Breaking News

ଏଥର ମାଣ୍ଡିଆ, ଚାଉଳ ରେ ତିଆରି ରାକ୍ଷୀ ଷ୍ଟାଲ ରେ ମହିଳାଙ୍କ ପ୍ରବଳ ଭିଡ଼ ||   (25-Aug-2026)       ||      ହାଟ ଡିହି ଶିକ୍ଷା ଜିଲ୍ଳାରେ ପ୍ରମୋସନହୋଇ ପ୍ରଧାନ ଶିକ୍ଷକ ହେଲେ 57 ଜଣ ଶିକ୍ଷକ ||   (25-Aug-2026)       ||      ଆବାସ ଯୋଜନା ପାଈଁ ଲାଞ୍ଚନେଇଥିବା ଅଭିଯୋଗ ରେ ପୂର୍ବତନ ପିଇଓ ଙ୍କୁ 4ବର୍ଷ ଦଣ୍ଡା ଦେଶ ଦେଲେ କୋର୍ଟ |    (25-Aug-2026)       ||      ଦାଦନ ଯାଇ ନିଖୋଜ ଥିବା ପୁଅର ବାଟ ଚାହିଁ ବସି ଛନ୍ତି ପରିବାର ଲୋକ ||   (25-Aug-2026)       ||      ଗଣ୍ଡଳା ଗାଁ ପୋଖରୀ ନିଲାମକୁ ବାତିଲ ପାଈଁ ଗ୍ରାମବାସୀ ବିଡ଼ିଓ ଓ ସରପଞ୍ଚ ଙ୍କୁ ଦେଲେ ଦାବିପତ୍ର ||   (25-Aug-2026)       ||      କନ୍ଧମାଳ ରେ ଦାଦନ ଶ୍ରମିକ ତଥ୍ୟ ସଂଗ୍ରହ ଆପ ଉନ୍ମୋଚିତ |    (25-Aug-2026)       ||      ଗୋଲିଆ ଆଦର୍ଶ ବିଦ୍ୟାଳୟ ରେ ଛାତ୍ର ଆଶୁ ତୋଷ ବିଶୋଇ ଙ୍କ ସଫଳତା |   (25-Aug-2026)       ||      ମରଣ ଯନ୍ତା ସାଜିଛି ଖୋର୍ଦ୍ଧା ଗୁରୁଜଙ୍ଗଟାଙ୍ଗୀ ସାହି ନୂଆଙ୍ଗା ରାସ୍ତା |   (25-Aug-2026)       ||      ବେଗୁନିଆପଡା ଜନତା ହାଇସ୍କୁଲ ଛାତ୍ରୀ ନିବାସ ଅବ୍ୟବସ୍ଥା ଘେର ରେ |    (25-Aug-2026)       ||      ଶୁଣିଲାନି ପ୍ରଶାସନ, ଘର ଉଛେଦ ପରେ ଗଛ ମୂଳହିଁ ଭରସା |    (25-Aug-2026)       ||      ଅତିଶୀଘ୍ର ଶ୍ରୀମନ୍ଦିର ରେ ଆରମ୍ଭ ହେବ ଧାଡି ଦର୍ଶନ |    (25-Aug-2026)       ||      ଛେଳି ଚୋରିକରି ବୋଲରା ଗାଡ଼ିରେ ନେଉଥିଲା ବେଳେ ପୋଲିସ ଦ୍ୱାରାତିନି ଗିରଫ ||   (25-Aug-2026)       ||      ବର୍ଷା ଯୋଗୁଁ ଭାଙ୍ଗିଲା ନୂଆବନ୍ଧ,, ଚାଷ ଜମି ହେଲା ବାଲିଚର |    (25-Aug-2026)       ||      ଲଡଶ ରେ ଶେଷ ମୁହୂର୍ତ୍ତ ରେ ଟିମ ଇଣ୍ଡିଆ ର ଦମ ଦେଖି ପ୍ରଶଂସା କଲେ ଗୃହ ମନ୍ତ୍ରୀ |    (25-Aug-2026)       ||      ମେଡିକାଲ ଆଗରେ ଜବର ଦଖଲ ଉଛେଦ ଯୋଗୁଁ ବ୍ୟବସାୟୀ ଙ୍କ ଉଜୁଡି ଗଲା ବେଉସା |    (25-Aug-2026)       ||      ବେଆଇନ ଭାବେ ଚାଲୁଥିବା ସ୍କୁଲ ବସକୁ ଜବତ କଲେ କଟକ ଆର ଟି ଓ ବିଭାଗ ଅଧିକାରୀ |    (24-Aug-2026)       ||      ଭିଜିଲାନ୍ସ ହାତରେ ଧରା ପଡିଲେଅବସର ପ୍ରାପ୍ତ ସିନିଏର ରେଭେନ୍ୟୁ ଆସିଷ୍ଟାଣ୍ଡ ଅଧିକାରୀ |    (24-Aug-2026)       ||      ବାଣପୁର ବ୍ଲକରେ ଜିଲ୍ଲା ପାଳ ଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ||   (24-Aug-2026)       ||      ବଡ଼ ମାଣିଝୋଲା ନଦୀରୁ ନିଖୋଜ ଛାତ୍ର ଙ୍କ ମୃତ ଦେହ ଉଦ୍ଧାର |   (24-Aug-2026)       ||      ଦିଗିପଡି ଗାଁରେ ଲଗାଣ ବର୍ଷା ରେ ମାଟି ଅତଡ଼ା ଖସି ରାସ୍ତାରେ ବିରାଟ ଗର୍ତ୍ତ ||   (24-Aug-2026)       ||     

ଅନାସ୍ଥାରେ ହାରିଲେ ପୋଲସରା ବାଲି ଛାଇ ପଞ୍ଚାୟତ ସରପଞ୍ଚ

11-Jul-2025

ଅନାସ୍ଥା ରେ ହାରିଲେ ବାଲିଛାଇ ପଞ୍ଚାୟତ ସରପଞ୍ଚ,

ଓଡ଼ିଶା ଜନମତ, ପୋଲସରା, ସନ୍ତୋଷ କୁମାର ପଣ୍ଡା 
୧୧/୦୭/୨୫ :

ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ବାଲିଛାଇ ପଞ୍ଚାୟତର ସରପଞ୍ଚ ସିଲୁ ବେହେରାଙ୍କ ବିରୋଧରେ ଗତ ମାସ ୨୧/୦୬/୨୫ ତାରିଖରେ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନାସ୍ଥା ପ୍ରସ୍ତାବ ପାଇଁ ଆବେଦନ ହୋଇଥିଲା। ଗଞ୍ଜାମ ଜିଲ୍ଲା ପ୍ରଶାସନଙ୍କ  ନିର୍ଦ୍ଦେଶ କ୍ରମେ ୧୧/୦୭/୨୫ ତାରିଖ ଦିନ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଭୋଟ ଗ୍ରହଣ ଅନୁଷ୍ଠିତ ହୋଇଥିଲା। ୧୧ ଓ୍ବାର୍ଡ ବିଶିଷ୍ଟ ବାଲିଛାଇ ପଞ୍ଚାୟତରେ ବିଜେଡି ସମର୍ଥିତ ସରପଞ୍ଚ ଭାବେ ସିଲୁ ବେହେରା ବିଜୟ ଲାଭ କରିଥିଲେ। ନାଏବ ସରପଞ୍ଚ ପର୍ଶୁରାମ ପ୍ରଧାନ, ଓ୍ବାର୍ଡ ମେମ୍ବର ଗୀତା ସାହୁ, ହରେକୃଷ୍ଣ ପାତ୍ର, କ୍ରିଷ୍ଣା ସ୍ବାଇଁ, ରବୀନା ବିଷୋୟୀ, ସୁଶାନ୍ତ କୁମାର ପ୍ରଧାନ, କୁମାରୀ ବେହେରା, ଜୁଲି ସାହୁ, ଝୁନ୍ ଝୁନା ପ୍ରଧାନ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ  ଆଣିବା ସହିତ ଗତ ୨୨/୦୭/୨୫ ତାରିଖରେ ଜଗନ୍ନାଥ ବାଢେଇଙ୍କ ନେତୃତ୍ଵରେ ମନ୍ତ୍ରୀ ଗୋକୁଳାନନ୍ଦ ମଳିକଙ୍କ ନିକଟରେ ବିଜେପିରେ ସାମିଲ ହୋଇଥିଲେ। ଯାହା ଦ୍ୱାରା ଅନାସ୍ଥା ପ୍ରସ୍ତାବ ସପକ୍ଷରେ ୯ ଖଣ୍ଡ ଭୋଟ ପଡିଥିବା ବେଳେ ବିପକ୍ଷରେ ୧ ଖଣ୍ଡ ଭୋଟ ଯାଇଥିଲା ଓ ଜଣେ ଓ୍ବାର୍ଡ ମେମ୍ବର ଅନୁପସ୍ଥିତି ଥିଲେ। ଫଳରେ ଅନାସ୍ଥା ପ୍ରସ୍ତାବରେ ସରପଞ୍ଚ ସିଲୁ ବେହେରା ହାରିଯାଇଥିଲେ। ସରପଞ୍ଚଙ୍କ ମନମୁଖୀ କାର୍ଯ୍ଯ ଓ ଦୁର୍ନୀତି ଗ୍ରସ୍ତ ଥିବା ଅଭିଯୋଗ ହୋଇଥିବା ବେଳେ ତାଙ୍କ ବିରୋଧରେ ଆଣିଥିବା ଅଭିଯୋଗ ସମ୍ପର୍ଣ୍ଣ ମିଥ୍ୟା ଅଟେ ବୋଲି ସିଲୁ ବେହେରା କହିଥିଲେ। ଏଥିରେ ବିଜେପି ନେତା ଜଗନ୍ନାଥ ବାଢେଇ ଅର୍ଥ ବଳରେ ମୋ ବିରୋଧରେ ଅଭିଯୋଗ ଆଣିଛନ୍ତି ବୋଲି ମଧ୍ୟ ପ୍ରକାଶ କରିଥିଲେ। ମିଥ୍ୟା ଅଭିଯୋଗ ବିରୁଦ୍ଧରେ ସେ ଆଇନର ଆଶ୍ରୟ ନେଇଛିନ୍ତି ଓ ନିଶ୍ଚିତ ଭାବେ ନ୍ଯାୟ ପାଇବି ବୋଲି ପ୍ରକାଶ କରିଥିଲେ। ନିର୍ବାଚନ ଅଧିକାରୀ ଭାବେ ପୋଲସରା ତହସିଲଦାର ଦିପ୍ତିମୟୀ ପାତ୍ର ଦାୟିତ୍ୱ ତୁଲାଇଥିବା ବେଳେ, ବିଡ଼ିଓ ଶଶିଭୂଷଣ ମହାପାତ୍ର,ଏସଡିପିଓ ସୁଜିତ ନାୟକ ଓ କବିସୂର୍ଯ୍ୟନଗର ଥାନାଧିକାରୀ ଉପସ୍ଥିତ ଥିଲେ। ଶାନ୍ତି ଶୃଙ୍ଖଳା ସହ ଭୋଟ ଶେଷ ହୋଇଥିଲା।

News Comment

You Might Also Like

BACK TO TOP