Breaking News

ରାକ୍ଷୀ ପୂର୍ଣ୍ଣିମା ହେଉଛି, ଭାଇ ଭଉଣୀ ଙ୍କ ଅତୁଟ ସମ୍ପର୍କ ଓ ସୁରକ୍ଷା ପ୍ରଦାନର ପ୍ରତୀକ | |   (27-Aug-2026)       ||      ଆସନ୍ତା କାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଗଞ୍ଜାମ ଗ୍ରସ୍ତ |    (26-Aug-2026)       ||      ବିଧାୟକ ଙ୍କ ଦ୍ୱାରା ପାଣ୍ଡିଆ ପଞ୍ଚାୟତ ହିତାଧିକାରୀ ଙ୍କୁ ରାସନ କାର୍ଡ ଓ ଭତ୍ତା ଟଙ୍କା ପ୍ରଦାନ ||   (26-Aug-2026)       ||      ମରଣ ଯନ୍ତା ପାଲିଟିଛି ରାଗପୁର ଆଦର୍ଶ ବିଦ୍ୟାଳୟ ରାସ୍ତା!|    (26-Aug-2026)       ||      ଖଡ଼ଗ ନଦୀରେ ଡ଼ଙ୍ଗା ବୁଡି ଭାସିଗଲେ ଶଶୁର ବୋହୁ,    (26-Aug-2026)       ||      ପଦ୍ମପୁର ର ପୂର୍ବତନ ବିଧାୟକ ଙ୍କ ପରଲୋକ |   (26-Aug-2026)       ||      ସାପ କାମୁଡା ରେ ମୁଣ୍ଡୁଳା ଗ୍ରାମର ମହିଳା ମୃତ |    (26-Aug-2026)       ||      ସାରାରାଜ୍ୟରେ ପନିର ପରେ ମିଠା ଦୋକାନ ରେ ଚଢ଼ାଉ କରୁଛି ଖାଦ୍ୟ କଣ୍ଟ୍ରୋଲ ବିଭାଗ |    (26-Aug-2026)       ||      ଜୁଆ ଆଡ୍ଡା ଉପରେ ହିଞ୍ଜିଳି ପୋଲିସ ର ଚଢ଼ାଉ 11ଯୁଆଡ଼ି ସହ ବହୁ ସାମାନ ଜବତ ||   (26-Aug-2026)       ||      ଅଭିନେତା ଗୋବିନ୍ଦା ଓ ସ୍ତ୍ରୀ ସୁନିତା ଙ୍କୁ ଛାଡ଼ ପତ୍ର ବିବାଦ ନେଇ ମାଇଁଙ୍କୁ ସାହାଯ୍ୟ କଲେ ଗୋବିନ୍ଦା ଙ୍କ ଭାଣଜି |    (26-Aug-2026)       ||      ନଦୀରେ ପସି ଡ଼ଙ୍ଗା ପାଖକୁ ଯାଉଥିଲା ବେଳେ ବୃଦ୍ଧ ଙ୍କୁ ଟାଣିନେଲା କୁମ୍ଭୀର ||   (26-Aug-2026)       ||      ଶବ ଦାହ ପାଇଁ ଅସୁବିଧା ଶ୍ମଶାନ ଚାରିପଟେ2ଫୁଟ ଖାଲ |    (26-Aug-2026)       ||      ଛତିଶ ଗଡ଼ ବନ ବିଭାଗ ର ଚଢ଼ାଉ, ଲକ୍ଷା ଧିକ ଟଙ୍କାର କାଠ ଜବତ |   (26-Aug-2026)       ||      ସନ୍ତୋଷ ସିଂ ସାଲୁଜା ଙ୍କ ମତ M M D R ବିଲ ପ୍ରତ୍ୟହାର ନ କଲେ ଶାସକ ଦଳ ଏମପି ଓ ଏମ ଏ ଏଲ ଙ୍କ ଘର କୁ ଘେରାଉ କରିବ କଂଗ୍ରେସ |   (26-Aug-2026)       ||      ଜିଓ କମ୍ପାନୀ ର ଜବରଦସ୍ତ ଅଫର, 49 ଟଙ୍କାରେ ଅନ ଲିମିଟେଡ଼ ଡାଟା |   (26-Aug-2026)       ||      ଚାକିରୀ ଦେବା ନାଁ ରେ ଦେଢ଼ କୋଟି ଚଳୁ, ପାଞ୍ଚ ବ୍ୟକ୍ତି ଙ୍କୁ ଗିରଫ କଲା ବୈଦ୍ୟନାଥ ପୁର ପୋଲିସ ||   (25-Aug-2026)       ||      ଏଥର ମାଣ୍ଡିଆ, ଚାଉଳ ରେ ତିଆରି ରାକ୍ଷୀ ଷ୍ଟଲ ରେ ମହିଳାଙ୍କ ପ୍ରବଳ ଭିଡ଼ ||   (25-Aug-2026)       ||      ହାଟ ଡିହି ଶିକ୍ଷା ଜିଲ୍ଳାରେ ପ୍ରମୋସନହୋଇ ପ୍ରଧାନ ଶିକ୍ଷକ ହେଲେ 57 ଜଣ ଶିକ୍ଷକ ||   (25-Aug-2026)       ||      ଆବାସ ଯୋଜନା ପାଈଁ ଲାଞ୍ଚନେଇଥିବା ଅଭିଯୋଗ ରେ ପୂର୍ବତନ ପିଇଓ ଙ୍କୁ 4ବର୍ଷ ଦଣ୍ଡା ଦେଶ ଦେଲେ କୋର୍ଟ |    (25-Aug-2026)       ||      ଦାଦନ ଯାଇ ନିଖୋଜ ଥିବା ପୁଅର ବାଟ ଚାହିଁ ବସି ଛନ୍ତି ପରିବାର ଲୋକ ||   (25-Aug-2026)       ||     

ଭଞ୍ଜନଗର ବସ ଷ୍ଟାଣ୍ଡ ନିକଟ ମହିଳା ପରିସ୍ରାଗାର ନିକଟରେ କୁଢ଼, କୁଢ଼ ଅକିଆ |

30-Jun-2025

ଅଳିଆ କୁଢ ପଲଟିଛି ଭଞ୍ଜନଗର ବସଷ୍ଟାଣ୍ଡ ସ୍ଥିତ ମହିଳା ପରିସ୍ରାଗାର,

ଓଡିଶା ଜନମତ ଭଞ୍ଜନଗର, ସପନ କୁମାର ସେଠୀ:

ଗଂଜାମ ଜିଲ୍ଲାର ପ୍ରମୂଖ ବ୍ଲକ ମଧ୍ୟରେ ଭଞ୍ଜନଗର ବ୍ଲକ ଓ ଏଥି ମଧ୍ୟରେ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ର ସୁନାମ ଓଡିଶା ରେ ଅଛି। କାରଣ ଏଠିକାର ସ୍ଵଛତା ସୁନ୍ଦରତା ଓ ପରିମଳ ଉପରେ ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଗୋପବନ୍ଧୁ ମହାପାତ୍ର ଗୁରୁତ୍ୱ ଦେଇଥାନ୍ତି,କିନ୍ତୁ ଭଞ୍ଜନଗର ବିଜ୍ଞାପିତ  ଅଞ୍ଚଳ ପରିଷଦ ଅନ୍ତର୍ଗତ ନୂତନ ବସ ଷ୍ଟାଣ୍ଡ ର ଅବସ୍ଥା ନ କହିଲେ ଭଲ। ସରକାରୀ ବସ ଷ୍ଟାଣ୍ଡ ନିକଟରେ ଥିବା ପଥ ପ୍ରାନ୍ତ ପରିଶ୍ରା ଗାର ନିକଟକୁ ଥରେ ଯିଏ ଯିବ ସେ ରୋଗରେ ପଡିବା ସୁନିଶ୍ଚିତ।ସରକାର ମହିଳା ମାନଙ୍କ ସୁବିଧା ସକାଶେ ନିର୍ମାଣ କରିଥିବା ମହିଳା ପରିସ୍ରାଗାର କୁ ଅକ୍ତିଆର କୁ ନେଇଛନ୍ତି ଖୋଲା ମଦୁଆ ମାନେ,ଶୌଚାଳୟ ମଧ୍ୟରେ ପଡ଼ି ରହିଛି କୁଢ଼ କୁଢ଼ ଅଳିଆ, ମଦ ବୋତଲ, ଗ୍ଲାସ।ଏମିତିକି ବହୁ ଦିନ ଧରି ସଫା ହୋଇନି ଏହି ମହିଳା ପରିସ୍ରାଗାର।ନିକଟରେ ପୁରୁଷ ମାନଙ୍କ ପାଇଁ ନିର୍ମାଣ ହୋଇଥିବା ପରିସ୍ରାଗାର ତା ଠାରୁ ଅଧିକ ଶୋଚନୀୟ।ଯିଏ ଯେମିତି ,ଯେଉଁଠି ପରିସ୍ରା କରି ପାରିଲା, ଯିଏ  ଯେମିତି ମଳ ତ୍ୟାଗ କରି ପାରିଲା।ଏହି ପ୍ରକାର ଦୟନୀୟ ପରିମଳ ଅବସ୍ଥା କୁ ଦେଖି ଯାତ୍ରୀ ହେଉ କିମ୍ବା ଦୋକାନୀ କିମ୍ବା ବସ କର୍ମଚାରୀ ସମସ୍ତେ ତାଯୁବ ।ମହିଳା ଯାତ୍ରୀ ମାନେ ଯେଉଁ ପ୍ରକାର ହଇରାଣ ହେଉଛନ୍ତି ସେହି ପ୍ରକାର ହଇରାଣ ହେଉଛନ୍ତି ସାଧାରଣ ଯାତ୍ରୀ ଟିଏ।ବସଷ୍ଟାଣ୍ଡ ଠାରୁ ଅଳ୍ପ ଦୂରରେ ଥାନା ଅଫିସ, ଉପଜିଲ୍ଲାପାଳ କାର୍ଯ୍ୟାଳୟ, ବ୍ଲକ କାର୍ଯ୍ୟଳୟ ଏହି ବାଟ ଦେଇ ପ୍ରତିଦିନ ଏହି ଅଫିସ ର ବାବୁମାନେ ଯିବାଆସିବା କରନ୍ତି କିନ୍ତୁ କାହାର ଏଥି ପ୍ରତି ଧ୍ୟାନ ନାହିଁ। ଏଠି ଅଛି ସରକାର ଙ୍କ ଆନ୍ତରିକତା ନା ପ୍ରଶାସନ କାହାର କିଛି ଯାଏଆସ ନାହିଁ। ଏଠି କେବଳ ନିରୀହ ଜନସାଧାରଣ ବଳିପଡୁଛନ୍ତି। ଆଗକୁ ବର୍ଷା ଦିନ ବିଭିନ୍ନ ପ୍ରକାରର ଝାଡା ବାନ୍ତି ଓ ହଇଜା ବ୍ୟାପିବା ର ସମ୍ଭାବନା ରହିଛି ତେଣୁ ସରକାର ଏଥି ପ୍ରତି ଧ୍ୟାନ ଦେବା କୁ ବୁଦ୍ଧିଜୀବୀ ମହଲରେ ଦାବି ଜୋର ଧରିଛି ।
ଆମେ ଖବର ସଂଗ୍ରହ କରିବା ସମୟରେ ମହିଳା ଯାତ୍ରୀ ମାନେ ମୁହଁରେ ରୁମାଲ ଦେବା ସହ ଶୌଚାଳୟ ସାମ୍ନାରେ ଥିବା କୁଢ଼ କୁଢ଼ ମଇଳା ଓ ଶୌଚାଳୟ ଭିତର ଅବସ୍ଥା ଦେଖି ଫେରି ଆସୁଥିଲେ। ମାନେସୂଚନାଯୋଗ୍ୟ ଯେ ଏଠାରେ ଥିବା  ହୋଟେଲ ରୁ ମଧ୍ୟ ବର୍ଯ୍ୟ ଵସ୍ତୁ  ପରିମଳ ଅବସ୍ଥା କୁ ଗୁରୁତର କରୁଛି।ତେଣୁ ଏଠାରେ ପ୍ରଶ୍ନ ଉଠୁଛି  ଯେ ଏହି ପରିମଳ ଅବସ୍ଥା ପାଇଁ ଦାୟୀ କିଏ, ଯଦି ସରକାର ତାଙ୍କ କାର୍ଯ୍ୟ କରୁଛନ୍ତି ,ଜନସାଧାରଣ ମଧ୍ୟ ପରିମଳ କୁ ସଫା ରଖିବାର ଦାଇତ୍ଵ ରହିଛି।ଯେମିତି ନିଜ ଘର ନିଜେ ସଫା ରଖୁଛନ୍ତି ସେହିପରି ନିଜ ସହରକୁ ନିଜେ ସଫା ରଖିବା।ତେଣୁ ସମସ୍ୟା କୁ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁରୁତର ସହ ନେଇ ପରିମଳ ବ୍ୟବସ୍ଥା ମୁ ସୁଧାରିବା ସହ ଜନ ସାଧାରଣ ଙ୍କୁ ମଧ୍ୟ ଅନୁରୋଧ ଏଥିପ୍ରତି ଧ୍ୟାନ ଦେବେ।

News Comment

You Might Also Like

BACK TO TOP