Breaking News

କନ୍ଧମାଳ ରେ ଦାଦନ ଶ୍ରମିକ ତଥ୍ୟ ସଂଗ୍ରହ ଆପ ଉନ୍ମୋଚିତ |    (25-Aug-2026)       ||      ଗୋଲିଆ ଆଦର୍ଶ ବିଦ୍ୟାଳୟ ରେ ଛାତ୍ର ଆଶୁ ତୋଷ ବିଶୋଇ ଙ୍କ ସଫଳତା |   (25-Aug-2026)       ||      ମରଣ ଯନ୍ତା ସାଜିଛି ଖୋର୍ଦ୍ଧା ଗୁରୁଜଙ୍ଗଟାଙ୍ଗୀ ସାହି ନୂଆଙ୍ଗା ରାସ୍ତା |   (25-Aug-2026)       ||      ବେଗୁନିଆପଡା ଜନତା ହାଇସ୍କୁଲ ଛାତ୍ରୀ ନିବାସ ଅବ୍ୟବସ୍ଥା ଘେର ରେ |    (25-Aug-2026)       ||      ଶୁଣିଲାନି ପ୍ରଶାସନ, ଘର ଉଛେଦ ପରେ ଗଛ ମୂଳହିଁ ଭରସା |    (25-Aug-2026)       ||      ଅତିଶୀଘ୍ର ଶ୍ରୀମନ୍ଦିର ରେ ଆରମ୍ଭ ହେବ ଧାଡି ଦର୍ଶନ |    (25-Aug-2026)       ||      ଛେଳି ଚୋରିକରି ବୋଲରା ଗାଡ଼ିରେ ନେଉଥିଲା ବେଳେ ପୋଲିସ ଦ୍ୱାରାତିନି ଗିରଫ ||   (25-Aug-2026)       ||      ବର୍ଷା ଯୋଗୁଁ ଭାଙ୍ଗିଲା ନୂଆବନ୍ଧ,, ଚାଷ ଜମି ହେଲା ବାଲିଚର |    (25-Aug-2026)       ||      ଲଡଶ ରେ ଶେଷ ମୁହୂର୍ତ୍ତ ରେ ଟିମ ଇଣ୍ଡିଆ ର ଦମ ଦେଖି ପ୍ରଶଂସା କଲେ ଗୃହ ମନ୍ତ୍ରୀ |    (25-Aug-2026)       ||      ମେଡିକାଲ ଆଗରେ ଜବର ଦଖଲ ଉଛେଦ ଯୋଗୁଁ ବ୍ୟବସାୟୀ ଙ୍କ ଉଜୁଡି ଗଲା ବେଉସା |    (25-Aug-2026)       ||      ବେଆଇନ ଭାବେ ଚାଲୁଥିବା ସ୍କୁଲ ବସକୁ ଜବତ କଲେ କଟକ ଆର ଟି ଓ ବିଭାଗ ଅଧିକାରୀ |    (24-Aug-2026)       ||      ଭିଜିଲାନ୍ସ ହାତରେ ଧରା ପଡିଲେଅବସର ପ୍ରାପ୍ତ ସିନିଏର ରେଭେନ୍ୟୁ ଆସିଷ୍ଟାଣ୍ଡ ଅଧିକାରୀ |    (24-Aug-2026)       ||      ବାଣପୁର ବ୍ଲକରେ ଜିଲ୍ଲା ପାଳ ଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ||   (24-Aug-2026)       ||      ବଡ଼ ମାଣିଝୋଲା ନଦୀରୁ ନିଖୋଜ ଛାତ୍ର ଙ୍କ ମୃତ ଦେହ ଉଦ୍ଧାର |   (24-Aug-2026)       ||      ଦିଗିପଡି ଗାଁରେ ଲଗାଣ ବର୍ଷା ରେ ମାଟି ଅତଡ଼ା ଖସି ରାସ୍ତାରେ ବିରାଟ ଗର୍ତ୍ତ ||   (24-Aug-2026)       ||      ବାଲିଗୁଡା ନିର୍ବାଚନ ମଣ୍ଡଳୀ ରପୂର୍ବତନ ବିଧାୟକ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ |    (24-Aug-2026)       ||      ଶ୍ରାବଣ ଶେଷ ସୋମବାର ରେ କନ୍ଧମାଳ ଜଳେଶ୍ୱର ରେ କାଉଡିଆ ଙ୍କ ପ୍ରବଳ ଭିଡ଼ |    (24-Aug-2026)       ||      ପୋଲିସ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି, ରମ୍ଭା ଅଞ୍ଚଳରେ ଏବେବି ଚାଲିଛି କଙ୍ଗାରୁ କୋର୍ଟ |   (24-Aug-2026)       ||      ପରଲୋକରେ ବରିଷ୍ଟ ବିଜେପି କର୍ମୀ ରମେଶ ଚନ୍ଦ୍ର ମିଶ୍ର, ଶୋକବ୍ୟକ୍ତ କଲେ ବହୁ ବ୍ୟକ୍ତି ବିଶେଷ |    (24-Aug-2026)       ||      ପଦ୍ମନାଭ ସାହୁଙ୍କ ଦ୍ୱାଦଶାହ ଦିବସରେ ଯୋଗଦେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ |    (24-Aug-2026)       ||     

ଖୋର୍ଦ୍ଧା ରେ କଳା ପଥର ଖଣିର ବର୍ଦ୍ଧିତ ନିଲାମ ମୂଲ୍ୟ କୁ ନେଇ ବିରୋଧ କଲେ କ୍ରସର ମାଲିକ ସଙ୍ଘ |

12-Jul-2025

ଖୋର୍ଦ୍ଧା ରେ କଳିଙ୍ଗ କଳା  ପଥର ଖଣିର ବର୍ଦ୍ଧିତ ନିଲାମ ମୂଲ୍ୟ କୁ ନେଇ ବିରୋଧ କଲେ କ୍ରସର ମାଲିକ ସଙ୍ଘ::ସୂଚନା ଦେଲେ ସାମ୍ବାଦିକ ସମ୍ମିଳନୀରେ 

ଓଡିଶା ଜନମତ,ଖୋର୍ଦ୍ଧା,,ଗୋପାଳକୃଷ୍ଣ ପ୍ରଧାନ,

ଖୋର୍ଦ୍ଧା  ଅଞ୍ଚଳରେ ଥ‌ିବା କଳିଙ୍ଗ କଳା ପଥର ଖଣିର ନିଲାମ ମୂଲ୍ୟ ଧାର୍ଯ୍ୟ ଠାରୁ  ଅଧ‌ିକ ହୋଇଥିବାରୁ ଏ ନେଇ ସ୍ଥାନୀୟ ଖୋର୍ଦ୍ଧା ଆଞ୍ଚଳିକ କ୍ରସର ମାଲିକ ସଙ୍ଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ତାପଙ୍ଗ ଛକ ସ୍ଥିତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।ସଙ୍ଘ ର କାର୍ଯ୍ୟକାରୀ ସଭାପତି ପ୍ରକାଶ ଚନ୍ଦ୍ର ସାମନ୍ତରାୟ ଆୟୋଜନ ରେ ଉପସଭାପତି ଅଜୟ କୁମାର ସମନ୍ତରା,ଉପସଭାପତି ଫିରୋଜ ଅଲ୍ଲୀ ଖାନ, ସାଧାରଣ ସମ୍ପାଦକ ଅନୀଲ ଅଗ୍ରୱାଲ, ସଦସ୍ୟ ସୁଶାନ୍ତ ପାହାନ୍ତାସିଂ,ପ୍ରମୁଖ ଉପସ୍ଥିତ ଥିଲେ।ସଙ୍ଘ କହିବା କଥା  ପୂର୍ବରୁ ୧୭୦ ଟଙ୍କା per Cubmeter ରେଟ୍ ଥ‌ିବା ବେଳେ ଖଣି ନିର୍ଦ୍ଦେଶାଳୟ ତରଫରୁ କଳିଙ୍ଗ କଳା ପଥର ଖଣିର “କ”, “ଖ”, “ଗ”’ ଉକ୍ତ ଖଣି ଗୁଡିକର ମୂଲ୍ୟ ଧାର୍ଯ୍ୟ ମୂଲ୍ୟ ଠାରୁ ଅତ୍ୟଧ‌ିକ ହୋଇଅଛି । ଯଥା ୩୫୪ ଟଙ୍କା + ୧୩୦ ଏବଂ ସରକାରଙ୍କ ନୀତିନିୟମ ଅନୁସାରେ ବଢ଼ି ୫୦୦ ଟଙ୍କା per Cubicmeter ହିସାବରେ ଯାଉଥ‌ିବା ବେଳେ ସେହି ଖଣି ନିର୍ଦ୍ଦେଶାଳୟ ର ଇସ୍ତାହାରରେ ଟାଙ୍ଗିଣୀ କଳା ପଥର ଖଣିର ମୂଲ୍ୟ ୧୭୦ ଟଙ୍କା Per Cubicmeter ରହିଅଛି ।ତେଣୁ ସଙ୍ଘ ସରକାରଙ୍କ ଅନୁରୋଧ କରିଛନ୍ତି କି କଳିଙ୍ଗ କଳା ପଥର ଖଣିର ବର୍ଦ୍ଧିତ ଧାର୍ଯ୍ୟ ମୂଲ୍ୟକୁ ପ୍ରତ୍ୟାହାର କରାଯାଇ ପୂର୍ବ ଭଳି ୧୭୦ ଟଙ୍କା Per Cubicmeter ମୂଲ୍ୟ ରଖାଯାଉ ।ସେହିପରି  ଆଞ୍ଚଳିକ ପାହାଡ଼ କ୍ରିୟାନୁଷ୍ଠାନ କମିଟି ସାମ୍ବାଦିକ ସମ୍ମିଳନୀରେ ଅନୁରୋଧ କରିଛନ୍ତି କି ଉକ୍ତ ଖଣିରେ ନିଲାମରେ ଭାଗ ନେଇଥିବା ସମସ୍ତ ସଦସ୍ୟମାନେ ବର୍ଦ୍ଧିତ ମୂଲ୍ୟରେ ନିଲାମ ବଢ଼ି ନେଲେ ଆମ୍ଭ ଅଞ୍ଚଳରେ ଥିବା ୩୬୭ କ୍ରସରକୁ କଞ୍ଚାମାଲ ବର୍ଦ୍ଧିତ ରେଟ୍‌ରେ ନେଇ ଚାଲିପାରିବ ନାହିଁ ଏବଂ ଅଞ୍ଚଳର ବେକାର ସଂଖ୍ୟା ବୃଦ୍ଧି ପାଇବ ଓ ସମସ୍ତ ପ୍ରତ୍ୟେକ୍ଷ ପରୋକ୍ଷ ଭାବରେ ନିର୍ଭର କରୁଥିବା ବ୍ୟବସାୟୀମାନେ ଆମ୍ଭ ଅଞ୍ଚଳର ଆର୍ଥିକ ଅବସ୍ଥାର ସଂକଟାପନ୍ନ ହେବେ । ସେହିପରି ସାଧାରଣ ଗରିବ ଲୋକ ଟିଏ ପ୍ରଧାନମନ୍ତ୍ରୀ ଆବାସ ଗୃହ ଟିଏ ନିର୍ମାଣ କଲା ବେଳକୁ ଚିପ୍ସ ର ମୂଲ୍ୟ ନେଇ ଘର କରିବା ମଧ୍ୟ ଅସମ୍ଭବ ହୋଇପଡିବ।ଏଣୁ ଆଞ୍ଚଳିକ ପାହାଡ଼ କ୍ରିୟାନୁଷ୍ଠାନ କମିଟି ନିବେଦନ କରୁଅଛି କି ନିଲାମରେ ଭାଗ ନେଇଥ‌ିବା ସମସ୍ତ ସମ୍ମାନୀୟ ସଦସ୍ୟବୃନ୍ଦ ଏହି କମିଟି ସହିତ ଯୋଗାଯୋଗ କରି ମିଳିତ ଭାବେ ଆଲୋଚନା କରି ନିଷ୍ପତି ନେବା ପାଇଁ ଅନୁରୋଧ ବା ନିମନ୍ତ୍ରଣ କରୁଅଛୁ କି ରେଟ୍ ବଢାନ୍ତୁ ନାହିଁ ଏବଂ କମିଟିରେ ଯୋଗାଯୋଗ କରି ବର୍ଦ୍ଧିତ ରେଟ୍‌ କୁ ପ୍ରତ୍ୟାହାର କରିବା ପାଇଁ ସରକାରଙ୍କ ନିକଟରେ ନିବେଦନ କରିବା ପାଇଁ ସହଯୋଗ ଆବଶ୍ୟକ ଅଟେ । ଏଥ‌ିରେ ଯଦି କୌଣସି ସଦସ୍ୟ ଅବମାନନା କରି ନିଲାମ ପକ୍ରିୟା ରେ ବଢ଼ିଲେ ତେବେ ଆଞ୍ଚଳିକ ପାହାଡ କ୍ରିୟାନୁଷ୍ଠାନ କମିଟି ତୀବ୍ର ବିରୋଧ କରିବାକୁ ବାଧ୍ୟ ହେବେ ସେତେବେଳେ ଯେଉଁ ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ବିଭାଗୀୟ ଅଧିକାରୀ ଓ ନିଲାମ ଧାରୀ ଦାୟୀ ରହିବେ।ତେବେ ଏହି ସାମ୍ବାଦିକ ସମ୍ମିଳନୀ ପରେ ପ୍ରଶାସନ ର ନିଷ୍ପତି ଉପରେ ସ୍ଥାନୀୟ ସଙ୍ଘ ନଜର ରଖିଛି।

News Comment

You Might Also Like

BACK TO TOP