Breaking News

ମରଣ ଯନ୍ତା ସାଜିଛି ଖୋର୍ଦ୍ଧା ଗୁରୁଜଙ୍ଗଟାଙ୍ଗୀ ସାହି ନୂଆଙ୍ଗା ରାସ୍ତା |   (25-Aug-2026)       ||      ବେଗୁନିଆପଡା ଜନତା ହାଇସ୍କୁଲ ଛାତ୍ରୀ ନିବାସ ଅବ୍ୟବସ୍ଥା ଘେର ରେ |    (25-Aug-2026)       ||      ଶୁଣିଲାନି ପ୍ରଶାସନ, ଘର ଉଛେଦ ପରେ ଗଛ ମୂଳହିଁ ଭରସା |    (25-Aug-2026)       ||      ଅତିଶୀଘ୍ର ଶ୍ରୀମନ୍ଦିର ରେ ଆରମ୍ଭ ହେବ ଧାଡି ଦର୍ଶନ |    (25-Aug-2026)       ||      ଛେଳି ଚୋରିକରି ବୋଲରା ଗାଡ଼ିରେ ନେଉଥିଲା ବେଳେ ପୋଲିସ ଦ୍ୱାରାତିନି ଗିରଫ ||   (25-Aug-2026)       ||      ବର୍ଷା ଯୋଗୁଁ ଭାଙ୍ଗିଲା ନୂଆବନ୍ଧ,, ଚାଷ ଜମି ହେଲା ବାଲିଚର |    (25-Aug-2026)       ||      ଲଡଶ ରେ ଶେଷ ମୁହୂର୍ତ୍ତ ରେ ଟିମ ଇଣ୍ଡିଆ ର ଦମ ଦେଖି ପ୍ରଶଂସା କଲେ ଗୃହ ମନ୍ତ୍ରୀ |    (25-Aug-2026)       ||      ମେଡିକାଲ ଆଗରେ ଜବର ଦଖଲ ଉଛେଦ ଯୋଗୁଁ ବ୍ୟବସାୟୀ ଙ୍କ ଉଜୁଡି ଗଲା ବେଉସା |    (25-Aug-2026)       ||      ବେଆଇନ ଭାବେ ଚାଲୁଥିବା ସ୍କୁଲ ବସକୁ ଜବତ କଲେ କଟକ ଆର ଟି ଓ ବିଭାଗ ଅଧିକାରୀ |    (24-Aug-2026)       ||      ଭିଜିଲାନ୍ସ ହାତରେ ଧରା ପଡିଲେଅବସର ପ୍ରାପ୍ତ ସିନିଏର ରେଭେନ୍ୟୁ ଆସିଷ୍ଟାଣ୍ଡ ଅଧିକାରୀ |    (24-Aug-2026)       ||      ବାଣପୁର ବ୍ଲକରେ ଜିଲ୍ଲା ପାଳ ଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ||   (24-Aug-2026)       ||      ବଡ଼ ମାଣିଝୋଲା ନଦୀରୁ ନିଖୋଜ ଛାତ୍ର ଙ୍କ ମୃତ ଦେହ ଉଦ୍ଧାର |   (24-Aug-2026)       ||      ଦିଗିପଡି ଗାଁରେ ଲଗାଣ ବର୍ଷା ରେ ମାଟି ଅତଡ଼ା ଖସି ରାସ୍ତାରେ ବିରାଟ ଗର୍ତ୍ତ ||   (24-Aug-2026)       ||      ବାଲିଗୁଡା ନିର୍ବାଚନ ମଣ୍ଡଳୀ ରପୂର୍ବତନ ବିଧାୟକ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ |    (24-Aug-2026)       ||      ଶ୍ରାବଣ ଶେଷ ସୋମବାର ରେ କନ୍ଧମାଳ ଜଳେଶ୍ୱର ରେ କାଉଡିଆ ଙ୍କ ପ୍ରବଳ ଭିଡ଼ |    (24-Aug-2026)       ||      ପୋଲିସ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି, ରମ୍ଭା ଅଞ୍ଚଳରେ ଏବେବି ଚାଲିଛି କଙ୍ଗାରୁ କୋର୍ଟ |   (24-Aug-2026)       ||      ପରଲୋକରେ ବରିଷ୍ଟ ବିଜେପି କର୍ମୀ ରମେଶ ଚନ୍ଦ୍ର ମିଶ୍ର, ଶୋକବ୍ୟକ୍ତ କଲେ ବହୁ ବ୍ୟକ୍ତି ବିଶେଷ |    (24-Aug-2026)       ||      ପଦ୍ମନାଭ ସାହୁଙ୍କ ଦ୍ୱାଦଶାହ ଦିବସରେ ଯୋଗଦେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ |    (24-Aug-2026)       ||      ଛାତ ଉପରେ ମାଙ୍କଡ଼ ଆକ୍ରମଣ ରେ ତଳେ ପଡି ଯୁବତୀ ଗୁରୁତର,    (24-Aug-2026)       ||      ପାକିସ୍ତାନ ର ପୂର୍ବତନ କ୍ରିକେଟ ଅଧିନାୟକ ଙ୍କ ଉତ୍ତମ ଚିକିତ୍ସା ପାଈଁ ପାକ ସରକାର ଙ୍କୁ ଚିଠି ଲେଖିଲେ ବହୁ ଅଧିନାୟକ |    (24-Aug-2026)       ||     

ପାଟିଗଡ଼ ଦଳପତି ସମାଜ ପୋଲସରା (ଆଠଗଡ଼ ତାଳୁକା ଗ୍ରାମ୍ୟ କମିଟି ଗଠିତ |

13-Jul-2025

ପାଟିଗଡ ଦଳପତି ସମାଜ ପୋଲସରା (ଆଠଗଡ଼ ତାଲୁକା) ଗ୍ରାମ୍ୟ କମିଟି ଗଠନ।

ଓଡ଼ିଶା ଜନମତ, ପୋଲସରା, ସନ୍ତୋଷ କୁମାର ପଣ୍ଡା
 ତା.୧୩/୦୭/୨୦୨୫:

 ଆଜି ରବିବାର ଦିନ ପାଟିଗଡ ଦଳପତି ସମାଜ ପୋଲସରା (ଆଠଗଡ଼ ତାଲୁକା), ମଥୁରା ଅଞ୍ଚଳ, ଗଞ୍ଜାମର ଏକ ଗୁରୁତ୍ଵପୂର୍ଣ୍ଣ  ବୈଠକ ପୋଲସରା ଏନ୍ଏସି ୧୬ ନଂ ୱାର୍ଡ ପାଟିଗଡ ଗ୍ରାମସ୍ଥିତ ଦଳପତି ସମାଜ ଗୃହଠାରେ ଅନୁଷ୍ଠିତ ହୋଇଯାଇଛି।
ଦଳପତି ମହାସଭା ଗଂଜାମ ଜିଲ୍ଲା (ଅବିଭକ୍ତ) ସୌଜନ୍ୟରେ ଅନୁଷ୍ଠିତ ବୈଠକଟିକୁ ପାଟିଗଡ ଦଳପତି ସମାଜ ସଭାପତି ଗୌରହରି ବିଷୋୟୀ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥିଭାବେ ବରିଷ୍ଠ ସମାଜସେବୀ ଦଣ୍ଡପାଣି ସାମଲ ଏଵଂ କେନ୍ଦ୍ରୀୟ କମିଟି ଦଳପତି ମହାସଭା ସମ୍ପାଦକ ତଥା ଆଇନଜୀବୀ ପବିତ୍ର କୁମାର ନାୟକ ଯୋଗଦେଇଥିଲେ। ଏହି ଅବସରରେ ସମାଜର ବିଭିନ୍ନ ପ୍ରସ°ଗ ଓ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ଶେଷରେ ସମାଜର ପାଟିଗଡ ଗ୍ରାମ୍ୟ କମିଟି ସର୍ବସମ୍ମତି କ୍ରମେ ଗଠନ କରାଯାଇଛି। ସଭାପତିଭାବେ ଜଗଦୀଶ ରାଉତ (ଓବିଶି କମିଟି ଅଧ୍ୟକ୍ଷ), ଉପାଧ୍ୟକ୍ଷ ହୃଷୀକେଶ ସାହାଣୀ, ସମ୍ପାଦକ ଭାବେ ରବି ବିଷୋୟୀ, ସହ ସମ୍ପାଦକ ଭାବେ କୃଷ୍ଣଚନ୍ଦ୍ର  ପାତ୍ର, କୋଷାଧ୍ୟକ୍ଷ ଭାବେ ଟୁଟୁ ବିଷୋୟୀ, ଉପଦେଷ୍ଟା ଭାବେ ମହେଶ୍ୱର ସାହାଣୀଙ୍କ ସମେତ ସଭ୍ୟଭାବେ କାଳୁଚରଣ ପାତ୍ର ଓ ରଘୁନାଥ ପାତ୍ରଙ୍କୁ କମିଟିରେ ନିଆଯାଇଛି। ନୂତନ କର୍ମକର୍ତ୍ତା ଓ ସଦସ୍ୟମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ବାଗତ ଏଵଂ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏଥିରେ ସମାଜର ପ୍ରାୟ ୩୦ରୁ ଉର୍ଦ୍ଧ୍ବ କର୍ମକର୍ତ୍ତା ଓ ସଦସ୍ୟମାନେ ଯୋଗଦେଇଥିଲେ।

News Comment

You Might Also Like

BACK TO TOP