Breaking News

ଛେଳି ଚୋରିକରି ବୋଲରା ଗାଡ଼ିରେ ନେଉଥିଲା ବେଳେ ପୋଲିସ ଦ୍ୱାରାତିନି ଗିରଫ ||   (25-Aug-2026)       ||      ବର୍ଷା ଯୋଗୁଁ ଭାଙ୍ଗିଲା ନୂଆବନ୍ଧ,, ଚାଷ ଜମି ହେଲା ବାଲିଚର |    (25-Aug-2026)       ||      ଲଡଶ ରେ ଶେଷ ମୁହୂର୍ତ୍ତ ରେ ଟିମ ଇଣ୍ଡିଆ ର ଦମ ଦେଖି ପ୍ରଶଂସା କଲେ ଗୃହ ମନ୍ତ୍ରୀ |    (25-Aug-2026)       ||      ମେଡିକାଲ ଆଗରେ ଜବର ଦଖଲ ଉଛେଦ ଯୋଗୁଁ ବ୍ୟବସାୟୀ ଙ୍କ ଉଜୁଡି ଗଲା ବେଉସା |    (25-Aug-2026)       ||      ବେଆଇନ ଭାବେ ଚାଲୁଥିବା ସ୍କୁଲ ବସକୁ ଜବତ କଲେ କଟକ ଆର ଟି ଓ ବିଭାଗ ଅଧିକାରୀ |    (24-Aug-2026)       ||      ଭିଜିଲାନ୍ସ ହାତରେ ଧରା ପଡିଲେଅବସର ପ୍ରାପ୍ତ ସିନିଏର ରେଭେନ୍ୟୁ ଆସିଷ୍ଟାଣ୍ଡ ଅଧିକାରୀ |    (24-Aug-2026)       ||      ବାଣପୁର ବ୍ଲକରେ ଜିଲ୍ଲା ପାଳ ଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ||   (24-Aug-2026)       ||      ବଡ଼ ମାଣିଝୋଲା ନଦୀରୁ ନିଖୋଜ ଛାତ୍ର ଙ୍କ ମୃତ ଦେହ ଉଦ୍ଧାର |   (24-Aug-2026)       ||      ଦିଗିପଡି ଗାଁରେ ଲଗାଣ ବର୍ଷା ରେ ମାଟି ଅତଡ଼ା ଖସି ରାସ୍ତାରେ ବିରାଟ ଗର୍ତ୍ତ ||   (24-Aug-2026)       ||      ବାଲିଗୁଡା ନିର୍ବାଚନ ମଣ୍ଡଳୀ ରପୂର୍ବତନ ବିଧାୟକ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ |    (24-Aug-2026)       ||      ଶ୍ରାବଣ ଶେଷ ସୋମବାର ରେ କନ୍ଧମାଳ ଜଳେଶ୍ୱର ରେ କାଉଡିଆ ଙ୍କ ପ୍ରବଳ ଭିଡ଼ |    (24-Aug-2026)       ||      ପୋଲିସ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି, ରମ୍ଭା ଅଞ୍ଚଳରେ ଏବେବି ଚାଲିଛି କଙ୍ଗାରୁ କୋର୍ଟ |   (24-Aug-2026)       ||      ପରଲୋକରେ ବରିଷ୍ଟ ବିଜେପି କର୍ମୀ ରମେଶ ଚନ୍ଦ୍ର ମିଶ୍ର, ଶୋକବ୍ୟକ୍ତ କଲେ ବହୁ ବ୍ୟକ୍ତି ବିଶେଷ |    (24-Aug-2026)       ||      ପଦ୍ମନାଭ ସାହୁଙ୍କ ଦ୍ୱାଦଶାହ ଦିବସରେ ଯୋଗଦେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ |    (24-Aug-2026)       ||      ଛାତ ଉପରେ ମାଙ୍କଡ଼ ଆକ୍ରମଣ ରେ ତଳେ ପଡି ଯୁବତୀ ଗୁରୁତର,    (24-Aug-2026)       ||      ପାକିସ୍ତାନ ର ପୂର୍ବତନ କ୍ରିକେଟ ଅଧିନାୟକ ଙ୍କ ଉତ୍ତମ ଚିକିତ୍ସା ପାଈଁ ପାକ ସରକାର ଙ୍କୁ ଚିଠି ଲେଖିଲେ ବହୁ ଅଧିନାୟକ |    (24-Aug-2026)       ||      ତାରିଣୀ ଗଣ ନାଟ୍ୟ ଓ ନିଶା ମହାରଣଙ୍କଅଭିନୀତ ଅନୁସନ୍ଧାନ ମୂଳକ ନାଟକ "ନିଶା, ନିଶା, ରାତି ` |    (24-Aug-2026)       ||      ଦୀର୍ଘ ଅଢେଇ ବର୍ଷ ପରେ ମଧ୍ୟ ଆଦର୍ଶ ହଷ୍ଟେଲ କାମ ସରୁନି |    (24-Aug-2026)       ||      ଅନାଥ ଶିଶୁ ଙ୍କୁ ସହଯୋଗ ର ହାତ ବଢ଼ାଇଲେ ବଡ଼ ଖଇର ଖମା ପଞ୍ଚାୟତ ବାସୀ |   (24-Aug-2026)       ||      ବିଶ୍ୱର ସବୁଠୁ ବୟସ୍କ ଓ ଜୀବିତ ଥିବା 117ବର୍ଷ ର ମହିଳା , ଏଥେଲ କ୍ୟାଟର ହାମ |   (24-Aug-2026)       ||     

ପୋଲସରା ନିର୍ବାଚନ ମଣ୍ଡଳୀ ପାଇଁ ଆସ୍କା ଏମପି ପ୍ରତିନିଧି ହେଲେ ଯୁବ ନେତା ସିମାଞ୍ଚଳ ସାହୁ |

16-Jul-2025

ସା°ସଦ ପ୍ରତିନିଧି ହେଲେ ଯୁବ ସଂଗଠକ ସିମାଞ୍ଚଳ ସାହୁ।

ଓଡ଼ିଶା ଜନମତ, ପୋଲସରା, ସନ୍ତୋଷ କୁମାର ପଣ୍ଡା,
ତା.୧୬/୦୭/୨୦୨୫:

ପୋଲସରା ବିଜ୍ଞାପିତ ଅଞ୍ଚଳ ପାଇଁ ଯୁବ ସଂଗଠକ ସିମାଞ୍ଚଳ ସାହୁଙ୍କୁ ନିଜର ପ୍ରତିନିଧି ଭାବରେ ନିଯୁକ୍ତି ଦେଇଛନ୍ତି ଆସିକା ସାଂସଦ ଶ୍ରୀମତୀ ଅନୀତା ଶୁଭଦର୍ଶିନୀ | ଏ ନେଇ ବିଧିବଦ୍ଧ ଭାବେ ନଗର ପ୍ରଶାସନକୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି |ସଂଘ କାର୍ଯ୍ୟକର୍ତ୍ତାରୁ ବିଜେପି ସଂଗଠନ ସହିତ ଦୀର୍ଘ ବର୍ଷ ହେବ ଯୋଡିହୋଇ ରହିଥିବା ଶ୍ରୀ ସାହୁ ପୋଲସରା ଅଞ୍ଚଳରେ ବିଜେପିର ବିପ୍ଲବୀ ଚେହେରା ଭାବରେ ଜଣାଶୁଣା |ଆଇନ, ସାମ୍ବାଦିକତା ଏବଂ ଗଣଯୋଗାଯୋଗ, ଲୋକ ପ୍ରଶାସନ ଆଦି ବିଷୟରେ ଉଚ୍ଚ ଡିଗ୍ରୀ ହାସଲ କରିଥିବା ଶ୍ରୀସାହୁ ପୂର୍ବରୁ ପୋଲସରା ମଣ୍ଡଳ ଯୁବମୋର୍ଚା ସଭାପତି, ବିଭିନ୍ନ ମଣ୍ଡଳର ପ୍ରଭାରୀ, ଜିଲ୍ଲା  ସମ୍ପାଦକ ଆଦି ଦାଇତ୍ୱକୁ ସୁଚାରୁ ରୂପେ ସମ୍ପାଦନ କରିଛନ୍ତି |ପ୍ରତିନିଧି ନିଯୁକ୍ତି ପରେ ସାଂସଦଙ୍କ ଏକାନ୍ତ ଅନୁଗତ ଭାବରେ ଜଣାଶୁଣା ଶ୍ରୀ ସାହୁ ସାଂସଦଙ୍କୁ କୃତଜ୍ଞ ତା ଜଣାଇବା ସହିତ ନିଜର ଦାଇତ୍ୱକୁ ନିଷ୍ଠାର ସହିତ ପାଳନ କରିବେ ବୋଲି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

News Comment

You Might Also Like

BACK TO TOP