Breaking News

ଜଗନ୍ନାଥ ପୁର ପଞ୍ଚାୟତ ରେ ବରିଷ୍ଟ ବ୍ୟକ୍ତି ଙ୍କୁ ଆକ୍ରମଣ , ଥାନାରେ ଏତଲା |    (18-Apr-2026)       ||      ଇତିହାସ ବିଭାଗ ରେ ଶେଷବର୍ଷ ର ଛାତ୍ରଛାତ୍ରୀ ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଅନୁଷ୍ଠିତ |   (18-Apr-2026)       ||      କନ୍ଧମାଳ ଜିଲ୍ଲା ପାଳ ଦାରିଙ୍ଗି ବାଡ଼ି ବ୍ଳକର ବିଭିନ୍ନ ଦୁର୍ଗମ ଅଞ୍ଚଳର ପ୍ରକଳ୍ପ ତଦାରଖା କଲେ |    (18-Apr-2026)       ||      ପୋଖରୀରେ ବୁଡି ଯୁବକ ମେତ୍ୟୁ |    (17-Apr-2026)       ||      ପୋଲସରା ରେ ବିଜୁ ବାବୁଙ୍କୁ ଭକ୍ତି ପୁତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ |    (17-Apr-2026)       ||      ବିଜୁବାବୁ ଥିଲେ ଜଣେ ମହାନ ଜନ ନାୟକ ତଥା ଓଡ଼ିଶାର ଗର୍ବ ଗୌରବ |    (17-Apr-2026)       ||      ପୋଲିସ ପେଟ୍ରୋଲିଙ୍ଗ ସମୟ ରେ କାଠ ପଟା ବୋଝେଇ ମିନିଟ୍ରକ ଜବତ, ତିନି ଗିରଫ |   (17-Apr-2026)       ||      ପିକଅପ ଭେନ କୁ ଧକ୍କା ଦେଈ ବାଇକ ଚାଳକ ମୃତ ||   (16-Apr-2026)       ||      ରଙ୍ଗେଈଲୁଣ୍ଡା ବ୍ଳକର 17ଜଣ ସିଆରସିସି ମାନସିକ ଚାପର ଵଶବର୍ତ୍ତୀ ହୋଈ ବିଇଓ ଙ୍କୁ ଦେଲେ ସାମୁହିକ ଇସ୍ତଫାପତ୍ର |   (16-Apr-2026)       ||      ବାଇକ ଧକ୍କା ରେ ବରିଷ୍ଟ ନାଗରିକ ମୃତ |    (16-Apr-2026)       ||      ବାଇକ ଧକ୍କା ରେ ବରିଷ୍ଟ ନାଗରିକ ମୃତ |    (16-Apr-2026)       ||      ଗୋଶାଣୀ ନୂଆଙ୍ଗା ଥାନା ତରଫରୁ ବ୍ରହ୍ମପୁର ରେଳଷ୍ଟେସନ ନିକଟରେ 21କେଜି ଗଞ୍ଜେଇ, ଏକ ଅଟୋ ସହ ତିନି ଜଣକୁ ଗିରଫକଲା ପୋଲିସ |   (16-Apr-2026)       ||      ନାବାଳିକା କୁ ବସ ମଧ୍ୟରେ ଅସଦାଚରଣ କରି ରିଟାୟଡ଼ ଅଧ୍ୟାପକ ଗିରଫ |    (16-Apr-2026)       ||      ପୋଲସରା ଥାନା ପାତି ଗଡ଼ ଗ୍ରାମରେ ଚୋରିକରିବାକୁ ଆସିଥିବା ବୃଦ୍ଧାଙ୍କୁ କଲେ ଆକ୍ରମଣ |    (16-Apr-2026)       ||      ମାତୃଭାଷା ର ଐତିହ୍ୟ ସମ୍ପର୍କ ରେ ପାଠ ଚକ୍ର ||   (15-Apr-2026)       ||      ପୋଲସରା ବିଜ୍ଞାନ ମହା ବିଦ୍ୟାଳୟ ରେ ଆଠ ଦିନିଆ ଆତ୍ମ ରକ୍ଷା ତାଲିମ ଶିବିର ର ଶୁଭାରମ୍ଭ |   (15-Apr-2026)       ||      କୋଟିନଡ଼ା ଥାନା କନ୍ଧପଲି ନିକଟରେ ଗଛକୁ ଧକ୍କାଦେଇ ବାଇକ ଆରୋହୀ ମୃତ |    (15-Apr-2026)       ||      ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ |    (15-Apr-2026)       ||      ପୂର୍ବଶତ୍ରୁତାକୁ ନେଇ ଯୁବକ ଙ୍କୁ ନିର୍ମମ ହତ୍ୟା |    (15-Apr-2026)       ||      ସତାବନ ବର୍ଷ ରେ ବିବାହ ହେଲେ ଅଭିନେତା |    (15-Apr-2026)       ||     

ଗଞ୍ଜାମ ବ୍ଳକ ଅନ୍ତର୍ଗତସାତୁଲୀ ଗ୍ରାମରେ ବିଲ ଛତୁ ଖାଇ ଆଠଜଣ ଅସୁସ୍ଥ |

02-Jul-2025

ବିଲ ଛତୁ ଖାଇ ସାତୁଳି ଗ୍ରାମର ଆଠ ଜଣ ଅସୁସ୍ଥ |

           ଓଡିଶା ଜନ ମତବ୍ୟୁରୋ,

ଗଞ୍ଜାମ ବ୍ଳକ ଅନ୍ତର୍ଗତ ସାତୁଳିଗ୍ରାମର ଗୋଟିଏ ଅଘଟଣଘଟି ଯାଇଛି | ବର୍ତମାନ ବର୍ଷା ଦିନ ଥିବାରୁ ଏବଂ ବିଲରେ କାମ କରିବାକୁ ଯାଇ ହୁଡ଼ା ରେ  ଫୁଟିଥୁବା ଛତୁ ଖାଇ ୮ ଜଣ ଅସୁସ୍ଥ । ଘଟଣାରୁ ଜଣା ପଡିଛି ଯେ ଏହି ୮ଜଣ ବିଲ ରେ ଫୁଟି ଥିବା ଛତୁ ତୋଳି ଆଣି ତାକୁ ରାନ୍ଧି ଖାଇ ଥିଲେ | ତେବେ ଖାଇବା ପାରେ ସମସ୍ତେ ଅସୁସ୍ଥଅନୁଭବ କରି ବାନ୍ତି କରିଥିଲେ |  ତେବେଏହି କଥା ଜଣା ପଡିଲା ପରେ ସମସ୍ତଙ୍କୁ  ପ୍ରଥମେ ନିକଟସ୍ତ ଖଣ୍ଡିଦେଉଳି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଈଁ ଭର୍ତ୍ତି କରିଥିଲେ | ପରେସେମାନଙ୍କ ଅବସ୍ଥା ଗୁରୁତର ହୋଇ ପଡିବାରୁ ସମସ୍ତଙ୍କୁ ଅଧୂକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଅସୁସ୍ଥ ହୋଇ ଥିବା ଆଠ ଜଣ ହେଲେ  ସୁରଥ ସାହୁ, ସୁଶାନ୍ତି ସାହୁ, ଅମର ସାହୁ, ରାଜା ସାହୁ, ବିପନ ସାହୁ, ସୁଇଟି ସାହୁ, ସପନା ସାହୁ, ସୁକୁରୁ ସାହୁ ପ୍ରମୁଖ ଅଟନ୍ତି  | ତେବେ ବ୍ରହ୍ମପୁର ରେ ଚିକିତ୍ସା ପରେ ସମସ୍ତେ ସୁସ୍ଥ ଅଛନ୍ତି  |

News Comment

You Might Also Like

BACK TO TOP