Breaking News

ଗଣ୍ଡଳା ଗାଁ ପୋଖରୀ ନିଲାମକୁ ବାତିଲ ପାଈଁ ଗ୍ରାମବାସୀ ବିଡ଼ିଓ ଓ ସରପଞ୍ଚ ଙ୍କୁ ଦେଲେ ଦାବିପତ୍ର ||   (25-Aug-2026)       ||      କନ୍ଧମାଳ ରେ ଦାଦନ ଶ୍ରମିକ ତଥ୍ୟ ସଂଗ୍ରହ ଆପ ଉନ୍ମୋଚିତ |    (25-Aug-2026)       ||      ଗୋଲିଆ ଆଦର୍ଶ ବିଦ୍ୟାଳୟ ରେ ଛାତ୍ର ଆଶୁ ତୋଷ ବିଶୋଇ ଙ୍କ ସଫଳତା |   (25-Aug-2026)       ||      ମରଣ ଯନ୍ତା ସାଜିଛି ଖୋର୍ଦ୍ଧା ଗୁରୁଜଙ୍ଗଟାଙ୍ଗୀ ସାହି ନୂଆଙ୍ଗା ରାସ୍ତା |   (25-Aug-2026)       ||      ବେଗୁନିଆପଡା ଜନତା ହାଇସ୍କୁଲ ଛାତ୍ରୀ ନିବାସ ଅବ୍ୟବସ୍ଥା ଘେର ରେ |    (25-Aug-2026)       ||      ଶୁଣିଲାନି ପ୍ରଶାସନ, ଘର ଉଛେଦ ପରେ ଗଛ ମୂଳହିଁ ଭରସା |    (25-Aug-2026)       ||      ଅତିଶୀଘ୍ର ଶ୍ରୀମନ୍ଦିର ରେ ଆରମ୍ଭ ହେବ ଧାଡି ଦର୍ଶନ |    (25-Aug-2026)       ||      ଛେଳି ଚୋରିକରି ବୋଲରା ଗାଡ଼ିରେ ନେଉଥିଲା ବେଳେ ପୋଲିସ ଦ୍ୱାରାତିନି ଗିରଫ ||   (25-Aug-2026)       ||      ବର୍ଷା ଯୋଗୁଁ ଭାଙ୍ଗିଲା ନୂଆବନ୍ଧ,, ଚାଷ ଜମି ହେଲା ବାଲିଚର |    (25-Aug-2026)       ||      ଲଡଶ ରେ ଶେଷ ମୁହୂର୍ତ୍ତ ରେ ଟିମ ଇଣ୍ଡିଆ ର ଦମ ଦେଖି ପ୍ରଶଂସା କଲେ ଗୃହ ମନ୍ତ୍ରୀ |    (25-Aug-2026)       ||      ମେଡିକାଲ ଆଗରେ ଜବର ଦଖଲ ଉଛେଦ ଯୋଗୁଁ ବ୍ୟବସାୟୀ ଙ୍କ ଉଜୁଡି ଗଲା ବେଉସା |    (25-Aug-2026)       ||      ବେଆଇନ ଭାବେ ଚାଲୁଥିବା ସ୍କୁଲ ବସକୁ ଜବତ କଲେ କଟକ ଆର ଟି ଓ ବିଭାଗ ଅଧିକାରୀ |    (24-Aug-2026)       ||      ଭିଜିଲାନ୍ସ ହାତରେ ଧରା ପଡିଲେଅବସର ପ୍ରାପ୍ତ ସିନିଏର ରେଭେନ୍ୟୁ ଆସିଷ୍ଟାଣ୍ଡ ଅଧିକାରୀ |    (24-Aug-2026)       ||      ବାଣପୁର ବ୍ଲକରେ ଜିଲ୍ଲା ପାଳ ଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ||   (24-Aug-2026)       ||      ବଡ଼ ମାଣିଝୋଲା ନଦୀରୁ ନିଖୋଜ ଛାତ୍ର ଙ୍କ ମୃତ ଦେହ ଉଦ୍ଧାର |   (24-Aug-2026)       ||      ଦିଗିପଡି ଗାଁରେ ଲଗାଣ ବର୍ଷା ରେ ମାଟି ଅତଡ଼ା ଖସି ରାସ୍ତାରେ ବିରାଟ ଗର୍ତ୍ତ ||   (24-Aug-2026)       ||      ବାଲିଗୁଡା ନିର୍ବାଚନ ମଣ୍ଡଳୀ ରପୂର୍ବତନ ବିଧାୟକ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ |    (24-Aug-2026)       ||      ଶ୍ରାବଣ ଶେଷ ସୋମବାର ରେ କନ୍ଧମାଳ ଜଳେଶ୍ୱର ରେ କାଉଡିଆ ଙ୍କ ପ୍ରବଳ ଭିଡ଼ |    (24-Aug-2026)       ||      ପୋଲିସ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି, ରମ୍ଭା ଅଞ୍ଚଳରେ ଏବେବି ଚାଲିଛି କଙ୍ଗାରୁ କୋର୍ଟ |   (24-Aug-2026)       ||      ପରଲୋକରେ ବରିଷ୍ଟ ବିଜେପି କର୍ମୀ ରମେଶ ଚନ୍ଦ୍ର ମିଶ୍ର, ଶୋକବ୍ୟକ୍ତ କଲେ ବହୁ ବ୍ୟକ୍ତି ବିଶେଷ |    (24-Aug-2026)       ||     

ପୁରୁଷୋତ୍ତମପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ମାରିଦେବାର ଧମକ ଦେଇ ତିନି ବ୍ୟକ୍ତି ଗିରଫ |

11-Jul-2025

ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ଧମକ ଦେଇ ଗିରଫ ହେଲେ ଦୁଇ ଠିକାଦାର ଓ ଜଣଙ୍କ ପିତା,

                    ଓଡିଶା ଜନମତ  ବ୍ୟୁରୋ,

ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଗୋବିନ୍ଦ ଦଣ୍ଡସେନା ଙ୍କୁ ଅଫିସ କାର୍ଯ୍ୟାଳୟରେ ପଶି ଜୀବନରେ ମାରିଦେବା ଧମକ  ନେଇ ଥାନାରେ କେଶ ହୋଇ ଥିଲା | ଯାହାର  କେଶ ନଂ ୫୨୨/୨୦୨୫ ଓ ସେକ୍ସନ ନଂ ୧୧୫,୧୫୧(୨)୧୩୨, ୩(୫)ବି ଏନ ଏସ ଏସ(ଭାରତୀୟ ନ୍ୟାୟ ସୁରକ୍ଷା ସଂହିତା)ଧାରା ଅନୁସାରେ ରେ କେସ ରୁଜୁ କରାଯାଇଥିଲା । ଏହା ପୂର୍ବରୁ ବିଜେଡି କଣ୍ଟାକ୍ଟର ମାନେ  ବିନା ଟେଣ୍ଡର ରେ  କାର୍ଯ୍ୟ କରି ଜବରଦସ୍ତ ଭାବେ ବିଲ କରାଇବା ଓ ବିଲ ନକଲେ ଜୀବନରେ ମାରିଦେବା ଭଳି ଧମକ କାର୍ଯ୍ୟନିର୍ବାହୀ ଅଧିକାରୀ  ଙ୍କୁ ଦେବା ମହଙ୍ଗା ପଡିଛି । ପୂର୍ବତନ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିନା ଟେଣ୍ଡର ରେ କାମ ବାଣ୍ଟି କୋଟି କୋଟି ଟଙ୍କା ହାତେଇ ଚାଲି ଯାଇଥିବା ବେଳେ  କଣ୍ଟ୍ରାକ୍ଟର ର ମାନେ ଜର ବିକଳରେ ତାଟିଆ କାମୁଡିବା ନ୍ୟାୟରେ  ଏବର  କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ବିଲ କରାଇ ଦେବାକୁ ବାଧ୍ୟ କରି ଥିଲେ | ଏବଂ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୋବିନ୍ଦ ଡନସେନା ଏହା ହୋଇ ପାରିବ ନାହିଁ ବୋଲି କହିବାରୁ ଦୁଇ ଜଣ ଠିକା ଦାର  ଜଣଙ୍କ ପିତା ଏନଏସି ଅଫିସି ଭିତରେ ପଶି ଧମକ ଦେଇ ଥିଲେ | ଏହା ପୂର୍ବରୁ ଏନଏସିର ସୁଇପର ମାନଙ୍କୁ ଓ ବିଦ୍ୟୁତ ବିଲ ଦେବାକୁ ମଧ୍ୟ ଅର୍ଥ କିଛି ନଥିଲା |  ଅଫିସ୍ ରାଜକୋଷ ଖାଲି ହୋଇଯାଇଥିଲା | ସମୟ ବଡ଼ ବଳବାନ ପାପ ର ରାତି ସରି ଯାଇ  ସତ୍ୟର ସକାଳ ଆସିଯାଇଥିଲା | ଯାହାକି ସେମାନଙ୍କୁ ମହଙ୍ଗା ପଡିଛି  | କିଛି  ବ୍ୟକ୍ତି ବିଶେଷ  ଙ୍କ ସମସ୍ତ ଚେଷ୍ଟା ସତ୍ୱେ ଧମକ ଦେଇଥିବା ବ୍ୟକ୍ତି ମାନଙ୍କୁ ସମାଧାନ କରିବା କାର୍ଯ୍ୟ ରେ ବିଫଳ ହୋଉ ଥିଲେ | ଏବଂ ସେମାନଙ୍କୁ ପୁରୁଷୋତ୍ତମପୁର କୋର୍ଟ କୁ ଥାନା ଅଧିକାରୀ ରାଜେଶ ନାଏକ ଫରୱାର୍ଡ କରିଥିଲେ | ସେଠାରେ  ସେମାନଙ୍କ ଯାମିନ ନାମଞ୍ଜୁର ହେବାରୁ ବ୍ରହ୍ମପୁର ସେଣ୍ଟ୍ରାଲ ଜେଲ କୁ ତିନିଜଣ ଦୀପକ କୁମାର ଗୌଡ଼,ଆଶିଷ କୁମାର ମହାପାତ୍ର ଏବଂ ତାଙ୍କ ବାପା ନାରାୟଣ ମହାପାତ୍ର ଙ୍କୁ ପଠାଯାଇଛି | ଏହି ଖବର ପ୍ରଚାରିତ ହେଲାପରେ ପୁରୁଷୋତ୍ତମପୁର ସହରରେ ଖୁସିର ଲହରୀ ଖେକି ଯାଇଥିଲା | ଏହି ଘଟଣା ରେ କିଛି ବୁଦ୍ଧିଜୀବି, ଆଇନ ଜୀବି ଓ ସମାଜ ସେବୀ ଙ୍କ ମନରେ ବହୁତ ଆନନ୍ଦଦେଖା ଦେଇଛି | ସେମାନଙ୍କର ମତଯେ ସତ୍ୟ ଧର୍ମ ଓ ନ୍ୟାୟ ର ବିଜୟ ହୋଇଛି | ପାପର  ବିଜୟ କିଛି ସମୟ ରହିଥାଏ ବୋଲି କହିଛନ୍ତି | ଏହି ଘଟଣା କୁ ଲଗାତାର ଭାବେପୁରୁଷୋତ୍ତମ ପୁର ସେବା ସାମ୍ବାଦିକ ସଂଘ ର ସାମ୍ବାଦିକ ମାନେ ଅନେକ ବିରୋଧ ସତ୍ୱେ  ବହୁବାର ପ୍ରସାରିତ କରି ଲୋକ ଲୋଚନକୁ ଆଣି ପାରିଥିଲେ, ଯାହା ଦ୍ଵାରା ଲୋକଙ୍କ ମନରେ ଆଶା ଓ ଭରସା ଜାଗ୍ରତ ହୋଇଥିଲା ଯେ ଆଗାମୀ ଦିନରେ ମଧ୍ୟ ସେମାନେ ଯେକୌଣସି କାମରେ ଉଚିତ ନ୍ୟାୟ ପାଇବେ ବୋଲି ଆଶା ରଖିଛନ୍ତି  |

News Comment

You Might Also Like

BACK TO TOP