Breaking News

ପୁଣି ଦ୍ୱତୀୟ ବିବାହ କଲେ ଜଣେ ଅଭିନେତା ||   (22-Aug-2026)       ||      ଜିରୋ ରନ ରେ କେବେବି ଆଉଟ ହୋଇ ନଥିବା ଜଣେ କ୍ରିକେଟିଏର |   (21-Aug-2026)       ||      କନ୍ୟାରୀ ବାଡ଼ିରେ ବେସାହାରା ହୋଇଥିବା ଚାରି କୁନି ଛୁଆଙ୍କୁ ସାହାଯ୍ୟ କଲେ ବିଧାୟକ ପ୍ରତାପ ନାୟକ |    (21-Aug-2026)       ||      ସାଧାରଣ ଲୋକଙ୍କ ପାଈଁ ନାହିଁ ଶ୍ମଶାନ କୁ ରାସ୍ତା , ଶବସଂସ୍କାର ପାଈଁ ହଟ ହଟା |   (21-Aug-2026)       ||      ଜୁଆ ଆଡ୍ଡା ଉପରେ ପୋଲିସ ର ଚଢ଼ାଉ ବାଇକ, ଟଙ୍କା ସହ 7ଜଣ ଗିରଫ |    (21-Aug-2026)       ||      ତପ୍ତପାଣି ଉଷ୍ଣ ପଶ୍ରବଣ ପରିଦର୍ଶନ କରି କନ୍ଧୁଣୀ ଦେବୀଙ୍କ ଉନ୍ନୟନ ବୁଲି ଦେଖିଲେ ବିଧାନ ସଭା ଗୃହ କମିଟି |   (21-Aug-2026)       ||      ବେଗୁନିଆପଡା ବ୍ଲକରେ ସାମାଜିକ ସୁରକ୍ଷା ଜନ ଶୁଣାଣୀ ଅନୁଷ୍ଠିତ |   (21-Aug-2026)       ||      ବସ ସହିତ ବୁଲେଟ ମୁହାଁମୁହିଁ ଧକ୍କାରେ ଯୁବକ ମୃତ |    (21-Aug-2026)       ||      ବ୍ରହ୍ମପୁର ରେ ତିନି ଦିନିଆ ରାଜ୍ୟ ସ୍ତରୀୟ ଲୋକନାଟକ ମହୋତ୍ସବ ଉଦଯାପିତ |    (21-Aug-2026)       ||      ଭଲ ପାଇ ଧୋକା ଦେଲା ପ୍ରେମିକ, ଥାନାରେ ମାମଲା ରୁଜୁ |    (21-Aug-2026)       ||      ହିଞ୍ଜିଳି କାଟୁ ବିଜ୍ଞାନ ମହା ବିଦ୍ୟାଳୟ କୁ ଏକକ ବିଶ୍ୱ ବିଦ୍ୟାଳୟ ମାନ୍ୟତା ଦେବାକୁ ଦାବି |    (21-Aug-2026)       ||      ବେଗୁନିଆପଡା ବ୍ଲକର 49 ଅଙ୍ଗନବାଡି କେନ୍ଦ୍ରର ନାହିଁ ନିଜସ୍ୱ ଗୃହ |    (21-Aug-2026)       ||      ପୁରୁଷୋତ୍ତମପୁର ରେ ଉଦଯାପିତ ହେଲା ତିନିଦିନ ଧରି ଚାଲିଥିବା ଲକ୍ଷପତି ଦିଦି କାର୍ଯ୍ୟକ୍ରମ ||   (21-Aug-2026)       ||      ବିଧାନ ସଭା ଗୃହ କମିଟି ଅଧକ୍ଷ ଓ ସଦସ୍ୟ ମାନେ ମା ତାରା ତାରିଣୀ ଙ୍କୁ ଦର୍ଶନ କଲେ ||   (21-Aug-2026)       ||      ବିଭିନ୍ନ ଅସୁବିଧା ନେଇ ବିଡ଼ିଓ ଙ୍କୁ ଦାବିପତ୍ର ଦେଲେ ମଠ ବରିଡା ଗ୍ରାମବାସୀ |   (20-Aug-2026)       ||      ବିଭିନ୍ନ ସମସ୍ୟା ନେଇ କୃଷକ ସଂଘର ଜିଲ୍ଲା ପାଳ ଙ୍କୁ ଦାବିପତ୍ର |    (20-Aug-2026)       ||      ସୁନା ଲୁଟ କରିବାକୁ ଆସି ଭୁଜାଲିରେ ପରିବାର ଙ୍କୁ ଆକ୍ରମଣ |    (20-Aug-2026)       ||      ବଟି ମାଗିବାକୁ ନେଇ ବିଜେପି ନାରୀ ନେତ୍ରୀଙ୍କ ବିରୁଦ୍ଧରେ ଥାନା ରେ ଅଭିଯୋଗ |   (20-Aug-2026)       ||      ଯୋଗ୍ୟ ହିତାଧିକାରୀ ଆବାସ ଯୋଜନା ରୁ ବଞ୍ଚିତ ହୋଇ ପାଲଥିନ ତଳେ ଜୀବନ ବିତାଉଛନ୍ତି |    (20-Aug-2026)       ||      ଦାରା ସିଂହ ଙ୍କ କେଶ ରେ ସରକାର ଙ୍କ ଉପରେ ବର୍ଷିଲେ ସୁପ୍ରିମ କୋର୍ଟ ||   (20-Aug-2026)       ||     

ଖଲ୍ଲିକୋଟ ବ୍ଲକର ତିନି ଗୋଟି ପଞ୍ଚାୟତ ର 215 ହିତାଧିକାରୀ ଙ୍କୁ ରାସନ କାର୍ଡ଼ ବାଣ୍ଟିଲେ ବିଧାୟକ ପୁର୍ଣ ଚନ୍ଦ୍ର ସେଠୀ |

01-Aug-2025

ଖଲ୍ଲିକୋଟ ; ତାଳପଡା, ନାଇଁକାଣିପଲ୍ଲୀ ଓ ମଥୁରା ପଂଚାୟର ର 215 ହିତାଧିକାରୀ ଙ୍କୁ ରେସନ କାର୍ଡ ବାଣ୍ଟିଲେ ବିଧାୟକ |(

 ଓଡିଶା ଜନମତ, ଖଲ୍ଲିକୋଟ,ମାଧବ ବେହେରା 
1/8/23:

 ଦୀର୍ଘ ଦିନ ହେଲା  ଖଲ୍ଲିକୋଟ ବ୍ଲକ ର  ବହୁ ଗରିବ ଲୋକ ମାନେ ଖଣ୍ଡେ ଖାଉଟି କାର୍ଡ  ପାଇବା ପାଇଁ ହାଇରାଣ ହରକତ ହୋଇ ଆସୁଥିବା ବେଳେ ଶୁକ୍ରବାର ଦିନ ଖଲ୍ଲିକୋଟ ବ୍ଲକ ର ତାଳପଡା, ନାଇଁକାଣିପଲ୍ଲୀ ଓ ମଥୁରା ପଂଚାୟତ ଦପ୍ତର କୁ ଯାଇ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ ଉକ୍ତ ତିନି ଗୋଟି ପଂଚାୟତ ର 215 ଜଣ ଗରିବ ଖାଉଟି ଙ୍କୁ ରେସନ କାର୍ଡ ବଣ୍ଟନ କରିଥିଲେ |ତଳପଡ଼ା ପଂଚାୟତ ର 43 ଜଣ ନାଇଁକାଣିପଲ୍ଲୀ ପଂଚାୟତ ର 73 ଜଣ ଓ ମଥୁରା ପଂଚାୟତ ର 99 ଜଣ ହିତାଧିକାରୀ ଙ୍କୁ ରାସନ କାର୍ଡ ବଣ୍ଟନ କରିଥିଲେ |ରାସନ କାର୍ଡ ପାଇବା  ପରେ ଖୁଶ ବ୍ୟକ୍ତ କରିଥିଲେ |ଉକ୍ତ ରାସନ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ରେ ଖଲ୍ଲିକୋଟ ବୋ ଡ଼ି ଓ ଦେବାଶିଷ ସାମଲ, ଯୋଗାଣ ଅଧିକାରୀ ଶୁଭସ୍ମିତା ପରିଡା ତିନି ଗୋଟି ପଂଚାୟତ ର ସରପଞ୍ଚ ମନୋଜ ସେଠୀ, ମିଥୁନ ଖୁଣ୍ଟିଆ ଓ ମେହମତ  ସେଠୀ ଙ୍କ ସମେତ ସମିତି ଅଧକ୍ଷ ଙ୍କ ପ୍ରତିନଧି ଅରୁଣ କୁମାର ଖୁଣ୍ଟିଆ, ପ୍ରାକ୍ତନ ବ୍ଲକ ଉପାଧ୍ୟାଖ ପଦ୍ମ ଚରଣ ସୁବୁଦ୍ଧି ପୂର୍ବତନ ସରପଞ୍ଚ ବ୍ରଜ କିଶୋର ସ୍ୱାଇଁ, ମନୋଜ କୁମାର ପ୍ରଧାନ ଓ ଯୁବ ବିଜେପି ନେତା ନିରଞ୍ଜନ ନାୟକ ପ୍ରମୁଖ ଯୋଗ ଦାନ କରି ଅଂଶ ଗ୍ରହଣ କରିଥିଲେ |( ଫୋଟୋ )

News Comment

You Might Also Like

BACK TO TOP