Breaking News

ପୁଣି ଦ୍ୱତୀୟ ବିବାହ କଲେ ଜଣେ ଅଭିନେତା ||   (22-Aug-2026)       ||      ଜିରୋ ରନ ରେ କେବେବି ଆଉଟ ହୋଇ ନଥିବା ଜଣେ କ୍ରିକେଟିଏର |   (21-Aug-2026)       ||      କନ୍ୟାରୀ ବାଡ଼ିରେ ବେସାହାରା ହୋଇଥିବା ଚାରି କୁନି ଛୁଆଙ୍କୁ ସାହାଯ୍ୟ କଲେ ବିଧାୟକ ପ୍ରତାପ ନାୟକ |    (21-Aug-2026)       ||      ସାଧାରଣ ଲୋକଙ୍କ ପାଈଁ ନାହିଁ ଶ୍ମଶାନ କୁ ରାସ୍ତା , ଶବସଂସ୍କାର ପାଈଁ ହଟ ହଟା |   (21-Aug-2026)       ||      ଜୁଆ ଆଡ୍ଡା ଉପରେ ପୋଲିସ ର ଚଢ଼ାଉ ବାଇକ, ଟଙ୍କା ସହ 7ଜଣ ଗିରଫ |    (21-Aug-2026)       ||      ତପ୍ତପାଣି ଉଷ୍ଣ ପଶ୍ରବଣ ପରିଦର୍ଶନ କରି କନ୍ଧୁଣୀ ଦେବୀଙ୍କ ଉନ୍ନୟନ ବୁଲି ଦେଖିଲେ ବିଧାନ ସଭା ଗୃହ କମିଟି |   (21-Aug-2026)       ||      ବେଗୁନିଆପଡା ବ୍ଲକରେ ସାମାଜିକ ସୁରକ୍ଷା ଜନ ଶୁଣାଣୀ ଅନୁଷ୍ଠିତ |   (21-Aug-2026)       ||      ବସ ସହିତ ବୁଲେଟ ମୁହାଁମୁହିଁ ଧକ୍କାରେ ଯୁବକ ମୃତ |    (21-Aug-2026)       ||      ବ୍ରହ୍ମପୁର ରେ ତିନି ଦିନିଆ ରାଜ୍ୟ ସ୍ତରୀୟ ଲୋକନାଟକ ମହୋତ୍ସବ ଉଦଯାପିତ |    (21-Aug-2026)       ||      ଭଲ ପାଇ ଧୋକା ଦେଲା ପ୍ରେମିକ, ଥାନାରେ ମାମଲା ରୁଜୁ |    (21-Aug-2026)       ||      ହିଞ୍ଜିଳି କାଟୁ ବିଜ୍ଞାନ ମହା ବିଦ୍ୟାଳୟ କୁ ଏକକ ବିଶ୍ୱ ବିଦ୍ୟାଳୟ ମାନ୍ୟତା ଦେବାକୁ ଦାବି |    (21-Aug-2026)       ||      ବେଗୁନିଆପଡା ବ୍ଲକର 49 ଅଙ୍ଗନବାଡି କେନ୍ଦ୍ରର ନାହିଁ ନିଜସ୍ୱ ଗୃହ |    (21-Aug-2026)       ||      ପୁରୁଷୋତ୍ତମପୁର ରେ ଉଦଯାପିତ ହେଲା ତିନିଦିନ ଧରି ଚାଲିଥିବା ଲକ୍ଷପତି ଦିଦି କାର୍ଯ୍ୟକ୍ରମ ||   (21-Aug-2026)       ||      ବିଧାନ ସଭା ଗୃହ କମିଟି ଅଧକ୍ଷ ଓ ସଦସ୍ୟ ମାନେ ମା ତାରା ତାରିଣୀ ଙ୍କୁ ଦର୍ଶନ କଲେ ||   (21-Aug-2026)       ||      ବିଭିନ୍ନ ଅସୁବିଧା ନେଇ ବିଡ଼ିଓ ଙ୍କୁ ଦାବିପତ୍ର ଦେଲେ ମଠ ବରିଡା ଗ୍ରାମବାସୀ |   (20-Aug-2026)       ||      ବିଭିନ୍ନ ସମସ୍ୟା ନେଇ କୃଷକ ସଂଘର ଜିଲ୍ଲା ପାଳ ଙ୍କୁ ଦାବିପତ୍ର |    (20-Aug-2026)       ||      ସୁନା ଲୁଟ କରିବାକୁ ଆସି ଭୁଜାଲିରେ ପରିବାର ଙ୍କୁ ଆକ୍ରମଣ |    (20-Aug-2026)       ||      ବଟି ମାଗିବାକୁ ନେଇ ବିଜେପି ନାରୀ ନେତ୍ରୀଙ୍କ ବିରୁଦ୍ଧରେ ଥାନା ରେ ଅଭିଯୋଗ |   (20-Aug-2026)       ||      ଯୋଗ୍ୟ ହିତାଧିକାରୀ ଆବାସ ଯୋଜନା ରୁ ବଞ୍ଚିତ ହୋଇ ପାଲଥିନ ତଳେ ଜୀବନ ବିତାଉଛନ୍ତି |    (20-Aug-2026)       ||      ଦାରା ସିଂହ ଙ୍କ କେଶ ରେ ସରକାର ଙ୍କ ଉପରେ ବର୍ଷିଲେ ସୁପ୍ରିମ କୋର୍ଟ ||   (20-Aug-2026)       ||     

ଖଲ୍ଲିକୋଟ ବିଧାୟକ ଙ୍କ ଦ୍ୱାରା ଜୟଦେବ ପଣ୍ଡା ମେମୋରିଆଲ ଟ୍ରଷ୍ଟ ତରଫରୁ 4ଗୋଟି ହାଇସ୍କୁଲ କୁ 4 ଗୋଟି କମ୍ପୁଟର ପ୍ରଦାନ |

31-Jul-2025

ଜୟଦେବ  ପଣ୍ଡା ମେମୋରିଆଲ ଟ୍ରଷ୍ଟ ତରଫରୁ ଚାରି ଗୋଟି ବିଦ୍ୟାଳୟ କୁ କମ୍ପୁଟର ପ୍ରଦାନ କଲେ ଖଲ୍ଲିକୋଟ ବିଧାୟକ |(

 ଓଡିଶା ଜନମତ,ଖଲ୍ଲିକୋଟ,ମାଧବ ବେହେରା,
ତା  31/7:

 ଖଲ୍ଲିକୋଟ ସହର  ରେ ଜନ୍ମ ନେଇଥିବା ବିଶିଷ୍ଟ ଆଇନଜୀବୀ  ତଥା ସ୍ବର୍ଗତ ବିଜୁ ପଟ୍ଟନାୟକ ଓ ସ୍ବର୍ଗତ ଜାନକୀ ପଟନାୟକ ଙ୍କ ସାନ୍ନିଧ୍ୟ ଲାଭ କରି ଜଣେ ରାଜନେତା ଭାବେ ପ୍ରତିପାଦିତ କରିଥିବା ସ୍ବର୍ଗତ ଜୟଦେବ ପଣ୍ଡା ଙ୍କ ଅକାଳ ବିୟୋଗ ହୋଇଥିଲା |ତାଙ୍କର ସ୍ମୃତି ଉଧେଶ୍ୟ ରେ ଗଠନ କରାଯାଇଥିବା ଜୟଦେବ ପଣ୍ଡା ସ୍ମାରକୀ ଟ୍ରଷ୍ଟ ତରଫରୁ ଖଲ୍ଲିକୋଟ ସହର ର ଏସ ଏମ ହାଇସ୍କୁଲ, କନକ ମଞ୍ଜରୀ ବାଳିକା ବିଦ୍ୟାଳୟ ଓ ଆଭାସ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଚିକିଲି ସ୍ଥିତ ଗୋପପୁର ହାଇସ୍କୁଲ କୁ ଚାରିଗୋଟି କମ୍ପୁଟର କୁ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ ଦ୍ୱାରା ବଣ୍ଟନ କରାଯାଇଥିଲା |ଏ ଉପଲକ୍ଷେ ଖଲ୍ଲିକୋଟ ସ୍ଥିତ କାନଜ ମଞ୍ଜରୀ କଲ୍ୟାଣ ମଣ୍ଡପ ପରିସର  ରେ ଆୟୋଜିତ ସ୍ମୃତି ଚାରଣ ସଭାରେ ବିଧାୟକ ଶ୍ରୀ ସେଠୀ ଙ୍କ ଅଧକ୍ଷତା  କରିଥିବା ବେଳେ  ଏନ ଏ ସି ଅଧକ୍ଷ ଇଂ ନିରଞ୍ଜନ ବେହେରା, ତହସିଲଦାର ଡ଼ି ମଲେଶ୍ୱର ପାତ୍ର ଓ ବି ଡ଼ି ଓ ଦେବାଶିଷ ସାମଲ  ଓ ବିଜେପି ବରିଷ୍ଠ ନେତା ଅନିଲ ପଣ୍ଡା ସମେତ ବିଧାୟକ ଙ୍କ ସହ ଧର୍ମିଣୀ  ଶ୍ରୀମତୀ ସଂଯୁକ୍ତା        ସେଠୀ  ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସ୍ବର୍ଗତ ଜୟଦେବ ପଣ୍ଡା ଙ୍କୁ ଜଣେ ବହୁମୁଖୀ ପ୍ରତିଭା, ଓଜସ୍ୱିନୀ ବକ୍ତା ଓ ପ୍ରତିଷ୍ଠିତ ଆଇନଜୀବୀ ଓ ରାଜନେତା ଭାବେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ବିବିଧ ବିକାଶ ପ୍ରତି ଧ୍ୟାନ ରଖିଥିବା ପ୍ରକାଶ କରି ସ୍ମୃତି ଆଲେଖ୍ୟ ବଢ଼ି ଆତ୍ମା ର ସଦଗତି କାମନା କରିଥିଲେ |ଅନ୍ୟ ମାନଙ୍କ ମଧ୍ୟରେ ସ୍ବର୍ଗତ ପଣ୍ଡା ଙ୍କ ପତ୍ନୀ ବବିତା ପଣ୍ଡା ଓ ଆମେରିକା ରେ ଅବସ୍ଥାପିତ ଝିଅ ପ୍ରଫେସର ପ୍ରିୟଦର୍ଶନୀ ପଣ୍ଡା ସମେତ ସମାଜସେବୀ ପ୍ରଦୀପ୍ତ ପତଟନାୟକ, ମନୋଜ କୁମାର ପ୍ରଧାନ, ନିରଞ୍ଜନ ନାୟକ, କାର୍ତିକ ପ୍ରଧାନ, ହେମନ୍ତ ମହାରଣା ଓ ସନ୍ତୋଷ ଗୌଡ଼ ପ୍ରମୁଖ ଯୋଗ ଦେଇ ସ୍ମୃତି ସଭା ରେ ଅଂଶ ଗ୍ରହଣ କରିଥିଲେ |,( ଫୋଟ )

News Comment

You Might Also Like

BACK TO TOP