକୁନ୍ଦ ମିଶ୍ର ସରସ୍ବତୀ ପରିଡା ସାଗର ସାହୁ ରୁପମାଞ୍ଜଳି ପ୍ରଧାନ ଆକାଶ ପ୍ରଧାନ ନଳିନୀ କାନ୍ତ ଜେନା ଇପ୍ସିତା ଗୌଡ଼ ସୂର୍ଯ୍ୟ ଗୌଡ଼ ଝରଣା ପ୍ରଧାନ ପ୍ରମୁଖ ଛାତ୍ର ଛାତ୍ରୀ ଓ ଅଭିଭାବକ ମନକୁ ପରାମର୍ଶ ଦେଇ ଅଭିଭାବକ ମାନେ ସଚେତନ ହୋଇ ନିଜର ସନ୍ତାନ ମାନଙ୍କୁ ଉତ୍ତମ ଉପଦେଶ ଓ ସଂସ୍କାର ପ୍ରଦାନ କଲେ ସେମାନଙ୍କ ସ୍ବପ୍ନ ସାର୍ଥକ ହେବ ବୋଲି ପ୍ରକାଶ କରିଥିଲେ |ସେହିପରି ଉପସ୍ଥିତ ବରିଷ୍ଟ ଛାତ୍ର ଛାତ୍ରୀ ସେମାନଙ୍କ ଅଭିଜ୍ଞତା ବଖାଣିଥିବା ବେଳେ ଅଭିଭାବକ ମାନେ ଶିକ୍ଷା ଓ ଶିକ୍ଷୟତନ ବିକାଶ ପାଇଁ ବିଭିନ୍ନ ମତ ରଖିଥିଲେ |ଏ ଉପଲକ୍ଷେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥାପନ ହୋଇଥିଲା | ( ଫୋଟୋ )ମାଧବ ବେହେରା, ଖଲ୍ଲିକୋଟ

News Comment

You Might Also Like

  ଶି‍କ୍ଷା ଓ ନିଯୁକ୍ତି  

ସ୍ୱାଧୀନତା ଦିବସ ରେ ମେଧା ସମ୍ମାନ |

BACK TO TOP